• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଆଇପିଏଲ ମହାସମର: ପ୍ରଥମ ପ୍ଲେ ଅଫ୍ ମ୍ୟାଚରେ ମୁହାଁମୁହିଁ ହେବେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗସ୍‌
ଆଇପିଏଲ ମହାସମର: ପ୍ରଥମ ପ୍ଲେ ଅଫ୍ ମ୍ୟାଚରେ ମୁହାଁମୁହିଁ ହେବେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗସ୍‌

ନୂଆଦିଲ୍ଲୀ: ଆଇପିଏଲ ମହାସମର। ଆଜି ପ୍ରଥମ ପ୍ଲେ ଅଫ୍ ମ୍ୟାଚରେ ମୁହାଁମୁହିଁ ହେବେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗସ୍‌। ସନ୍ଧ୍ୟା ୭ଟାରେ ୱାଙ୍ଖଡେ ଷ୍ଟାଡିୟମ୍‌ରେ ଏହି ମ୍ୟାଚ ଖେଳାଯିବ ଓ ବିଜୟୀ ଟିମ୍ ସିଧାସଳଖ ଫାଇନାଲକୁ ପ୍ରବେଶ କରିବ। ସନ୍‌ରାଇଜର୍ସ ହାଇଦ୍ରାବାଦ ବନାମ ଚେନ୍ନାଇ ସୁପର କିଙ୍ଗସ୍‌। ଉଭୟ ଟିମ୍ ଲିଗ୍‌ରେ ସମାନ ୯ଟି ଲେଖାଏଁ ମ୍ୟାଚ ଜିତିଥିବା ବେଳେ ହାଇଦ୍ରାବାଦ ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ରହିଛି। ଦଳରେ ଅଛନ୍ତି କେନ୍ ୱିଲିମ୍ସନ୍, ଶିଖର […]

  • Friday, 11 June 2021
କାମଳ କବଜାରେ କଟକ ସହର
କାମଳ କବଜାରେ କଟକ ସହର

କଟକ : କାମଳ କବଜାରେ କଟକ ସହର। କିଛି ଦିନ ତଳେ କଟକର ଯୋବ୍ରା ଓ ନୂଆପଡା ଅଞ୍ଚଳରେ ଜଣ୍ଡିସ୍ ଦେଖାଦେଇଥିବା ବେଳେ ଏବେ କନିକା ଛକ, ସିଦ୍ଧେଶ୍ୱର ସାହି, ମାନସିଂ ପାଟଣା, ରାମଗଡ଼ ଆଦି ଅଞ୍ଚଳରେ ଜଣ୍ଡିସ୍ ଆତଙ୍କ। ସିଦ୍ଧେଶ୍ୱର ସାହିର ଲକ୍ଷ୍ମୀପ୍ରିୟା ମହାରଣାଙ୍କ ୧୨ ବର୍ଷର ଝିଅ ଜଣ୍ଡିସରେ ଆକ୍ରାନ୍ତ। ତାଙ୍କ ଭଳି ସ୍ଥାନୀୟ ଅଞ୍ଚଳର ସୁଶାନ୍ତ ପରିଡାଙ୍କ ୧୦ ବର୍ଷର ପୁଅକୁ ବି ଜଣ୍ଡିସ୍। ଏହି ରୋଗ ବ୍ୟାପିବା ନେଇ ଲୋକେ ସିଧାସଳଖ […]

  • Friday, 11 June 2021
ତୈଳ ବଜାରରେ ନିଆଁ
ତୈଳ ବଜାରରେ ନିଆଁ

ଭୁବନେଶ୍ୱର : ତୈଳ ଦର ବୃଦ୍ଧି ଉପରେ ନାହିଁ ବ୍ରେକ୍। ଲଗାତର ଅଷ୍ଟମ ଦିନ ପାଇଁ ବଢ଼ି ଅଲ୍‌ ଟାଇମ୍ ହାଇରେ ପହଞ୍ଚିଛି ପେଟ୍ରୋଲ ଦର। ପଛକୁ ଗୋଡ଼େଇ ବଢି ଚାଲିଛି ଡିଜେଲ୍। ସବୁ ରେକର୍ଡକୁ କାଟି ଆଜି ପୁଣି ଲିଟର ପିଛା ୩୩ ପଇସା ବୃଦ୍ଧି ସହ ଦିଲ୍ଲୀରେ ପେଟ୍ରୋଲ ପହଞ୍ଚିଛି ୭୬ ଟଙ୍କା ୬ ପଇସାରେ। ଡିଜେଲ ୨୫ ପଇସା ବଢି ପହଞ୍ଚିଛି ୬୭ ଟଙ୍କା ୮୨ ପଇସାରେ। ଯାହାକି ୨୦୧୩ ସେମ୍ବେର ପରେ […]

