• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

ganjam
କରୋନାରେ ୩ ନୁହେଁ ଜଣଙ୍କର ହୋଇଛି ମୃତ୍ୟୁ: ଜିଲ୍ଲାପାଳ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାହାଡା ପଞ୍ଚାୟତରେ କରୋନାରେ ୩ଜଣ ନୁହେଁ ବରଂ ଜଣଙ୍କର ମୃତ୍ୟୁ ହୋଇଛି। କରୋନାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଯେଉଁ ଖବର ପ୍ରସାରିତ ହେଉଥିଲା ତାହା ମିଥ୍ୟା ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ପୂର୍ବରୁ ଗଞ୍ଜାମ ଧରାକୋଟ ବ୍ଲକ ଜାହାଡ଼ା ପଞ୍ଚାୟତରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ସରପଞ୍ଚ ସୂଚନା ଦେଇଥିଲେ। ଏଥିସହ ଜାହାଡ଼ା ପଞ୍ଚାୟତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ଏହାକୁ ସଟଡାଉନ୍ […]

  • Wednesday, 14 July 2021
content
ଦମ୍ପତିଙ୍କ ସଂସ୍ପର୍ଶରେ ଆସି ୧୩ କରୋନାରେ ଆକ୍ରାନ୍ତ

ରାୟଗଡ଼ା: ସୁପରସ୍ପ୍ରେଡର ବନିଲେ ଦମ୍ପତି। ରାୟଗଡ଼ା ଗୁଣୁପୁର ଅଞ୍ଚଳର ଏକ ଦମ୍ପତିଙ୍କ ସଂସ୍ପର୍ଶରେ ଆସି ଅଞ୍ଚଳରେ ୧୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୮ ଜଣ ପୁରୁଷ ଥିବାବେଳେ ୫ ଜଣ ମହିଳା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କରୋନା ଯୋଦ୍ଧା ଥିବା ଜଣାପଡିଛି। ସେହିଭଳି ରାଣୀଗୁଡ଼ା ଫାର୍ମ ଅଞ୍ଚଳରୁ ଜଣେ ମହାରାଷ୍ଟ୍ର ଫେରନ୍ତା, ବାରିଝୋଲାରୁ ଜଣେ ତାମିଲନାଡୁ ଫେରନ୍ତା ଓ ରାମନାଗୁଡା ବ୍ଲକ ଗୁଗୁପାଡୁରୁ ଆନ୍ଧ୍ର ଫେରନ୍ତା ଚିହ୍ନଟ ହୋଇଛନ୍ତି। ଏହି […]

  • Wednesday, 14 July 2021
coronavirus
ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ, ଦିନକରେ ୧୦ ହଜାର ୪୧୩ ଆକ୍ରାନ୍ତ

ଭୁବନେଶ୍ୱର: ଆଜି ପୁଣି ନୂଆ ରେକର୍ଡ। ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ ହଜାର ୪୧୩ ଜଣ କରୋନା ପଜିଟିଭ ଚିହ୍ନଟ। ଗତକାଲି ଏହି ସଂଖ୍ୟା ୮ ହଜାର ୬୮୧ ଥିବା ବେଳେ ଆଜି ତାହା ୧୦ ହଜାର ପାର୍ ହୋଇଛି। ଏହି ସଂକ୍ରମଣ ସଂଖ୍ୟା ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତେବେ ନୂଆ ୧୦୪୧୩ ସଂକ୍ରମିତଙ୍କ ମଧ୍ୟରୁ ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଚିହ୍ନଟ। ଖୋର୍ଦ୍ଧାରୁ ୧୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ […]

  • Wednesday, 14 July 2021
bbsr
କରୋନା ହଟ୍‌ସ୍ପଟ ଅଞ୍ଚଳରୁ ଭୁବନେଶ୍ୱରକୁ ଆସିଲେ ଆଉ ଘରେ ରହିବେନି

