• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ହୁଲି ଡଙ୍ଗାରେ ନଦୀ ପାରି ହୋଇ ସ୍କୁଲ ଯାଉଛନ୍ତି ପିଲାମାନେ
ହୁଲି ଡଙ୍ଗାରେ ନଦୀ ପାରି ହୋଇ ସ୍କୁଲ ଯାଉଛନ୍ତି ପିଲାମାନେ

ଅନୁଗୁଳ : ଭଙ୍ଗା ଦଦରା ହୁଲି ଡଙ୍ଗାରେ ନଦୀ ପାରି ହୋଇ ସ୍କୁଲ ଯାଉଛନ୍ତି ପିଲାମାନେ। ତା ପୁଣି ବିନା ନାଉରିଆରେ। ଟିକେ ଏପଟ ସେପଟ ହେଲେ ଅଘଟଣ ଘଟିବାର ଆଶଙ୍କା। ଜଣେ ଆହୁଲା ମାରିଲେ ଆଉ ଜଣେ ଡଙ୍ଗାରୁ ପାଣି କାଢୁଛି। ଏହା ହେଉଛି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଜୟପୁର ଗାଁର ଅବସ୍ଥା। ଗାଁରେ ସ୍କୁଲ ନଥିବାରୁ ପଂପଣ୍ଡ ସ୍କୁଲକୁ ଏମାନେ ପଢ଼ିବାକୁ ଯାଆନ୍ତି।  ଏଥିପାଇଁ ସେମାନଙ୍କୁ ଯଉତୁକ ନଦୀ ପାରି ହେବାକୁ ପଡ଼େ। ଡଙ୍ଗା […]

  • Thursday, 10 June 2021
ପୋଖରୀକୁ ମାଛ ଧରିବାକୁ ଯାଇ ବିଦ୍ୟୁତ ଆଘାତରେ ୨ଜଣଙ୍କ ମୃତ୍ୟୁ
ପୋଖରୀକୁ ମାଛ ଧରିବାକୁ ଯାଇ ବିଦ୍ୟୁତ ଆଘାତରେ ୨ଜଣଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା : ଜୀବନ ନେଲା ବିଜୁଳି। କେନ୍ଦ୍ରାପଡ଼ା ଜିଲ୍ଲା ଆଏବା ବ୍ରହ୍ମପୁର ଗାଁରେ ଘଟିଛି ଏହି ଘଟଣା। ଗାଁର ୨ ଜଣ ବ୍ୟକ୍ତି ପୋଖରୀରେ ପଶି ମାଛ ଧରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି। ପୋଖରୀ ଭିତରେ ପୂର୍ବରୁ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା। କିନ୍ତୁ ସେମାନେ ଏ ସମ୍ପର୍କରେ ଜାଣିନପାରି ପୋଖରୀ ଭିତରକୁ ପଶିଥିଲେ। ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଦେଖନ୍ତୁ ଏହି ଭିଡ଼ିଓ-

  • Thursday, 10 June 2021
କୋଟିଆରେ ଆନ୍ଧ୍ର ପୋଲିସର ଜନସଂପର୍କ ଶିବିର
କୋଟିଆରେ ଆନ୍ଧ୍ର ପୋଲିସର ଜନସଂପର୍କ ଶିବିର

ଜୟପୁର : କୋରାପୁଟ କୋଟିଆ ଗ୍ରାମପୁଞ୍ଜରେ ପୁଣି ଆନ୍ଧ୍ରର ଅନୁପ୍ରବେଶ। ଓଡ଼ିଶା ସରକାରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି କୋଟିଆ ପଞ୍ଚାୟତବାସୀଙ୍କ ସହ ସଂପର୍କ ନିବିଡ଼ ପ୍ରୟାସରେ ଆନ୍ଧ୍ର ସରକାର ଏହି କ୍ରମରେ ନେରେଡି ବାଲସା ଠାରେ ଆନ୍ଧ୍ର ପୋଲିସ ପକ୍ଷରୁ ଏକ ବିରାଟ ଜନସଂପର୍କ ଶିବିରର ଆୟୋଜନ କରାଯାଇଥିଲା। ବିଜୟନଗର ଏଏସ୍‌ପି ଦୀପକ ପଟେଲ ଏହି ଜନସଂପର୍କ ଶିବିରକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିର ସହ ଭଲିବଲ ମ୍ୟାଚ୍‌ର ମଧ୍ୟ ଆୟୋଜନ କରାଯାଇଥିଲା। […]