  • Friday, 11 June 2021
୧୦ ବର୍ଷୀୟ ନାବାଳକ ଉଦ୍ଧାର
୧୦ ବର୍ଷୀୟ ନାବାଳକ ଉଦ୍ଧାର

କଟକ  : କଟକ ଚାଉଳିଆଗଞ୍ଜରୁ ନାବାଳକ ଉଦ୍ଧାର। ଚାଉଳିଆଗଞ୍ଜ ନିଳାଦ୍ରୀବିହାର ଅଞ୍ଚଳର ଏକ ଘରୁ ୧୦ବର୍ଷର ନାବାଳକକୁ ଉଦ୍ଧାର କରିଛି କଟକ ଚାଇଲ୍ଡ ଲାଇନ। ପିଲାଟିକୁ ତାର ଜେଜେମା ଦୀର୍ଘ ଦିନ ଧରି ଶିକୁଳିରେ ବାନ୍ଧି ରଖିଥିଲେ। ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ଚାଉଳିଆଗଞ୍ଜ ପୋଲିସ ସହାୟତାରେ ଉଦ୍ଧାର କରି ସିଡବ୍ଲୁସିରେ ହାଜର କରିଛନ୍ତି। ନାବାଳକଟିର ବାପା ମାଆ କେହି ନଥିବା ଜଣାପଡିଛି। ସେ ଦୀର୍ଘ ଦିନ ହେବ ଜେଜେ ମାଙ୍କ ପାଖରେ ରହୁଥିଲା।

  • Friday, 11 June 2021
ପୁଞ୍ଜିଲାଲ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଓ SITକୁ ମିଳିଲା ଅଧିକ ପ୍ରମାଣ
ପୁଞ୍ଜିଲାଲ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଓ SITକୁ ମିଳିଲା ଅଧିକ ପ୍ରମାଣ

ବଲାଙ୍ଗିର : ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚ ଓ SITକୁ ମିଳିଲା ଅଧିକ ପ୍ରମାଣ। କଣ୍ଟାବାଞ୍ଜି ରେଳ ଷ୍ଟେସନ ପାର୍କିଂରେ ଗାଡି ରଖିବା ବେଳେ ପୁଂଜିଲାଲଙ୍କୁ ଲୋକେ ଦେଖିଥିବା ସ୍ପଷ୍ଟ କଲେ। ପାର୍କିଂ ଷ୍ଚାଣ୍ଡରେ ସିସିଟିଭି ଫୁଟେଜରେ ବି ରହିଛି ପୁଂଜିଲାଲଙ୍କ ଚିତ୍ର। ସଂପୃକ୍ତ ଲୋକ ନିଜଆଡୁ ପୋଲିସ ପାଖରେ ପହଞ୍ଚିବା ସହ ସେମାନଙ୍କ ୧୬୧ ଷ୍ଟେଟମେଣ୍ଟ ରେକର୍ଡ ହୋଇଛି। ସେହିପରି ଷ୍ଟେଟ ଫୋରେନସିକ୍ ଲାବ୍ ପୁଞ୍ଜିଲାଲ ଘର ବାହାରେ ଥିବା ଡଷ୍ଟବିନ ଯାଞ୍ଚରୁ ବାରୁଦ […]

  • Friday, 11 June 2021
ବଜ୍ରାଘାତରେ ୫ ମୃତ
ବଜ୍ରାଘାତରେ ୫ ମୃତ

ଭୁବନେଶ୍ୱର : ବଜ୍ରାଘାତରେ ୫ ମୃତ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରାଘାତ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗିର ଜିଲ୍ଲାରୁ ୩ ଜଣ ପ୍ରାଣ ହରାଇଛନ୍ତି। ପାଟଣାଗଡ଼ ବେଲପଡ଼ା ଉଡ଼ିଙ୍ଗାରେ ଆମ୍ବ ତୋଟାକୁ ଆମ୍ବ ଗୋଟେଇବାକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ୨ ପିଲାଙ୍କ ମୃତ୍ୟୁ ହୋଇଥିଲା। ଉଭୟ ମୃତକ ହେଲେ ୧୦ ବର୍ଷର ପୁରୁଣାନନ୍ଦ ଭୋଇ ଓ ୧୩ ବର୍ଷର ଇଶ୍ୱର ବଏ। ସେପଟେ ଟିଟିଲାଗଡ଼ ବାଙ୍କେଲ ଗାଁରେ ମଧ୍ୟ ବଜ୍ରପାତରେ […]

