• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

cd
ପୁଣି ୧୧ କରୋନା ଆକ୍ରାନ୍ତ ଚିହ୍ନଟ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ବାହାର ରାଜ୍ୟ ଫେରନ୍ତା। ଏହି ୧୦ ଜଣ ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼ରୁ ଫେରିଥିବା ସୂଚନା  ଦେଇଛନ୍ତି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ। ସମସ୍ତ ୧୦ ଜଣ କ୍ୱାରେଣ୍ଟିନରେ ଥିଲେ ବୋଲି ଜିଲ୍ଲାପାଳ କହିଛନ୍ତି।  ଅନ୍ୟ ଆକ୍ରାନ୍ତ ଜଣଙ୍କ କ୍ୱାରେଣ୍ଟିନ କେନ୍ଦ୍ରର ଜଣେ ସୁପରଭାଇଜର ବୋଲି ସୂଚନା ମିଳିଛି। ଆଜି ସକାଳେ ୭୪ ନୂଆ ପଜିଟିଭ ଚିହ୍ନଟ ହୋଇଥିଲେ। […]

  • Monday, 26 July 2021
corona
ଖୁସି ଖବର: ୩୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଗଞ୍ଜାମରୁ ୨୩ ଜଣ, ଯାଜପୁରରୁ ୫, ମୟୂରଭଞ୍ଜରୁ ୩, ପୁରୀ ଓ ଭଦ୍ରକରୁ ୨ ଜଣ ଲେଖାଏ ଏବଂ ରାଉରକେଲାରୁ ଜଣେ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳଯ ପକ୍ଷରୁ ଏହି ସୁଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ସେହିଭଳି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ ଥିବା ବେଳେ ୭୦୩ […]

  • Monday, 26 July 2021
POLICEW
ପୁଲିସ୍‌ କର୍ମୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରି ପୁଲିସ୍‌ କର୍ମୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଏବେ ଏବେ ଭୁବନେଶ୍ୱରରେ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ଭୁବନେଶ୍ୱରରେ ଜଣେ ପୁଲିସ୍‌ କର୍ମଚାରୀଙ୍କ ଠାରେ କରୋନା ପିଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏ ନେଇ କମିସନରଟେ ପୁଲିସ୍ ଟ୍ୱିଟ୍ କରି ସୂଚନା ଦେଇଛି। ସଂପୃକ୍ତ କର୍ମଚାରୀ ଛୁଟିରେ ଯାଇଥିଲେ। ଛୁଟିରୁ ଫେରିବା ପରେ ତାଙ୍କର କରୋନା ଟେଷ୍ଟ କରାଯିବାରୁ ତାଙ୍କ ଠାରେ କରୋନା ଭୂତାଣୁ ଥିବା […]

  • Monday, 26 July 2021
kil
ଟ୍ରକ ଧକ୍କାରେ ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଧର୍ମଗଡ଼: ଛତିଶଗଡ଼ ମହାସମୁନ୍ଦରେ ଟ୍ରକ ଚାପାରେ ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକର ବୈଷ୍ଣବ ପୁଟେଲ ଏବଂ ଭୁପିନ୍ଦର ପୁଟେଲ। ଏହି ଦୁଇ ଶ୍ରମିକ ମୁମ୍ବାଇରୁ ଟ୍ରକରେ ଆସି ଛତିଶଗଡ଼ର ମହାସମୁନ୍ଦରେ ପହଞ୍ଚିଥିଲେ। ରାସ୍ତା ପାର ହେବା ବେଳେ ଗତ ରାତିରେ ସେମାନଙ୍କ ଉପରେ ଏକ ଟ୍ରକ ମାଡ଼ି ଯାଇଥିଲା। ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇବା ପରେ ଫେରାର ହୋଇ ଯାଇଛି ଟ୍ରକ […]

  • Monday, 26 July 2021
kalopoi
ବାହାର ରାଜ୍ୟରୁ ଲୁଚି ଆସି ଗାଁରେ ଥିଲେ: ୪୮ ଘଣ୍ଟା ଶଟଡାଉନ କଲେ ସରପଞ୍ଚ

