• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

tmc
ଟିଏମସି କେନ୍ଦ୍ରରେ ବାପା-ପୁଅ ପାଳିଲେ ଜନ୍ମଦିନ

ଭଦ୍ରକ: ଏକ ସଙ୍ଗେ ଜନ୍ମଦିନ ପାଳନ କଲେ ବାପା ପୁଅ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଓଡ଼ଙ୍ଗ ଟିଏମସିରେ ଏଭଳି ଜନ୍ମଦିନ ପାଳନ ହେଉଥିବାର ଦେଖିବାକୁ ମିଳିଛି । ରାମପୁର ପଞ୍ଚାୟତ ଓହାସପୁର ଗ୍ରାମର ରାଜେଶ ସାହୁ ନିଜ ପରିବାର ସହ ବାଙ୍ଗାଲୋରରେ ରହୁଥିଲେ । ସେ ତାଙ୍କ ୩ ବର୍ଷର ପୁଅ ସହ ପୂରା ପରିବାର ୨୦ ତାରିଖରେ ବାଙ୍ଗାଲୋରରୁ ଭଦ୍ରକ ଫେରିଥିଲେ । ସେମାନଙ୍କୁ ଓଡ଼ଙ୍ଗ ସ୍ଥିତ ଟିଏମସିରେ ରଖାଯାଇଥିଲା । ତେବେ […]

  • Tuesday, 06 July 2021
plasma
କରୋନାରୁ ସୁସ୍ଥ ହେଲେ, ଏସ୍‌ସିବିରେ ପ୍ଲାଜମା ଦେଲେ

କଟକ: କଟକ SCBରେ ୧୮ ଜଣଙ୍କ ଠାରୁ ୩୬ ୟୁନିଟ୍ ପ୍ଲାଜମା ସଂଗୃହିତ ହୋଇଛି। ସୂଚନା ଦେଲେ ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା। ସେ କହିଛନ୍ତି ଯେ  ୧୮ ଜଣଙ୍କ ଠାରୁ ୩୬ ୟୁନିଟ୍ ପ୍ଲାଜମା ସଂଗୃହିତ ହୋଇଛି। ୩୦ ବୋତଲ ପ୍ଲାଜମା ବିଭିନ୍ନ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି। ଆଉ ୬ ବୋତଲ ପ୍ଲାଜମା ସଂରକ୍ଷିତ ଅଛି। ଆଜି ୨ ଜଣ ପ୍ଲାଜମା ଦେବେ। ପ୍ଲାଜମା ଥେରାପୀରୁ ସୁଫଳ ମିଳିଛି। ଆଗକୁ ପ୍ଲାଜମା ସଂଗ୍ରହ […]

  • Tuesday, 06 July 2021
bbsr
ଭୁବନେଶ୍ୱରରୁ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ, ୪୧ ଲୋକାଲ୍ କେସ୍

ଭୁବନେଶ୍ୱର: ରାଜଧାନୀରେ ଜଟିଳ ରୂପ ଧାରଣ କଲାଣି କରୋନା। ଚିନ୍ତା ବଢାଉଛି ଲୋକାଲ କେସ୍। ଭୁବନେଶ୍ୱର ସହରରେ ଆଉ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୮ ଏବଂ ୪୧ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। ସେହିପରି ଆଜି ଆଉ ୧୦୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। Update on newly detected & cured #COVID19 cases in the last 24 […]

  • Tuesday, 06 July 2021
cova
ଓଡ଼ିଶାରେ 'କୋଭାକ୍ସିନ୍‌'ର ହ୍ୟୁମାନ ଟ୍ରାଏଲ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ସମ୍ ହସ୍ପିଟାଲରେ କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ। ଏନେଇ ସୂଚନା ଦେଇଛନ୍ତି ପରୀକ୍ଷଣର ପ୍ରମୁଖ ପର୍ଯ୍ୟବେକ୍ଷକ ତଥା କୋଭାକ୍ସିନ୍ ଟୀକା ପରୀକ୍ଷଣ ମୁଖ୍ୟ ଡାକ୍ତର ଇ. ଭେଙ୍କଟରାଓ। ଓଡ଼ିଶାରେ ଆରମ୍ଭ ହୋଇଛି କୋଭାକ୍ସିନର ହ୍ୟୁମନ୍ ଟ୍ରାଏଲ। ଭୁବନେଶ୍ୱର ସମ୍ ହସ୍ପିଟାଲ୍‌ରେ କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ନୂଆଦିଲ୍ଲୀ ଏମ୍ସ ହସ୍ପିଟାଲ ସମେତ ଦେଶର ୧୨ଟି ହସ୍ପିଟାଲ୍‌ରେ ଆରମ୍ଭ ହୋଇଛି ଏହି ହ୍ୟୁମନ୍ ଟ୍ରାଏଲ୍। ଭାରତର ପ୍ରଥମ କରୋନା ଟିକା ହୋଉଛି କୋଭାକ୍ସିନ। କୋଭାକ୍ସିନ୍ […]

