• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

coronavirus
ବିଶ୍ୱରେ ୩ ଲକ୍ଷରୁ ଅଧିକ ମୁଣ୍ଡ ନେଲାଣି କରୋନା

ୱାଶିଂଟନ: ଆମେରିକାରେ ଲକ୍ଷେ ଟପିଲା କରୋନା ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ଏହି ସଂଖ୍ୟା ୧ ଲକ୍ଷ ୨ ହଜାର ୧୦୭ ପହଞ୍ଚିଛି। ପ୍ରତି ଘଣ୍ଟାରେ ମୃତ୍ୟୁ ଖବର ଆସୁଛି। ସେହିଭଳି ବିଶ୍ୱ ସ୍ଥିତି ମଧ୍ୟ ସଙ୍ଗୀନ ରହିଛି । ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ଲକ୍ଷ ୮୯ ହଜାର ପାର କରିଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୭ ହଜାର ଛୁଇଁଛି । ଆମେରିକା ପରେ ବ୍ରାଜିଲରେ ବି ସାଂଘାତିକ ପରିସ୍ଥିତି । […]

  • Tuesday, 13 July 2021
corona
ମେ’ରେ କରୋନା ପ୍ରକୋପ: ଦେଶରେ ୨୬ ଦିନରେ ୧ ଲକ୍ଷ ୧୬ ଆକ୍ରାନ୍ତ

ଭାରତ: ହୁ ହୁ ହୋଇ ବଢିବାରେ ଲାଗିଛନ୍ତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ୬୩୮୭ ନୂଆ ମାମଲା ସାମ୍ନାକୁ ଆସିଛିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।  ଏବେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ ହଜାର ୩୩୭କୁ ବୃଦ୍ଧି ପାଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୧ ହଜାର ୭୬୭ ରହିଛି।  ଆକ୍ଟିଭ୍ କେସ୍ ୮୩ ହଜାର ୪ ରହିଥିବାବେଳେ ସୁସ୍ଥ ହେଲେଣି ୬୪ ହଜାର ୪୨୫। ମହାରାଷ୍ଟ୍ରରେ […]

corona
ଦେଶରେ ଅଗଷ୍ଟ ସୁଦ୍ଧା ୩୪ ହଜାର ପାର୍‌ କରିବ କରୋନା ମୃତ୍ୟୁ ସଂଖ୍ୟା-ସର୍ଭେ

ନୂଆଦିଲ୍ଲୀ‌: କରୋନା ଭାଇରସ୍‌ ଦୁଇ ପଡୋଶୀ ଦେଶ ପାକିସ୍ତାନ ଏବଂ ଭାରତରେ କି଼ିଲର ଆତଙ୍କ ସାଜିଛି। ଭାରତରେ ୪ର୍ଥ ପର୍ଯ୍ୟାୟ ଲକ୍‌‌ଡାଉନ୍‌ ଲାଗୁ କରାଯାଇଥିଲେ ହେଁ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିନାହିଁ। ଅନ୍ୟପକ୍ଷେ, ପାକିସ୍ତାନରେ ମଧ୍ୟ କରୋନା ଦ୍ରୁତ ଗତିରେ ତା’ର କାୟା ମେଲାଇ ଚାଲିଛି। ନିକଟରେ ଏକ ସର୍ଭେରୁ ଜଣାପଡ଼ିଛି, ଯଦି ଦୁଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏମିତି ବଢି ଚାଲେ ତେବେ ଅଗଷ୍ଟ ସୁଦ୍ଧା ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୩୪ ହଜାର […]

  • Tuesday, 13 July 2021
Untitled-2
କରୋନା ଆକ୍ରାନ୍ତ ହେଲେ ୮ ବର୍ଷର ବାଳକ

ଭୁବନେଶ୍ୱର: ରାଜ୍ୟରେ ଆଉ ନୂଆ ୬୫ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୮ ବର୍ଷର ବାଳକ ଅଛି। ବାଳକ ଜଣକ ଖୋର୍ଦ୍ଧା ଜିଲ୍ଲାର ବୋଲି  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନାରୁ ଜଣାଯାଇଛି।  ଆଜି ଖୋର୍ଦ୍ଧା ଜିଲ୍ଲାରେ ଯେଉଁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେଇଛନ୍ତି, ସେଥିରେ ଜଣେ ୮ ବର୍ଷର ବାଳକ ରହିଛି । ତେବେ ସବୁଠାରୁ ଚିନ୍ତାର ବିଷୟ ହେଉଛି, ସେ […]