କଟକ: ବାହାର ରାଜ୍ୟରୁ ଲୁଚା ଛପାରେ ଆସି କ୍ୱାରେଣ୍ଟିନକୁ ନ ଯାଇ ସିଧା ଗାଁକୁ ଯିବାରୁ ପୋଲିସ ସହାୟତାରେ ସେମାନଙ୍କୁ କ୍ୱାରେଣ୍ଟିନ ପଠାଇଲେ ବାଙ୍କୀ ବ୍ଲକ କାଳିପୋଇ ସରପଞ୍ଚ। ଏହାସହ ନିଜର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତର ଉଆସପଲ୍ଲୀ ଗାଁକୁ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ସେ। ଉଆସପଲ୍ଲୀ ଗାଁର କିଛି ଯୁବକ ପଶ୍ଚିମବଙ୍ଗରୁ ଫେରି ଲୁଚା ଛପାରେ ଗାଁକୁ ଯାଇ ପରିବାର ଲୋକଙ୍କ ସହ ରହିଥିଲେ। ଏନେଇ ଗାଁ ଲୋକଙ୍କ ଠାରୁ ଖବର […]

  • Monday, 26 July 2021
corona-nation
ଦେଶରେ ୯୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୯୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ମାହାମାରୀରେ ବର୍ତ୍ତମାନ ସୁଦ୍ଧା ୨ ହଜାର ୮୭୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ସେପଟେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ହଜାର ୯୪୬ ଜଣ ସକ୍ରିୟ ରହିଥିବା ବେଳେ ୩୪ ହଜାର ୧୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୦ […]

  • Monday, 26 July 2021
covid
ରାଜ୍ୟର କରୋନା ମ୍ୟାପରେ ସ୍ଥାନ ପାଇଲା ଆଉ ଏକ ଜିଲ୍ଲା

ସମ୍ବଲପୁର: ରାଜ୍ୟର କରୋନା ମ୍ୟାପରେ ସ୍ଥାନ ପାଇଲା ଆଉ ଏକ ଜିଲ୍ଲା। ସମ୍ବଲପୁରରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛନ୍ତି କରୋନା ଭୂତାଣୁ ସଂକ୍ରମିତ। ଆଜି ଚିହ୍ନଟ ହୋଇଥିବା ୯୧ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରରେ ଏହି ଆକ୍ରାନ୍ତ ଜଣଙ୍କ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଦେଇଛି। ଆକ୍ରାନ୍ତ ଜଣକ ରେଢ଼ାଖୋଲ ଉପଖଣ୍ଡ ଅଞ୍ଚଳର ଓ ସେ ଏକ ସରକାରୀ କ୍ୱାରେଣ୍ଟିନ ସେଣ୍ଟରରେ ରହିଥିଲେ ସେ ଅହମ୍ମଦାବାଦରୁ ଫେରିଥିଲେ। ଏବେ […]

  • Monday, 26 July 2021
rabi
ପ୍ରବାସୀ ଶ୍ରମିକଙ୍କୁ ଟ୍ରାକ୍‌ କରିବାକୁ ସରକାରଙ୍କ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ: ଲକଡାଉନ ଯୋଗୁ ରୋଜଗାର ହରାଇ ଘର ବାହୁଡ଼ା କରୁଥିବା ଶ୍ରମିକଙ୍କ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନୂଆ ପଦକ୍ଷେପ ନେଇଛନ୍ତି। ବିଭିନ୍ନ ରାଜ୍ୟରୁ ହଜାର ହଜାର କିଲୋମିଟର ଚାଲି ଚାଲି ଫେରିବା, ରାସ୍ତାରେ ଦୁର୍ଘଟଣାରେ ପ୍ରାଣ ହରାଇବା, କ୍ୱାରେଣ୍ଟିନ ସେଣ୍ଟରରେ ପହଞ୍ଚିବା ପୂର୍ବରୁ ଫେରାର ହେଉଥିବା ଘଟଣାକୁ ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି। ଏହାସହ ବାହାରୁ ଆସୁଥିବା ସମସ୍ତ ପ୍ରବାସୀଙ୍କ ସଂପର୍କରେ ସୂଚନା ରଖିବାକୁ ଗୃହ ମନ୍ତ୍ରାଳୟ ବ୍ୟବସ୍ଥା କରିଛି। ଏଥିଲାଗି ଅନଲାଇନ ପଞ୍ଜୀକରଣ ପାଇଁ […]

