• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

PPE
ବାଲେଶ୍ୱରରେ କାୟା ମେଲାଉଛି କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ୮ ଛୁଇଁଲା

ଭୁବନେଶ୍ୱର: ବାଲେଶ୍ୱରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ଜିଲ୍ଲାରୁ ୨ ବର୍ଷର ଶିଶୁ ସମେତ ୨ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଆଜି ପୁଣି ୫ ପଜିଟିଭ ଏହି ଜିଲ୍ଲାରୁ ଚିହ୍ନଟ କରାଯାଇଛି। ପୂର୍ବରୁ ଆଉ ଜଣେ ଆକ୍ରାନ୍ତ ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ।  ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୮ ଛୁଇଁଛି ଏବଂ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି । ସକାଳେ ୫ ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବା […]

  • Monday, 12 July 2021
COV
ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଛୁଇଁଲା

ଭୁବନେଶ୍ୱର:  ଆଜି ରାଜ୍ୟରୁ ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍‌ରେ ସୂଚନା ଦିଆଯାଇଛି।  ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଲା। ୨୬ ଘଣ୍ଟା ମଧ୍ୟରେ ୧୮ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସୂଚନା ଥାଉ କି, ଗତକାଲି ଗୋଟିଏ ଦିନରେ ୧୩ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ ୫ ଜଣ ଭଦ୍ରକର, ୨ ଜଣ ବାଲେଶ୍ୱରର, […]

  • Monday, 12 July 2021
sub collecter...
ବାଲେଶ୍ୱରରେ ଦୁଇ ବର୍ଷର ଶିଶୁ କରୋନା ଆକ୍ରାନ୍ତ !

ବାଲେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ ଅଛନ୍ତି। ଏହି ୨ ବର୍ଷର ଶିଶୁ ଜଣକ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି।  ଏ ନେଇ ବାଲେଶ୍ୱର ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହି ଆକ୍ରାନ୍ତଙ୍କ ଘର ନୀଳଗିରି ବରହମପୁର ଥାନା ଅଞ୍ଚଳରେ ବୋଲି ନୀଳଗିରି ଉପଜିଲ୍ଲାପାଳ ହରିଶଚନ୍ଦ୍ର ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୬ ତାରିଖରେ ଝିଅର ସାମ୍ପଲ୍ ନିଆଯାଇଥିଲା । ତାହାର ରିପୋର୍ଟ […]

  • Monday, 12 July 2021
jajpur
କରୋନା ଅପ୍‌ଡେଟ୍‌: ଭଦ୍ରକ ଆକ୍ରାନ୍ତଙ୍କ ଲିଙ୍କରେ ଅଛନ୍ତି ଯାଜପୁରର ୬ !

ଭଦ୍ରକ: ଆଜି ଭଦ୍ରକରୁ ୫ ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯିବା ପରେ ପ୍ରଶାସନ ପକ୍ଷରୁ ତନଘନା ଆରମ୍ଭ ହୋଇଛି। ଆକ୍ରାନ୍ତଙ୍କର ଟ୍ରାଭେଲ ହ୍ରିଷ୍ଟ୍ରି ଖୋଜି ବାହାର କରିବା ସହ ଏମାନଙ୍କର ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ସେ ନେଇ ଯାଞ୍ଚ କରାଯାଉଛି। ଭଦ୍ରକର ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯାଜପୁରର ୬ ଜଣ ଆସିଥିବା ଖବର ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ଜିଲ୍ଳାପାଳଙ୍କ କହିବା ଅନୁଯାୟୀ,  […]

  • Monday, 12 July 2021
lockdown-1
ଆଜିଠାରୁ କୋହଳ ହେବ କଟକଣା; ଜାଣନ୍ତୁ, କେଉଁ କେଉଁ କାମ ହେବ ସ୍ୱାଭାବିକ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ  ଲକ୍‌ଡାଉନ କଟକଣା ଆଜିଠାରୁ କୋହଳ ହେବ । ଅଣସମ୍ବେଦନଶୀଳ କ୍ଷେତ୍ରକୁ ଗୁରୁତ୍ୱ ଦେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କୃଷି କାର୍ଯ୍ୟକ୍ରମ ସହ ଖୋଲିବ ସରକାରୀ ଅଫିସ। ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ ।କୃଷିକାର୍ଯ୍ୟରେ ବିହନ, ସାର, କୀଟନାଶକ ଓ ଆବଶ୍ୟକ କୃଷି ଯନ୍ତ୍ରପାତି ପାଇଁ ଦୋକାନ ଖୋଲା ରହିବ । ଉଦ୍ୟାନ କୃଷି ଓ ମତ୍ସ୍ୟ ଚାଷ କ୍ଷେତ୍ରରେ ସମସ୍ତ କାର୍ଯ୍ୟକୁ ମଧ୍ୟ କଟକଣା ମୁକ୍ତ କରାଯାଇଛି। ସେମିତି […]