  • Tuesday, 06 July 2021
MASK
ଦିନକରେ ସୁସ୍ଥ ହେଲେ ୫୮୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୫୮୧ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଗଞ୍ଜାମରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୭,୩୭୩କୁ ବୃଦ୍ଧି ହୋଇଛି। କେଉଁ ଜିଲ୍ଲାରୁ କେତେ:- ଗଂଜାମରୁ ସର୍ବାଧିକ ୧୬୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ୭୭, ଗଜପତି ୪୩, କଟକ ୩୪, ମାଲକାନଗିରିରୁ ୩୨ ଜଣ ସୁସ୍ଥ ହୋଇଛନ୍ତି। ବରଗଡ଼ ୨୫, ଭଦ୍ରକ ୨୩, କେନ୍ଦୁଝର ୧୯, ଅନୁଗୁଳରୁ ୧୭, କନ୍ଧମାଳ ୧୭, ଜଗତସିଂହପୁର ଓ ସମ୍ବଲପୁରରୁ ୧୪ […]

  • Tuesday, 06 July 2021
corona
ଏଣିକି ୩୬ ମିନିଟରେ ଆସିବ କରୋନା ରିପୋର୍ଟ!

ନୂଆଦିଲ୍ଲୀ: କରୋନାଭାଇରସର ସଂକ୍ରମଣ ବଢ଼ିବାର ପ୍ରମୁଖ କାରଣ ହେଉଛି କମ୍ ଟେଷ୍ଟିଂ ଓ ପରୀକ୍ଷଣର ପରିମାଣ। ଏଭଳି ସଙ୍କଟଜନକ ସ୍ଥିତିରେ ସିଙ୍ଗାପୁରର ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଏମିତି ଏକ ଟେକନିକ୍ ବିକଶିତ କରିଛନ୍ତି, ଯେଉଁଥିରେ ମାତ୍ର ୩୬ ମିନିଟରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ଅଛନ୍ତି କି ନାହିଁ, ତାହା ଜଣାପଡ଼ିଯିବ। ବର୍ତ୍ତମାନ ଯେଉଁଭଳି ପରୀକ୍ଷଣ କରାଯାଉଛି, ସେଥିରେ ରେଜଲ୍ଟ ଆସିବାକୁ କେଇ ଘଣ୍ଟା ଲାଗିଯାଉଛି ଏବଂ ସେତେବେଳକୁ ପଜିଟିଭ୍ ଆସିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଆଉ […]

  • Tuesday, 06 July 2021
corona
୫ ରାଜ୍ୟରେ ହେବ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କୋଭିଡ୍‌ ଭ୍ୟାକ୍ସିନ୍‌ର ଶେଷ ପରୀକ୍ଷଣ

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତର ଲଢ଼େଇ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। ଖୁବ୍‌ଶୀଘ୍ର ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ଭାଗିଦାରୀରେ ପ୍ରସ୍ତୁତ ଟିକାର ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମାନବ ପରୀକ୍ଷଣ ହେବ। ଏଥିପାଇଁ ଭାରତର ୫ଟି ରାଜ୍ୟରେ ପ୍ରସ୍ତୁତ କରାଯାଇଛି। ଚୂଡ଼ାନ୍ତ ପର୍ଯ୍ୟାୟ ମାନବ ପରୀକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ହୋଇଥିବାରୁ ଟିକା ଦେବା ପୂର୍ବରୁ ଦେଶର ତଥ୍ୟ ରହିବା ଆବଶ୍ୟକ ବୋଲି ଜୈବପ୍ରଯୁକ୍ତି ବିଭାଗ ସଚିବ ରେଣୁ ସ୍ୱରୂପ ସୂଚନା ଦେଇଛନ୍ତି। ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନାକା ପକ୍ଷରୁ ଟିକା […]

