• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

coronavirus
ଦିନକରେ ଓଡ଼ିଶାରେ କରୋନା ନେଲା ଆଉ ୯ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକରୁ ୩, ସୁନ୍ଦରଗଡ଼ରୁ ୨, ବଲାଙ୍ଗିର, ଗଞ୍ଜାମ, ମାଲକାନଗିରି ଓ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform of the demise of nine Covid positive patients while under treatment in hospitals. 1.A 28 […]

corona tests
ଓଡ଼ିଶାରେ ୨,୮୧୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୪୪୩

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୬୧ ହଜାର ୩୭୯ କରୋନା ଟେଷ୍ଟ ହୋଇଥିବା ବେଳେ ୨,୮୧୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୯ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୬୧ ହଜାର ୩୭୯ କରୋନା ଟେଷ୍ଟ RTPCR-୭,୦୫୪ ଆଣ୍ଟିଜେନ୍-୫୪,୨୪୩ ଟ୍ରୁନଟ୍- ୮୨ ଚିହ୍ନଟ ନୂଆ ୨,୮୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧,୬୯୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୧୨୮ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ […]

bhadrak mp
ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ କରୋନା

ଭଦ୍ରକ: ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। “କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଦେବା ପରେ ମୁଁ ପରୀକ୍ଷା କରାଇଥିଲି ଓ ରିପୋର୍ଟ ପଜିଟିଭ୍ ଆସିଥିଲା। ବର୍ତ୍ତମାନ ମୋ ସ୍ୱାସ୍ଥ୍ୟ ଭଲ ଏବଂ ସ୍ଥିର ଅଛି। ମୁଁ ଏବେ ହୋମ୍ କ୍ୱାରେଣ୍ଟିନ୍‌ରେ ଅଛି ” ବୋଲି ସାଂସଦ ଟ୍ୱିଟ୍‌ କରି କହିଛନ୍ତି। ଯେଉଁମାନେ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଏକାନ୍ତବାସରେ […]

  • Sunday, 04 July 2021
shutdown 11
୨ ଦିନ ପାଇଁ ସଟ୍‌ଡାଉନ୍‌ ହେବ ଏହି ଜିଲ୍ଲା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାକୁ ୨ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ। ଆସନ୍ତା ୨୫ ଓ ୨୬ ତାରିଖରେ ନବରଙ୍ଗପୁର ଜିଲ୍ଲା ସଟ୍‌ଡାଉନ୍‌ ରହିବ। ନବରଙ୍ଗପୁରରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।  ଗତ ୨୪ ଘଣ୍ଟାରେ ନବରଙ୍ଗପୁରରୁ ୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ନବରଙ୍ଗପୁରରେ ୭୩୩ଜଣ ଆକ୍ରାନ୍ତ ଚିହ୍ନଟ […]

  • Sunday, 04 July 2021
bmc
ଭୁବନେଶ୍ୱରରେ ଆକ୍ଟିଭ କେସ୍ ୫ ହଜାର ଟପିବ !

ଭୁବନେଶ୍ୱର: ଏବେ ପିକ୍‌ରେ ଅଛି ଭୁବନେଶ୍ୱର। ଆଉ ମାସେ ଗୁରୁତ୍ୱପୂର୍ଣ୍ଣ, ସଂକ୍ରମଣ ବଢୁଛି। ତେବେ ସମସ୍ତେ ସତର୍କ ରହିବା ନେଇ କହିଛନ୍ତି ବିଏମ୍‌ସି କମିଶନର। ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ପ୍ରେସମିଟ୍ କହିଛନ୍ତି ଯେ ଗଲା ମାସରେ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ କରାଯାଇଥିଲା। ସର୍ଭେ ଅନୁସାରେ ବହୁତ ଅଳ୍ପ ଲୋକଙ୍କ ଦେହରେ ଆଣ୍ଟିବଡ଼ି ରହିଛି। ସ୍ୱଳ୍ପ ଆଣ୍ଟିବଡି ଆଧାରରେ ଆମର ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ଅନ୍ୟ ସହର ତୁଳନାରେ ଭୁବନେଶ୍ୱର […]