  • Monday, 12 July 2021
chin
କରୋନା ଅପଡେଟ୍‌: ଭଦ୍ରକରୁ ୫, ବାଲେଶ୍ୱରରୁ ୨

ଭୁବନେଶ୍ୱର: କରୋନାକୁ ନେଇ ଆଜି ମିଳିଛି ଏକ ଚିନ୍ତାଜନକ ଖବର। ଆଜି ରାଜ୍ୟରୁ ପୁଣି ୭ ପଜିଟିଭ ଚିହ୍ନଟ ହୋଇଛନ୍ତି।   ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍‌ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଲା। ଗତକାଲି ସୁଦ୍ଧା ୧୦, ୬୪୧ ନମୂନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୧୦, ୫୭୩ ନେଗେଟିଭ ଆସିଛି। ଏହି ୭ ଜଣଙ୍କ ମଧ୍ୟରୁ ୫ ଜଣ ଭଦ୍ରକର ଏବଂ […]

  • Monday, 12 July 2021
goa
ଦେଶର ପ୍ରଥମ କରୋନା ମୁକ୍ତ ରାଜ୍ୟ ହେଲା ଗୋଆ

ଗୋଆ: କରୋନା ଭୟ ଦେଶବାସୀଙ୍କ ଚିନ୍ତା ବଢାଇ ଦେଇଥିବାବେଳେ ଆସିଛି ଏକ ଖୁସି ଖବର। ଭାରତରେ କରୋନାକୁ ସମ୍ପୂର୍ଣ୍ଣ ମାତ୍‌ ଦେବାରେ ସଫଳ ହୋଇଛି ଗୋଆ ।  ବର୍ତ୍ତମାନ ପାଇଁ କରୋନା ମୁକ୍ତ ହୋଇଛି ଗୋଆ। ଏଠାରେ ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଥିବା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସୂଚନା ଦେଇଛନ୍ତି । ଦେଶର ଗୋଆ ହେଉଛି ପ୍ରଥମ ରାଜ୍ୟ, ଯେଉଁଠି ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନା ମୁକାବିଲା ପାଇଁ ଡାକ୍ତର ଓ […]

  • Monday, 12 July 2021
delhi
ନୂଆଦିଲ୍ଲୀ: ୨୪ ଘଣ୍ଟାରେ ଆସିଲା ୧୧୦ ନୂଆ ମାମଲା

ନୂଆଦିଲ୍ଲୀ:ଦେଶରେ କରୋନା ଭାଇରସର ପ୍ରଭାବ ଦିନକୁ ଦିନ ଭୟଙ୍କର ରୂପ ନେଉଛି । ଭାରତରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୧୯ ଛୁଇଁଲାଣି । ୧୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଲେଣି । ଇତିମଧ୍ୟରେ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା୨୦୦୩ରେ ପହଞ୍ଚିଲାଣି । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨ ଜଣଙ୍କର ମୃତ୍ୟୁ ଘଟିଲାଣି । ଅନ୍ୟପକ୍ଷେ ୨୪ ଘଣ୍ଟା ମଧ୍ୟରେ ୮୩ ଜଣ ସୁସ୍ଥ ହୋଇ […]

  • Monday, 12 July 2021
corona-virus-w
ବଢିଲା କରୋନା ଚିନ୍ତା; ରାଜ୍ୟରେ ପୁଣି ୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: କରୋନାକୁ ନେଇ  ଓଡ଼ିଶାରେ ଏକ ପ୍ରକାର ଆଶ୍ୱସ୍ତିକର ସ୍ଥିତି ସୃଷ୍ଟି ହେବାକୁ ଯାଉଥିବାବେଳେ ଆଜି ସକାଳୁ ମିଳିଛି ଏକ ଚିନ୍ତାଜନକ ଖବର। ଆଜି ରାଜ୍ୟରୁ ଆଉ ୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍‌ରେ ସୂଚନା ଦିଆଯାଇଛି। ତେବେ ଏମାନେ କେଉଁ ଅଞ୍ଚଳର ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ […]