ଭୁବନେଶ୍ୱର: ଏଣିକି କରୋନା ହଟ୍‌ସ୍ପଟ ଅଞ୍ଚଳରୁ ଭୁବନେଶ୍ୱରକୁ ଆସିଲେ ରହିବେ ସରକାରୀ କ୍ୱାରେଣ୍ଟିନ୍‌ରେ। ରାଜ୍ୟ ରାଜଧାନୀରେ କରୋନା ପୁଣି ମାଡ଼ିବା ପରେ ଏବେ ମୁଣ୍ଡବ୍ୟଥାର କାରଣ ହୋଇଛି। ଏ ନେଇ କଠୋର ପଦକ୍ଷେପ ନେବାକୁ ଯାଉଛି ବିଏମ୍‌ସି। ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଅଧିକ କରୋନା ସଂକ୍ରମିତ ଜିଲ୍ଲାର ଲୋକମାନେ ଏଣିକି ଭୁବନେଶ୍ୱର ଆସିଲେ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। କରୋନା […]

  • Wednesday, 14 July 2021
check
ରାଜଧାନୀରେ ବିଗିଡୁଛି ସ୍ଥିତି: ବାହାରିଲା ଆଉ ୧୪ ସ୍ଥାନୀୟ ସଂକ୍ରମଣ ମାମଲା

ଭୁବନେଶ୍ୱର: ରାଜଧାନୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକୁ ଦିନ ଅଧିକ ଲୋକାଲ କେଶ୍ ମିଳିବା ଏବେ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଆଜି ଭୁବନେଶ୍ୱର ସହରରୁ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଲା, ସେମାନଙ୍କ ମଧ୍ୟରୁ ୨ଜଣ ହୋମ କ୍ୱାରେଣ୍ଟିନ୍‌‌ରେ ଥିବା ବେଳେ ୧୪ଟି ଲୋକାଲ କେସ୍। ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ହେଉଛନ୍ତି ଜଣେ ୩୫ ବର୍ଷୀୟ ପୁରୁଷ। ସେ କୋଲକାତାରୁ ଫେରିଥିଲେ। ତାଙ୍କ […]

  • Wednesday, 14 July 2021
naveen
'ଆଉ ୪ ମାସ ଗୁରୁତ୍ୱପୂର୍ଣ୍ଣ, ପ୍ରାକ୍‌ ପ୍ରସ୍ତୁତି ହିଁ ବିପର୍ଯ୍ୟୟର ସଠିକ୍ ମୁକାବିଲା'

ଭୁବନେଶ୍ୱର: ପୂର୍ବ ପ୍ରସ୍ତୁତି ଦ୍ୱାରା ବିପର୍ଯ୍ୟୟର ମୁକାବିଲା କରାଯାଇପାରିବ। ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଆଜି ଏନେଇ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ବାତ୍ୟା, ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି, ତ୍ୱରିତ ଉଦ୍ଧାର ଓ ପୁନର୍ଗଠନକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହାସହ ପ୍ରସ୍ତୁତି ଗତିଶୀଳ, ସାମଗ୍ରିକ, ଭାଗିଦାରୀମୂଳକ ହେବା ଆବଶ୍ୟକ। ଏନେଇ ପ୍ରଶାସନ ଅଭିଜ୍ଞତା ସହ SOP ପାଳନ ପ୍ରସ୍ତୁତି କରି ଏହାକୁ ମାନିବା ଜରୁରୀ। ଜୁନ୍ ଠାରୁ ଅକ୍ଟୋବର […]

  • Wednesday, 14 July 2021
corona
ସୁସ୍ଥ ହେଲେ ଆଉ ୧୩୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୩୧ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୪୪୨୨କୁ ବୃଦ୍ଧି ହୋଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Another 131 #Covid19 patients have recovered and are being discharged on 26.6.2020. 43 from Ganjam 28 from Puri 21 from Khurdha 12 from Kandhamal 7 from Jagatsinghpur 6 […]