  • Sunday, 04 July 2021
bhubaneswar
ଭୁବନେଶ୍ୱରରୁ ୨୯୫ କରୋନା ଆକ୍ରାନ୍ତ ଚିହ୍ନଟ, ୧୪୨ ଲୋକାଲ୍ କେସ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୨୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନରୁ ୧୫୩, ଲୋକାଲ କଣ୍ଟାକ୍ଟ କେସ୍ ୧୪୨ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ପୋଲିସ ସିକ୍ୟୁରିଟି ୱିଙ୍ଗରୁ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚନ୍ଦକାର ଏକ ବିସ୍କୁଟ କାରଖାନାରୁ ୨୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଟିଆ କିଟ୍ କ୍ୟାମ୍ପସରୁ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Update on newly detected & […]

  • Sunday, 04 July 2021
corona
ଦିନକରେ ସୁସ୍ଥ ହେଲେ ୧୭୭୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୧୭୭୩ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୨,୨୭୬ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୪ ଜଣ ଆରୋଗ୍ୟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୨୧୬, କଟକରୁ ୧୪୭, ସମ୍ୱଲପୁରରୁ ୧୨୫, କନ୍ଧମାଳରୁ ୯୨, ଯାଜପୁରରୁ ୮୭, ମୟୂରଭଞ୍ଜରୁ ୮୦, ରାୟଗଡ଼ାରୁ ୭୭, ପୁରୀରୁ ୭୪, ମାଲକାନଗିରିରୁ ୭୨, କୋରାପୁଟରୁ ୬୯, ସୁନ୍ଦରଗଡ଼ରୁ ୬୮, […]

  • Sunday, 04 July 2021
coronsaviryd
ଦିନକରେ ୬୯,୨୩୯ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ; ୯୧୨ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଦିନକରେ ୬୯ ହଜାର ୨୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ହୋଇଛନ୍ତି। ସେହିଭଳି ୯୧୨ ଜଣଙ୍କର ଜୀବନ ନେଇଛି ମହାମାରୀ କୋଭିଡ-୧୯ ଭାଇରସ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ମୃତ୍ୟ ସଂଖ୍ୟାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୬,୭୦୬ରେ ପହଞ୍ଚିଛି।। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଲକ୍ଷ ୪୪ ହଜାର ୯୪୧କୁ ବୃଦ୍ଧି ପାଇଥିବା ବେଳେ ମୋଟ ଆକ୍ଟିଭ୍ କେସ୍- ୭,୦୭,୬୬୮ ରହିଛି। ସେହିଭଳି […]

  • Sunday, 04 July 2021
୪୦୦ ଟପିଲା ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ୩, କଟକ ଓ ରାୟଗଡ଼ାରୁ ୨ଜଣ ଲେଖାଏ, ବଲାଙ୍ଗିର, ଗଜପତି ଓ ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform of the demise of ten Covid positive patients while under treatment in hospitals. […]

corona 22
ଓଡ଼ିଶାରେ ୨,୯୯୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ଖୋର୍ଦ୍ଧାରୁ ୬୦୦ରୁ ଅଧିକ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୬୮ ହଜାର ୯୦୬ କରୋନା ଟେଷ୍ଟ ହୋଇଥିବା ବେଳେ ୨,୯୯୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୬୮ ହଜାର ୯୦୬ କରୋନା ଟେଷ୍ଟ RTPCR-୭,୫୮୫ ଆଣ୍ଟିଜେନ୍-୬୧,୧୬୬ ଟ୍ରୁନଟ୍- ୧୫୫ ଚିହ୍ନଟ ନୂଆ ୨,୯୯୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୭୯ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୧୧୪ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ […]

