• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

mk
କିସ୍ ଦେଇ ଆଦିତ୍ୟଙ୍କ ଠାରୁ ପ୍ରତିଶୋଧ ନେଇଥିଲେ ରିୟା

ମୁମ୍ବାଇ: ଦୁନିଆରୁ ବିଦାୟ ନେ‍ଇଥିବା ବଲିଉଡର ଚକୋଲେଟ୍ ହୀରୋ ସୁଶାନ୍ତ ସିଂହଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ସୁଶାନ୍ତଙ୍କ ପରିବାର ଦ୍ୱାରା ଲଗାଯାଇଥିବା ଚାଞ୍ଚଲ୍ୟକର ଆରୋପ ପରେ ସୁଶାନ୍ତଙ୍କ ବନ୍ଧୁ କହୁଥିବା ସ୍ମିତା ପାରିଖ ପୁଣି ଥରେ ରିୟାଙ୍କ ଉପରେ ଏମିତି କିଛି ବୟାନ ଦେଇଛନ୍ତି ଯାହା ଆପଣଙ୍କୁ ଚକିତ କରିଦେବ। ସ୍ମିତାଙ୍କ କହିବା କଥା, ସୁଶାନ୍ତଙ୍କୁ ଭଲ ପାଇବା ପୂର୍ବରୁ ରିୟା ଆଦିତ୍ୟ ରାୟ କପୁରଙ୍କୁ ଡେଟ୍‌ କରୁଥିଲେ। ଉଭୟ ଦୁ‍ଇ […]

  • Wednesday, 14 July 2021
Ibrahim
ପାରମ୍ପରିକ ପୋଷାକରେ ଆବ୍ସ ଦେଖେଇଲେ ଇବ୍ରାହିମ

ମୁମ୍ବାଇ: ବଲିଉଡର ପ୍ରାୟ ସବୁ କଳାକାରଙ୍କ ପିଲାମାନେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରୁଥିବା ବେଳେ ଆଜିଯାଏ ସୈଫ୍ ଅଲୀ ଖାନଙ୍କ ପୁଅ ଇବ୍ରାହିମ ଖାନ ଏଥିରୁ ଦୂରରେ ଅଛନ୍ତି। ସେ କିନ୍ତୁ ମଡେଲ୍ ଦୁନିଆରେ ବେଶ ଚଳଚଞ୍ଚଳ ଥିବାବେଳେ ରଙ୍ଗମଞ୍ଜରୁ ଦୂରରେ ନାହାନ୍ତି। ଆଗାମୀ ଦିନରେ ଇବ୍ରାହିମ ବଲିଉଡରେ ପାଦ ରଖିପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ଜୋର ଧରିଛି। ତାଙ୍କର ଲୁକ୍ସ ଓ ଫିଟନେସ୍ ନେଇ ସେ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଚେହେରାକୁ ନେଇ ଲୋକେ […]

  • Wednesday, 14 July 2021
Isha
ଅଶ୍ଳୀଳ ଫଟୋ ଯୋଗୁଁ ହ‍ଇରାଣ ହେଲେ ଇଶା

ପୂର୍ବରୁ ସେଲିବ୍ରିଟିଙ୍କୁ ଭେଟିବା ବା ତାଙ୍କ ସହ ମିଶିବା ଏକ ସ୍ୱପ୍ନ ଥିଲା। ଲୋକେ ସେମାନଙ୍କ ଠାରୁ ବହୁତ ଦୂରତା ଅନୁଭବ କରୁଥିଲେ। କିନ୍ତୁ ବର୍ତ୍ତମାନ ସେ ସମୟ ଆଉ ନାହିଁ। ଏବେ ଲୋକେ ସେଲିବ୍ରିଟିମାନଙ୍କର ବହୁତ ନିକଟତର ହୋଇପାରୁଛନ୍ତି। ଏହା କେବଳ ସମ୍ଭବ ହୋଇପାରିଛି ସୋସିଆଲ୍ ମିଡିଆ ଯୋଗୁଁ। ଲୋକମାନଙ୍କ ପସନ୍ଦର ସେଲିବ୍ରିଟି ଏବେ କୋଉଠି ଅଛନ୍ତି, ଏହି ମୁହୂର୍ତ୍ତରେ ସେ କ’ଣ କରୁଛନ୍ତି ଏ ସବୁ ଖବର ତାଙ୍କୁ ସହଜରେ ମିଳିଯାଉଛି। ଫେସବୁକ୍ ହେଉ […]