  • Wednesday, 14 July 2021
coronavirus
ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ, ୨୪ ଘଣ୍ଟାରେ ୮୬୮୧ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢି ଚାଲିଥିବାବେଳେ ଶୁକ୍ରବାର ମଧ୍ୟ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗୁରୁବାର ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଥିବା ବେଳେ ଶୁକ୍ରବାର ପୁଣି ଏହା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଗତକାଲି ବିଳମ୍ବିତ ରାତିରେ ଏ ନେଇ ରାଜ୍ୟ  ସରକାରଙ୍କ ପକ୍ଷରୁ ଏକ ତାଲିକା ପ୍ରକାଶ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି […]

  • Wednesday, 14 July 2021
parala
ପାରଳାଖେମୁଣ୍ଡି ୩ ଦିନ ପାଇଁ ସଟ୍‌ଡାଉନ୍

ଭୁବନେଶ୍ୱର: ପାରଳାଖେମୁଣ୍ଡି ସଟଡାଉନ୍। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସଟଡାଉନ୍ ଘୋଷଣା। ୩ ଦିନ ପାଇଁ ସଟଡାଉନ୍ ଘୋଷଣା କଲେ ଗଜପତି ଜିଲ୍ଲାପାଳ। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ସଂକ୍ରମଣ କିଭଳି ନ ବ୍ୟାପିବ, ସେନେଇ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ଏନେଇ ପାରଳାଖେମୁଣ୍ଡିକୁ ସଟ୍‌ଡାଉନ ଘୋଷଣା କରାଯାଇଛି। ଏହାସହ ଗୋଷାଣୀ ଏବଂ ଗୁମ୍ମା ବ୍ଲକ ମଧ୍ୟ ସଟଡାଉନ୍ ଘୋଷଣା କରାଯାଇଛି। ସେହିପରି କାଶୀନଗର ବ୍ଲକ ରାଣୀପେଣ୍ଠ […]

  • Wednesday, 14 July 2021
Capture
କରୋନାରୁ ମୁକ୍ତି ଦେବ ମାତ୍ର ଗୋଟିଏ ବଟିକା, ପ୍ରସ୍ତୁତ କରୁଛି ଆମେରିକା.. !

ନୂଆଦିଲ୍ଲୀ: ଭାରତରେ କରୋନାର ଏହି ଦ୍ୱିତୀୟ ଲହର କାୟା ବିସ୍ତାର କରିସାରିଥିବା ବେଳେ ସାରା ବିଶ୍ୱ ଏଥିପାଇଁ ଆତଙ୍କିତ ରହିଛି। ଭାରତ ବ୍ୟତୀତ ଏଭଳି ଅନେକ ଦେଶ ରହିଛି, ଯେଉଁଠି କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ପ୍ରତ୍ୟେକ ଦିନ ରକର୍ଡ ଭାଙ୍ଗୁଛି। ତେଣୁ ଏଭଳି ପରିସ୍ଥିତିରେ ଆମେରିକାର ଫାଇଜର କମ୍ପାନୀ ପ୍ରସ୍ତୁତ କରୁଛି ଏକ ନୂଆ ବଟିକା। ଯାହାକି ପୁରା ବିଶ୍ୱକୁ ଆଶ୍ୱସ୍ତ କରିଛି। କରୋନାରୁ ମୁକ୍ତି ଦେବ ମାତ୍ର ଗୋଟିଏ ବଟିକା। ଘରେ ରହି ଗୋଟିଏ […]

  • Wednesday, 14 July 2021
shut-down
ଓଡ଼ିଶାର ଏଇ ପ୍ରମୁଖ ସହର ୪ ଦିନ ପାଇଁ ସଟ୍‌ଡାଉନ୍

ବ୍ରହ୍ମପୁର: ବ୍ରହ୍ମପୁର ସହର ୪ ଦିନ ପାଇଁ ସଟ୍‌ଡାଉନ୍। ବ୍ରହ୍ମପୁର ସହରକୁ ୪ ଦିନ ସଟ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ। ଗଞ୍ଜାମ ଜିଲ୍ଲାରେ ଦିନକୁ କରୋନା ସ୍ଥିତି ଜଟିଳ ଆଡ଼କୁ ଗତି କରୁଥିବାରୁ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। କରୋନା ସଂକ୍ରମଣ କିଭଳି ବ୍ୟାପିବ ନାହିଁ, ଏହାକୁ ଦୃଷ୍ଟିରେ ରଖି ୪ ଦିନ ପାଇଁ ବ୍ରହ୍ମପୁର ସହର ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଆସନ୍ତା ୨୭, ୨୮, ୨୯ ଓ ୩୦ ତାରିଖ ଅର୍ଥାତ୍ ଶନି, ରବି, ସୋମ […]