  • Friday, 11 June 2021
3D ମନ୍ତ୍ର ଦେଲେ ନବୀନ
3D ମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର : ନବୀନଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷର ହିସାବ ନିକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ମନ୍ତ୍ରୀ ପରିଷଦ ବୈଠକ ପରେ ଥ୍ରୀ D ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଦଳୀୟ ନେତାଙ୍କୁ ଡିଟର୍ମିନେସନ, ଡିଭୋସନ ଓ ଡେଡିକେସନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ନବୀନ। ଏହି ୩ଟି ମୁଖ୍ୟ ସୂତ୍ରକୁ ଆପଣାଇ ବିକାଶ ଉପରେ ଗୁରୁତ୍ୱ ଦେବାକୁ ନିଜ ଦଳର ସଦସ୍ୟଙ୍କୁ ପରାମର୍ଶ ଦେବାସହ ଗୁରୁମନ୍ତ୍ର ଦେଇଛନ୍ତି ନବୀନ। ଏହାସହ ନିଜ ସରକାରଙ୍କ ସଫଳତା […]

  • Friday, 11 June 2021
ଜଳିଗଲା ଏକ୍ସପ୍ରେସ୍‌ ଟ୍ରେନ୍‌
ଜଳିଗଲା ଏକ୍ସପ୍ରେସ୍‌ ଟ୍ରେନ୍‌

ଗ୍ୱାଲିୟର: ହୁତୁ ହୁତୁ ହୋଇ ଜଳିଗଲା ଟ୍ରେନ୍‌। ଆନ୍ଧ୍ରପ୍ରଦେଶ ଏସି ସୁପର୍‌ ଫାଷ୍ଟ ଏକ୍ସପ୍ରେସ୍‌ରେ ନିଆଁ ଲାଗି ଯାଇଥିବାର ସୂଚନା ମିଳିଛି। ମଧ୍ୟପ୍ରଦେଶ ଗ୍ୱାଲିୟରରେ ଆଜି ଏହି ଅଘଟଣ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ୍‌ଟି ଦିଲ୍ଲୀରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା। ଟ୍ରେନ୍‌ରେ ନିଆଁ ଲାଗିଯିବା ଫଳରେ ପରିବେଶଟି ପୂରା ଧୂଆଁମୟ ହୋଇଯାଇଥିଲା। ଅନ୍ୟପକ୍ଷରେ, ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏପଟେ ନିଆଁରେ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନଥିବା ସୂଚନା […]

  • Friday, 11 June 2021
ଅନ୍ତର୍ଜାତୀୟ ଫ୍ୟାଶନ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଚାମ୍ପିଅନ୍
ଅନ୍ତର୍ଜାତୀୟ ଫ୍ୟାଶନ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଚାମ୍ପିଅନ୍

ବାଲେଶ୍ୱର: ବିଶ୍ୱସ୍ତରୀୟ ମଡେଲିଂ ପ୍ରତିଯୋଗିତାରେ ଓଡ଼ିଆ ଝିଅ କ୍ରିସିତା ମହାପାତ୍ରଙ୍କ କମାଲ। କେରଳରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଚିଲଡ୍ରେନ୍ସ ଆର୍ଟ ଟ୍ୟାଲେଣ୍ଟ ଆଣ୍ଡ ଫ୍ୟାଶନ ପ୍ରତିଯୋଗିତାରେ ଚାମ୍ପିଅନ ହୋଇଛନ୍ତି କ୍ରିସିତା। ଆଗକୁ ଭାରତ ପାଇଁ ସେ ପ୍ରତିନିଧିତ୍ୱ କରିବେ। କମ୍ ବୟସରୁ କ୍ରିସିତାଙ୍କ ଏଭଳି ସଫଳତାକୁ ନେଇ ପରିବାର ଲୋକେ ବେଶ୍ ଖୁସି ଅଛନ୍ତି। ମାତ୍ର ୧୨ ବର୍ଷ ବୟସରୁ ରୋଲ୍ ମଡେଲ୍।  ଫ୍ୟାଶନ ଦୁନିଆରେ ଅନ୍ୟୂନ ସଫଳତା।  କେରଳର କାଲିକଟଠାରେ ଅନୁଷ୍ଠିତ ହୋଇଥିବା ଜୁନିୟର ମଡେଲ ଇଣ୍ଟରନ୍ୟାସନାଲ-୨୦୧୮ […]