  • Monday, 26 July 2021
corona
ରାଜ୍ୟରେ ନୂଆ ୯୧ କରୋନା ଆକ୍ରାନ୍ତ ଚିହ୍ନଟ: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର: ରବିବାର ରାଜ୍ୟରେ ପୁଣି ୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ବିଢ଼ିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ କରୋନାରେ  ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏଥିସହିତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ହୋଇଛି। ଆଜିର ଦୁଇ ମୃତ୍ୟୁ ସଂଖ୍ୟାକୁ ମିଶାଇ କେବଳ ଗଞ୍ଜାମରେ କରୋନା ଜନିତ ମୃତ୍ୟୁ […]

  • Monday, 26 July 2021
coronavirus
କୋଭିଡ-୧୯ ମାମଲା ବୃଦ୍ଧି ପାଉଥିବାରୁ ଚିନ୍ତାରେ ସାରା ବିଶ୍ୱ; ୪୭ ଲକ୍ଷ ୧୫ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱରେ କୋଭିଡ-୧୯ ମାମଲା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି। ବିଶ୍ୱରେ ବର୍ତ୍ତମାନ ୪୭ଲକ୍ଷ ୧୫ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୩ ଲକ୍ଷ ୧୨ ହଜାର ପାର ହେଲାଣି। ୧୮ ଲକ୍ଷରୁ  ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆମେରିକାରେ ଦିନକୁ ଦିନ ସ୍ଥିତି ଜଟିଳ ଆଡ଼କୁ ଯାଉଛି। ଆମେରିକାରେ ୧୫୬ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ସହ ୮୯ ହଜାରରୁ […]

  • Monday, 26 July 2021
migrant
ଡିଜିପିଙ୍କ କହିବା ସତ୍ତ୍ୱେ ସୁନ୍ଦରଗଡ଼ରେ ଦେଖିବାକୁ ମିଳିଲା ଅଭାବନୀୟ ଚିତ୍ର

ସୁନ୍ଦରଗଡ଼: କୌଣସି ଶ୍ରମିକଙ୍କୁ ରାସ୍ତାରେ ଚାଲିବାକୁ ଦିଆଯିବ ନାହିଁ ବୋଲି ପୋଲିସ ଡିଜି ଅଭୟ କହିଥିଲେ। ଏହାର ଦିନକ ପରେ ସୁନ୍ଦରଗଡ଼ରୁ ଆସିଛି ଅଭାବନୀୟ ଚିତ୍ର। ରାସ୍ତାରେ ଶହ ଶହ କିଲୋମିଟର ଚାଲି ଚାଲି ନିଜ ନିଜ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଟେନସାର ଶ୍ରମିକମାନେ କାମ କରିବା ପାଇଁ ବିଶାଖାପାଟଣା ଯାଇଥିଲେ। ସେଠାରେ ଲକ୍‌ଡାଉନ୍ ଯୋଗୁ ଦେଢ଼ମାସ ଫସିରହିବା ପରେ ଏବେ ନିଜ ଖର୍ଚ୍ଚରେ ନିଜ ନିଜ ଗାଁକୁ ବସ୍ […]