  • Wednesday, 14 July 2021
Covaxin
କୋଭିସିଲ୍ଡ ପରେ କମିଲା କୋଭାକ୍ସିନ୍ ଟିକାର ଦର..

ନୂଆଦିଲ୍ଲୀ: କୋଭିସିଲ୍ଡ ପରେ କମିଲା କୋଭାକ୍ସିନ୍ ଟିକାର ଦର। ୬ ଶହ ଟଙ୍କା ବଦଳରେ ୪ ଶହ ଟଙ୍କାକୁ ହ୍ରାସ ପାଇଲା କୋଭାକ୍ସିନ ଟିକାର ଦାମ। ଏଣିକି ରାଜ୍ୟ ସରକାରଙ୍କୁ ଡୋଜ୍ ପ୍ରତି ୬ ଶହ ବଦଳରେ ୪ ଶହ ଟଙ୍କାରେ ଯୋଗାଇ ଦେବ ଟିକା ପ୍ରସ୍ତୁତକାରୀ ଭାରତ ବାୟୋଟେକ୍ କମ୍ପାନୀ। ତେବେ କମ୍ପାନୀ କେନ୍ଦ୍ର ସରକାରଙ୍କ ଲାଗି ଟିକାର ଦର ୧୫୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଘରୋଇ ହସ୍ପିଟାଲଗୁଡ଼ିକୁ ଡୋଜ୍ ପ୍ରତି ୧୨୦୦ ଟଙ୍କାରେ […]

  • Wednesday, 14 July 2021
covvid
ଅମାନିଆ ହସ୍ପିଟାଲକୁ ଚେତାବନୀ: ସୁଧୁରିଯାଅ ନହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନୁନଥିବା ରାଜଧାନୀର ହସ୍ପିଟାଲକୁ କଡ଼ା ଚେତାବନୀ ଦେଲା ବିଏମ୍‌ସି। କରୋନା ବେଳରେ ହସ୍ପିଟାଲ ପ୍ରୋଟୋକଲ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର। ଆଜି ସାମ୍ବାଦିକ ସମ୍ମିଳନୀରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ରାଜଧାନୀର ଅନେକ ହସ୍ପିଟାଲ କରୋନା ପ୍ରୋଟୋକଲ ମାନୁନାହାନ୍ତି। କାଲି ଏକ ହସ୍ପିଟାଲକୁ ସିଲ୍ କରାଯିବା ପରେ ଆଜି ଯାଞ୍ଚ କରାଯାଇଥିଲା। ପ୍ରୋଟୋକଲ ପାଳନ ନେଇ ସ୍ପେଶାଲ ଟିମ୍ ୧୦ଟି ହସ୍ପିଟାଲ ଯାଞ୍ଚ […]

  • Wednesday, 14 July 2021
naveen patnaik
ଭ୍ୟାକ୍ସିନ ପାଇଁ ଦୁଇ ଟିକା ଉତ୍ପାଦକ କମ୍ପାନୀଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଟିକା ପାଇଁ ଦୁଇ ଟିକା ଉତ୍ପାଦକ କମ୍ପାନୀଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର। ରାଜ୍ୟରେ ଟିକାର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବା କଥା ଚିଠିରେ କୁହାଯାଇଛି। ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ସ୍ୱାସ୍ଥ୍ୟ ACS ଏହି ଚିଠି ଲେଖିଛନ୍ତି। କେଉଁ ପର୍ଯ୍ୟାୟରେ କେତେ ଟିକା ଦରକାର ସେନେଇ ଚିଠିରେ ଦର୍ଶାଯାଇଛି। ମେ ମାସ ପାଇଁ ୪୦ ଲକ୍ଷ କୋଭିସିଲ୍ଡ ଟିକା ଆବଶ୍ୟକ ଥିବା ନେଇ ଚିଠିରେ ଉଲ୍ଲେଖ ଥିବା ବେଳେ ଜୁନ, ଜୁଲାଇ, ଅଗଷ୍ଟ […]