  • Friday, 11 June 2021
୨୦୧୮ ସୁଦ୍ଧା ଜଟଣୀରେ ନିର୍ମାଣ ହେବ ଦକ୍ଷତା ବିକାଶ ଅନୁଷ୍ଠାନର ନୂଆ ବିଲଡ଼ିଂ
୨୦୧୮ ସୁଦ୍ଧା ଜଟଣୀରେ ନିର୍ମାଣ ହେବ ଦକ୍ଷତା ବିକାଶ ଅନୁଷ୍ଠାନର ନୂଆ ବିଲଡ଼ିଂ

ଭୁବନେଶ୍ୱର: ୨୦୧୮ ସୁଦ୍ଧା ଜଟଣୀରେ ନିର୍ମାଣ ହେବ ଦକ୍ଷତା ବିକାଶ ଅନୁଷ୍ଠାନର ନୂଆ ବିଲଡ଼ିଂ। ଏଥିରେ ୩ ହଜାର ଛାତ୍ରଛାତ୍ରୀଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରଶିକ୍ଷଣ ଦିଆଯିବ। ଭୁବନେଶ୍ୱର ଦକ୍ଷତା ବିକାଶ ଅନୁଷ୍ଠାନର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନୁଷ୍ଠାନର ସଫଳତା ବି ବଖାଣିଥିଲେ ଧର୍ମେନ୍ଦ୍ର। ୨ ବର୍ଷ ଭିତରେ ଅନୁଷ୍ଠାନରେ ୫୩୬ ଜଣ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ଟ୍ରେନିଂ ଦିଆଯାଇଥିବା […]

  • Friday, 11 June 2021
ବିଦେଶିନୀ ସେକ୍ସ ରାକେଟ୍‌ର ଖୋଳତାଡ଼
ବିଦେଶିନୀ ସେକ୍ସ ରାକେଟ୍‌ର ଖୋଳତାଡ଼

ଭୁବନେଶ୍ୱର : ରାଜଧାନୀରେ ହାଇପ୍ରୋଫାଇଲ୍ ବିଦେଶିନୀ ସେକ୍ସ ରାକେଟ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ୮ ଥାଇ ଯୁବତୀଙ୍କୁ ଗିରଫ ପରେ ସେମାନଙ୍କ ଭିସାକୁ ଜବତ କରାଯାଇଛି। ଏହାସହ ସେମାନଙ୍କ ସମସ୍ତ ତଥ୍ୟ ବୈଦେଶିକ ମନ୍ତ୍ରଣାଳୟକୁ ପଠାଇବା ପାଇଁ କମିଶନରେଟ ପୋଲିସ ଯୋଜନା କରୁଛି। କେଉଁ ଭିସାରେ ଏହି ଥାଇ ଯୁବତୀ ଭାରତ ଆସିଥିଲେ ? ଏତେ ବଡ ରାକେଟ ପଛରେ କିଏ ରହିଛି କିଙ୍ଗପିନ୍‌ ? ବାରମ୍ବାର ବିଦେଶିନୀ ଭୁବନେଶ୍ୱର ଆସି ଏଭଳି କାର୍ଯ୍ୟରେ […]

  • Friday, 11 June 2021
ବୈଜୟନ୍ତଙ୍କ ଟ୍ୱିଟ୍‌ ପରେ ସ୍ଥିତି ଯାଞ୍ଚ ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ବୈଜୟନ୍ତଙ୍କ ଟ୍ୱିଟ୍‌ ପରେ ସ୍ଥିତି ଯାଞ୍ଚ ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟର ପାର୍କିଂ ଚେକ୍‌ଗେଟ୍‌କୁ ନେଇ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍‌ବେଗ ପରେ ସାରା ଦେଶର ବିମାନବନ୍ଦରରେ ସ୍ଥିତି ଯାଞ୍ଚ ପାଇଁ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ନିର୍ଦ୍ଦେଶ। ଭୁବନେଶ୍ୱର ବିମାନବନ୍ଦରରେ ପାର୍କିଂ କରୁନଥିବା ଗାଡ଼ିକୁ ମଧ୍ୟ ଚେକ୍ ଗେଟ୍ ଦେଇ ଯିବାକୁ ପଡୁଛି। ଡ୍ରପ୍ ଓ ପିକ୍ଅପ୍ ପାଇଁ ଯାଉଥିବା ଗାଡିଗୁଡିକ ଚେକ୍ ଗେଟ୍ ଦେଇ ଯିବା ଦ୍ୱାରା ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଅଯଥା ବିଳମ୍ବ ଓ […]