  • Tuesday, 13 July 2021
trumph
ଟ୍ରମ୍ପଙ୍କ ଆଶ୍ୱାସନା-ଚଳିତବର୍ଷ ଶେଷସୁଦ୍ଧା ଉପଲବ୍ଧ ହେବ କରୋନା ଭାକ୍ସିନ

ନ୍ୟୁୟର୍କ: କରୋନା ଭାଇରସରୁ ମୁକ୍ତି ପାଇବା ଆଶା ମଉଳି ଯାଉଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଛନ୍ତି ଆଶ୍ୱାସନା। ଭାରତୀୟ-ଆମେକରିକୀୟ ବୈଜ୍ଞାନିକଙ୍କୁ‌ ମହାନ ଏବଂ ଅନୁସନ୍ଧାନକର୍ତ୍ତା ବୋଲି ଦର୍ଶାଇ ଟ୍ରମ୍ପ ଶୁକ୍ରବାର କହିଛନ୍ତି, ଭାରତ ଏବଂ ଆମେରକା ବୈଜ୍ଞାନିକମାନେ ମିଳିତ ଭାବେ କରୋନା ଭାଇରସ୍ ଟିକା ବିକଶିତ କରିବା ପାଇଁ ଲାଗି ପଡ଼ିଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ଏହି ଭାକ୍‌ସିନ ଉପଲବ୍ଧ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେ ଆହୁରି କହିଛନ୍ତି, ଭାକ୍ସିନ ପାଇଁ ଉଭୟ ଭାରତ […]

  • Tuesday, 13 July 2021
01223
‘ମୋବାଇଲରେ ରହିଛି କରୋନା ସଂକ୍ରମଣର ଭୟ’

ନୂଆଦିଲ୍ଲୀ:  ମୋବାଇଲ୍ କରୋନାର ବାହାକ ହୋଇପାରେ। ଏମିତି ଚେତାବନୀ ଦେଇଛନ୍ତି ଏମ୍ସର ଡାକ୍ତର। ତେଣୁ ମୋବାଇଲ ବ୍ୟବହାର ବିଶେଷକରି ହସ୍ପିଟାଲରେ ମୋବାଇଲ୍ ବ୍ୟବହାର ଉପରେ ରୋକ୍ ଲାଗିବା ଦରକାର ବୋଲି ଏମ୍ସ ରାୟପୁରର କିଛି ଡାକ୍ତର କହିଛନ୍ତି। ବିଏମଜି ଗ୍ଲୋବାଲ ହେଲଥ ଜୋର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି, ମୋବାଇଲ ଫୋନକୁ ସମସ୍ତେ ହାତରେ ଧରିଥାନ୍ତି। ଫୋନରେ କଥା ହେବା ବେଳେ ଏହା ଶରୀରର ସଂସ୍ପର୍ଶରେ ମଧ୍ୟ ଆସିଥାଏ। ତା ଛଡ଼ା ଫୋନ କଲ ଆସିଲେ ହାତ […]

  • Tuesday, 13 July 2021
corona-virus-w
ଆକ୍ରାନ୍ତ ୫୮ ଜଣଙ୍କ ମଧ୍ୟରୁ ୫୭ ବାହାର ରାଜ୍ୟ ଫେରନ୍ତା