coronavaccin
ଭାରତୀୟଙ୍କୁ ମାଗଣାରେ ମିଳିବ କରୋନା ଭ୍ୟାକ୍ସିନ

ନୂଆଦିଲ୍ଲୀ: ଋଷିଆ କରୋନା ଭ୍ୟାକ୍ସିନ ଆବିଷ୍କାର କରିସାରିଥିବା ବେଳେ ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟିର ଭ୍ୟାକ୍ସିନ ଉପରେ ସାରା ବିଶ୍ୱର ଆଶା ରହିଛି। ଏହାକୁ ଭାରତରେ ଉତ୍ପାଦନ କରିବା ପାଇଁ ମଧ୍ୟ ପୂର୍ବରୁ ସିରମ ଇନଷ୍ଟିଟ୍ୟୁଟ୍‌କୁ ଅନୁମିତ ମିଳିସାରିଛି। ଏବେ ଏହି ଭ୍ୟକ୍ସିନ୍‌କୁ ନେଇ ଏକ ବଡ଼ ଖବର ଶୁଣିବାକୁ ମିଳୁଛି। କେନ୍ଦ୍ର ସରକାର ସେରମ ଇନଷ୍ଟିଟ୍ୟୁଟ୍ ଠାରୁ ଭ୍ୟାକ୍ସିନ କିଣି ଲୋକଙ୍କୁ ମାଗଣାରେ ଦେବାକୁ ଯୋଜନା କରୁଥିବା କୁହାଯାଉଛି। ଜାତୀୟ ଗଣମଧ୍ୟମ ଆଜ୍‌ ତକ୍‌ର ଏକ ରିପୋର୍ଟ […]

  • Sunday, 04 July 2021
bhubaneswar
ଭୁବନେଶ୍ୱରରୁ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୧ ଲୋକାଲ କେସ୍

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୨୦୬ ଓ ଲୋକାଲ୍ କଣ୍ଟାକ୍ଟରୁ ୧୧୧ ଚିହ୍ନଟ ହୋଇଛନ୍ତି। କେଉଁ ଅଞ୍ଚଳରୁ କେତେ:- ଆଚାର୍ଯ୍ୟ ବିହାର ଅଞ୍ଚଳରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସାଲିଆସାହି-୯, ବ୍ରହ୍ମେଶ୍ୱରପାଟଣା ଓ କଳିଙ୍ଗନଗରରୁ ୬ ଲେଖାଏଁ ଚିହ୍ନଟ ହୋଇଛନ୍ତି। Update on newly detected & cured #COVID19 cases in the last 24 hrs under […]

  • Sunday, 04 July 2021
cuttack
କଟକରେ ଅଧିକ କରୋନା ଆକ୍ରାନ୍ତ କେଉଁଠି?

କଟକ: କଟକ ଜିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ଜିଲ୍ଲାରେ ସଦଗୁରୁ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ କଟକ ଜିଲ୍ଲାରେ କରୋନା ସ୍ଥିତି ନେଇ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି ଯେ ଜିଲ୍ଲାରେ ପୂର୍ବରୁ ୧୫୦ ବେଡ୍‌ର ଅଶ୍ୱିନୀ କୋଭିଡ ହସ୍ପିଟାଲ ଥିଲା। ବର୍ତ୍ତମାନ ୧୫୦ ବେଡ୍‌ର ସଦଗୁରୁ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ସଦଗୁରୁ କୋଭିଡ ହସ୍ପିଟାଲରେ ଡାଇଲେସିସ୍ ଓ ପ୍ରସୂତିଙ୍କ ପାଇଁ ସୁବିଧା […]

  • Sunday, 04 July 2021
youth
'କରୋନାରେ କର୍ମଜୀବୀ ଗୋଷ୍ଠୀ ଅଧିକ ସଂକ୍ରମିତ'

କଟକ: ସପ୍ତାହକରେ ୨୧ରୁ ୪୧ ବର୍ଷ ମଧ୍ୟରେ ୪୪୨ ପଜିଟିଭ ହେଲେଣି ଚିହ୍ନଟ। ବିଶେଷ କରି କର୍ମଜୀବୀ ଗୋଷ୍ଠୀର ବେଶି ସଂକ୍ରମିତ। କଟକ ପୌରାଞ୍ଚଳରେ କରୋନା ସ୍ଥିତି ନେଇ CMC କମିଶନର ଅନନ୍ୟା ଦାସ ଏହି ସୂଚନା ଦେଇଛନ୍ତି। କମିଶନର କହିଛନ୍ତି ଯେ, CMCରେ ବର୍ତ୍ତମାନ ସୁଦ୍ଧା ୩୧୦୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୮୬୦ ସୁସ୍ଥ ହୋଇଥିବା ବେଳେ ୧୨୨୭ ଆକ୍ଟିଭ ରହିଛି। ୧୭ ଜଣ ମୃତ୍ୟୁ ରହିଛି। ଆକ୍ଟିଭ କେସ୍ ମଧ୍ୟରୁ ୩୦% ହୋମ୍ ଆଇସୋଲେସନ୍‌ରେ […]