  • Wednesday, 14 July 2021
corona
ସୁସ୍ଥ ହେଲେ ଆଉ ୧୬୮ କରୋନା ଆକ୍ରାନ୍ତ

ରାଜ୍ୟରେ ଆଉ ୧୬୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍ ୪୨୯୧ ଜଣ ସୁସ୍ଥ ହେଲେଣି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Another 168 #COVID19 patients have recovered and are being discharged on 25.6.2020. 39 from Ganjam 23 from Khurdha 23 from Gajapati 19 from Puri 13 from Baragarh 8 from Sundergarh 7 […]

  • Wednesday, 14 July 2021
Oxygen
ଅକ୍ସିଜେନର ପ୍ରସ୍ତୁତି-ବଣ୍ଟନ-ପରିବହନ କ୍ଷେତ୍ରରେ ‘ଏସମା’ ଲାଗୁ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଲିକୁଇଡ୍ ମେଡିକାଲ୍ ଅକ୍ସିଜେନର ପ୍ରସ୍ତୁତି, ବଣ୍ଟନ ଓ ପରିବହନ କ୍ଷେତ୍ରରେ ଏସମା ଲାଗୁ କରିଛନ୍ତି ରାଜ୍ୟ ସରକାର। ବୁଧବାରଠାରୁ ଆସନ୍ତା ୬ ମାସ ଲାଗି ଏସମା ଲାଗୁ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି। କରୋନା ସ୍ଥିତିରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଲିକୁଇଡ୍ ମେଡିକାଲ୍ ଅକ୍ସିଜେନର ନିର୍ବିଘ୍ନରେ ଉତ୍ପାଦନ, ବଣ୍ଟନ ଓ ପରିବହନ ପାଇଁ ଏହି ଏସମା ଲାଗୁ କରାଯାଇଛି। ସମଗ୍ର ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ […]

  • Wednesday, 14 July 2021
hosp
ଭୁବନେଶ୍ୱରକୁ ଚିନ୍ତା ସ୍ଥାନୀୟ ସଂକ୍ରମଣ, ଆଜି ଆଉ ୧୩ ଲୋକାଲ କେସ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ସର୍ବାଧିକ ୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଆଜିର ୩୮ ଆକ୍ରାନ୍ତ ମଧ୍ୟରୁ ୨୫ ହୋମ୍ କ୍ୱାରେଣ୍ଟିନ୍‌ରେ ଥିବା ବେଳେ ୧୩ଟି ଲୋକାଲ୍ କେସ୍ ଅଛନ୍ତି। ଏଥିସହ ୧୪ ଜଣ ସୁସ୍ଥ ହୋଇଥିବା ବିଏମସି ପକ୍ଷରୁ ଟୁଇଟ୍‌ରେ ଉଲ୍ଲେଖ କରାଯାଇଛି। Update on newly detected & cured #COVID19 cases in the last 24 hrs […]