ଭୁବନେଶ୍ୱର: ଆଜି ଚିହ୍ନଟ ହୋଇଥିବା ୫୮ ଆକ୍ରାନ୍ତ ଓ ମୃତକଙ୍କ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ୫୮ ଜଣଙ୍କ ମଧ୍ୟରୁ୫୭ ଜଣ ବାହାର ରାଜ୍ୟ ଫେରନ୍ତା। ଅନ୍ୟ ଜଣେ ଆକ୍ରାନ୍ତ ଅନୁଗୁଳ ଜିଲ୍ଲାର ସ୍ଥାନୀୟ ବାସିନ୍ଦା । ଗଞ୍ଜାମର ସମସ୍ତ ୨୯ ଓ ମୟୂରଭଞ୍ଜର ଜଣେ ଆକ୍ରାନ୍ତ ସୁରତ ଫେରନ୍ତା। ସେହିପରି ବାଲେଶ୍ୱରର ୧୫ ଜଣଙ୍କ ମଧ୍ୟରୁ ୫ କର୍ଣ୍ଣାଟକ ଓ ୧୦ ପଶ୍ଚିମବଙ୍ଗ ଫେରନ୍ତା। ଅନୁଗୋଳର ୧୩ ଜଣଙ୍କ ମଧ୍ୟରୁ ୧୧ ସୁରତ […]

  • Tuesday, 13 July 2021
family welfare
୨୪ ଘଣ୍ଟାରେ ୯୫ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ ୬୦ ହଜାର ଟପିଲା କାରୋନା ଆକ୍ରାନ୍ତଙ୍କ ସଂଖ୍ୟା। କାଲି  ଦିନକରେ ୩ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ଆଜିସୁଦ୍ଧା ସଂଖ୍ୟା ୬୨ ହଜାର ୯୩୯ ପହଞ୍ଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ବି ଦିନକୁ ଦିନ ବଢିବାରେ ଲାଗିଛି।  ଗତ ୨୪ ଘଣ୍ଟାରେ ୯୫ ଜଣଙ୍କ ଜୀବନ ନେଇଛି କରୋନା। ଏଥି ସହ ମୃତ୍ୟୁ ସଂଖ୍ୟା ୨୧୦୯ ଛୁଇଁଛି । ସେହିଭଳି ଦେଶରେ ଏବେ ଯାଏ ୧୯ ହଜାର ୩୫୮ […]

  • Tuesday, 13 July 2021
central-team
କରୋନା ରୋଗୀଙ୍କ ଶରୀରରେ ଲକ୍ଷଣ ଦେଖାଯାଉନି କାହିଁକି ?

ନୂଆଦିଲ୍ଲ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ସବୁଠାରୁ ବେଶି ଚିନ୍ତାର ବିଷୟ ହେଉଛି ଏଠି ଆକ୍ରାନ୍ତଙ୍କ ପାଖରେ କୌଣସି କରୋନା ଲକ୍ଷଣ ଦେଖାଯାଉନି। ତେବେ ରୋଗୀଙ୍କ ପାଖରେ କାହିଁକି ଲକ୍ଷଣ ଦେଖାଯାଉନି ? ଏ ନେଇ  ଏକ ସର୍ଭେ କରିବ ICMR। ଦେଶର କରୋନା ପ୍ରଭାବିତ ୭୫ଟି ଜିଲ୍ଲାରେ ଏହି ସର୍ଭେ କରାଯିବ । ସାଧାରଣ ଲକ୍ଷଣ କିମ୍ବା କୌଣସି ଲକ୍ଷଣ ନଥାଇ ପଜିଟିଭ ଆସିଥିବା ଆକ୍ରାନ୍ତଙ୍କ ଉପରେ ମୁଖ୍ୟତଃ ଏହି ସର୍ବେକ୍ଷଣ ହେବ । […]

  • Tuesday, 13 July 2021
salod
କରୋନାରେ ଜଣେ ମୃତ, ପୁଣି ୫୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା  ପରିସ୍ଥିତି ଗମ୍ଭୀର ରୂପ ନେଇଛି।  ଆଜି  ରାଜ୍ୟରେ କରୋନାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫୮ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ସବୁଠାରୁ ଚିନ୍ତାର ବିଷୟ ହୋଇଛି। ଆଜି ଏହି ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କର କରୋନାରେ ମୃତ ବ୍ୟକ୍ତି ଘଟିଥିବାବେଳେ ୨୯ […]

  • Tuesday, 13 July 2021
journalist
କରୋନାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ

ଆଗ୍ରା: କରୋନାରେ ପ୍ରାଣ ହରାଇଲେ ସାମ୍ବାଦିକ । ଖବର ସଂଗ୍ରହ ବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗତକାଲି ତାଙ୍କର ମୃତ୍ୟୁ ଘଟିଛି।  ମୃତ ସାମ୍ବାଦିକ ଜଣକ ଆଗ୍ରାର ବୋଲି ଜଣାପଡ଼ିଛି। ଟେଷ୍ଟ ରିପୋର୍ଟ ପିଜିଟିଭ ଆସିବା ପରେ ତାଙ୍କୁ ଏସଏନ ମେଡିକାଲ କଲେଜର ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁଧବାରଠାରୁ ଆଇସୋଲେସନ ୱାର୍ଡରେ  ରଖାଯାଇଥିଲା। ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଆଗ୍ରାର ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଭୁ ଏନ ସିଂହ ସୂଚନା ଦେଇଛନ୍ତି। ସୂଚନାଥାଉ […]

  • Tuesday, 13 July 2021
bbsr
ବାହାର ରାଜ୍ୟରୁ ଆସିଲେ, ରାଜଧାନୀରେ ବୁଲିଲେ

ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ବାହାରେ ଫସିରହିଥିବା ପ୍ରବାସୀମାନଙ୍କୁ  ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଗାଇଡଲାଇନ୍‌ ଜାରି କରିଛନ୍ତି।‌ କିନ୍ତୁ ପ୍ରବାସ ଫେରନ୍ତାଙ୍କୁ ଅଧା ବାଟରେ ଛାଡ଼ି ପଳାଇଛି। ଏନେଇ କିଛି ଲୋକ ବସରେ ସୁରତରୁ ଆସି ରାଜଧାନୀ ରାଜରାସ୍ତାରେ ବୁଲୁଛନ୍ତି ୫ ପ୍ରବାସୀ ଓଡ଼ିଆ। ସେମାନଙ୍କ ଘର ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବୋଲି ଜଣାପଡିଛି । ଚାଲି ଚାଲି ସେମାନେ ନିଜ ଜିଲ୍ଲାକୁ ଫେରୁଛନ୍ତି। ଆଜି […]

  • Tuesday, 13 July 2021
corona
ଯାଜପୁରରୁ ଆଉ ୨ କରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୪୭ ଛୁଇଁଲା

ଭୁବନେଶ୍ୱର: କରୋନାର ହଟସ୍ପଟ ପାଲଟିଛି ଯାଜପୁର ଜିଲ୍ଲା। ଆଜି ସକାଳେ ଏଠାରୁ ୫ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।  ଏବେ ଆଉ ଦୁଇ କରୋନା ରୋଗୀ ଏଠାରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪୭ ଛୁଇଁଲା। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ଏହି ଦୁଇ କରୋନା ଆକ୍ରାନ୍ତଙ୍କର କୋଲକାତା ଲିଙ୍କ ରହିଛି। ଏମାନଙ୍କ ଘର ବରୀ ବ୍ଲକରେ । ଉଭୟ ପୁରୁଷ […]

  • Tuesday, 13 July 2021
imran
ପୁଣି କରୋନା ଟେଷ୍ଟ କରିବେ ଇମ୍ରାନ୍‌ ଖାନ୍‌, ଏଇସବୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି

ଇସଲାମବାଦ: କରୋନା କବ୍‌ଜାରେ ସାରା ବିଶ୍ୱ। ସବୁ ପ୍ରକାର ସତର୍କତା ସତ୍ତ୍ୱେ ଏହି ରୋଗକୁ ନିୟନ୍ତ୍ରଣ କରି ହେଉନି। ବଡ ବଡ ନେତା ମଧ୍ୟ ଏଥିରୁ ବାଦ୍ ପଡ଼ୁନାହାନ୍ତି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ଟେଷ୍ଟ କରାଇଥିଲେ । ଅବଶ୍ୟ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଏବେ ଇମ୍ରାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପୁଣି ଦ୍ୱନ୍ଦ୍ୱ ଦେଖାଦେଇଛି । ପାକିସ୍ତାନର ନାଶନାଲ ଆସେମ୍ଲିର ସ୍ପିକର ଅସଦ କ୍ୱାସିର କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ନମୂନା ପରୀକ୍ଷା […]