  • Sunday, 04 July 2021
cuttack-city
କଟକ ସହରରୁ ୧୧୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ:  କଟକ ମହାନଗର ଅଞ୍ଚଳରେ ପୁଣି ୧୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ସରକାରୀ କ୍ୱାରେଣ୍ଟିନରୁ ୩୪; ହୋମ କ୍ୱାରେଣ୍ଟିନରୁ ୪୭ ଚିହ୍ନଟ ହୋଇଛନ୍ତି। ଲୋକାଲ କଣ୍ଟାକ୍ଟ କେସ୍‌ର ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ- SCB ଆଇସୋଲେସନ ୱାର୍ଡରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ୯ କୋଭିଡ ଯୋଦ୍ଧା ମଧ୍ୟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ନୂଆବଜାର ଶାସ୍ତ୍ରୀ ନଗରରୁ ୭, ଚାଉଳିଆଗଞ୍ଜ ଅପର୍ଣ୍ଣା ନଗରରୁ ୫, ରାଣୀହାଟରୁ ୪, ଓଡ଼ିଆ […]

  • Sunday, 04 July 2021
covid-cure
ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ହେଲେ ସୁସ୍ଥ

ଭୁବନେଶ୍ୱର: ଦିନକରେ ରେକର୍ଡ ସଂଖ୍ୟକ ହେଲେ ସୁସ୍ଥ। ଆଜି ରାଜ୍ୟରେ ୨୧୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୪,୪୦୫କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଆଜି ହୋଇଥିବା ଆରୋଗ୍ୟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୭୬, ଗଞ୍ଜାମରୁ ୨୬୫, ସୁନ୍ଦରଗଡ଼ରୁ ୧୭୮, କଟକରୁ ୧୭୨, କୋରାପୁଟରୁ ୧୫୩, ଭଦ୍ରକରୁ ୧୪୪, ନୟାଗଡ଼ରୁ ୧୩୦, କନ୍ଧମାଳରୁ ୧୨୨, […]

  • Sunday, 04 July 2021
covid19
କୋଭିଡ୍‌ ହସ୍ପିଟାଲରେ ଚାଲିଛି ମଦ ପାର୍ଟି!

ଧାନବାଦ: କରୋନା ମହାମାରୀ ଯୋଗୁ ସାରା ଦୁନିଆର ଲୋକେ ଚିନ୍ତିତ ଅଛନ୍ତି।  ଏହି ମାରାତ୍ମକ ମହାମାରୀ ଭୟରେ ଲୋକେ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି। କିନ୍ତୁ କିଛି ଅପରାଧୀ, ଯିଏ ଏହି ମହାମାରୀକୁ ଏକ ସୁଯୋଗ ଭାବି ଏହାର ପୂରା ଫାଇଦା ଉଠାଇବାରେ ଲାଗି ପଡ଼ିଛନ୍ତି। ଏମିତି ଏକ ଦୃଶ୍ୟ ଝାଡ଼ଖଣ୍ଡର ଧାନବାଦରେ ଥିବା କୋଭିଡ୍‌-୧୯ ହସ୍ପିଟାଲରେ ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ କରୋନା ଆକ୍ରାନ୍ତ ନିଜ ୱାର୍ଡରେ ମଦପାନ୍ୟ କରୁଥିବାର ଖୁବ୍ ମଜା ଉଠାଉଛି। […]