  • Friday, 11 June 2021
MS ଲ’ କଲେଜ ହେବ ବିଶ୍ୱବିଦ୍ୟାଳୟ
MS ଲ’ କଲେଜ ହେବ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ରାଜ୍ୟର ସର୍ବପୂରାତନ ଆଇନ ଶିକ୍ଷାନୁଷ୍ଠାନ ମଧୁସୂଦନ ଆଇନ ମହାବିଦ୍ୟାଳୟ ହେବ ବିଶ୍ୱବିଦ୍ୟାଳୟ। ବିଜେଡିର ଆଇନଜୀବୀ ସାମୁଖ୍ୟ କାର୍ଯ୍ୟକାରିଣୀରେ ଯୋଗ ଦେବା ଅବସରରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆଇନଜୀବୀଙ୍କ ବିକାଶ ନେଇ ଆଉ କିଛି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ବର୍ଷରୁ ଆଇନଜୀବୀ ୱେଲଫେୟାର ଫଣ୍ଡ ୫ କୋଟି ହେବ।  ଆଇନଜୀବୀଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍କିଲ ଡେଭଲପମେଣ୍ଟ ଏକାଡେମୀ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

  • Friday, 11 June 2021
ଭୁବନେଶ୍ୱରରୁ ଉଠିବ ନାହିଁ ICCR କାର୍ଯ୍ୟାଳୟ
ଭୁବନେଶ୍ୱରରୁ ଉଠିବ ନାହିଁ ICCR କାର୍ଯ୍ୟାଳୟ

ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା ଇଣ୍ଡିଆନ କାଉନସିଲ ଫର୍ କଲଚରାଲ୍‌ସ ରିଲେସନ୍ସ ( ICCR)ର ଆଂଚଳିକ ଅଫିସକୁ ଏଠାରୁ ସ୍ଥାନାନ୍ତର କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି, ICCR ଅଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ। ICCR ର ଭୁବନେଶ୍ୱର ଅଫିସ୍‌କୁ ବନ୍ଦ କରି ତାକୁ କୋଲକାତାକୁ ସ୍ଥାନାନ୍ତର କରାଯାଉଥିବା କିଛି ଦିନ ତଳେ ଜଣାପଡ଼ିଥିଲା। ଏହା ପରେ ସଂସ୍ଥାର କର୍ମଚାରୀଙ୍କ ସହିତ ରାଜ୍ୟବାସୀ କେନ୍ଦ୍ର ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏହାର ପୁନର୍ବିଚାର କରିବାକୁ ସଂସ୍ଥାର ଅଧ୍ୟକ୍ଷଙ୍କୁ ଚିଠି […]

  • Friday, 11 June 2021
ତଦନ୍ତ କମିଶନଙ୍କ ନିକଟରେ ସାକ୍ଷ୍ୟ ଗ୍ରହଣ
ତଦନ୍ତ କମିଶନଙ୍କ ନିକଟରେ ସାକ୍ଷ୍ୟ ଗ୍ରହଣ

କୋରାପୁଟ : କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାରେ ଚାଲିଛି ସାକ୍ଷ୍ୟ ଗ୍ରହଣ। ଏହି ମାମଲାରେ ଆଜି ସାକ୍ଷ୍ୟ ପ୍ରଦାନ ପାଇଁ ଦୁଇ ଜଣ ସାକ୍ଷୀ ଜିଲ୍ଲା ଓ ଦୌରାଜଜ୍‌ଙ୍କ ନିକଟରେ ହାଜର ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ସୌଭାଗ୍ୟ ଲକ୍ଷ୍ମୀ ପଟ୍ଟନାୟକ ଓ ଜୟପୁର ଥାନାର ତତ୍କାଳୀନ IIC ତପନ ନାରାୟଣ ରଥ। ଏହି ମାମଲାରେ ତଦନ୍ତ କମିଶନ ଗତ ୧୩ ତାରିଖରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ କରିଛନ୍ତି। ୧୩ […]