  • Monday, 12 July 2021
Untitled-1
ମର୍ଣ୍ଣିଂ ୱାକ୍‌ରେ ଯାଇଥିଲେ, ରାସ୍ତାରେ ଯୋଗ କରାଇଲା ପୋଲିସ

ପୁଣେ: ଦେଶରେ ୨ୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି କରଯାଇଛି। ଲକ୍‌ଡାଉନ ଗାଇଡ୍‌ଲାଇନ କଡାକଡି କରାଯାଇଛି । ଏପରିସ୍ଥିତିରେ ଯଦି ଗାଇଡ଼ଲାଇନ ଭାଙ୍ଗିବା କଥା ଚିନ୍ତା କରୁଥାନ୍ତି ତେବେ ସାବଧାନ। କାରଣ ଧରପଡିଲେ, ପୋଲିସ ହାତରେ ହଟହଟ୍ଟା ହେବେ ।  ଲକଡାଉନ ନିୟମ ଭାଙ୍ଗିଥିବା ଜଣେ ବ୍ୟଙ୍କିଙ୍କୁ ପୋଲିସ କେମିତି ହଟହଟା କରିଥିଲା ଜାଣନ୍ତୁ। ପୁଣେର ଏଇ ବ୍ୟକ୍ତିଜଣକ ଯାଇଥିଲେ ମର୍ଣ୍ଣିଂ ଓ୍ବାକ୍ କରିବାକୁ।  ହେଲେ ପୋଲିସ୍ କରାଇଲା ଯୋଗ । ଆଜି ସକାଳେ କିଛି ଲୋକ ସ୍ଥାନୀୟ […]

  • Monday, 12 July 2021
bapa
ଗାଡ଼ି ଛାଡ଼ିଲାନି ପୋଲିସ, ରୋଗୀଣା ବାପାଙ୍କୁ କୋଳରେ ଧରି ଚାଲିଚାଲି ଗଲେ ପୁଅ

ଥିରୁବନନ୍ତପୁରମ୍‌: ଲକ୍‌ଡାଉନ ସମୟର ଦୁର୍ଦ୍ଦଶା ସମସ୍ତେ ଭୋଗୁଛନ୍ତି। ଏଭଳି ଦୁର୍ଦ୍ଦଶାର ଚିତ୍ର ଅନେକ ସମୟରେ ସୋଶାଲ ମିଡିଆରେ  ଭାଇରାଲ ହେଉଛି। ବୁଧବାର ଥିରୁବନନ୍ତପୁରମ୍‌ର ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ମନକୁ ଓଦା କରି ଦେଇଛି । ଘଟଣାଟି କେରଳର କୋଲ୍ଲମର କୁଲାଥୁପୁଜ ଅଞ୍ଚଳର। କୋଲ୍ଲାମର କୁଲାଥୁପୁଜରେ ରହୁଥିବା ଜଣେ ୬୫ ବର୍ଷୀୟ ବ୍ୟକ୍ତି ଅସୁସ୍ଥ ହେବାରୁ ତାଙ୍କୁ ପରିବାର ବର୍ଗ ପୁନାଲୁର ତାଲୁକା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର […]

  • Monday, 12 July 2021
containment-zone
କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଆହୁରି କଡାକଡି ହେବ କଟକଣା

ଭୁବନେଶ୍ୱର: କଣ୍ଟେନମେଣ୍ଟ ଜୋନ୍ ପାଇଁ ରାଜ୍ୟ ସରକାର ଜାରି କଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା। ଏ ନେଇ ପୋଲିସ ଡିଜି, ସମସ୍ତ ଅତିରିକ୍ତ ସଚିବ ଓ ପ୍ରମୁଖ ସଚିବ, ସବୁ ଜିଲ୍ଲାର ଜିଲ୍ଲାପାଳ, ପୋଲିସ କମିଶନର, ସବୁ ମ୍ୟୁନିସିପାଲ କମିଶନର ଏବଂ ପୌର ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଚିଠିରେ ଉଲ୍ଲେଖ ରହିଛି,  ନିର୍ଦ୍ଦିଷ୍ଟ ଅଞ୍ଚଳରେ ସମ୍ଭାବ୍ୟ ସଂକ୍ରମଣକୁ ରୋକିବା ଲାଗି ହୋଇଥିବା କଣ୍ଟେନମେଣ୍ଟ ଜୋନ୍‌କୁ ସମ୍ପୂର୍ଣ୍ଣ ବ୍ୟାରିକେଡ୍ କରାଯାଇ […]