  • Wednesday, 14 July 2021
Ali
ଦୁବାଇରେ ସମୟ ବିତାଉଛନ୍ତି ଏହି ଦୁ‍ଇ କଳାକାର

ନୂଆଦିଲ୍ଲୀ: ଜୈସ୍ମିନ୍ ଭସୀନ ଓ ଅଲୀ ଗୋନୀଙ୍କୁ ନେ‍ଇ ଏବେ ଚର୍ଚ୍ଚା ଜୋର ଧରିଛି। ‘ବିଗ୍ ବସ୍-୧୪’ ସରିବା ପରେ ଏହି ଦୁ‍ଇ କଳାକାର ଜଣେ ଅନ୍ୟଜଣକ ସହିତ ବେଶ ସମୟ ବିତାଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଏମାନେ ଦୁବାଇରେ ଛୁଟିର ମଜ୍ଜା ନେଉଥିବା ଜଣାଯାଇଛି। ଜୈସ୍ମିନ୍ ଓ ଅଲୀ ସେମାନଙ୍କ ଦୁବାଇ ଟ୍ରିପର ଫଟୋ ମଧ୍ୟ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ପ୍ରଶଂସକମାନେ ସେମାନଙ୍କୁ ଏକାସାଙ୍ଗେ ଦେଖି ବହୁତ ଖୁସି […]

  • Wednesday, 14 July 2021
Maanvi.4
ନିଜ ଶରୀରକୁ ନେ‍ଇ ବେଶ ଖୁସି ଅଛନ୍ତି ମାନଭି

ନୂଆଦିଲ୍ଲୀ: ବର୍ତ୍ତମାନ ମାନଭି ଗଗ୍ରୁ ତାଙ୍କ କେରିଅରକୁ ନେଇ ବେଶ ଖୁସି ଥିବା କହିଛନ୍ତି। କିଛି ଦିନ ଧରି ମାନଭି ଅନଲାଇନ ପ୍ରୋଜେକ୍ଟରେ ବିଜି ଥିବା ବେଳେ ଶେଷରେ ସେ ତାଙ୍କ ଶରୀରକୁ ନେଇ ଆତ୍ମସନ୍ତୋଷ ଥିବା କହିଛନ୍ତି। ଏକ ସାକ୍ଷାତକାରରେ ମାନଭି କହିଛନ୍ତି ଯେ ସେ ତାଙ୍କ ଶରୀରକୁ ନେଇ ବେଶ ଖୁସି ଥିବାବେଳେ ଯେତେବେଳେ ସିନେମା ଦୁନିଆକୁ ପ୍ରବେଶ କଲେ ତାଙ୍କୁ କିଛି ଲୋକ ଶରୀରରେ ପରିବର୍ତ୍ତନ ଆଣିବାକୁ କହିଥିଲେ। ସିନେମା ଦୁନିଆକୁ ପ୍ରବେଶ […]

  • Wednesday, 14 July 2021
Irfan-bbali.babli
ନିଆରା ଶ୍ରଦ୍ଧାଞ୍ଜଳି : ଇରଫାନଙ୍କୁ ସମ୍ମାନ

ନୂଆଦିଲ୍ଲୀ: ବଲିଉଡର ମହାନ କଳାକାର ଇରଫାନ ଖାନଙ୍କ ବିଦାୟକୁ ଅନେକ ବର୍ଷ ଚାଲିଗଲାଣି। କିନ୍ତୁ ଏହାର କ୍ଷତ ଆଜି ବି ଜଳ ଜଳ ହୋଇ ଦେଖାଯାଏ। ଆଜି ଏହି ମହାନ କଳାକାରଙ୍କୁ ମନେପକାଯାଉଛି ତାହା ପୁଣି ନିଆରା ଢଙ୍ଗରେ। ଫିଲ୍ମ ଫେୟାର ତରଫରୁ ଇରଫାନଙ୍କୁ ସମ୍ମାନ ଦିଆଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ତାଙ୍କୁ ଏକ ବିଶେଷ ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ତାଙ୍କ ସୁପୁତ୍ର ବାବଲି ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହି ସମ୍ମାନ ଉତ୍ସବରେ ବାବଲି […]