  • Friday, 11 June 2021
ମହାନଦୀକୁ ନେଇ ହେବ ଗବେଷଣା
ମହାନଦୀକୁ ନେଇ ହେବ ଗବେଷଣା

ଭୁବନେଶ୍ୱର: ମହାନଦୀକୁ ନେଇ ହେବ ଗବେଷଣା। ମହାନଦୀକୁ ନେଇ ଓଡିଶା ଏବଂ ଛତିଶଗଡ ମଧ୍ୟରେ ବାଦ ବିବାଦ ପରେ ଏବେ ଏଭଳି ପଦକ୍ଷେପ ନେଇଛି ସମ୍ବଲପୁର ବିଶ୍ୱବିଦ୍ୟାଳୟ। ପ୍ରାୟ ୧୦ରୁ ଅଧିକ ଉତ୍ସ ଉପରେ ହେବାକୁ ଥିବା ଏହି ଗବେଷଣା ବର୍ଷେ ଧରି ଚାଲିବ। ଯେଉଁଥିରେ ସାମିଲ ହେବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ୧୦ଜଣ ପ୍ରଫେସରଙ୍କ ସହ ୪ ଜଣ ଆଡ଼୍‌ଭାଇଜର। ଡାଟା ବେସ୍‌ ଉପରେ ହେବାକୁ ଥିବା ଏହି ଗବେଷଣାରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ୧୮ଜଣ ପ୍ରଫେସର […]

  • Friday, 11 June 2021
ମୁଁ କଳ୍‌କୀ ଅବତାର, ପୃଥିବୀବାସୀଙ୍କ ଉଦ୍ଧାର ପାଇଁ ମୋର ଜନ୍ମ

ନୂଆଦିଲ୍ଲୀ: ଅଫିସର୍ ବାବୁଙ୍କ କଳ୍‌କୀ ଥିଓରି। ମନୁଷ୍ୟ ନୁହେଁ ବରଂ ସେ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର ବୋଲି କହୁଛନ୍ତି। ତେଣୁ ଗତ ୬ ମାସ ଧରି ବାବୁ ଜଣଙ୍କ ଅଫିସ ଯାଉନାହାନ୍ତି। ଘରେ ରହି ବିଶ୍ୱର ହିତ ପାଇଁ ସାଧନା କରୁଛନ୍ତି। ପଢ଼ନ୍ତୁ ଏପରି ଜଣେ ଅଜବ ଇଞ୍ଜିନିୟରଙ୍କ କାହାଣୀ… ମୁଁ ଭଗବାନ ବିଷ୍ଣୁଙ୍କ ଦଶମ ତଥା କଳ୍‌କୀ ଅବତାର। ପୃଥିବୀବାସୀଙ୍କୁ ଉଦ୍ଧାର କରିବା ପାଇଁ ମୋର ଜନ୍ମ। ତେଣୁ ମୁଁ ଅଫିସ୍ ଯିବି ନାହିଁ। […]

  • Friday, 11 June 2021
ଚାକିରୀ ନାଁରେ ଠକେଇ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ବେଳେ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି।  ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଚୁକ୍ତି କରି ଭିନ୍ନ ଭିନ୍ନ ସଂସ୍ଥା କର୍ମଚାରୀ ଯୋଗାଇ ଦେଉଥିବା ବେଳେ ଚାକିରି ନାଁରେ କିଛି ଯୁବକଙ୍କୁ ଠକେଇ ଅଭିଯୋଗ ହୋଇଛି।  ଖାଲି ସେତିକି ନୁହେଁ, ଜଗନ୍ନାଥ ସିକ୍ୟୁରିଟି ସର୍ଭିସ ନାଁରେ ଏକ ସଂସ୍ଥା ଜାଲ ଡକ୍ୟୁମେଣ୍ଟ ଦେଇ ଜିଲ୍ଲା ଶିକ୍ଷାଧିକାରୀଙ୍କଠାରୁ ଟେଣ୍ଡର ହାତେଇ ଥିବା କଥା ବି ସାମ୍ନାକୁ […]