  • Wednesday, 14 July 2021
haj3
ହଜ୍ ଯାତ୍ରା ପାଇଁ ଭାରତୀୟଙ୍କୁ ମିଳିବନି ଅନୁମତି

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନଜରରେ ରଖି ଚଳିତବର୍ଷ ହଜଯାତ୍ରା ଉପରେ କଟକଣା ଜାରି କରାଯାଇଛି।  ଭାରତର କୌଣସି ମୁସଲମାନଙ୍କୁ ଗସ୍ତ ପାଇଁ ଅନୁମତି ମିଳିବ ନାହିଁ ବୋଲି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକତାର ଆବାସ ନକଭୀ କହିଛନ୍ତି। ଚଳିତବର୍ଷ ହଜ୍ ଯାତ୍ରା ପାଇଁ ଭାରତର ୨ଲକ୍ଷ  ୩୦ ହଜାର ଆବେଦନ କରିଥିଲେ। ସେମାନଙ୍କୁ ଟଙ୍କା ଫେରାଇବା ପାଇଁ ବ୍ୟବସ୍ଥା କରାଯାଉଛି। ସେପଟେ ସାଉଦି ଆରବ ସରକାରଙ୍କ ପକ୍ଷରୁ ବିଦେଶୀଙ୍କ ହଜଯାତ୍ରା ଉପରେ ମଧ୍ୟ କଟକଣା ଜାରି […]

  • Wednesday, 14 July 2021
desk
ସୁସ୍ଥ ହେଲେ ୧୮୬ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର: ରାଜ୍ୟରେ ଆଜି ୧୮୬ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୩ ହଜାର ୭୨୦କୁ ବୃଦ୍ଧି, ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେଉଁ ଜିଲ୍ଲାରୁ କେତେ ସୁସ୍ଥ:- କଟକ ଜିଲ୍ଲାରୁ ସର୍ବାଧିକ ୬୨ ଜଣ ସୁସ୍ଥ ହୋଇଛନ୍ତି। କନ୍ଧମାଳ ୪୧, ଖୋର୍ଦ୍ଧା ୩୨, ଗଞ୍ଜାମ ୧୨, ମୟୂରଭଞ୍ଜରୁ ୮, ଅନୁଗୁଳରୁ ୭, କେନ୍ଦୁଝରରୁ ୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ମାଲକାନଗିରି, ନୟାଗଡ଼ […]

  • Wednesday, 14 July 2021
death
କରୋନାରେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନା ଭୂତାଣୁ ନେଲା କୋଭିଡ୍‌ ଯୋଦ୍ଧାଙ୍କ ଜୀବନ। ଦିଲ୍ଲୀ NHSRCରେ କାର୍ଯ୍ୟରତ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁ ହୋଇଛି। କରୋନାରେ ଓଡ଼ିଆ ଡାକ୍ତର ଅଶ୍ୱିନୀ କୁମାର ପ୍ରତାପଙ୍କ ମୃତ୍ୟୁ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୩୯ ବର୍ଷ ବୟସ ହୋଇଥିଲା। ମୃତ ଡାକ୍ତରଙ୍କ ନାମ ଅଶ୍ୱିନୀ କୁମାର ପ୍ରତାପ। ସେ ଦିଲ୍ଲୀ ସ୍ଥିତ ନ୍ୟାସନାଲ ହେଲଥ ସିଷ୍ଟମ ରିସୋର୍ସେସ ସେଣ୍ଟର (ଏନଏଚଏସଆରସି)ରେ କାର୍ଯ୍ୟରତ ଥିଲେ। ତାଙ୍କ ଘର କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ। ସେ ବ୍ରହ୍ମପୁର MKCGରୁ […]

  • Wednesday, 14 July 2021
cocona
ରେକର୍ଡ ଭାଙ୍ଗିଲା, ଆଜି କରୋନାରୁ ସର୍ବାଧିକ ହେଲେ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ। ଆଜି ୨୩୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୩୫୩୪କୁ ବୃଦ୍ଧି। The untiring efforts of our Covid Warriors has led to an all time high recovery of 237 Covid patients in a day! We salute the dauntless spirit of our […]

  • Wednesday, 14 July 2021
check
ସୁସ୍ଥ ହେଲେ ଆଉ ୧୫୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୧୫୩ ଆକ୍ରାନ୍ତ ସୁସ୍ଥ ହେବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୨୦୦ରେ ପହଞ୍ଚିଛି। କେଉଁ ଜିଲ୍ଲାରୁ କେତେ ସୁସ୍ଥ:- କଟକରୁ ସର୍ବାଧିକ ୪୩ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୨୧, କନ୍ଧମାଳ ୧୮, ଖୋର୍ଦ୍ଧା ୧୨, ଭଦ୍ରକ ୧୧, ଗଜପତିରୁ ୯ ସୁସ୍ଥ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୭, ବାଲେଶ୍ୱର, ଦେବଗଡ଼, ଗଂଜାମ, ମୟୂରଭଂଜ […]