  • Wednesday, 14 July 2021
Janhavi-7
ଜାହ୍ନବୀଙ୍କ ମାଳଦୀପ ଛୁଟି : ସୁଇମସୁଟରେ ସେଆର କଲେ ଫଟୋ

ନୂଆଦିଲ୍ଲୀ: 2020 ବର୍ଷ ସମସ୍ତଙ୍କୁ ଅନେକ ଦୁଖ ଦେଇଛି। ଏହାର ପ୍ରଭାବ ଏବେ ସୁଦ୍ଧା ବି ଯାଇନି। କରୋନା ଭାଇରସ ଏବେ ବି ତା’ର କରାଳ ରୂପ ଦେଖେଇ ଚାଲିଛି। ଫଳରେ ସମସ୍ତେ ଏକ ନିରାଶ ଜୀବନ ବିତାଉଥିବା ଦେଖିବାକୁ ମିଳୁଛି। ଏଥିରୁ ସାଧାରଣ ଜନତା କି ବଲିଉଡ୍ ସେଲିବ୍ରିଟି କେହି ବି ମୁକ୍ତି ପାଉ ନାହାନ୍ତି। ଫଳରେ ସମସ୍ତେ ଚେଷ୍ଟା କରୁଛନ୍ତି ଏଥିରୁ ମୁକ୍ତି ପାଇବା ପାଇଁ କୁଆଡେ ଟିକେ ଯାଇ ବୁଲି ଆସିବା ନେଇ। […]

  • Wednesday, 14 July 2021
Anuska
ନିଜ ବାହୁରେ ବିରାଟଙ୍କୁ ଉଠାଇଦେଲେ ଅନୁଷ୍କା!

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁବେଳେ ସୋସିଆଲ ମିଡିଆରେ ଚଳଚଞ୍ଚଳ ରହିବା ସହ କିଛି ନା କିଛି ସେଆର କରିବା ଦେଖାଯାଏ। କେତେବେଳେ ନିଜ ଝିଅ ସହ ସୁନ୍ଦର ଫଟୋ ପୋଷ୍ଟ କରନ୍ତି ତ ପୁଣି କେତେବେଳେ ପତି ବିରାଟଙ୍କ ସହ ଟାଇମ ପାସ କରୁଥିବା ଫଟୋ ପୋଷ୍ଟ କରନ୍ତି। କିନ୍ତୁ ନିକଟରେ ଅନୁଷ୍କା ପୋଷ୍ଟ କରିଥିବା ଭିଡିଓଟି ସମ୍ପୂର୍ଣ୍ଣ ଭିନ୍ନ ଯାହା ତାଙ୍କ ପ୍ରଶଂସକମାନଙ୍କୁ ତାବୁଜ କରିଛି। କାରଣ ଏଥର ଅନୁଷ୍କା ତାଙ୍କ ବାଇସେପର […]