  • Sunday, 04 July 2021
homeo
କରୋନାକୁ ରୋକିବା ପାଇଁ ଗୁଜରାଟରେ ଦିଆଯାଉଛି ଏହି ଔଷଧ

ଅହମ୍ମଦାବାଦ: କରୋନା ପାଇଁ ଏକ ସମୟରେ ଗୁଜରାଟ୍ ଦେଶର ହଟସ୍ପଟ୍ ଭାବେ ପରିଚିତ ହୋଇଥିଲା। କିନ୍ତୁ ଏବେ ସେଠାରେ ପୂର୍ବ ତୁଳନାରେ ମାମଲା ନିୟନ୍ତ୍ରଣକୁ ଆସିବା ସହ ମୃତ୍ୟୂହାର ମଧ୍ୟ କମିବାରେ ଲାଗିଛି। ତେବେ ରାଜ୍ୟରେ କରୋନା ମାମଲା ନିୟନ୍ତ୍ରଣକୁ କେମିତି ଆସିଲା, ଏହା ପଛର କାରଣ କ’ଣ? ଗୁଜରାଟ ସ୍ୱାସ୍ଥ୍ୟ ବିଭାଗର କହିବା ଅନୁଯାୟୀ ରାଜ୍ୟରେ କରୋନା ଭାଇରସକୁ ରୋକିବା ପାଇଁ ହୋମିଓପାଥି ଔଷଧର ବିପୁଳ ବ୍ୟବହାର କରାଯାଉଛି। ଏହାର ଫଳାଫଳ ମଧ୍ୟ ଭଲ ମିଳୁଥିବା […]

  • Sunday, 04 July 2021
ganjam
ବ୍ରହ୍ମପୁର ସମେତ ଗଂଜାମ ଜିଲ୍ଲାରେ କୋହଳ ହେଲା କଟକଣା

ବ୍ରହ୍ମପୁର: ବ୍ରହ୍ମପୁର ସମେତ ଗଂଜାମ (Ganjam)  ଜିଲ୍ଲାରେ କୋହଳ ହେଲା କଟକଣା। କାଲିଠୁ ଗଞ୍ଜାମ ଜିଲ୍ଲାରେ ସକାଳ ୫ରୁ ରାତି ୮ ପର୍ଯ୍ୟନ୍ତ ବଜାର ଖୋଲା ରହିବ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସପ୍ତାହାନ୍ତ ସଟଡାଉନ ରହିବ। ସବୁ ଦୋକାନୀ ସାମାଜିକ ଦୂରତ୍ୱ ଓ ପଞ୍ଚସୂତ୍ରୀ କଟକଣା ମାନିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍ କରି କହିଛନ୍ତି। Timing for market has been extended from 5 AM to 8 PM […]

କରୋନା‌ ଟେଷ୍ଟ୍‌ କଲେନି ବୋଲି ମିଳିଲାନି ରାସନ୍‌ !

ଭଞ୍ଜନଗର: ଆଗ କୋଭିଡ୍ ଟେଷ୍ଟ, ତା’ ପରେ ରାସନ୍ ! ବିନା କରୋନା ଟେଷ୍ଟରେ ଲୋକଙ୍କୁ ରାସନ୍ ନମିଳିବା ନେଇ କୁହାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍‌ ଅନ୍ତର୍ଗତ ଗୋପାଳପୁର ଶାସନ ପଞ୍ଚାୟତରୁ। ସ୍ଥାନୀୟ ଗୋପାଳପୁର ଶାସନ ପଞ୍ଚାୟତରେ ରହିଛି ୧୮ଟି ୱାର୍ଡ। ୧୫ଟି ୱାର୍ଡର ଲୋକଙ୍କୁ ରାସନ ସାମଗ୍ରୀ ମିଳି ସାରିଥିବା ବେଳେ ଗତକାଲି ସୋରିସବିଲି, ଲଷ୍ମୀପୁର, ଭି.କୋଟିବାଡି ୩ଟି ଗାଁର ହିତାଧିକାରୀ ରାସନ ନେବାକୁ ପଞ୍ଚାୟତ କାର୍ଯ୍ୟାଳୟ ଯାଇଥିଲେ। […]

  • Sunday, 04 July 2021
୨୪ ଘଣ୍ଟାରେ ଓଡ଼ିଶାରେ ଆଉ ୧୦ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ୫, ସୁନ୍ଦରଗଡ଼ରୁ ୨, କଟକ, ରାୟଗଡ଼ା ଓ ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  Regret to inform the demise of Ten #COVID19 positive patients while under treatment in hospitals. 1. A 65-year old […]

