• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ମଦ ବିରୋଧରେ ତାତିଲେ ମହିଳା
ମଦ ବିରୋଧରେ ତାତିଲେ ମହିଳା

ଭଦ୍ରକ  : ଭଦ୍ରକ ଜିଲ୍ଲା ଧାମରା ବଜାରରେ ଥିବା ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନ ଉଚ୍ଛେଦ ଦାବି। ସାଗର ବେଳା ମହିଳା ମହାସଂଘ ନେତୃତ୍ୱରେ ଶତାଧିକ ମହିଳା ବଜାରରେ ଥିବା ମଦ ଦୋକାନ ଅାଗରେ ବିକ୍ଷୋଭ କରିବା ସହ ଧାରଣାରେ ବସିଥିଲେ। ପୂର୍ବରୁ ଏନେଇ ଜିଳ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିଲେବି କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛି ସଂଘ। ଘଟଣାସ୍ଥଳରେ ବାଂଶଡା, ଧାମରା, ମେରାଇନ ପୁଲିସ୍ ଏବଂ ଚାନ୍ଦବାଲି ଏସଡିପିଓ ପହଁଞ୍ଚି ଅାନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିଲେବି […]

  • Saturday, 03 July 2021
୧୪୪ ଧାରା ଭାଙ୍ଗି ଭୁବନେଶ୍ୱରରେ ପଶିଲେ ଚାଷୀ
୧୪୪ ଧାରା ଭାଙ୍ଗି ଭୁବନେଶ୍ୱରରେ ପଶିଲେ ଚାଷୀ

ଭୁବନେଶ୍ୱର : ୧୪୪ ଧାରା ଭାଙ୍ଗି ରାଜଧାନୀରେ ପଶିଲେ ଚାଷୀ। ପୁଲିସର କର୍ଡନ ଭାଙ୍ଗି ଭୁବନେଶ୍ୱର ଭିତରେ ଧସେଇ ପଶିଛନ୍ତି ଚାଷୀ । ଖଣ୍ଡଗିରି ଛକ ନିକଟରେ ୧୪୪ ଧାରା ସତ୍ତ୍ୱେ ଏହାକୁ ଖାତିର କରିନାହାନ୍ତି ଶୋଭାଯାତ୍ରାରେ ଅାସିଥିବା ନବନିର୍ମାଣ କୃଷକ ସଂଗଠନର ସଦସ୍ୟ । ତେବେ ପୁଲିସ ଚାଷୀକୁ ଅଟକାଇବାକୁ ଚେଷ୍ଟା କରିଥିବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ସମେତ ବହୁ ଚାଷୀଙ୍କୁ ଗିରଫ କରିଛି ପୁଲିସ୍‌ । ଗିରଫ […]

  • Saturday, 03 July 2021
ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା
ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା  : ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜିତେନ୍ଦ୍ର ରାଉତଙ୍କ ପରିବାକୁ ଭେଟିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।  କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ପଖୋଟ ଗାଁରେ ପହଞ୍ଚି ଜିତେନ୍ଦ୍ରଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ବୈଜୟନ୍ତ। ଗତ ୨୧ ତାରିଖରେ ଅଫିସ ଯାଉଥିବା ସମୟରେ ଭୁବନେଶ୍ୱର ନୟାପଲ୍ଲୀଠାରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଜିତେନ୍ଦ୍ର ରାଉତ।  

  • Saturday, 03 July 2021
ଢେଙ୍କାନାଳର ପ୍ରସିଦ୍ଧ ମାଅା ଗଜଲକ୍ଷ୍ମୀ ପୂଜାର ଅାଜି ଭସାଣ ଉତ୍ସବ
ଢେଙ୍କାନାଳର ପ୍ରସିଦ୍ଧ ମାଅା ଗଜଲକ୍ଷ୍ମୀ ପୂଜାର ଅାଜି ଭସାଣ ଉତ୍ସବ

ଢେଙ୍କାନାଳ : ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଚାଲିଛି ଭସାଣ ଉତ୍ସବ। ମିଳିତ ବଜାର କମିଟି ପକ୍ଷରୁ ଅାୟୋଜିତ ଭସାଣ ଉତ୍ସବରେ ମୋଟ ୩୮ଟି ମେଢ ଯୋଗ ଦେଇଛନ୍ତି। ସମସ୍ତ ମେଢ ଦୁର୍ଗାବଜାର ଠାରେ ଏକାଠି ହୋଇ କ୍ରମାନ୍ୱୟରେ ଭସାଣ ଶୋଭାଯାତ୍ରାରେ ବାହାରିଛନ୍ତି । ବସଷ୍ଟାଣ୍ଡ ଠାରୁ ୧୩ଟି ମେଢ ନିଜ ନିଜ ସାହିରେ ପରିକ୍ରମା କରୁଛନ୍ତି । ବାକି ୨୫ଟି ମେଢ ରାତି ୧୦ଟା ସୁଦ୍ଧା ବାଜିଚୌକ ଛକ ଅତିକ୍ରମ କରିବେ। ରାତି ୧୦ଟା ପରେ […]

  • Saturday, 03 July 2021