  • Monday, 26 July 2021
chandu
ପାଦଚଲା ପ୍ରବାସୀଙ୍କୁ ଉତ୍ତର ପ୍ରଦେଶ ମନା

ଲକ୍ଷ୍ନୌ: ପାଦରେ ଚାଲି ଚାଲି ଆସୁଥିବା ପ୍ରବାଶୀ ଶ୍ରମିକଙ୍କୁ ଏବେ ଉତ୍ତର ପ୍ରଦେଶ ମନା। ଯଦି ଧରାପଡ଼ନ୍ତି ତେବେ ହେବ କାର୍ଯ୍ୟାନୁଷ୍ଠାନ। କୌଣସି ଶ୍ରମିକ ବେଆଇନ୍‌ ଭାବରେ ବାଇକ୍‌ କିମ୍ବା ଅନ୍ୟ ଗାଡ଼ିରେ କିମ୍ବା ପାଦରେ ଚାଲି ଚାଲି ଚାଲି ଆସିପାରିବେ ନାହିଁ। କୌଣସି ଶ୍ରମିକଙ୍କ ଏଭଳି ଅସୁରକ୍ଷିତ ଯାତ୍ରା କରିବାକୁ ଦିଆ ନଯିବାକୁ ପୁଲିସ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଉତ୍ତର ପ୍ରଦେଶର ଔରେୟା ଠାରେ ସଡ଼କ ଦୁର୍ଘଟଣା […]

  • Monday, 26 July 2021
rahul-gandhi
ଚାଲି ଚାଲି ଘରକୁ ଫେରୁଥିବା ଶ୍ରମିକଙ୍କ ସହ ରାସ୍ତା କଡ଼ରେ ବସି ଆଲୋଚନା କଲେ ରାହୁଲ ଗାନ୍ଧି: ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ଲକଡାଉନ୍‌ରେ ଫସି ଚାଲି ଚାଲି ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ସହ ରାସ୍ତା କଡ଼ରେ ବସି ଆଲୋଚନା କଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଆଜି ଦିଲ୍ଲୀର ସୁଖଦେବ ବିହାର ଫ୍ଲାଇ ଓଭର ତଳେ ରାସ୍ତାକଡ଼ରେ ଆଶ୍ରୟ ନେଇଥିବା କିଛି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ ରାହୁଲ ସେମାନଙ୍କ ସହ ଆଲୋଚନା କରିଥିଲେ। ହରିୟାଣାର ଅମ୍ବାଲାରୁ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶକୁ ଚାଲି ଚାଲି ଫେରୁଥିବା ଏହି ଶ୍ରମିକଙ୍କ ସହ ରାହୁଲ ଦୀର୍ଘ ସମୟ ଧରି […]

  • Monday, 26 July 2021
xfv
ପୁଣି ୭ ବିଏସ୍‌ଏଫ୍ ଯବାନଙ୍କ ଠାରେ କରୋନା ଭୂତାଣୁ

ଅଗରତାଲା: ଶନିବାର ତ୍ରିପୁରାରେ ୭ ବିଏସ୍‌ଏଫ୍ ଯବାନଙ୍କ ସହିତ ମୋଟ ୧୧ ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୭ରେ ପହଞ୍ଚିଛି ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ସୂଚନା ଦେଇଛନ୍ତି। ଏଥିମଧ୍ୟରୁ ୧୨୫ କରୋନା କେସ୍ ସକ୍ରିୟ ଥିବା ବେଳେ ୪୨ ଜଣ ସୁସ୍ଥ ହୋଇଛନ୍ତି। ୬୨୫ ଜଣଙ୍କର ସାମ୍ପଲ୍‌ ଟେଷ୍ଟ ହୋଇଥିଲା। ଏଥିରେ ୧୧ ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ଯେଉଁଥିରେ ୭ […]

  • Monday, 26 July 2021
copvid
ଭାରତରେ ୮୫ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ୮୫ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏ ମାହାମାରୀରେ ଆଜି ସୁଦ୍ଧା ଦେଶରେ ୨ ହଜାର ୭ ଶହ ୫୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ସେପଟେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ହଜାର ୩୫ ଜଣ ସକ୍ରିୟ ରହିଥିବା ବେଳେ ୩୦ ହଜାର ୧୫୨ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ ଓ ରାଜଧାନୀ ଦିଲ୍ଲୀ […]

  • Monday, 26 July 2021
lockdown
ଏମିତି ହୋଇପାରେ ଲକ୍‌ଡାଉନ୍‌ ୪.୦ର ରୂପରେଖ

ନୂଆଦିଲ୍ଲୀ: ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା କରୋନା ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଅବଧି ରବିବାର ଶେଷ ହେଉଛି। ମେ ୧୮ ତାରିଖରୁ ଆରମ୍ଭ ହେବ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍। ତେବେ ଏଥିରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ, କାହାକୁ କେଉଁ ଅନୁମତି ମିଳିବ ସେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ତେବେ ଲକ୍‌ଡାଉନ୍‌ ୪.୦ରେ କେତେକ କ୍ଷେତ୍ରରେ କୋହଳ କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି। ସୁଚନା ଅନୁସାରେ, ରବିବାର, ମାନେ ଆସନ୍ତାକାଲି […]