  • Monday, 12 July 2021
shalini-pandit
କୋଭିଡ-୧୯ ସଂକ୍ରମଣରେ ଓଡ଼ିଶାର ସ୍ଥାନ ୧୯

ଭୁବନେଶ୍ୱର: ସାରା ବିଶ୍ୱ ଏପରିକି ସମଗ୍ର ଦେଶରେ କରୋନା ସଂକ୍ରମଣ ହାର ମାର୍ଚ୍ଚ ୨୫ତାରିଖ ପରଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ପରି ଶକ୍ତିଶାଳୀ ରାଷ୍ଟ୍ର ବି କରୋନା ପାଖରେ ଯେମିତି ହାର ମାନି ଯାଇଛି। ଦିନକୁ ଦିନ ଏଠାରେ ମୃତକଙ୍କ ସଂଖ୍ୟା ବଢି ଚାଲିଛି। ଏପରିକି ଗତ ୨୪ ଘଣ୍ଟାରେ ପ୍ରାୟ ୨୫ ଶହ ଲୋକଙ୍କ ଜୀବନ ଯାଇଛି। ଏପରି ପରିସ୍ଥିତିରେ ଓଡ଼ିଶା ପାଇଁ ଆଶ୍ୱାସନାର ଖବର ଯେ, ଆମ ରାଜ୍ୟରେ କୋଭିଡ-୧୯ […]

  • Monday, 12 July 2021
america
କୋଭିଡ-୧୯: ରାଜ୍ୟରେ ମହିଳାଙ୍କ ତୁଳନାରେ ପୁରୁଷ ବେଶି ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି । ଗତକାଲି ଆଉ ୫ ଜଣ କରୋନା ପଜିଟିଭ ଚିହ୍ନଟ ପରେ ଏହି ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ୫୬୪ ଜଣଙ୍କ ସାମ୍ପଲ ଟେଷ୍ଟରୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଗତକାଲି ସୂଚନା ଦେଇଥିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ୫ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୪ ଜଣ ଓ ଯାଜପୁରରେ ଜଣେ ରହିଛନ୍ତି।  ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୪ ପଜିଟିଭଙ୍କ ମଧ୍ୟରୁ ୩ […]

  • Monday, 12 July 2021
guideline
ଜାରି ହେଲା ନୂଆ ଗାଇଡ୍‌ଲାଇନ: ଜାଣନ୍ତୁ କ’ଣ ବନ୍ଦ ରହିବ, କ’ଣ ଖୋଲା ରହିବ

ନୂଆଦିଲ୍ଲୀ:ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା ପରେ ଜାରି ହୋଇଛି ଗାଇଡ ଲାଇନ୍। କରୋନା ମୁକାବିଲାକୁ ନେଇ କଟକଣା କଡାକଡି କରାଯାଇଛି। ଗତକାଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରି ଲକ୍‌ଡାଉନ ଅବଧି ବଢାଇବା ସମୟରେ ଏ ନେଇ ସୂଚନା ଦେଇଥିଲେ। ଆଜି ଜାରି ହୋଇଥିବା ଗାଇଡ ଲାଇନରେ ମୋଦି ଦେଇଥିବା ସୂଚନା ସ୍ପଷ୍ଟ ହୋଇଛି। ଏହି ଗାଇଡ ଲାଇନ୍‌ରେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଇଛି। ତେବ  ସମସ୍ତ ଖାଇବା-ପିଇବା ଦୋକାନ ଖୋଲା ରହିବ ବୋଲି ଗାଇଡ ଲାଇନରେ କୁହାଯାଇଛି […]

  • Monday, 12 July 2021
trump
WHOକୁ ପାଣ୍ଠି ଯୋଗାଣ ସ୍ଥଗିତ ରଖିବ ଆମେରିକା

ୱାଶଂଟନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ କଟକଣା ଲଗାଇଛି ଆମେରିକା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନ୍‌କୁ ସମର୍ଥନ କରୁଥିବା ଅଭିଯୋଗ ଆଣିବା ପରେ ଏବେ ଏହି ସଂଗଠନକୁ ପାଣ୍ଠି ଯୋଗାଣ ସ୍ଥଗିତ ରଖିବ ବୋଲି ଆମେରିକା ଘୋଷଣା କରିଛି।  ଏ ନେଇ ଆମେରିକା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)କୁ ବାର୍ଷିକ ୪୦୦ ମିଲିୟନରୁ ୫ଶହ ମିଲିୟନ ଡଲାର ସହାୟତା ଦେଉଥିବା ବେଳେ ଚୀନ ମାତ୍ର ୪୦ […]

