କଟକ ସିଡିଏ ଅଞ୍ଚଳର ଉଭୟ ପତିପତ୍ନୀ ପରସ୍ପର ବିରୋଧରେ ଅଭିଯୋଗ ଆଣିବା ଘଟଣାରେ ମହିଳାଙ୍କ ବାପା ତାଙ୍କ ଝିଅ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ସେ ପୁଅ ମିଛ କହୁଛି । ମୋ ଝିଅକୁ ସେମାନେ ମାଡ଼ଗାଳି କରନ୍ତି ବୋଲି ଅଭିଯୋଗ କରିଛନ୍ତି ।
ଘରେ ପଶୁଥିଲା ବର୍ଷା ପାଣି ଆଉ ନଷ୍ଟ ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର ଜିନିଷ । କିନ୍ତୁ ନିଜର ତିନି ମହଲା ବିଶିଷ୍ଟ କୋଠାକୁ ୯ ଫୁଟ୍ ଉପରକୁ ଉଠାଇଛନ୍ତି ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳର ଚର୍ତୁଭୁଜ ଜେନା ।