  • Thursday, 10 June 2021
କେନ୍ଦୁଝରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ : ୨ଜଣ ଗିରଫ
କେନ୍ଦୁଝରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ : ୨ଜଣ ଗିରଫ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ନିଜ ସମ୍ପର୍କୀୟ ଘରୁ ଫେରୁଥିବା ବେଳେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଡମ୍ପରରେ ବସାଇ ଗାଁରେ ଛାଡ଼ିଦେବା ଆଳରେ ୨ଜଣ ଡମ୍ପର ଡ୍ରାଇଭର ନାବାଳିକାଙ୍କୁ ବାମେବାରୀ ଥାନା ଦରିବାହାଲ ଜଙ୍ଗଲରେ ଗଣଦୁଷ୍କମ କରିଥିଲେ। ପରେ ନାବାଳିକାଙ୍କୁ ବାଂଶପାଣି ସ୍ଥିତ ଏକ କ୍ରସର ନିକଟରେ ଛାଡ଼ି ପଳାଇଥିଲେ। ନାବାଳିକା ଜଣଙ୍କ ଚେତା ଫେରିବା ପରେ ବହୁକଷ୍ଟରେ ଘରକୁ ଆସି ପରିବାର ଲୋକଙ୍କ ସହାୟତାରେ ଥାନାରେ […]

  • Thursday, 10 June 2021
ରତ୍ନ ଭଣ୍ଡାର ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର
ରତ୍ନ ଭଣ୍ଡାର ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ଏହାକୁ ନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଖୋଲିବା ନେଇ ଅନୁମତି ସମ୍ପର୍କିତ ଚିଠି ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ଆଇନ୍‌ ବିଭାଗ ଏହି ଚିଠି କରିଛନ୍ତି। ତେବେ କେଉଁଦିନ ଏହା ଖୋଲାଯିବ ସେ ସମ୍ପର୍କରେ ନିଷ୍ପତ୍ତି ହୋଇନାହିଁ। ଶ୍ରୀମନ୍ଦିର ନିୟମ ମୁତାବକ ଭଣ୍ଡାର ଖୋଲାଯିବ। ଏହି ସମୟରେ ଏହାକୁ କିଭଳି ଖୋଲାଯିବ ଓ କିଏ କିଏ ଉପସ୍ଥିତ ରହିବେ ସେନେଇ ଏହି ଚିଠିରେ ଉଲ୍ଲେଖ ରହିଛି। […]

  • Thursday, 10 June 2021
ବିଧାନସଭାରେ ଆଜି ବି ଲୋକାୟୁକ୍ତ ତାତି
ବିଧାନସଭାରେ ଆଜି ବି ଲୋକାୟୁକ୍ତ ତାତି

ଭୁବନେଶ୍ୱର : ରାଜ୍ୟରେ ଲୋକାୟୁକ୍ତ ଗଠନକୁ ନେଇ ଆଜି ବି ବିଧାନସଭାରେ ଲାଗି ରହିଥିଲା ଅଚଳାବସ୍ଥା। ପ୍ରଶ୍ନକାଳ ଆରମ୍ଭରେ ବିରୋଧୀଦଳ ନେତାଙ୍କ ସହ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣା ଦେଇଥିଲେ।  ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦାବିରେ ଗୃହର ମଧ୍ୟଭାଗରେ ଧାରଣା ଦେଇଥିଲେ। ଫଳରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ଚାଲିପାରିନଥିଲା। ରାଜ୍ୟରେ ଲୋକାୟୁକ୍ତଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖିଥିଲେ ବି ଏହାର ଉତ୍ତର ମିଳୁନଥିବାରୁ କ୍ଷୁବ୍ଧ ହୋଇଥିଲେ ବିରୋଧୀଦଳ ନେତା। ଲୋକାୟୁକ୍ତ ଗଠନ […]

  • Thursday, 10 June 2021
ଟିଟିଲାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧.୫ ଡିଗ୍ରୀ ସେଲସିଅସ୍ ରେକର୍ଡ
ଟିଟିଲାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧.୫ ଡିଗ୍ରୀ ସେଲସିଅସ୍ ରେକର୍ଡ