  • Monday, 05 July 2021
ppe-kit
‘ହସ୍ପିଟାଲରୁ ବାହାରୁଥିବା ବର୍ଜ୍ୟ ବସ୍ତୁ ଗାଇଡ୍‌ଲାଇନ୍‌‌ ଅନୁସାରେ ଡିସପୋଜାଲ ହେବା ଉଚିତ’

ଭୁବନେଶ୍ୱର: ପିପିଇ କିଟ୍ ହେଉ କିମ୍ବା ମାସ୍କ କୋଭିଡ ହସ୍ପିଟାଲରୁ ବାହାରୁଥିବା ବର୍ଜ୍ୟ ବସ୍ତୁକୁ ପରିଚାଳନା ଗାଇଡଲାଇନ ରହିଛି। ୱେଷ୍ଟ ମ୍ୟାନେଜମେଣ୍ଟ ଗାଇଲାଇନ ଅନୁସାରେ ଡିସପୋଜାଲ କରାଯିବ କଥା।  ଯଦି ଏସବୁ ସଠିକ୍ ଭାବେ ଡିସପୋଜ କରାଯାଏ, ତେବେ କରୋନା ଭଳି ମହାମାରୀର ସଂକ୍ରମଣକୁ ଆମେ ଏଡ଼ାଇ ଦେଇପାରିବା। ଏହା କହିଛନ୍ତି ଭୁବନେଶ୍ୱର ଏମସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର। ରାଜ୍ୟରେ ବିଭିନ୍ନ ସ୍ଥାନରେ ବ୍ୟବହୃତ ପିପିଇ କିଟ୍ ପଡ଼ିଥିବାର ଖବର ଆସୁଛି। ଗତକାଲି ଗଜପତିର ପାରଳାଖେମୁଣ୍ଡି […]

  • Monday, 05 July 2021
doctor
ଚୀନ୍‌ ସରକାରଙ୍କ ମୁଖା ଖୋଲିଲେ ଖୋଦ ଚୀନ୍‌ ଡାକ୍ତର !

ବେଜିଂ: ଖୋଲିଲା ଚାଇନାର ମୁଖା । ଆମେରିକା, ଅଷ୍ଟ୍ରଲିଆ ସମେତ ଅନେକ ରାଷ୍ଟ୍ର ଚାଇନା ବିରୋଧରେ କରୋନା ଭାଇରସ୍‌ର ଉତ୍ପତି ଏବଂ ତତ୍‌ଜନିତ ତଥ୍ୟ ଲୁଚାଇବା ଅଭିଯୋଗ ଆଣିଥିଲେ। ହେଲେ ଚୀନ୍‌ ସରକାର ଏହାକୁ ଖଣ୍ଡନ କରି ଆସୁଥିଲେ। ଏବେ ଚାଇନାର ଜଣେ ଡାକ୍ତର ଏହି ବିବାଦ ଉପରୁ ପରଦା ହଟାଇଛନ୍ତି। ଚାଇନାର ଏହି ଡାକ୍ତର ମାନିଛନ୍ତି, ଚୀନ୍‌ର ଜିନପିଙ୍ଗ ସରକାର  ଦୀର୍ଘଦିନ ଧରି ସଂକ୍ରମଣର ଭୟବହତା ସମ୍ପର୍କରେ ଲୁଚାଇଥିଲେ। ଖାଲି ଲୁଚାଇ ନ ଥିଲେ, ଏ […]