  • Monday, 12 July 2021
jajpur
ଯାଜପୁରରୁ ଚିହ୍ନଟ ୨ୟ କରୋନା ଆକ୍ରାନ୍ତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର:ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍‌ରେ ସୂଚନା ଦିଆଯିବା  ପରେ ଏହି ସଂଖ୍ୟା ୫୬କୁ ବୃଦ୍ଧି ପାଇଛି। ଏହି ଆକ୍ରାନ୍ତଙ୍କର ପରିଚୟ ମିଳି ପାରି ନ ଥିଲା। ତେବେ ଆକ୍ରାନ୍ତଜଣକ  ଯାଜପୁର ଜିଲ୍ଲାର ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ଏହାପରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨ରେ […]

  • Monday, 12 July 2021
pak-cricket
କରୋନାରେ ପୂର୍ବତନ ପାକ୍‌ କ୍ରିକେଟରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଥମଶ୍ରେଣୀର ପୂର୍ବତନ କ୍ରିକେଟର ଜାଫର ସରଫରାଜଙ୍କର କରୋନା ଭାଇରସରେ ମୃତ୍ୟୁ ଘଟିଛି। ଜାଫର କୋଭିଡ-୧୯ ନମୁନା ପଜେଟିଭ ଆସିଥିଲା। ୫୦ ବର୍ଷ ବୟସ୍କ ସରଫରାଜ ଭେଣ୍ଟିଲେଟରରେ ଥିଲେ। ତାଙ୍କୁ ତିନି ଦିନ ତଳେ ପେଶବାର ର ଏକ ଘରୋଇ କ୍ଲିନିକ୍‌ରେ ଆଇସିୟୁରେ ରଖାଯାଇଥିଲା। ୧୯୮୮ରେ  ସର୍ଫରାଜ କ୍ରିକେଟରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ସେ ଜଣେ ବାମହାତୀ ମଧ୍ୟମକ୍ରମ ବ୍ୟାଟ୍‌ସମ୍ୟାନ ଭାବେ ୬ଟି ଅନ୍ତରାଷ୍ଟ୍ରିୟ ୱାନ୍‌ଡେ ମ୍ୟାଚ୍‌ରେ ୯୬ ରନ୍‌ ସଂଗ୍ରହ କରିଥିଲେ। ୧୯୯୪ରେ […]

  • Monday, 12 July 2021
pm modi
ଏପ୍ରିଲ ୨୦ ପରେ ଲକଡାଉନ ନିୟମ କୋହଳ କରିବା ପାଇଁ ମୋଦି ରଖିଲେ ଏମିତି ସର୍ତ୍ତ

ନୂଆଦିଲ୍ଲୀ: କରୋନା ମହାମାରୀ ସହ ଲଢିବା ପାଇଁ ହେଲେ ଲକ୍‌ଡାଉନ ଅବଧିକୁ ଆହରି ବଢାଇବାକୁ ପଡ଼ିବ। ସେଥିପାଇଁ ଲକଡାଉନ ଅବଧି ୩ ତାରିଖ ପର୍ଯ୍ୟନ୍ତ ବଢାଇବା ସହ ଗାଇଡଲାଇନ କଡକଡି ପାଳନ କରିବାକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଆଜି ପୂର୍ବାହ୍ନ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ, କରୋନା ମୁକାବିଲା ପାଇଁ ଦେଶବାସୀ ୨୧ ଲକ୍‌ଡାଉନ୍‌କୁ ବହୁତ୍‌ ସଂଯମତାର ସହ ପାଳନ କରିଛନ୍ତି। ଦେଶବାସୀଙ୍କ ଏହି ତ୍ୟାଗ […]

  • Monday, 12 July 2021
pm modi .
ବଢିଲା ଲକ୍‌ଡାଉନ୍‌ ଅବଧି, ଘୋଷଣା କଲେ ମୋଦି

ନୂଆଦିଲ୍ଲୀ: ୨୧ ଦିନିଆ ଲକଡାଉନ୍‌ ଅବଧି ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଏହି ଲକ୍‌ଡାଉନ ଅବଧି ସମୟରେ ସମସ୍ତେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କଷ୍ଟ ସହିଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଧନ୍ୟବାଦ ଦେଇଥିଲେ। ଲକଡାଉନ ନିୟମକୁ ପାଳନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ମୋଦି କହିଥିଲେ, ଏହି ଲକ୍‌ ଡାଉନ ସମୟରେ ଆପଣମାନେ ବହୁତ କଷ୍ଟ ସହିଛନ୍ତି। ଆଉ ସେଥିପାଇଁ ଦେଶ […]