  • Wednesday, 14 July 2021
Tigera
ସମୁଦ୍ରକୂଳରେ ସାର୍ଟଲେସ୍ ବଡିରେ ନଜର ଆସିଲେ ଟାଇଗର୍

ନୂଆଦିଲ୍ଲୀ: ବଲିଉଡର୍ ମୋଷ୍ଟ ଆକ୍ସନ ହୀରୋ ଟାଇଗର୍ ଶ୍ରଫ୍ ସବୁବେଳେ ନିଜ ଫିଟନେସକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥାନ୍ତି। ସୋସିଆଲ୍ ମିଡିଆରେ ମଧ୍ୟ ସେ ସବୁବେଳେ ଚଳଚଞ୍ଚଳ ରହୁଥିବା ଦେଖିବାକୁ ମିଳେ। ତାଙ୍କ ଫିଟନେସ୍ ଭିଡିଓ ହେଉ ବା ଫଟୋ ସବୁ ଭାଇରାଲ୍ ହେଉଥିବା ଦେଖାଯାଏ। ତାଙ୍କ ଫିଟନେସକୁ ନେ‍ଇ ସମସ୍ତେ ପାଗଳ। ଏବେ ଏକ ଫିଟନେସ୍ ଫଟୋକୁ ନେଇ ଟାଇଗରଙ୍କ ସୋସିଆଲ୍ ମିଡିଆ ପେଜ୍ ଚଳଚଞ୍ଚଳ ହୋଇପଡିଛି। କାରଣ ସେ ତାଙ୍କର ଇନଷ୍ଟାଗ୍ରାମ୍ ପେଜରେ ଏକ […]

  • Wednesday, 14 July 2021
shivangi
ଗୋଟିଏ ଚରିତ୍ରରେ କାମକରି ବି ବିରକ୍ତ ହୁଅନ୍ତିନି ଏହି ସୁନ୍ଦରୀ କଳାକାର

ଟିଭି ସୋ’ର ଲୋକପ୍ରିୟ କଳାକାରମାନଙ୍କ ମଧ୍ୟରେ ଶିବାଙ୍ଗୀ ଯୋଶି ଅନ୍ୟତମ। “ଖେଲତି ହେ ଜିନ୍ଦେଗୀ ଆଖଁ ମିଚୋଲି”ରୁ ସେ ଗ୍ଲାମର ଦୁନିଆଁକୁ ପ୍ରବେଶ କରିଥିବା ବେଳେ ପରେ “ବେଇନ୍ତେହା” ଓ “ବେଗୁସରାୟ”ରେ ମଧ୍ୟ କାମ କରିଛନ୍ତି। କିନ୍ତୁ  “ୟେ ରିସ୍ତା କ୍ୟା କେହେଲତା ହେ”ରେ ତାଙ୍କର ନାଇରା ଚରିତ୍ର ପାଇଁ ସେ ଘରେ ଘରେ ବେଶ ପରିଚିତ ହୋଇପାରିଥିଲେ। କିନ୍ତୁ ବର୍ତ୍ତମାନ ସେ ସିରାତ ଚରିତ୍ରରେ ଆସୁଥିବା ବେଳେ ଜଣେ ବକ୍ସର୍ ଭୂମିକା ନିଭାଉଛନ୍ତି। ଦୀର୍ଘ ପାଞ୍ଚ […]

  • Wednesday, 14 July 2021
Gangnam
“ଗଙ୍ଗନାମ୍ ଷ୍ଟାଇଲ୍” ରେକର୍ଡ ଭାଙ୍ଗି “ଡାୟନାମାଇଟ୍” ଆଗରେ

ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡିଛି ବିଟିଏସ୍, ଯେଉଁଥିରେ ୨୦୨୦ ମସିହାରେ ପ୍ରସ୍ତୁତ ଏହାର ଏକ ଗୀତ “ଡାୟନାମାଇଟ୍” ବିଲବୋର୍ଡର ୧୦୦ ଐତିହାସିକ ରେକର୍ଡ ମଧ୍ୟରେ କୋରିଆନ୍ ଅଧିନିୟମ ଅନୁସାରେ ସବୁଠାରୁ ଅଧିକ ସମୟ ଧରି ଚାଲୁଥିବା ଗୀତ ହୋଇଯାଇଛି। ଏହି ଡିସ୍କୋ ଧର୍ମୀ ଗୀତଟି ପିଏସ୍‌ୱାଇର ୨୦୧୨ରେ ସବୁଠାରୁ ହିଟ୍ ଗୀତ “ଗଙ୍ଗନାମ୍ ଷ୍ଟାଇଲ୍”ର ରେକର୍ଡ ଭାଙ୍ଗି କୋରିଆନ୍ ଆକ୍ଟ ଦ୍ୱାରା ସବୁଠାରୁ ଅଧିକ ଚାର୍ଟିଂ ଗୀତ ହୋ‍ଇଯାଇଛି। “ଡାୟନାମାଇଟ୍” ବର୍ତ୍ତମାନ ୩୨ ସପ୍ତାହରେ  […]