  • Friday, 11 June 2021
ଚିଙ୍ଗୁଡି ଘେରି ପାଇଁ ବେଆଇନ ବୋରିଂ ଖୋଳା

ଭଦ୍ରକ: ଚିଙ୍ଗୁଡି ଘେରି ପାଇଁ ବେଆଇନ ବୋରିଂ ଖୋଳା। ଗୋଟିଏ କି ଦୁଇଟି ନୁହେଁ ଶତାଧିକ ଜାଗାରେ ଖୋଳା ଯାଉଛି ଶତାଧିକ ବୋରିଂ।  ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ବରଦିଆ ପଞ୍ଚାୟତରେ ଏଭଳି ଅଭିଯୋଗ ଆସିଥିବା ବେଳେ ବେଆଇନ ବୋରିଂ ଯୋଗୁଁ ନଳକୂପରୁ ପାନୀୟ ଜଳ ବାହାରୁ ନ ଥିବା ଅଭିଯୋଗ ହୋଇଛି। ସେପଟେ ଏନେଇ ଖବର ନ ଥିବା କହିଛି ଜଳ ସମ୍ପଦ ବିଭାଗ। ପାନୀୟ ଜଳ ଟୋପେ ପାଇଁ ରହିଛି ନଳକୂପ। କିଛି ସ୍ଥାନରେ […]

  • Friday, 11 June 2021
କିଟ୍ ବିରୋଧରେ ଆଉ ଏକ ଜମି କେଳେଙ୍କାରୀ ଅଭିଯୋଗ
କିଟ୍ ବିରୋଧରେ ଆଉ ଏକ ଜମି କେଳେଙ୍କାରୀ ଅଭିଯୋଗ

ଭୁବନେଶ୍ୱର : ସୁଦୃଶ୍ୟ କୋଠା। ରାସ୍ତା କଡ଼ରେ ଛିଡ଼ା ହେଉଛି ଆଖିଦୃଶିଆ ୯ ମହଲା ଅଟ୍ଟାଳିକା। ହେଲେ ଅଭିଯୋଗ ହେଉଛି, ଏହି କୋଠା ନିଜ ଜମିରେ ନୁହେଁ। ବରଂ ପଟିଆ ନୂଆଁବନ୍ତ ଗାଁର ଚନ୍ଦ୍ରଧ୍ୱଜ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜମିରେ ମୁଣ୍ଡ ଟେକୁଛି କିଟ୍‌ର ଏହି କୋଠା। ସାଂସଦ ତଥା କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଅଭିଯୋଗ ଆଣି ଚନ୍ଦ୍ରଧ୍ୱଜ କହିଛନ୍ତି ତାଙ୍କ ଜମିକୁ ବଳପୂର୍ବକ କବ୍‌ଜା କରି କିଟ୍ କର୍ତ୍ତୃପକ୍ଷ ଏହି କୋଠା […]

  • Friday, 11 June 2021
ବିବାହ କଲେ ପ୍ରିନ୍ସ ହ୍ୟାରୀ
ବିବାହ କଲେ ପ୍ରିନ୍ସ ହ୍ୟାରୀ

ବିବାହ କଲେ ପ୍ରିନ୍ସ ହ୍ୟାରୀ। ବ୍ରିଟେନ ରାଜକୁମାର ହ୍ୟାରୀ ତାଙ୍କ ଦୀର୍ଘ ଦିନର ପ୍ରେମିକା ମେଘନ ମର୍କେଲଙ୍କୁ ଆଜି ବିବାହ କରିଛନ୍ତି। ଲଣ୍ଡନର ଓ୍ୱିଣ୍ଡସର ପ୍ୟାଲେସରେ ଏହି ରାଜକୀୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ଧୂମଧାମରେ ଆୟୋଜିତ ହୋଇଥିବା ଏହି ବିବାହ ଉତ୍ସବରେ ଉଭୟ ବର ଓ କନ୍ୟା ରାଜକୀୟ ଠାଣିରେ ଘୋଡ଼ା ସବରୀରେ ବସି ରାଜମହଲ ଅତିକ୍ରମ କରିଥିଲେ। ଏହି ସମୟରେ ରାଜମହଲରେ ୧୦ ହଜାରରୁ ଅଧିକ ଶୁଭେଚ୍ଛୁଙ୍କ ଭିଡ଼ ଜମିଥିଲା। ପ୍ରିନ୍ସ ଓ ମର୍କେଲଙ୍କ […]

