• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ratha
ଆକାଶରୁ ଅମୃତ ବୃଷ୍ଟି :ତିନ୍ତି ତିନ୍ତି ଯାଉଛି କାଳିଆ ଠାକୁର

ଆଜି ବାହୁଡା ଯାତ୍ରା। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ଶ୍ରୀଜୀଉ। ଜନ୍ମବେଦୀରେ ଲୀଳାଖେଳା ସାରି ଏବେ କର୍ମବେଦୀ ଅଭିମୁଖେ ତିନି ଠାକୁର। ଏବେ ବୃଷ୍ଟିମୟ ବଡ଼ଦାଣ୍ଡ ।

Little Debadasi
କୁନି ଭକତର ମାହାରୀ ନୃତ୍ୟ

ବାହୁଡ଼ୁଛନ୍ତି ଶ୍ରୀଜିଉ। ସବୁଠି ଜଗନ୍ନାଥମୟ ପରିବେଶ । ଜଗାକୁ ଦର୍ଶନ କରିବା ପାଇଁ  ଭକ୍ତ ଛଟପଟ । କୁନି ଭକତର କୁନି ପ୍ରୟାସ ।  ପୁରୀର ଏ କୁନି ଭକ୍ତଙ୍କୁ ବଡ଼ଦାଣ୍ଡ ଯାଇ ତିନି ଦିଅଁଙ୍କ ଦର୍ଶନ କରିବା ମନା। ହେଲେ ଭକ୍ତଙ୍କ ଭାବକୁ କ’ଣ ଅଟକାଇ ହେବ।