  • Wednesday, 14 July 2021
Seema
ସୀମା ପୱା କରୋନାରେ ଆକ୍ରାନ୍ତ

ମୁମ୍ବାଇ: ବଲିଉଡ୍ ଜଗତରେ କରୋନା ପଜିଟିଭ୍ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଏବେ ଆଉ ଜଣେ କଳାକାର କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଅଭିନେତା ତଥା ସିନେ ନିର୍ମାତା ସୀମା ପୱା କରୋନା ପଜିଟିଭ୍ ହୋଇଥିବା ସୂଚନା ଆସିଛି। ହସ ହସ ମୁହଁରେ ଏକ ଫଟୋ ଅପଲୋଡ୍ କରି ଏହି ଅଭିନେତ୍ରୀ ନିଜ ସୋସିଆଲ ମିଡ଼ିଆରେ ନିଜର ସ୍ୱାସ୍ଥ୍ୟ ଅବସ୍ଥା କଥା କହିଛନ୍ତି। ସୀମା ସଞ୍ଜୟ ଲୀଲା ବଂଶାଲିଙ୍କ ‘ଗାଙ୍ଗୁବାଇ କାଠିଆୱାଡା’ରେ ଆଲିଆ ଭଟ୍ଟଙ୍କ ସହ […]

  • Wednesday, 14 July 2021
Angoori-Bhabi
କରୋନାରେ ସଂକ୍ରମିତ ଅଙ୍ଗୁରୀ ଭାବି

ମୁମ୍ବାଇ: କରୋନାର ଦ୍ୱିତୀୟ ଲହର ହୁ ହୁ ହୋଇ ବଢିଚାଲିଛି। ଏହାର ଜାଲରେ ମହାରାଷ୍ଟ୍ର କବଳିତ ହୋଇଥିବା ବେଳେ ଅନେକ ବଲିଉଡ୍ ଓ ଟିଭି କଳାକାରମାନେ କୋଭିଡ୍ ପଜିଟିଭ୍ ହେବାରେ ଲାଗିଛନ୍ତି। କେହି କେହି ଚିକିତ୍ସା ନେଇ ହସପିଟାଲରେ ଭର୍ତ୍ତି ହୋ‍ଇଥିବା ବେଳେ ଅନେକ ହୋମ୍ କ୍ୱାରାଣ୍ଟାଇନରେ ଥିବା ଜଣାଯାଏ। କରୋନା ଜାଲରେ ବର୍ତ୍ତମାନ ପଡିଛନ୍ତି “ଭାବିଜୀ ଘର୍ ପର୍ ହେଁ” ସିରିଏଲର୍ ଅଙ୍ଗୁରୀ ଭାବି ତଥା ସୁଭାଙ୍ଗି ଆତ୍ରେ । ଆଜି ସେ କୋଭିଡ୍ ଟେଷ୍ଟ୍ […]

  • Wednesday, 14 July 2021
Sunny
ଲକଡାଉନ୍ କାରଣରୁ ଘରକୁ ଫେରିଲେ ସନ୍ନୀ

ମୁମ୍ବାଇ: ନିକଟରେ ବଲିଉଡର ସବୁଠାରୁ ସେନ୍ସୁଆଲ୍ ଅଭିନେତ୍ରୀ ସନ୍ନୀ ଲିଓନ୍ ତାଙ୍କ ଟ୍ୱିଟର୍ ପେଜରେ ଏକ ଫଟୋ ସେୟାର୍ କରିଛନ୍ତି ଏବଂ ଲେଖିଛନ୍ତି, ଲକଡାଉନ୍ କାରଣରୁ ସେମାନେ ଘରକୁ ଫେରିଯିବାକୁ ବାଧ୍ୟ ହେଉଛନ୍ତି। ସନ୍ନୀ ସେୟାର୍ କରିଥିବା ଫଟୋରେ ସେ ଏକ କାଜୁଆଲ୍ ପୋଷାକ ଓ ମାସ୍କ୍ ପିନ୍ଧିବା ସହିତ କାନ୍ଧରେ ଏକ ହ୍ୟାଣ୍ଡବ୍ୟାଗ୍ ପକେଇଥିବା ଦେଖାଯାଏ। ସେ ସମ୍ପୂର୍ଣ୍ଣ କାମ ଉପରେ ଥିବା ଏହି ଫଟୋ କହୁଛି। ସନ୍ନୀ ସବୁବେଳେ ସୋସିଆଲ୍ ମିଡିଆରେ ଚଳଚଞ୍ଚଳ ଥାଆନ୍ତି। […]