  • Wednesday, 14 July 2021
positives
ଭୁବନେଶ୍ୱରରୁ ଆଉ ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ପୁଣି ୫ ନୂଆ ପଜିଟିଭ ଚିହ୍ନଟ। ୫ ପଜିଟିଭ ଚିହ୍ନଟ ହେବା ନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଲା ବିଏମ୍‌ସି। ଜଣେ ଆକ୍ରାନ୍ତ ସତ୍ୟନଗର ଅଞ୍ଚଳର ୩୬ ବର୍ଷର ପୁରୁଷ। ସେ ନିକଟରେ ଦିଲ୍ଲୀରୁ ଫେରିଥିଲେ। ଅନ୍ୟ ଜଣେ ଆକ୍ରାନ୍ତ ଜୟଦେବ ବିହାର ନିରଙ୍କାରୀ ନଗରର ୨୨ ବର୍ଷର ଯୁବକ।ସେ ଆଇଟି କମ୍ପାନୀରେ କାମ କରନ୍ତି। ସେ ନିକଟରୁ ଦିଲ୍ଲୀରୁ ଫେରିଥିଲେ। Update on newly detected #COVID19 cases in the last […]

  • Wednesday, 14 July 2021
e
'ବିଭେଦକୁ ଭୁଲିଯିବା, ଏକାଠି ଲଢିବା'

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ସଂଗୀନ ହେଉଛି ପରିସ୍ଥିତି। ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢିବାରେ ଲାଗିଛି। ଏଥିପାଇଁ ଦିଲ୍ଲୀରେ ଘନଘନ ବୈଠକ। ଗତକାଲି ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦୁଇ ଥର ବୈଠକ ଡାକିଥିବାବେଳେ ଆଜି ପୁଣି ଥରେ ଦିଲ୍ଲୀର ସବୁ ଦଳର ନେତାଙ୍କ ସହ ଆଲୋଚନା କରିଛିନ୍ତି। ବୈଠକରେ ସବୁଦଳ ପକ୍ଷରୁ ଅଧିକ ସଂଖ୍ୟାରେ ନମୁନା ପରୀକ୍ଷଣ ପାଇଁ ମତ ପ୍ରକାଶ ପାଇଥିଲା। ଦିଲ୍ଲୀରେ ସମସ୍ତଙ୍କ କରୋନା ନମୁନା ପରୀକ୍ଷା ପାଇଁ ଦାବି କରିଛି କଂଗ୍ରେସ। […]

  • Wednesday, 14 July 2021
corna
କାଲିଠୁ କରୋନା ଲକ୍ଷଣ ଯାଞ୍ଚ କରିବେ ଆଶା ଦିଦି

ଭୁବନେଶ୍ୱର: କାଲିଠୁ ଘର ବୁଲିବେ ଆଶା ଦିଦି। ଗ୍ରାମାଞ୍ଚଳର ପ୍ରତି ଘର ଓ ସହରାଞ୍ଚଳର ପ୍ରତି ବସ୍ତିକୁ ଯାଇ ସର୍ଭେ କରିବେ। କାହାର କରୋନା ଲକ୍ଷଣ ଅଛି କି ନାହିଁ ଯାଞ୍ଚ କରିବେ ବୋଲି କହିଛନ୍ତି  NHM ନିର୍ଦ୍ଦେଶିକା। ଆଜି ପ୍ରେସ୍‌ମିଟ୍‌ରେ NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ଯେ ଆସନ୍ତାକାଲି ଠାରୁ ଘରକୁ ଘର ବୁଲି ଆଶା ଦିଦି ସର୍ଭେ କରିବେ। ଆଶା କର୍ମୀ ଏବଂ ANM କର୍ମୀ ଘର ଘର ବୁଲି କରୋନା ସର୍ଭେ […]

  • Wednesday, 14 July 2021