ବ୍ରହ୍ମପୁର ସହରକୁ ଯାତାୟାତ ଉପରୁ ଉଠିଲା କଟକଣା

ବ୍ରହ୍ମପୁର: ବ୍ରହ୍ମପୁର ସହରକୁ ଆଜିଠାରୁ ଯାତାୟାତ ଉପରେ ରହିବନି ପ୍ରତିବନ୍ଧକ। ଆଜିଠୁ ବ୍ରହ୍ମପୁର ସହରକୁ ବିନା କୌଣସି କଟକଣାରେ ଯାତାୟାତ କରିପାରିବେ ଜିଲ୍ଲାର ଗ୍ରାମାଞ୍ଚଳବାସୀ। ସେହିପରି ବ୍ରହ୍ମପୁରବାସୀ ମଧ୍ୟ ଜିଲ୍ଲାର ଅନ୍ୟ ସ୍ଥାନକୁ ବିନା ପ୍ରତିବନ୍ଧକରେ ଯାତାୟାତ କରିପାରିବେ। କରୋନା ସଂକ୍ରମଣ ଦୃଷ୍ଟିରୁ ଲାଗୁ ହୋଇଥିବା ଏହି କଟକଣା ଆଜିଠାରୁ ଉଠାଇ ଦିଆଯାଇଛି ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। The restrictions imposed on entry into and exit from Berhampur, […]

  • Sunday, 04 July 2021
corona updates in odisha
ଦିନକରେ ଚିହ୍ନଟ ହେଲେ ୨,୯୪୯ ପଜିଟିଭ୍‌, ଓଡ଼ିଶାରେ ୮୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୬୦ ହଜାର ୯୦୯ କରୋନା ଟେଷ୍ଟ ହୋଇଥିବା ବେଳେ ୨,୯୪୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୨,୯୪୯ ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୨୬ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୧୨୩ ରହିଛି। କଟକରୁ ସର୍ବାଧିକ ୫୮୯ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ […]

bbsr
ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୯୯ରେ ପହଞ୍ଚିଲା

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗରରୁ ୨୬୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୧୫୩ ଓ ଲୋକାଲ୍ କେସ୍ ୧୧୪ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। Update on newly detected & cured #COVID19 cases in the last 24 hrs under the BMC area on 24th Aug 2020(till 9am). Further contact tracing is still continuing. Primary contacts […]

  • Sunday, 04 July 2021
unlock 4.0
ଅନଲକ୍-୪ ରେ କ'ଣ ଖୋଲିବ, କ'ଣ ବନ୍ଦ ରହିବ? : What will Open & What will Remain Shut

ନୂଆଦିଲ୍ଲୀ: ଅନଲକ୍-୪(Unlock 4.0) ପାଇଁ ଖୁବଶୀଘ୍ର ଜାରି ହେବାକୁ ଯାଉଛି ଗାଇଡଲାଇନ୍(Guideline)। ଜୀବନଯାତ୍ରାକୁ ସ୍ୱାଭାବିକ କରିବା ପାଇଁ କେନ୍ଦ୍ର ସରକାର ଅନଲକ୍-୪ରେ କିଛି ନିୟମରେ କଟକଣା କୋହଳ କରିପାରନ୍ତି। Unlock 4.0 ସେପ୍ଟେମ୍ବରରୁ ଆରମ୍ଭ ହେବ, ଯେଉଁଥିରେ ସ୍କୁଲ୍ ଓ କଲେଜ୍ ପୁଣିଥରେ ବନ୍ଦ ରହିପାରେ। କିନ୍ତୁ କିଛି ସହରରେ ମେଟ୍ରୋ ସେବା ଆରମ୍ଭ ହୋଇପାରେ। କରୋନାଭାଇରସ୍ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରା ଦେଶରେ ଲକଡାଉନ୍ ଜାରି କରିଥିଲେ, ଯାହା ପରଠାରୁ ମେଟ୍ରୋ ସେବାକୁ ବନ୍ଦ […]