  • Wednesday, 14 July 2021
Diya Mirza
ଦିୟା ମିର୍ଜା ମା’ ହେଲେ : ୨ ମାସ ପରେ ଦେଲେ ସୂଚନା

ବର୍ତ୍ତମାନ ଦିୟା ମିର୍ଜା ଏହି ସୂଚନା ଦେଇ ପ୍ରଶଂସକମାନଙ୍କୁ ପୁଣି ଥରେ ଆଶ୍ଚର୍ଯ୍ୟ କରିଛନ୍ତି ଯେ ସେ ମାତ୍ର ଦୁଇମାସ ପୂର୍ବେ ଅର୍ଥାତ୍ ମେ ୧୪ରେ ମା’ ହୋଇଥିଲେ। କେବଳ ଏତିକି ନୁହେଁ ସେ ତାଙ୍କ ପୁଅର ନାମ ମଧ୍ୟ ପ୍ରକାଶ କରିଛନ୍ତି।

Babusan-Mohanty
ବାପା ହେଲେ ଲଭର ବୟ ବାବୁସାନ

ବାପା ହେଲେ ବାବୁସାନ୍‌। ଓଲିଉଡ ଇଣ୍ଡଷ୍ଟ୍ରିର ଲଭର ବୟ ବାବୁସାନ ବାପା ହେବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ବାବୁ ସାନ୍ ମଙ୍ଗଳବାର ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି

  • Wednesday, 14 July 2021
taapseepannu
ତାପସୀ ପନ୍ନୁ ହେଲେ ଫିଲ୍ମ ଫେୟାର୍ ଆୱାର୍ଡ ବିଜୟିନୀ

ନୂଆଦିଲ୍ଲୀରେ ଜନ୍ମିତ ତାପସୀ ମାତାଜୀ ଜୟ କୌର୍ ପବ୍ଲିକ୍ ସ୍କୁଲରୁ ପାଠ ପଢା ସାରି ଗୁରୁ ତେଘ୍ ବାହାଦୂର ଇନଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜିରୁ କମ୍ପ୍ୟୁଟର୍ ସାଇନ୍ସରେ ଗ୍ରାଜୁଏସନ୍ ଶେଷ ପରେ ସଫ୍ଟୱାର୍ ‍ଇଂଜିନିୟର୍ ଭାବେ କାମ କରୁଥିଲେ। ପରେ ସେ ମଡେଲିଂ ଜଗତରେ ପାଦ ଥୋଇଥିଲେ।

  • Wednesday, 14 July 2021
Barsha Priyadarshini
ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା:କୋର୍ଟରେ ହାଜର ହେଲେ ବର୍ଷା

ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲାକୁ ନେଇ ଆଜି କଟକ ସ୍ଥିତ ଫ୍ୟାମିଲି କୋର୍ଟରେ ବର୍ଷା ହାଜର ହୋଇଛନ୍ତି।