  • Tuesday, 13 July 2021
corona virus
କମୁନି ମୃତ୍ୟୁ ସଂଖ୍ୟା; ପୁଣି ଆଖି ବୁଜିଲେ ୬୮, ଚିହ୍ନଟ ହେଲେ ୧,୯୩୦ ସଂକ୍ରମିତ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟା କମୁନି। ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ଚିନ୍ତାର କାରଣ ହୋଇଛି। ଏଠାରେ ମୃତ୍ୟୁ ସଂଖ୍ୟା ଅଧିକ ଥିବାବେଳେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି।

third wave
ନିକଟତର ତୃତୀୟ ଲହରୀ : ଧାର୍ମିକ ଯାତ୍ରା ଓ ପର୍ଯ୍ୟଟନ ଉପରେ ରୋକ ଲଗାଇବାକୁ ଆଇଏମଏର ଚେତାବନୀ

କରୋନାର ତୃତୀୟ ଲହରୀର ଭୟ ଭିତରେ ଦେଶର ଅନେକ ସ୍ଥାନରେ ଖୋଲିଛି ପର୍ଯ୍ୟଟନ ସ୍ଥଳୀ । ଧାର୍ମିକ ଯାତ୍ରାକୁ ଅନୁମତି ତଥା ପର୍ଯ୍ୟଟନ ସ୍ଥଳୀ ଖୋଲିବା ପରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଚିନ୍ତା ବ୍ୟକ୍ତି କରିଛି ।

sixx
ଦେଶରେ ୧୦୦୦ ପାର କଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ:କରୋନା ଭାଇରସ୍‌ର ଭୟାବହତା ଭାରତରେ କାୟା ବିସ୍ତାର କରୁଛି। ଦେଶରେ ପ୍ରାୟ ୩୧,୩୩୨ ମାମଲା ସାମ୍ନାକୁ ଆସି ସାରିଥିବାବେଳେ ଏଥିରୁ ୭,୬୯୬ ଲୋକ ଠିକ୍‌ ହୋଇ ପାରିଛନ୍ତି। ତେବେ ସରକାରୀ ସୂଚନା ଅନୁସାରେ ଦେଶରେ ପ୍ରାୟ ୧୦୦୭ ଲୋକଙ୍କ ଜୀବନ ନେଇ ସାରିଲାଣି କରୋନା। ଏହି ରୋଗରେ ସର୍ବାଧିକ ମୃତ୍ୟୁ ଘଟିଛି ମହାରାଷ୍ଟ୍ରରେ। ଏଠାରେ କରୋନାରେ ୪୦୦ ଜଣଙ୍କର ମୃତ୍ୟୁ ଘଟିଲାଣି।ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ । ଏଠାରେ ୯, ୩୧୮ ଲୋକ ଆକ୍ରାନ୍ତ […]

  • Monday, 12 July 2021
corona
ଆଉ ୭ କରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।  ଆକ୍ରାନ୍ତ ୭ ଜଣଙ୍କ ମଧ୍ୟରୁ ୩ ଜଣ ଭଦ୍ରକ ଓ ୪ଜଣ ସୁନ୍ଦରଗଡ ଜିଲ୍ଲାର। ଏଡାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି।  ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ଏଥିସହିତ  ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବାବେଳେ ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ସୁନ୍ଦରଗଡ ଜିଲ୍ଲାରେ ୩ […]