  • Monday, 05 July 2021
drone
କରୋନା ହଟ୍‌ସ୍ପଟ୍ ଉପରେ ନଜର ରଖିଛି ଡ୍ରୋନ୍

ପୁରୀ: ପୁରୀ କରୋନା ହଟ୍‌ସ୍ପଟ୍ ପେଣ୍ଠକଟା ଉପରେ ନଜର ରଖିଛି ଡ୍ରୋନ୍। ପେଣ୍ଠକଟା ଉପରେ କଡ଼ା ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡ୍ରୋନ କ୍ୟାମେରାରେ ସୁଟିଂ କରାଯାଉଛି। ବିଶେଷ କରି କେଉଁମାନେ ପେଣ୍ଠକଟା ଭିତରେ ପ୍ରବେଶ କରୁଛନ୍ତି କିମ୍ବା ବାହାରୁଛନ୍ତି, ସେମାନଙ୍କ ଉପରେ ଡ୍ରୋନ୍ ନଜର ରଖିଛି। ଏହି ଅଞ୍ଚଳକୁ ଆନ୍ଧ୍ରପ୍ରଦେଶରୁ ଲୋକମାନଙ୍କୁ ନିୟମିତ ବ୍ୟବଧାନରେ ଅଣାଯାଉଥିବା ସୂଚନା ମିଳିଛି। ସେହି ଗାଡ଼ିରେ ବେଆଇନ୍ ଦ୍ରବ୍ୟ ଏବଂ ନିଶା ଦ୍ରବ୍ୟ ଚାଲାଣ କରାଯାଉଥିବା ମଧ୍ୟ […]

  • Monday, 05 July 2021
ambulance
ଆଜି ଆଉ ୧୨୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୧୫ ମଧ୍ୟରୁ କ୍ୱାରେଣ୍ଟିନରୁ ୭୫୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬୨। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୩୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୧୨ ଚିହ୍ନଟ ହୋଇଛନ୍ତି। କେଉଁ ଜିଲ୍ଲାରେ କେତେ ଚିହ୍ନଟ ହେଲେ  ? ଜିଲ୍ଲା ପଜିଟିଭ ଚିହ୍ନଟ ଗଜପତି ୮୯ କୋରାପୁଟ ୭୩ କଟକ ୬୦ ଜଗତସିଂହପୁର ୪୭ […]

  • Monday, 05 July 2021
cinbd
ରାଜ୍ୟରେ ଆଉ ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ଅଛନ୍ତି ସର୍ବାଧିକ ୩ ଜଣ। ଏଥିସହିତ ରାୟଗଡାର ୨ ଜଣ,  କଟକ ଓ ଭୁବନେଶ୍ୱରରୁ ଜଣେ ଲେଖାଏ କରୋନାରେ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରର ମୃତକ ଜଣକ […]

  • Monday, 05 July 2021
ganjnam
ଗଞ୍ଜାମରେ ରେକର୍ଡ ଭାଙ୍ଗୁଛି କରୋନା

ଗଞ୍ଜାମ: ଗଞ୍ଜାମରେ ପ୍ରତିଦିନି ବିଗୁଡ଼ୁଛି କରୋନା ପରିସ୍ଥିତି। ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଜିଲ୍ଲାରେ ଚିନ୍ତା ବଢ଼ାଇଛି। ଆଜି ବି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ସବୁଠୁ ଅଧିକ ମୃତ୍ୟୁ ମଧ୍ୟ ଗଞ୍ଜାମ ଜିଲ୍ଲାରୁ ହୋଇଛି। ଗଞ୍ଜାମରୁ ୫୬, ୫୫, ୩୯ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଏହି ସଂଖ୍ୟାକୁ ମିଶାଇ କେବଳ ଗଞ୍ଜାମ ଜିଲ୍ଲାରୁ ୮୫ ଜଣଙ୍କ […]

  • Monday, 05 July 2021
india corona
ଦେଶରେ କରୋନା ସ୍ଥିତି; ୪୭ ହଜାର ନୂଆ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: କରୋନା ଚିନ୍ତା ବଢାଉଥିବାବେଳେ ଏବେ ନଜରକୁ ଆସିଛି ଏକ ଖୁସି ଖବର। ଦିନକୁ ଦିନ କରୋନା ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାବେଳେ  ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି।  ଏବେ ଯାଏ ଦେଶରେ ମୋଟ୍ ୬୪ ଦଶମିକ ୨୩ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ୪୭ ହଜାର ୭୦୪ ନୂଆ କରୋନା ଆକ୍ରାନ୍ତ […]