  • Monday, 12 July 2021
nijamuddin
ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ୫୬ ଛୁଇଁଲା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେଲେ । ଗତକାଲି ପରୀକ୍ଷା କରାଯାଇଥିବା ନମୁନା ମଧ୍ୟରୁ ଜଣଙ୍କଠାରେ କରୋନା ପଜିଟିଭ୍ ଆସିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି।  ଏହାକୁ ମିଶାଇ  ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୬ରେ ପହଞ୍ଚିଲା । ତେବେ ଆକ୍ରାନ୍ତ ଜଣକ କେଉଁଠାର ତାହା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ତେବେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବାବେଳେ ୧୮ […]

  • Monday, 12 July 2021
america
ଆମେରିକା; ଦିନକରେ ୧୫୦୦ରୁ ଅଧିକ ମୁଣ୍ଡ ନେଲା କରୋନା

ୱାଶିଂଟନ: ସାରା ବିଶ୍ୱରେ ଏବେ ସାଂଘାତିକ ସ୍ଥିତି।  କରୋନା ସଂକ୍ରମଣ ଏବେ ବିଶ୍ୱର ୨୧୦ ଦେଶରେ ତାର କାୟା ବିସ୍ତାର କଲାଣି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ଆମେରିକା।  ଗତକାଲି ପୁଣି ଥରେ ଗୋଟିଏ ଦିନରେ ୧୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହାଫଳରେ ମୃତ୍ୟ ସଂଖ୍ୟା ସାଢ଼େ ୨୩ ହଜାରରେ ପହଞ୍ଚିଛି। କେବଳ ନ୍ୟୁୟର୍କରେ ଏବେ ସୁଦ୍ଧା ୧୦ ହଜାର ଲୋକ କରୋନା ଯୋଗୁ ପ୍ରାଣ ହରାଇଲେଣି।  ଆମେରିକାରେ […]

  • Monday, 12 July 2021
corona-update
ମହାରାଷ୍ଟ୍ରରେ କରୋନା; ଗୋଟିଏ ଦିନରେ ୧୧ ମୃତ

ମୁମ୍ବାଇ: ଦେଶର ବାଣିଜ୍ୟିକ କ୍ୟାପିଟାଲ୍‌ରେ କାୟା ବିସ୍ତାର କରି ଚାଲିଛି କରୋନା। ମୁମ୍ବାଇ ସମେତ ପୁରା ମହାରାଷ୍ଟ୍ରରେ ଏବେ କରୋନା ସ୍ଥିତି ଭୟଙ୍କର ରୂପ ନେଇଛି। ଦେଶର ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର।  ଗତକାଲି ରାଜ୍ୟରେ ୩୫୨ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାପରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୩୪ରେ ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ ମହାରାଷ୍ଟ୍ରରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି।  ରାଜ୍ୟରେ ଏବେ ଯାଏ ୧୬୦ ଜଣଙ୍କ ପ୍ରାଣ […]

  • Monday, 12 July 2021
corona-panic
ଆମେରିକାରେ ବଢୁଛି କରୋନା ମୃତ୍ୟୁ ; ୨୪ ଘଣ୍ଟାରେ ୧୫୦୦ରୁ ଅଧିକ

ନୂଆଦିଲ୍ଲୀ: ସାରା ବିଶ୍ୱରେ ସାଂଘାତିକ ସ୍ଥିତିରେ ପହଞ୍ଚିଛିି କରୋନା ସଂକ୍ରମଣ। ବିଶ୍ୱର ୨୧୦ ଦେଶରେ ବ୍ୟାପିଥିବା କରୋନା ଜନିତ ମୃତ୍ୟୁ ୧ ଲକ୍ଷ ୧୪ ହଜାର ଟପିଗଲାଣି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୧୮ ଲକ୍ଷକୁ ପାର କରିଛି।  ବିଶେଷ କରି ଆମେରିକା, ସ୍ପେନ, ଇଟାଲି ଏବଂ ଫ୍ରାନ୍ସରେ ସ୍ଥିତି ଅଧିକ ସଂଗୀନ ରହିଛି। ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଆମରିକାରେ କରୋନା ଜନିତ ମୃତ୍ୟୁ ୨୨ […]

  • Monday, 12 July 2021