ଭୁବନେଶ୍ୱର : ତାତିଲା ଟିଟିଲାଗଡ଼। ଆଜି ଏଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧.୫ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି। ସେହିଭଳି ରାଜ୍ୟର ଅନ୍ୟ ୩ଟି ସହରରେ ମଧ୍ୟ ଆଜି ପାରଦ ୪୦ ଡିଗ୍ରୀ ଟପିଛି। ସୋନପୁରରେ ୪୦ ଦଶମିକ ୪ ଡିଗ୍ରୀ, ମାଲକାନଗିରିରେ ୪୦ ଦଶମିକ ୨ ଡିଗ୍ରୀ, ବଲାଙ୍ଗିରରେ ୪୦ ଦଶମିକ ୧ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ଥିଲା ୩୮ ଦଶମିକ ୨ ଡିଗ୍ରୀ ସେଲ୍‌ସିଅସ୍। ସେପଟେ ତାପମାତ୍ରା ବୃଦ୍ଧିକୁ […]

  • Thursday, 10 June 2021
ସଡ଼କ ସୁରକ୍ଷାକୁ ନେଇ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ
ସଡ଼କ ସୁରକ୍ଷାକୁ ନେଇ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ସଡ଼କ ସୁରକ୍ଷା ସଂକ୍ରାନ୍ତରେ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।  ଭିଡ଼ିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ। ବୈଠକ ପରେ ପରିବହନ କମିଶନର ମଧୁସୂଦନ ପାଢି କହିଛନ୍ତି, ରାଜ୍ୟର ୧୫ଟି ଜିଲ୍ଲାରେ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣା ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏବେ ବରଗଡ, ପୁରୀ ଓ ଝାରସୁଗୁଡାରେ ମଧ୍ୟ ସ୍ଥିତି ସଙ୍ଗିନ। ଦୁର୍ଘଟଣାରେ ରାଜ୍ୟରେ ଦିନକୁ ପ୍ରାୟ […]

  • Thursday, 10 June 2021
ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା : ତ୍ୱରିତ ଶୁଣାଣି ପାଇଁ କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଅନୁରୋଧ
ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା : ତ୍ୱରିତ ଶୁଣାଣି ପାଇଁ କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଅନୁରୋଧ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା। ଏହାର ତ୍ୱରିତ ଶୁଣାଣି ପାଇଁ କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି ହିଞ୍ଜିଳିର ପରାଜିତ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର। ଗତ ଅକ୍ଟୋବର ମାସରେ ଓଡ଼ିଶା ହାଇକୋର୍ଟ ଦେଇଥିବା ଏ ସମ୍ପର୍କିତ ନିର୍ଦ୍ଦେଶର ମୌଖିକ ଶୁଣାଣି ପାଇଁ ନିବେଦନ କରିଛନ୍ତି ଦେବାନନ୍ଦ। ଗତ ବିଧାନସଭା ନିର୍ବାଚନ ସମୟରେ ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଖର୍ଚ୍ଚରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ […]

  • Thursday, 10 June 2021
ଦୁର୍ଗମ ଅଞ୍ଚଳରେ ମାନବସେବା : ଜଙ୍ଗଲ ଭିତରେ ଯନ୍ତ୍ରଣାରେ ଛଟପଟ ଗର୍ଭବତୀଙ୍କୁ ପ୍ରସବ କରାଇଲେ ଡ଼ାକ୍ତର
ଦୁର୍ଗମ ଅଞ୍ଚଳରେ ମାନବସେବା : ଜଙ୍ଗଲ ଭିତରେ ଯନ୍ତ୍ରଣାରେ ଛଟପଟ ଗର୍ଭବତୀଙ୍କୁ ପ୍ରସବ କରାଇଲେ ଡ଼ାକ୍ତର

କନ୍ଧମାଳ : ଦୁର୍ଗମ ଅଞ୍ଚଳରେ ମାନବସେବା ପାଇଁ ପୁଣି ଚର୍ଚ୍ଚାରେ ଆଉ ଜଣେ ଡାକ୍ତର। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ପଲମ ଜଙ୍ଗଲରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କ ପ୍ରସବ କରାଇଛନ୍ତି ଡାକ୍ତର ଯଜ୍ଞଦତ୍ତ ରଥ। ସୂଚନା ଅନୁସାରେ, ଗାଁକୁ ଆମ୍ବୁଲାନ୍ସ ନଆସିବାରୁ ପ୍ରସୂତିଙ୍କୁ ଧରି ପରିବାର ଲୋକେ ଜଙ୍ଗଲ ଭିତର ଦେଇ ଡାକ୍ତରଖାନାକୁ ଯାଉଥିଲେ। ତେବେ ଅଧାବାଟରେ ପ୍ରସବ ବେଦନା ଯୋଗୁଁ ପାହାଡ଼ ରାସ୍ତାରେ ମହିଳା ଜଣକ ଆଉ ଆଗକୁ ଯାଇପାରିନଥିଲେ। ତୁମୁଡ଼ିବନ୍ଧ ଗୋଷ୍ଠୀ […]