  • Monday, 05 July 2021
representational-image
ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ ନୂଆ ଅନ୍ତେବାସୀଙ୍କ ପ୍ରବେଶକୁ ବାରଣ

ଭୁବନେଶ୍ୱର: ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ ନୂଆ ଅନ୍ତେବାସୀ ପ୍ରବେଶ ପାଇଁ ବାରଣ କରିଛନ୍ତି ରାଜ୍ୟ ସରକାର। ଅନ୍ତେବାସୀଙ୍କ କରୋନା ଟେଷ୍ଟ ହୋଇନଥିଲେ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବନି। ପ୍ରଥମେ କରୋନା ଟେଷ୍ଟ ହେବ, ନେଗେଟିଭ ଆସିଲେ ହିଁ ଅନୁମତି ମିଳିବ। ଏନେଇ ଆଜି ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ। ନୂଆ ଅନ୍ତେବାସୀଙ୍କର ପ୍ରଥମେ କରୋନା ଟେଷ୍ଟ ହେବ। ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଟାଞ୍ଜିଟ୍ […]

  • Monday, 05 July 2021
gajapati
ସପ୍ତାହକୁ ୪ ଦିନ୍‌ ସଟଡାଉନ ହେବ ଏହି ଜିଲ୍ଲା

ପାରଳାଖେମୁଣ୍ଡି: ଗଜପତିରେ ସପ୍ତାହକୁ ୪ ଦିନିଆ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ଗଜପତି ଜିଲ୍ଲା ସଟ୍‌ଡାଉନ ରହିବ। ସମସ୍ତ ବ୍ଲକ ମୁଖ୍ୟାଳୟ ୪ ଦିନ ପାଇଁ ସଟ୍‌ଡାଉନ ଘୋଷଣା ହୋଇଛି। ପାରଳାଖେମୁଣ୍ଡି ପୌରାଞ୍ଚଳ, କାଶୀନଗର NAC ମଧ୍ୟ ସଟଡାଉନ ରହିବ। ଜିଲ୍ଲାର ୩ଟି ବ୍ଲକର ୪ଟି ପଞ୍ଚାୟତରେ ମଧ୍ୟ କଟକଣା ବଳବତ୍ତର ରହିବ। ଏନେଇ ସମସ୍ତ ବ୍ଲକ, ପୌରାଞ୍ଚଳ, NAC କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା […]

  • Monday, 05 July 2021
kendujhar
ସାମାଜିକ ଦୂରତା ନିୟମର ଖୋଲାଖୋଲି ଉଲ୍ଲଙ୍ଘନ; ପୋଲିସ୍‌ ଚୁପ

କେନ୍ଦୁଝର: ଭୁଲି ଗଲେ ସାମାଜିକ ଦୂରତା ନିୟମ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା କଟକଣାକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଛି। ପୋଲିସ୍ ଅଛି ହେଲେ ଚୁପ୍, ପ୍ରଶାସନ ସବୁ ଜାଣି ଯେପରି ଆଖି ବୁଜି ଦେଇଛି। କୋଭିଡ୍ ମୁକାବିଲା ପାଇଁ ଏନ୍ଏମ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଥିଲା। ଯାହା ପାଇଁ ଆଜି ଇଣ୍ଟର୍‌ଭ୍ୟୁ ଡକାଇଥିଲେ ସିଡିଏମ୍। ଜିଲ୍ଲାର ୮୯ଟି ପଦବୀ ପାଇଁ ଶହ ଶହ ଆଶାୟୀ ଆଶି ଡାକ୍ତରଖାନାରେ ଅପେକ୍ଷା କରି ରହିଛନ୍ତି। ଆଶାୟୀମାନେ ଲମ୍ବା ଧାଡ଼ିରେ […]

  • Monday, 05 July 2021
plasma
ବରଦାନ ସାଜିଲା ପ୍ଲାଜମା ଥେରାପି; ୩ ସୁସ୍ଥ ହେଲେ

ଗଞ୍ଜାମ: ବରଦାନ ସାଜିଲା ପ୍ଲାଜମା ଥେରାପି। ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ନେଇଥିବା ତିନି ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ପ୍ଲାଜମା ଥେରାପି ନେଇଥିବା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି। ଡାକ୍ତରଙ୍କ ଅତୁଳନୀୟ ଅବଦାନ ଓ ପ୍ରଚେଷ୍ଟା ଯୋଗୁ ଏହା ସମ୍ଭବ ହୋଇଥିବାରୁ ଏନେଇ ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଯାଇଛି। ଗଞ୍ଜାମରେ ଅନ୍ୟ କିଛି କରୋନା ଆକ୍ରାନ୍ତଙ୍କୁ […]