akhya kumar
୨୦୨୧ ରେ ରୋଜଗାରର ରେକର୍ଡ ଭାଙ୍ଗିବେ ଅକ୍ଷୟ କୁମାର

କରୋନା ମହାମାରୀ ପଇଁ ଚଳିତ ବର୍ଷ ଅନେକ ଫିଲ୍ମ ସିନେମା ହଲରେ ପହଞ୍ଚି ନଥିଲା । ମହାମାରୀ ବ୍ୟାପିବା ଡରରେ ଲୋକମାନେ ହଲକୁ ଯାଉନାହାନ୍ତି । ବରଂ ନିଜ ଘରେ ରହି ମୋବାଇଲ ଜରିଆରେ ଫିଲ୍ମ ଦେଖୁଛନ୍ତି ଲୋକେ । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ନାମିଦାମୀ ତାରକା ଓ ନିର୍ମାତା ନିଜ ନିଜର ଫିଲ୍ମ ସୁଟିଂକୁ କିଛିଦିନ ଲାଗି ବନ୍ଦ କରିଦେଇଛନ୍ତି ।

  • Wednesday, 14 July 2021
anubhav-varsha
ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା

ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲାକୁ ନେଇ ଆଜି କଟକ ସ୍ଥିତ ଫ୍ୟାମିଲି କୋର୍ଟରେ ବର୍ଷା ହାଜର ହୋଇଛନ୍ତି। 

fanal
ଲକଡାଉନରୁ ଗଲା ଟେନସନ୍, ଦର୍ଶକଙ୍କ ପାଇଁ ତରଙ୍ଗ ଆଣିଲା 'ସ୍ମାଇଲ୍ ପ୍ଲିଜ୍'

ଭୁବନେଶ୍ୱର: ଲକଡାଉନ ସମୟରେ ଘରେ ଥିବା ଦର୍ଶକଙ୍କୁ ମନୋରଂଜନର ଖୋରାକ ଯୋଗାଇବାକୁ ତରଙ୍ଗ ଟିଭିର ନିଆରା ପ୍ରୟାସ ସ୍ମାଇଲ୍ ପ୍ଲିଜ୍। ପ୍ରଥମ ଥର ପାଇଁ ଅଭିନେତା ସବ୍ୟସାଚୀଙ୍କୁ ଏଥିରେ ଉପସ୍ଥାପନା କରୁଥିବାର ଦେଖିବାକୁ ମିଳିଛି। ଏହାସହିତ କମେଡି କିଙ୍ଗ୍ ପପୁ ପମ୍ ପମଙ୍କ ମଜାଦାର କମେଡି ସହ ୧୩ରୁ ଅଧିକ ସିନେମା ଓ ସିରିଏଲ୍ ଷ୍ଟାର୍ ବି ସାମିଲ ହୋଇଛନ୍ତି ଏହି କାର୍ଯ୍ୟକ୍ରମରେ। ପ୍ରତି ଏପିସୋଡରେ ଷ୍ଟାରମାନଙ୍କୁ ଦିଆଯାଉଛି ଭିନ୍ନ ଭିନ୍ନ ଟାସ୍କ। ଯେପରିକି ଯାତ୍ରା ଡାଇଲଗ୍ […]

  • Wednesday, 14 July 2021
arijit singh
୫୨ ବର୍ଷରେ ଆଖି ବୁଜିଲେ ସିଙ୍ଗର ଅରିଜିତ ସିଂଙ୍କ ମା' ଆଦିତି ସିଂ

ନୂଆଦିଲ୍ଲୀ: ପ୍ରସିଦ୍ଧ ସିଙ୍ଗର ଅରିଜିତ ସିଂଙ୍କ ମା’ ଆଦିତି ସିଂଙ୍କ ଦେହାନ୍ତ ହୋଇଛି। ବୁଧବାର କୋଲକାତାର ଏକ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। Cerebral ଷ୍ଟ୍ରୋକ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ଆଦିତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ସୋମବାର ଦିନ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା। ହେଲେ ବୁଧବାର ଦିନ Cerebral ଷ୍ଟ୍ରୋକରେ […]