  • Thursday, 10 June 2021
କନ୍ଧମାଳ କୁକୁଲାଝର ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ
କନ୍ଧମାଳ କୁକୁଲାଝର ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ

କନ୍ଧମାଳ : କନ୍ଧମାଳ ଖଜୁରୀପଡ଼ା କୁକୁଲାଝର ଜଙ୍ଗଲରେ ମାଓ କ୍ୟାମ୍ପରେ ଅଚାନକ ଚଢାଉ। ଚଡ଼ାଉ ବେଳେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ପୋଲିସ୍ ହମଲା ବେଳେ କ୍ୟାମ୍ପରୁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ଛତ୍ରଭଙ୍ଗ ଦେଇଥିବା ମାଓବାଦୀ KKBN ଡିଭିଜନର ସଦସ୍ୟ ବୋଲି ସନ୍ଦେହ କରାଯାଉଛି। କୁକୁଲାଝର ଜଙ୍ଗଲରେ ମାଓବାଦୀ ସକ୍ରିୟ ଥିବା ନେଇ ଖବର ଆସିଥିଲା। ଏହାପରେ ପୋଲିସ ତରଫରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି ସମୟରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ […]

  • Thursday, 10 June 2021
ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଅନୁପ ସାହୁ
ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଅନୁପ ସାହୁ

ଭୁବନେଶ୍ୱର : ଭୁବନେଶ୍ୱରର ନୂଆ DCP ଭାବେ ଆଜି ଅନୁପ ସାହୁ ଯୋଗ ଦେଇଛନ୍ତି। ପୂର୍ବରୁ ଭଦ୍ରକ ଏସ୍‌ପି ଭାବେ କାର୍ଯ୍ୟରତ ଥିଲେ ଅନୁପ ସାହୁ। ସତ୍ୟବ୍ରତ ଭୋଇଙ୍କ ପଦନ୍ନୋତି ପରେ ଅନୁପ ସାହୁଙ୍କୁ ଭୁବନେଶ୍ୱରର ନୂଆ DCP ଭାବେ ଦାୟିତ୍ୱ ଦିଆଯାଇଥିଲା। ନୂଆ ଦାୟିତ୍ୱ ଗ୍ରହଣ ପରେ ଅପରାଧ ନିୟନ୍ତ୍ରଣ, ଟ୍ରାଫିକ୍ ଓ ଭିଭିଆଇପି ସୁରକ୍ଷା ବଡ଼ ଚ୍ୟାଲେଞ୍ଜ୍ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି। ଏହାସହ ସାଇବର ଅପରାଧ ନିୟନ୍ତ୍ରଣ, ମହିଳାଙ୍କ ସୁରକ୍ଷା ପ୍ରାଥମିକତା ହେବ […]

  • Thursday, 10 June 2021
ରାତିରେ ଘରେ ପଶି ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ
ରାତିରେ ଘରେ ପଶି ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

ସମ୍ବଲପୁର  : ସମ୍ବଲପୁର ଯୁଯୁମରା ବ୍ଲକ ଭବାନୀପଲ୍ଲି ଗାଁରେ ହାତୀ ଆକ୍ରମଣ। ଏଥିରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଗତକାଲି ରାତିରେ ମହିଳା ଜଣଙ୍କ ଘରେ ଶୋଇଥିବା ବେଳେ ସ୍ଥାନୀୟ ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ତାଙ୍କ ଘର ଉପରେ ଆକ୍ରମଣ କରିଥିଲା। ପରେ ମହିଳାଙ୍କୁ କଚାଡି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ […]

  • Thursday, 10 June 2021
ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆଜି ଖୋଲିଲାନି ଶ୍ରୀମନ୍ଦିର ରତ୍ନଭଣ୍ଡାର : କେବଳ ବାହାରପଟୁ ASIର ଯାଞ୍ଚ
ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆଜି ଖୋଲିଲାନି ଶ୍ରୀମନ୍ଦିର ରତ୍ନଭଣ୍ଡାର : କେବଳ ବାହାରପଟୁ ASIର ଯାଞ୍ଚ