  • Monday, 05 July 2021
ccutack
କଟକ ସହରରୁ ୪୧ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକ ସହରରେ ଆଉ ୪୧ କରୋନା ଆକ୍ରାନ୍ତ ଚିହ୍ନଟ। ୪୧ ମଧ୍ୟରୁ ୩୯ କ୍ୱାରେଣ୍ଟିନ ଓ ୨ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ। କେଉଁ ଅଞ୍ଚଳରୁ ଲୋକାଲ କେସ୍: ଦିୱାନ ବଜାରରୁ ଆଉ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶଙ୍କରପୁରରୁ ୩, ସେକ୍ ବଜାରରୁ ୨, ସିଡିଏ ସେକ୍ଟର-୯ରୁ ୨ ଚିହ୍ନଟ ହୋଇଛନ୍ତି। ମଠସାହିରୁ ଜଣେ ଓ ପୋଲିସ କଲୋନିରୁ ଜଣେ ଲୋକାଲ […]

  • Monday, 05 July 2021
ଦିନକରେ ଭୁବନେଶ୍ୱରରୁ ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଚିନ୍ତା ବଢାଇଲା ରାଜ୍ୟ ରାଜଧାନୀ, ଆଜି କରୋନା ଆକ୍ରାନ୍ତ ସଂଖ୍ୟାରେ ଭୁବନେଶ୍ୱର ଡବଲ ସେଞ୍ଚୁରୀ। ହୁ ହୁ ହୋଇ ବଢୁଛି ଲୋକାଲ କେସ୍। ଆଜି ଭୁବନେଶ୍ୱରରେ ଆଉ ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୧୫୦ ଓ ୬୫ ଲୋକାଲ କେସ୍‌ ରହିଛି। ଆଜି ଆଉ ୧୩୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏଯାବତ୍ ଭୁବନେଶ୍ୱରରୁ ୨୩୬୫ ଚିହ୍ନଟ ହୋଇଥିବା ବେଳେ ୧୧୪୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। […]

  • Monday, 05 July 2021
lock
ଅଗଷ୍ଟ ୭ ଯାଏ ଏଇ ଜିଲ୍ଲାରେ ଲକ୍‌ଡାଉନ୍

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢିଚାଲୁଛି କରୋନା ଆକ୍ରାନ୍ତ। ଏହାକୁ ଆଖି ଆଗରେ ରଖି ବିଭିନ୍ନ ଜିଲ୍ଲାରେ ଲକ୍‌ଡାଉନ ଜାରି କରାଯାଉଛି। ଏହି କ୍ରମରେ କନ୍ଧମାଳ ଜିଲ୍ଲାରେ ୧୦ ଦିନ ପାଇଁ ଲକ୍‌ଡାଉନ୍‌ ଜାରି କରାଯାଇଛି। କନ୍ଧମାଳ ଜିଲ୍ଲାକୁ ୧୦ ଦିନ ଲକଡାଉନ୍ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି। All banks in lockdown areas will be functional w.e.f 01.08.2020 with minimum staff. Pls don’t make unwanted […]

