ନୂଆଦିଲ୍ଲୀ : ତିନି ଦଶନ୍ଧିର ଅତି ଗୋପନୀୟ କାର୍ଯ୍ୟକ୍ରମରୁ ମିଳିଛି ଐତିହାସିକ ସଫଳତା। ପୂର୍ଣ୍ଣ କାର୍ଯ୍ୟଦକ୍ଷତା ହାସଲ କରିଛି ଭାରତୀୟ ନୌସେନାର ପ୍ରଥମ ପରମାଣୁ ଅସ୍ତ୍ର ସଂପନ୍ନ ବାଲିଷ୍ଟିକ୍ ମିସାଇଲ ସବ୍ମେରିନ୍ ଅରିହନ୍ତ। ଏଥିସହିତ ଭାରତ ଏଭଳି କ୍ଷମତା ଥିବା ଅାମେରିକା, ବ୍ରିଟେନ୍, ଋଷିଅା, ଚୀନ୍ ଓ ଫ୍ରାନ୍ସ ଭଳି ଦେଶଙ୍କ କ୍ଲବ୍ରେ ସାମିଲ ହୋଇଛି। ପରମାଣୁ ଅାକ୍ରମଣକୁ ପ୍ରତିହତ କରିବାର କ୍ଷମତା ବର୍ତ୍ତମାନ ସମୟରେ ନିହାତି ଜରୁରୀ। ପରମାଣୁ ଶକ୍ତିରେ ବଳିଅାନ ଯେଉଁ ଦେଶ ବ୍ଲାକ୍ମେଲ […]
ଢେଙ୍କାନାଳ : ବଢିବାରେ ଲାଗିଛି ବନ୍ୟଜନ୍ତୁଙ୍କ ଉତ୍ପାତ। ଢେଙ୍କାନାଳ ଜିଲ୍ଲା ପଣ୍ଡୁଅା ଗାଁ ନିକଟରେ ହାତୀ ଅାକ୍ରମଣରେ ୩ ଜଣ ଗୁରୁତର ହୋଇଛନ୍ତି। ହାତୀ ଅାକ୍ରମଣରେ ପୁଟସାହି ଗାଁର ସ୍ୱର୍ଣ୍ଣଲକ୍ଷ୍ମୀ ବେହେରା ଓ ଗୁରୁଜଙ୍ଗଗାଁର ପ୍ରିୟଙ୍କା ପ୍ରିୟଦର୍ଶନୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେହିପରି ପଣ୍ଡୁଅା ଗାଁର ଏକ ଢାବାରେ କାମ କରୁଥିବା ଅନାମ ସାହୁ ଶୌଚ ପାଇଁ ଯାଇଥିବାବେଳେ ହାତୀ ଅାକ୍ରମଣରେ ଅାହତ ହୋଇଛନ୍ତି। ଗୁରୁତର […]
ବାରିପଦା : ସକାଳର ସୁନେଲି କିରଣ ସହ ସବୁଜ ଘାସ ପଡିଅାରେ ଧାଡିକି ଧାଡି ଫୁଟବଲ। ତା ପଛେ ପଛେ ଖେଳାଳି। କିଏ ଗୋଡରେ କିକ୍ ପ୍ରାକଟିସ୍ କରୁଛି ତ ଅାଉ କିଏ ଫୁଟବଲକୁ ହେଡ୍ କରିବାର ଅଭ୍ୟାସ କରୁଛି । ପୁଣି ବିପକ୍ଷରୁ ବଲ୍କୁ କିଭଳି ଛଡାଇ ଅାଣିହେବ, କୋଚ୍ ସେନେଇ ଟେକନିକ୍ ଶିଖାଉଛନ୍ତି । ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶର ଭୋଲାଗଡିଅା ସ୍ଥିତ ଫୁଟବଲ ପଡିଅାରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ କି […]