ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନେଇ ସତରେ କଣ ତତ୍ପର ରାଜ୍ୟ ସରକାର? ଅାଚରଣ ଓ ଉଚ୍ଚାରଣକୁ ଦେଖିଲେ ଏହା ଅାଦୌ ଜଣାପଡୁନାହିଁ। କାରଣ ଗୋଟିଏ ପଟେ ରାଜ୍ୟକୁ ଶିଳ୍ପ ଅାଣିବା ଲାଗି ମେନ୍ ଇନ୍ ଓଡ଼ିଶା କନ୍କ୍ଲେଭ, ଅନ୍ୟପଟେ ରାଜ୍ୟରେ ଥିବା ପ୍ରତିଷ୍ଠିତ ଶିଳ୍ପକୁ ବନ୍ଦ କରିବା ଲାଗି ଯୋଜନାବଦ୍ଧ ଷଡ଼ଯନ୍ତ୍ର। ଏବେ ଜଣାପଡ଼ିଗଲା ରାଜ୍ୟର ସର୍ବ ପୁରାତନ ଶିଳ୍ପ ସଂସ୍ଥା ଇମ୍ଫା ବିରୁଦ୍ଧରେ ଷଡ଼ଯନ୍ତ୍ର। ଥେରୁବାଲି କାରଖାନାରେ ବିଶୃଙ୍ଖଳା ସୃଷ୍ଟି ପରେ ଯାଜପୁର […]
ସୁନ୍ଦରଗଡ : ଲକ୍ଷେ ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡିଲେ ବିଡିଓ। ସୁନ୍ଦରଗଡ ଜିଲ୍ଲା ବିଶ୍ରା ବ୍ଲକ୍ ବିଡିଓ ପ୍ରଶାନ୍ତ କୁମାର ରାଉତ ଅାଜି ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ କାବୁ କରିଛି ଭିଜିଲାନ୍ସ। ୧୧ ଲକ୍ଷ ଟଙ୍କାର ଏକ କାମର ପ୍ରଶାସନିକ ଅନୁମତି ନେବା ଲାଗି ସେ ଝିରିପାଣି ପଞ୍ଚାୟତର ପ୍ରୋଜେକ୍ଟ ଅଫିସରଙ୍କଠାରୁ ଏହି ଲାଞ୍ଚ ନେଉଥିଲେ। ଏହାପରେ ଭିଜିଲାନ୍ସ ପକ୍ଷରୁ ବିଡିଓଙ୍କ ବିଶ୍ରାସ୍ଥିତ କାର୍ଯ୍ୟାଳୟ ତଥା ଅଫିସ ଏବଂ ଭଦ୍ରକସ୍ଥିତ […]