  • Friday, 11 June 2021
ଆସନ୍ତାକାଲି ଜେଇଇ ଆଡଭାନ୍ସ
ଆସନ୍ତାକାଲି ଜେଇଇ ଆଡଭାନ୍ସ

ଭୁବନେଶ୍ୱର : ଆସନ୍ତାକାଲି ଅନୁଷ୍ଠିତ ହେବ ସର୍ବଭାରତୀୟ ପରୀକ୍ଷା ଜେଇଇ ଆଡଭାନ୍ସ। ଓଡିଶାର ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ଅନ୍‌ଲାଇନ୍ ଯୋଗେ ପରୀକ୍ଷା ଅନୁଷ୍ଠିତ ହେବ। ଜେଇଇ ମେନ୍‌ରୁ ସର୍ବଭାରତୀୟ ସ୍ତରରେ ମୋଟ୍ ୨ଲକ୍ଷ ୩୧ହଜାର ୨୪ ଜଣ ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିମଧ୍ୟରୁ ଓଡିଶାରୁ ୬ହଜାର ୩୦୪ଜଣ ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଥମ ପେପର ସକାଳ ୯ ଟାରୁ […]

  • Friday, 11 June 2021
ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର : ପାଖାପାଖି ଗୋଟିଏ ବର୍ଷ ଗୋଟିଏ ମାସ ପରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ବର୍ଷ ଏପ୍ରିଲ ୧୫ରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଭୁବନେଶ୍ୱରରେ ରୋଡ ଶୋ କରିଥିଲେ ମୋଦି। ଏଥର କିନ୍ତୁ ବିକାଶର ଗାଥା ବଖାଣିବାକୁ ଆସିବେ ମୋଦି। ଏଥିପାଇଁ ଦଳ କଟକ କିଲ୍ଲା ପଡ଼ିଆକୁ ବାଛିଛି। ଏଇଠି ନିଜ ଶାସନର ଚତୁର୍ଥ ବର୍ଷରେ ଦେଶ ପାଇଁ ମୋଦି କଣ କଣ କରିଛନ୍ତି ତାର ହିସାବ ରଖିବେ। ଆଜି ଦଳର ରାଜ୍ୟ […]

  • Friday, 11 June 2021
ରାଜଧାନୀରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍‌, ଧରାପଡ଼ିଲେ ୮ ବିଦେଶିନୀ
ରାଜଧାନୀରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍‌, ଧରାପଡ଼ିଲେ ୮ ବିଦେଶିନୀ

ଭୁବନେଶ୍ୱର: ରାଜଧାନୀରେ ପୁଣି ବିଦେଶିନୀ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍ କରିଛି କମିଶନରେଟ୍‌ ପୋଲିସ। ଭୁବନେଶ୍ୱରର ବାପୁଜୀନଗର ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରୁ ଏହି ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍ ଧରିଛି କମିଶନରେଟ୍ ପୋଲିସ। ରାକେଟ୍‌ରେ ସଂପୃକ୍ତ ଥିବା ୮ଜଣ ଥାଇଲାଣ୍ଡ ଯୁବତୀ ଧରାପଡ଼ିଛନ୍ତି। ଥାଇଲାଣ୍ଡ ଯୁବତୀଙ୍କ ସହ ୭ଜଣ ଯୁବକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ବାପୁଜୀନଗରର ଏକ ସ୍ପାରେ ଏହି ସେକ୍ସ ରାକେଟ ଚାଲିଥିଲା। ଗତ ସପ୍ତାହେ ମଧ୍ୟରେ ରାଜଧାନୀରେ ତିନି ତିନିଟି ସେକ୍ସ ରାକେଟକୁ […]

  • Friday, 11 June 2021
ଯାଆଁଳା ସନ୍ତାନର ମାଆ ହେଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା
ଯାଆଁଳା ସନ୍ତାନର ମାଆ ହେଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା

ସୁନ୍ଦରଗଡ଼ : ଦୁଷ୍କର୍ମ ବ୍ୟାଧି କେତେ ଭୟଙ୍କର ତା’ର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ । ଖେଳବୁଲ ବୟସରେ ଗର୍ଭବତୀ ହୋଇ  ଗୋଟିଏ ନୁହେଁ ଦୁଇ ଦୁଇଟି ସନ୍ତାନର ଜନନୀ ହୋଇଛି ଜଣେ ନାବାଳିକା। ସଂପର୍କୀୟ ଭାଇ ଦ୍ୱାରା ଦୁଷ୍କର୍ମର ଶିକାର ହେବା ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯାଆଁଳା ଶିଶୁ କନ୍ୟାଙ୍କୁ ଜନ୍ମ ଦେବା ପରେ ନାବାଳିକାର ଅବସ୍ଥା ଗୁରୁତର ହୋଇଛି। ଏହା ପରେ ତାଙ୍କୁ […]

  • Friday, 11 June 2021