ଭୁବନେଶ୍ୱର : ବଢି ଚାଲିଛି ଉତ୍କଣ୍ଠା, ହେଲେ ଖୋଲିଲାନି ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର। ଆଜି କେବଳ ବାହାର ପଟ ଯାଞ୍ଚ ହୋଇଛି। ଏଏସ୍ଆଇ କୋର କମିଟି ବାହାର ଅଂଶ ଯାଞ୍ଚ କରିଛି। ରାଜ୍ୟ ସରକାରଙ୍କ ଠାରୁ ଉତ୍ତର ମିଳିନଥିବାରୁ ଭଣ୍ଡାର ଘର ଭିତର ସ୍ଥିତି ଯାଞ୍ଚ ହୋଇପାରିନି। ତେବେ ରତ୍ନଭଣ୍ଡାର ଭିତର ଖୋଲିବାରେ ବାଧକ ଅଛି କି ନାହିଁ, ତା ଉପରେ ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ତର୍ଜମା ପରେ ଏଏସ୍ଆଇକୁ ଯାଞ୍ଚ ପାଇଁ କୁହାଯିବ। ବର୍ତ୍ତମାନ […]

  • Thursday, 10 June 2021
ବ୍ୟାଙ୍କ୍‌ରେ ଚାକିରୀ କରାଇ ଦେବା ନାଁରେ ଯୁବତୀ ଚାଲାଣ ଅଭିଯୋଗ
ବ୍ୟାଙ୍କ୍‌ରେ ଚାକିରୀ କରାଇ ଦେବା ନାଁରେ ଯୁବତୀ ଚାଲାଣ ଅଭିଯୋଗ

ଭୁବନେଶ୍ୱର: ବ୍ୟାଙ୍କରେ ଚାକିରୀ କରାଇ ଦେବା ନାଁରେ ଖୋର୍ଦ୍ଧା ଜିଲ୍ଲାରୁ ଯୁବତୀ ଚାଲାଣ ଅଭିଯୋଗ। ଜଣେ ନାବାଳିକାଙ୍କ ସହ ୪ ଜଣଙ୍କୁ ରାଉରକେଲାର ଏକ ହୋଟେଲରୁ ଉଦ୍ଧାର କରିଛି ଖୋର୍ଦ୍ଧା ପୋଲିସ। ଉଦ୍ଧାର ହୋଇଥିବା ସମସ୍ତ ଯୁବତୀ ବାଣପୁର ଅଞ୍ଚଳର ବୋଲି ଜଣାପଡିଛି। ଯୁବତୀଙ୍କୁ ଚାଲାଣ ଅଭିଯୋଗରେ ଜଣେ ଦଲାଲଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ଦଲାଲ ଜଣକ ହେଲେ ବିଦ୍ୟାଧର ପଣ୍ଡା। ବିଦ୍ୟାଧର ଯୁବତୀଙ୍କୁ ଚାକିରି ଦେବାକୁ କହି ରାଉରକେଲା ନେଇଯାଇଥିଲା। ଯୁବତୀଙ୍କ ପରିବାର ଲୋକଙ୍କ […]

  • Thursday, 10 June 2021
ବନବିଭାଗ ଅଧିକାରୀ ଗଂଜେଇ ମାଫିଆଙ୍କୁ ଟଙ୍କା ମାଗୁଥିବା ଦୃଶ୍ୟ ଭିଡିଓରେ ଭାଇରାଲ
ବନବିଭାଗ ଅଧିକାରୀ ଗଂଜେଇ ମାଫିଆଙ୍କୁ ଟଙ୍କା ମାଗୁଥିବା ଦୃଶ୍ୟ ଭିଡିଓରେ ଭାଇରାଲ

ବୌଦ୍ଧ : ଗଂଜେଇ ମାଫିଆମାନଙ୍କ ପାଇଁ ବୌଦ୍ଧ ଜିଲ୍ଲା ପାଲଟିଛି ଭୂସ୍ୱର୍ଗ। ଏଠାରେ ଖୋଲାଖୋଲି ଗଂଜେଇ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଗଂଜେଇ କାରବାର ଉପରେ ରୋକ ଲଗାଇବାକୁ ଯାହାଙ୍କୁ ନିୟୋଜିତ କରାଯାଇଛି, ସେମାନେ ହିଁ ମାଫିଆଙ୍କ ପାଇଁ ସାଜିଛନ୍ତି ସୁରକ୍ଷାର ଢାଲ। ଖୋଦ୍‌ ବନବିଭାଗ ଅଧିକାରୀଙ୍କ ତଦାରଖରେ ଚାଲିଛି ଗଂଜେଇ କାରବାର। କଣ୍ଟାମାଳ ରେଞ୍ଜ ଅଧିକାରୀ ରବିନାରାୟଣ ସାହୁ କିଭଳି ଭାବେ ଗଂଜେଇ ମାଫିଆଙ୍କ ସହିତ ଡିଲ କରି ଗଂଜେଇ କାରବାରକୁ ପ୍ରୋତ୍ସାହିତ କରୁଛନ୍ତି,  କାରବାର […]