  • Monday, 12 July 2021
green soldier
କରୋନା ଯୁଦ୍ଧରେ ସାମିଲ ହେଲେ ଗ୍ରୀନ ସୋଲ୍‌ଜର

ବାରିପଦା: କରୋନା ପାଇଁ ସାରା ଦେଶ ଲକ୍‌ଡାଉନ। ସବୁଆଡ ଖାଁ ଖାଁ। ରାସ୍ତାରେ କ୍ୱଚିତ୍‌ ମଣିଷଙ୍କୁ ଦେଖିବାକୁ ମିଳୁଛି। ହେଲେ ମୟୂରଭଞ୍ଜ ଜିଲ୍ଲାରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଜିଲ୍ଲାର ଖାଁ ଖାଁ ରାସ୍ତାରେ ବୁଲୁଛି ସବୁଜ ସୈନିକ ଅର୍ଥାତ୍‌ ଗ୍ରୀନ୍‌ ସୋଲଜର। କରୋନା ଯୁଦ୍ଧରେ ଏବେ ସାମିଲ ହୋଇଛନ୍ତି ଗ୍ରୀନ୍ ସୋଲଜର।  ପୂର୍ବରୁ ସବୁଆଡେ ପୋଲିସ ନିୟୋଜିତ ହେଉଥିବା ବେଳେ ପ୍ରଥମ କରି ମୟୂରଭଞ୍ଜ ଜିଲ୍ଲାରେ ଗ୍ରୀନ୍ ସୋଲଜର ଅର୍ଥାତ୍ ବନ ବିଭାଗ କର୍ମଚାରୀ […]

  • Monday, 12 July 2021
test
୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ନମୂନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଖାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁନି, କୋଭିଡ୍ ମୁକାବିଲା ବ୍ୟବସ୍ଥା ବି ସୁଦୃଢ଼ ହେବାରେ ଲାଗିଛି । ଦିନକୁ ଦିନ ବଢ଼ିବାରେ ଲାଗିଛି ରାଜ୍ୟର କୋଭିଡ୍ ଟେଷ୍ଟ କ୍ଷମତା।  ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ନମୂନା ପରୀକ୍ଷା ହୋଇଛି। ଗତକାଲି ସର୍ବାଧିକ ୨ ହଜାର ୪୭୪ଟି ନମୂନା ପରୀକ୍ଷା ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ସ୍ଥିତ RMRCରେ ୧ହଜାର ୨୪୧, ଏମ୍ସରେ ୧୧୫, କଟକ SCBରେ ୫୪୮, ବ୍ରହ୍ମପୁର […]

  • Monday, 12 July 2021
sixx
ଭଲ ଖବର; ମଣିଷଠାରେ ପରୀକ୍ଷା ହେଲା କରୋନା ଭ୍ୟାକ୍ସିନ

ନୂଆଦିଲ୍ଲୀ: କରୋନା ସହ ଲଢିବାକୁ ସମର୍ଥ ବୋଲି କୁହାଯାଉଥିବା ଭ୍ୟାକ୍ସିନର ପ୍ରଥମ ହ୍ୟୁମାନ ଟ୍ରାଏଲ ଲଣ୍ଡନର ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଛି । ଏଲିସା ଗ୍ରାନାଟୋ ନାମକ ଜଣେ ମହିଳାଙ୍କ ଠାରେ ଗତକାଲି ଏହାର ପ୍ରଥମ ପରୀକ୍ଷଣ କରାଯାଇଛି। ଶାରୀରିକ ରୂପେ ସଂପୂର୍ଣ୍ଣ ସୁସ୍ଥ ଥିବା ପ୍ରାୟ ୮ଶହରୁ ଅଧିକ ସ୍ୱେଚ୍ଛାସେବୀଙ୍କ ଦେହରେ ଏହାର ପରୀକ୍ଷଣ କରାଯିବ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ସାରା ଗିଲବର୍ଟଙ୍କ ନେତୃତ୍ୱରେ ରିସର୍ଚ୍ଚ ଟିମ୍ ଏହି ଭ୍ୟାକସିନ ପ୍ରସ୍ତୁତ […]

  • Monday, 12 July 2021
coc
ଆଉ ୩ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଛୁଇଁଲା

ଭୁବନେଶ୍ୱର:  ଆଜି ରାଜ୍ୟରୁ ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍‌ରେ ସୂଚନା ଦିଆଯାଇଛି।  ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଲା।  ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍‌ ମ୍ୟାପ୍‌ରୁ ଏମାନେ ଭଦ୍ରକ ଜିଲ୍ଲାର ବୋଲି ସୂଚନା ଦିଆଯାଇଛି । ସୋମବାର ଭଦ୍ରକ ଜିଲ୍ଲରୁ ୫ ଜଣ ପଜିଟିଭଙ୍କୁ ଚିହ୍ନଟ କରାଯାଇଥିଲା। ଏହାକୁ ମିଶାଇ ଭଦ୍ରକ ଜିଲ୍ଲାରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା […]