  • Monday, 05 July 2021
vaccine
ଏକାଥରକେ ୩୦ହଜାର ଲୋକଙ୍କୁ ଦିଆଗଲା କରୋନା ଭ୍ୟାକସିନ୍

ୱାଶିଂଟନ୍: ଗୋଟିଏ ପରେ ସାରା ଦୁନିଆରେ କରୋନାଭାଇରସ୍ ବଢ଼ିଚାଲିଥିବା ବେଳେ ଆମେରିକାରେ ଏହାକୁ ନେଇ ଆଶ୍ବସ୍ତିକର ଖବର ମିଳିଛି। ଆମେରିକାରେ ଏକାସାଙ୍ଗରେ ୩୦ହଜାର ଲୋକଙ୍କ ଉପରେ କରୋନାଭାଇରସ୍ ଭ୍ୟାକସିନର ଟ୍ରାଏଲ୍ କରାଯାଇଛି, ଯାହା ଦୁନିଆର ସବୁଠାରୁ ବଡ଼ କୋଭିଡ୍-୧୯ ଭ୍ୟାକସିନ୍ ପରୀକ୍ଷଣ ବୋଲି କୁହାଯାଉଛି। ସମସ୍ତ ଭଲ୍ୟୁଣ୍ଟିୟରଙ୍କୁ ମଡର୍ନା ଆଇଏନସି ଦ୍ୱାରା ପ୍ରସ୍ତୁତ ଭ୍ୟାକସିନ୍ ଦିଆଯାଇଛି। ତେବେ ଏହି ଭ୍ୟାକସିନ୍ ମଣିଷକୁ ଭାଇରସରୁ ବଞ୍ଚାଇପାରିବ କି ନାହିଁ, ତାକୁ ନେଇ କୌଣସି ଗ୍ୟାରେଣ୍ଟି ଦିଆଯାଇନାହିଁ। ଯେଉଁ ଭଲ୍ୟୁଣ୍ଟିୟରଙ୍କୁ […]

  • Monday, 05 July 2021
୪ ଦିନ ହେଲା ମୃତ୍ୟୁବରଣ କରି ସାରିଥିଲେ, ହେଲେ ପରିବାର ଲୋକଙ୍କୁ କହୁଥିଲେ ଚିକିତ୍ସା ଚାଲିଛି !

ବ୍ରହ୍ମପୁର: ମୃତ୍ୟୁ ପରେ ବି ଏହି ଖବର ପରିବାର ଲୋକଙ୍କୁ ଜଣାଯାଉ ନାହିଁ। ଏପରିକି ମୃତ୍ୟୁର ୪ ଦିନ ପରେ ମଧ୍ୟ ଚିକିତ୍ସା ଚାଲିଥିବା ନେଇ ପରିବାର ଲୋକଙ୍କୁ କୁହାଯାଉଛି। ଶେଷରେ ଭିଡିଓ କଲିଂରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣଙ୍କୁ ଦେଖିବାକୁ ପରିବାର ଲୋକେ କହିବାରୁ ଘଟଣା ସାମ୍ନାକୁ ଆସିଥିଲା। ଆଉ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣକ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଜାଣିବାକୁ ପାଇଥିଲେ। ଗଞ୍ଜାମ ଜିଲ୍ଲାରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି। ବ୍ରହ୍ମପୁର ବଡବଜାର […]

  • Monday, 05 July 2021
“ଲୋକ ଏଠି ପୋକମାଛି ଭଳି ମରୁଛନ୍ତି”

ବ୍ରହ୍ମପୁର: ‘ଲୋକ ଏଠି ପୋକମାଛି ଭଳି ମରୁଛନ୍ତି। ଯଦି ସେହି ରୋଗୀ ଭୁବନେଶ୍ୱର ଯାଉଛନ୍ତି, ତା’ହେଲେ ବଞ୍ଚିକି ଆସୁଛନ୍ତି। ଏଥିପାଇଁ ଏଠି ଏତେ ଲୋକ ମରୁଛନ୍ତି  କାରଣ ଏଠି ଠିକ୍ ଭାବେ‌ ଚିକିତ୍ସା ହେଉନାହିଁ। ହେଲ୍‌ପ୍‌ଲାଇନ୍‌ ନମ୍ବରରେ ଯୋଗାଯୋଗ କଲେ ମଧ୍ୟ କିଛି ଉତ୍ତର ମିଳୁନାହିଁ। ’ ଚିକିତ୍ସା ଅବହେଳାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବାପରେ ମୃତକଙ୍କ ପରିବାର ଲୋକେ ଏଭଳି ଅଭିଯୋଗ ଆଣିଛନ୍ତି। ଗଞ୍ଜାମ ଜିଲ୍ଲାରୁ ଏହି ଅଭିଯୋଗ ଆସିଛି। ସୂଚନା ଅନୁଯାୟୀ, ବିଜିପୁର […]

  • Monday, 05 July 2021