  • Thursday, 10 June 2021
ରାଜଧାନୀରେ ପଞ୍ଚାୟତ ସମିତି ସଭ୍ୟଙ୍କୁ ଲାଠିମାଡ଼
ରାଜଧାନୀରେ ପଞ୍ଚାୟତ ସମିତି ସଭ୍ୟଙ୍କୁ ଲାଠିମାଡ଼

ଭୁବନେଶ୍ୱର : ରାଜଧାନୀରେ ପଞ୍ଚାୟତ ସମିତି ସଭ୍ୟଙ୍କୁ ଲାଠିମାଡ଼। ବିଭିନ୍ନ ଦାବି ନେଇ ଆଜି ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ସମିତି ସଭ୍ୟଙ୍କୁ ରାସ୍ତାରେ ପୋଲିସ ଅଟକାଇଥିଲା। ଏଥିପାଇଁ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସର ଲାଠିଚାଳନା ଫଳରେ ଛତ୍ରଭଙ୍ଗ ଦେଇଛନ୍ତି ସମିତି ସଭ୍ୟ। ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସମିତି ସଭ୍ୟ ଓ ସଭ୍ୟାମାନଙ୍କୁ ସ୍ୱତନ୍ତ୍ର କୋଠରୀ ସହ ଆସବାବପତ୍ର ଯୋଗାଇ ଦେବା, ନିର୍ବାଚିତ ସମିତି ସଭ୍ୟସଭ୍ୟାଙ୍କ ମାସିକ ଭତ୍ତା ୧ ହଜାର ୮୮୦ଟଙ୍କା […]

  • Thursday, 10 June 2021
ଭଦ୍ରକରେ ଇଣ୍ଟରନେଟ୍ ସେବା ବନ୍ଦ କଲା ପ୍ରଶାସନ
ଭଦ୍ରକରେ ଇଣ୍ଟରନେଟ୍ ସେବା ବନ୍ଦ କଲା ପ୍ରଶାସନ

ଭଦ୍ରକ : ଆସନ୍ତାକାଲି ରାମନବମୀ। ତା’ପୂର୍ବରୁ ଆଜି ଭଦ୍ରକରେ ଇଣ୍ଟରନେଟ୍ ବନ୍ଦ କଲା ପ୍ରଶାସନ। ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ଇଣ୍ଟରନେଟ୍ ସେବାକୁ ୪୮ ଘଣ୍ଟା ପାଇଁ ସହରରେ ବନ୍ଦ କରିଦିଆଯାଇଛି। ସୋସିଆଲ ମିଡିଆର ଅପବ୍ୟବହାର ରୋକିବାକୁ ଏବଂ ସାଂପ୍ରଦାୟିକ ସଦଭାବ ପାଇଁ ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି। ଭଦ୍ରକ ଏସ୍‌ପି ଅନୁପ କୁମାର ସାହୁ ଏହି ସୂଚନା ଦେଇଛନ୍ତି। ସେପଟେ ରାମ ନବମୀ ଉତ୍ସବରେ ନଗର ସଂକୀର୍ତ୍ତନ ଓ ମେଢ଼ ଶୋଭାଯାତ୍ରା ପୂର୍ବରୁ ପୋଲିସ୍ ଛାଉଣୀରେ […]

  • Thursday, 10 June 2021
ବର୍ତ୍ତମାନ ସମୟରେ ବିଜେପି ଓ କଂଗ୍ରେସ ସମାନ ଭଳି ଲାଗୁଛନ୍ତି : କଳିକେଶ ସିଂଦେଓ
ବର୍ତ୍ତମାନ ସମୟରେ ବିଜେପି ଓ କଂଗ୍ରେସ ସମାନ ଭଳି ଲାଗୁଛନ୍ତି : କଳିକେଶ ସିଂଦେଓ