  • Wednesday, 14 July 2021
samir
ପୁଣି ଚମତ୍କାର ଗୀତ ଗାଇଲେ ଓଡ଼ିଆ ରାପର୍ ସମୀର ରିଶୁ

ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ ରାପର୍‌ ସମୀର ରିଶୁ ମହାନ୍ତିଙ୍କର ଆଉ ଏ ନୂଆ ଗୀତ ‘ଓଡ଼ିଆ ମୋ ଭାଷା’ ରିଲିଜ୍ ହୋଇଯାଇଛି। ୟୁଟ୍ୟୁବ୍‌ରୁ ଆରମ୍ଭ କରି ଫେସ୍‌ବୁକ୍‌ ପର୍ଯ୍ୟନ୍ତ, ଚାରିଆଡ଼େ ଏହି ଗୀତକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ପ୍ରଥମ ଓଡ଼ିଆ ରାପ୍‌ ଗୀତ ‘ମୁଁ ହେଲି ଓଡ଼ିଆ’ ମାଧ୍ୟମରେ ସେ ଖୁବ୍ ପରିଚିତ ହୋଇଥିଲେ। ସମୀରଙ୍କ ପ୍ରତି ଗୀତ ଭଳି ଏଥିରେ ମଧ୍ୟ ଓଡ଼ିଆ ଭାଷା, ଚାଲିଚଳଣି, ଓଡ଼ିଆ କଳା, ସଂସ୍କୃତି ସହ ଓଡ଼ିଶାର ଝଲକ […]

  • Wednesday, 14 July 2021
HUMAN-2
ବିବାଦରେ ହ୍ୟୁମାନଙ୍କ 'ଝିଅ ନୁହେଁ ତୁ କରୋନା ଭାଇରସ୍ ଗୀତ': ସୋସିଆଲ୍‌ ମିଡିଆରେ କଡ଼ା ନିନ୍ଦା

ଭୁବନେଶ୍ୱର: ଝିଅ ନୁହେଁ ତୁ କରୋନା ଭାଇରସ୍। ଏହି ଗୀତକୁ ନେଇ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା। ଏହି ଗୀତ ଗାଇଛନ୍ତି ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ଗୀତରେ କରୋନା ଭାଇରସକୁ ଝିଅ ସହ ତୁଳନା କରାଯାଇଛି। ତେବେ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱର ଲୋକେ ମୁକାବିଲା କରୁଥିବାବେଳେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଏପରି ଗୀତକୁ ସୋସିଆଲ୍‌ ମିଡିଆରେ କଡ଼ା ସମାଲୋଚନା କରାଯାଇଛି। ଏ ନେଇ ଫେସ୍‌ବୁକ୍‌ ଟ୍ୱିଟର୍‌ ଭଳି ସାମାଜିକ ଗଣମାଧ୍ୟମରେ ନାନା […]

  • Wednesday, 14 July 2021
katy
ହଲିଉଡ୍‌ ଷ୍ଟାର୍‌ଙ୍କୁ କରୋନା ଭୟ: ବାହାଘର ଘୁଞ୍ଚାଇଲେ

ମୁମ୍ବାଇ: ସାରା ବିଶ୍ୱରେ ଏବେ କରୋନା ଭାଇରସ୍‌ର ଆତଙ୍କ। ଏହାର ପ୍ରଭାବ ସବୁଠି ଦେଖିବାକୁ ମିଳୁଛି। ବଲିଉଡ୍‌ଠୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ସବୁଠି କରୋନାର ଭୟ। ଏହି କାରଣରୁ ଗୋଟିଏ ପଟେ ବଲିଉଡ୍‌ର ସୁପରଷ୍ଟାର ସଲ୍‌ମାନ୍ ଖାନ୍ ନିଜ ଫିଲ୍ମର ଶୁଟିଂ ବନ୍ଦ କରିଦେଲେଣି ତ ଆରପଟେ ହଲିଉଡ୍‌ ପପ୍‌ଷ୍ଟାର୍‌ ଖାଲିଦ୍‌ ତାଙ୍କ ଶୋ’ କ୍ୟାନସଲ୍ କରିଦେଲେଣି। କରୋନାର ଭୟରେ ହଲିଉଡ୍‌ର ଲୋକପ୍ରିୟ ପପ୍‌ ସିଙ୍ଗର୍‌ କେଟି ପେରି  ନିଜ ବାହାଘର ବି କ୍ୟାନସଲ୍‌ କରି […]

  • Wednesday, 14 July 2021