  • Monday, 12 July 2021
world
କରୋନା ରୋଗୀଙ୍କ ସେବା କରୁ କରୁ ଟଳି ପଡ଼ୁଛନ୍ତି ଭାରତୀୟ-ଆମରିକା ଡାକ୍ତର

ନ୍ୟୁୟର୍କ: ଆମେରିକାରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା  ଭାରତୀୟ ଡାକ୍ତର ଡା.ମାଧବୀ ଶେଷ ଇଚ୍ଛା ପୂରଣ ହୋଇ ପାରିଲା ନାହିଁ । ନିଜର ଅଧୂରା ଇଚ୍ଛାକୁ ନେଇ ସବୁଦିନ ପାଇଁ ଏ ଦୁନିଆରୁ ଚାଲିଗଲେ । ୬୧ ବର୍ଷ ବୟସ୍କା ଏହି ଡାକ୍ତର ନିଜ  ସ୍ୱାମୀଙ୍କ ସହ ଆମେରିକାରେ ରହୁଥିଲେ । ଶେଷ ସମୟରେ ସେ ନିଜ ସ୍ୱାମୀ ଓ ପରିବାର ଲୋକଙ୍କୁ ପାଖରେ ଦେଖି ପାରି ନ । କେବଳ ମୋବାଇଲ ମାଧ୍ୟମରେ ଯାହା ସମ୍ପର୍କ […]

  • Monday, 12 July 2021
cm
ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା କରୋନାସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। କରୋନା ମୁକାବିଲା ପାଇଁ ସମସ୍ତ  ଘରୋଇ ଓ ସରକାରୀ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ‌ ନିଜ ଜୀବନକୁ ବାଜି ଲଗେଇ ଲଢୁଛନ୍ତି। ମୁଖ୍ୟମନ୍ତ୍ରୀ ଏଇ ଯୋଦ୍ଧା ମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। କରୋନା ଯୁଦ୍ଧର ପ୍ରକୃତ ସୈନିକ ହେଉଛନ୍ତି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ। କରୋନା ରୋଗୀଙ୍କ ଚିକିତ୍ସା ବେଳେ ଯଦି କୌଣସି ଘରୋଇ ବା ସରକାରୀ ଡାକ୍ତର କିମ୍ବା […]

  • Monday, 12 July 2021
jajpur0099
୩ ଡାକ୍ତରଙ୍କ ସହ ୧୯ ଜଣ ନର୍ସ ରହିଲେ କ୍ୱାରେଣ୍ଟିନରେ

ଭୁବନେଶ୍ୱର: କ୍ୱାରେଣ୍ଟିନ୍‌ରେ ଗଲେ ଯାଜପୁର ଜିଲ୍ଲାର ୩ ଜଣ ଡାକ୍ତର। ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି॥ ଡାକ୍ତରଙ୍କ ସହ ୧୯ ଜଣ ନର୍ସଙ୍କୁ ବି କ୍ୱାରେଣ୍ଟିନରେ ରଖାଯାଇଛି। କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ଏମାନଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି। ସେ କହିଛନ୍ତି,“ ଗତକାଲି ଯାଜପୁରରେ ଚିହ୍ନଟ ହୋଇଥିବା ପାଞ୍ଚ ଜଣ କରୋନା ଆକ୍ରାନ୍ତ କିଛି ଦିନ ପୂର୍ବେ ବିଭିନ୍ନ ହସ୍‌ପିଟାଲକୁ ଆସିଥିଲେ। ସେମାନେ ସେଠାରେ କିଛି ଡାକ୍ତର ଓ ନର୍ସମାନଙ୍କ ସଂସ୍ପର୍ଶରେ ଆସିଥିଲେ। […]

  • Monday, 12 July 2021