ଭୁବନେଶ୍ୱର : ବିଜେପି ଓ କଂଗ୍ରେସ ମଧ୍ୟରେ ଅପେକ୍ଷାକୃତ କମ୍ କ୍ଷତିକାରକ କିଏ ? ଏଭଳି ଏକ ପ୍ରଶ୍ନର ଉତ୍ତରରେ ବିଜେଡି ସାଂସଦ କଳିକେଳ ନାରାୟଣ ସିଂଦେଓ କହିଛନ୍ତି, ବର୍ତ୍ତମାନ ସମୟରେ ଉଭୟ ଦଳ ସମାନ ଭଳି ଲାଗୁଛନ୍ତି। ଯାହାକି ଭୋଟରଙ୍କ ସମସ୍ୟା ବଢ଼ାଇଛି। ଏମିତିକି ଉଭୟ କଂଗ୍ରେସ ଓ ବିଜେପି ବ୍ୟକ୍ତିଗତ ସ୍ତରକୁ ଯାଇ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରୁଛନ୍ତି ଓ ଏହାର ମାତ୍ରା ବଢିବାରେ ଲାଗିଛି।  ତେବେ ଆମେ ସେଥିରେ ସାମିଲ ହେବାକୁ ଚାହୁଁନାହୁଁ […]

  • Thursday, 10 June 2021
ମାଲକାନଗିରିରେ ପୋଲିସ-ମାଓବାଦୀ ମୁହାଁମୁହିଁ
ମାଲକାନଗିରିରେ ପୋଲିସ-ମାଓବାଦୀ ମୁହାଁମୁହିଁ

ମାଲକାନଗିରି : ମାଲକାନଗିରି ମହୁପଦର ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଦୁର୍ଦ୍ଦାନ୍ତ କ୍ୟାଡର ମାଓବାଦୀ ନିହତ ହୋଇଛି। ଘଟଣାସ୍ଥଳରୁ ଏକ ବନ୍ଧୁକ ମଧ୍ୟ ଜବତ ହୋଇଛି। ଜଙ୍ଗଲରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

  • Thursday, 10 June 2021
୩ବର୍ଷ ହେଲାଣି ସ୍କୁଲ ଚାଲିଛି ମନ୍ଦିର ବେଢ଼ାରେ : ପମ୍ପହାଉସରେ ଚାଲିଛି ଅଙ୍ଗନବାଡି
୩ବର୍ଷ ହେଲାଣି ସ୍କୁଲ ଚାଲିଛି ମନ୍ଦିର ବେଢ଼ାରେ : ପମ୍ପହାଉସରେ ଚାଲିଛି ଅଙ୍ଗନବାଡି

କଟକ : ଯେଉଁଠି ଠାକୁର ଦର୍ଶନ, ସେଇଠି ପାଠପଢା। ଗୋଟେପଟେ ପୂଜାର୍ଚ୍ଚନା, ଅନ୍ୟପଟେ ପାଠ ଆଲୋଚନା ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସାଲେପୁର ମୁରୁକୁଣ୍ଡି ଗାଁ ରେ। ଏଠାରେ ଥିବା ବାଣେଶ୍ୱରୀ ଶିବମନ୍ଦିର ବେଢ଼ା ପାଲଟିଛି ପିଲାଙ୍କ ସ୍କୁଲଘର। ସବୁଦିନ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ଦେଖିବାକୁ ମିଳେ ଠିକ୍ ଏଇ ସମୟରେ। ତେବେ ସ୍କୁଲର ନିଜସ୍ୱ ଜାଗା ନଥିବାରୁ ଏଭଳି ଅବସ୍ଥାରେ ପାଠପଢା ହେଉଥିବା ଗାଁଲୋକେ ଅଭିଯୋଗ କରିଛନ୍ତି। ପିଲାଙ୍କ ସୁବିଧା ପାଇଁ ଅନେକଥର ପ୍ରଶାସନକୁ ଜଣାଇଲେ […]

  • Thursday, 10 June 2021
ମାଟ୍ରିକ ପରି +୨ ଖାତା ଦେଖାରେ କୌଣସି ଅସୁବିଧା ହେବନି : ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର
ମାଟ୍ରିକ ପରି +୨ ଖାତା ଦେଖାରେ କୌଣସି ଅସୁବିଧା ହେବନି : ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର

ଭୁବନେଶ୍ୱର : ମାଟ୍ରିକ୍ ପରେ ଏବେ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଚିନ୍ତା। ଏପ୍ରିଲ୍ ୪ରୁ ଆରମ୍ଭ ହେବାକୁ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାର ଖାତା ମୂଲ୍ୟାୟନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ସରକାର ସେମାନଙ୍କ ଦାବି ପୂରଣ କରିନଥିବାରୁ ଖାତାଦେଖା ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ମଞ୍ଚ। ସେପଟେ ଏ ନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର କହିଛନ୍ତି, […]

