Advertisment

'ସେ ପୁଅ ମିଛ କହୁଛି,ମୋ ଝିଅକୁ ମାଡ଼ଗାଳି କରନ୍ତି'

କଟକ ସିଡିଏ ଅଞ୍ଚଳର ଉଭୟ ପତିପତ୍ନୀ ପରସ୍ପର ବିରୋଧରେ ଅଭିଯୋଗ ଆଣିବା ଘଟଣାରେ ମହିଳାଙ୍କ ବାପା ତାଙ୍କ ଝିଅ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ସେ ପୁଅ ମିଛ କହୁଛି । ମୋ ଝିଅକୁ ସେମାନେ ମାଡ଼ଗାଳି କରନ୍ତି ବୋଲି ଅଭିଯୋଗ କରିଛନ୍ତି ।

author-image
Sarbeswar

କଟକ ସିଡିଏ ଅଞ୍ଚଳର ଉଭୟ ପତିପତ୍ନୀ ପରସ୍ପର ବିରୋଧରେ ଅଭିଯୋଗ ଆଣିବା ଘଟଣାରେ ମହିଳାଙ୍କ ବାପା ତାଙ୍କ ଝିଅ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ସେ ପୁଅ  ମିଛ କହୁଛି । ମୋ ଝିଅକୁ ସେମାନେ ମାଡ଼ଗାଳି କରନ୍ତି ବୋଲି ଅଭିଯୋଗ କରିଛନ୍ତି  । ସୂଚନା ଅନୁସାରେ ସ୍ତ୍ରୀ ନିଜ ବୟଫ୍ରେଣ୍ଡ ସହ ମିଶି ନିର୍ଯାତନା ଦେଉଥିବା ନେଇ କଟକ ସିଡିଏ ଅଞ୍ଚଳର ମୋହିତ ଶର୍ମା ଥାନାରେ ଅଭିଯୋଗ କରିଥିବା ବେଳେ ୧୫ ଲକ୍ଷ ଟଙ୍କା ପାଇଁ ସ୍ୱାମୀ ଟର୍ଚର କରୁଥିବା କହିଛନ୍ତି ପତ୍ନୀ।

Advertisment
Odisha Cuttack Odisha
Advertisment
Advertisment