  • Thursday, 10 June 2021
ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଦୁର୍ଷ୍କମ ଅଭିଯୋଗ : ପୀଡ଼ିତା ଗର୍ଭବତୀ ଥିବା ସୂଚନା
ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଦୁର୍ଷ୍କମ ଅଭିଯୋଗ : ପୀଡ଼ିତା ଗର୍ଭବତୀ ଥିବା ସୂଚନା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଦୁର୍ଷ୍କମ ଏବଂ ଗର୍ଭବତୀ କରାଇ ଅଭିଯୁକ୍ତ ଫେରାର। ଅଭିଯୁକ୍ତର ନାଁ ସରୋଜ ମଲ୍ଲିକ ଏବଂ ସେ ବିବାହିତ ବୋଲି ଜଣାପଡ଼ିଛି। ସଂପୃକ୍ତ ଅଭିଯୁକ୍ତ ଜଣକ ବିଭିନ୍ନ ସମୟରେ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିଲା। ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ବର୍ତ୍ତମାନ ସଂପୃକ୍ତ ପୀଡ଼ିତା ୫ ମାସର ଗର୍ଭବତୀ ଥିବାବେଳେ ଚାଇଲଡ୍ ଲାଇନ ଖବର ପାଇବା ପରେ ନାବାଳିକାଙ୍କୁ ଉଦ୍ଧାର […]

  • Thursday, 10 June 2021
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତିଙ୍କ ଅଚାନକ ଗସ୍ତ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତିଙ୍କ ଅଚାନକ ଗସ୍ତ

ଜୟପୁର : ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଛନ୍ତି କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତି। ଏହି ସମୟରେ ସେ ମେଡିକାଲରେ ଡାକ୍ତରଙ୍କ ଅନୁପସ୍ଥିତି ନେଇ ଖପ୍ପା ହୋଇଥିଲେ। ଆବଶ୍ୟକ ବ୍ୟବସ୍ଥା ନଥିବାରୁ ଅଧୀକ୍ଷକଙ୍କ ଉପରେ ଜିଲ୍ଳାପାଳ ବର୍ଷିଥିଲେ। ମେଡିକାଲ ଅଧୀକ୍ଷକଙ୍କୁ ପଚରାଉଚରା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ସହ ଜୟପୁର ଉପଜିଲ୍ଲାପାଳ ଓ ସିଡିଏମ୍ଓ ମଧ୍ୟ ମେଡ଼ିକାଲ ପରିଦର୍ଶନ କରିଥିଲେ।

  • Thursday, 10 June 2021
‘ରାଇଜିଂ ଷ୍ଟାର’ରେ ଚମକିଲେ ଓଡିଆ ଗାୟକ ଶଶାଙ୍କ ଶେଖର
‘ରାଇଜିଂ ଷ୍ଟାର’ରେ ଚମକିଲେ ଓଡିଆ ଗାୟକ ଶଶାଙ୍କ ଶେଖର

ଓଡିଶାରୁ ପୁଣି ଆଉ ଜଣେ ପ୍ରତିଭା ଜାତୀୟ ସ୍ତରର ରିଆଲିଟି ଶୋ’ରେ ଦେଖାଇଛନ୍ତି ନିଜର କରିସ୍ମା। ଯାହାକୁ ନେଇ ଓଡ଼ିଶା ଖୁବ୍ ଗର୍ବିତ। ସେ ହେଉଛନ୍ତି ଭୁବନେଶ୍ୱରର ଶଶାଙ୍କ ଶେଖର। ନିଜର ସୁମଧୁର କଣ୍ଠରେ ମୋହିତ କରିଥିଲେ କଲର୍ସରେ ପ୍ରସାରିତ ରିଆଲିଟି ଶୋ’ ‘ରାଇଜିଂ ଷ୍ଟାର’ର ବିଚାରକ ଓ ଦର୍ଶକମାନଙ୍କୁ। ଆଉ ସେହି ଶୋ’ରେ ନିଜର ଦୃଢ ନିଷ୍ଠା ବଳରେ ଟପ୍‌-୮କୁ ଯାଇପାରିଥିଲେ। ଉଲ୍ଲେଖନୀୟ ଯେ, କଲର୍ସ ଟିଭିରେ ପ୍ରସାରିତ ସଙ୍ଗିତଭିତ୍ତିକ ରିଆଲିଟି ଶୋ’ ରାଇଜିଂ ଷ୍ଟାର […]

  • Thursday, 10 June 2021