  • Monday, 26 July 2021
losd
ଭୋକରେ ଛଟ‌ପଟ ହେଉଥିଲେ ପିଲା, ବିକ୍ରି ହୋଇପାରିଲାନି ସ୍ତ୍ରୀର ଗହଣା, ଆତ୍ମହତ୍ୟା କଲେ ଶ୍ରମିକ

କାନପୁର: କରୋନା ଲକ୍‌ଡାଉନ୍‌ ସମୟରେ ବିଭିନ୍ନଆଡ଼ୁ ଅନେକ କରୁଣ ଚିତ୍ର ସାମ୍ନାକୁ ଆସୁଛି। କେଉଁଠି ମ’ ତା ପିଲାକୁ  ଦଉଡ଼ିରେ ଟାଣି ଟାଣି ବୋହି ନେଉଛି ତ ଆଉ କେଉଁଟି ପତ୍ନିକୁ କାଠ ଗାଡ଼ିରେ ବସାଇ ମାଇଲ ମାଇଲ୍ ବାଟ ଅତିକ୍ରିମ କରୁଛି ଶ୍ରମିକ ସ୍ୱାମୀ। ପୁଣି କେତେବେଳେ ଚାଲି ଚାଲି ଥକି ପଡ଼ିଥିବା ଶ୍ରମିକମାନଙ୍କୁ ଦଳି ମକଚି ଦେଇ ମାଡ଼ି ଯାଉଛି ଟ୍ରେନ୍। ଏବେ ପୁଣି ଏକ ଛାତି ଥରା ଖବର ସାମ୍ନାକୁ ଆସିଛି, ଯାହା […]

  • Monday, 26 July 2021
corona
କମୁନି କରୋନା: ୮୨ ହଜାର ଆଡ଼େ ମୁହାଁଇଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୮୨ ହଜାର ମୁହାଁ କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ପ୍ରାୟ ୪ ହଜାର ପଜିଟିଭ ଚିହ୍ନଟ ହେବା ସହ ମୋଟ ୮୧ ହଜାର ୯୭୦ ଜଣ ସଂକ୍ରମିତ ହେଲେଣି। ସେହିଭଳି ମୃତ୍ୟୁସଂଖ୍ୟା ୨ ହଜାର ୬୪୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ଭିତରେ ୧୦୦ ଜଣଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା ଭୂତାଣୁ। ଦେଶରେ ଏବେ ୫୧ ହଜାର ୪୦୦ ଜଣ ଚିକିତ୍ସିତ ହେଉଛନ୍ତି। ତେବେ ୨୭ ହଜାର ୯୧୯ ଜଣ […]

  • Monday, 26 July 2021
rahul
କରୋନା ମୁକାବିଲାକୁ ନେଇ ଫେଲ୍‌ ମାରିଲା ପୂର୍ବାନୁମାନ: ରାହୁଲ୍‌ଙ୍କ ଟାର୍ଗେଟ୍‌ରେ ନୀତି ଆୟୋଗ‌

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ନୀତି ଆୟୋଗର ଏକ ପୁରୁଣା ଗ୍ରାଫ୍‌ ଚାଟ୍‌କୁ ଟ୍ୱିଟ୍‌ କରି ସରକାରଙ୍କର କରୋନା ମୁକାବିଲା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ନୀତି ଆୟୋଗ ଦ୍ୱାରା ଜାରି କରାଯାଇଥିବା ଏକ ଗ୍ରାଫ୍‌ ଚାର୍ଟରେ ସରକାରଙ୍କ ଲକ୍‌ଡାଉନ୍‌ ଯୋଗୁଁ ମେ ୧୬ ତାରିଖରେ ପରେ କରୋନା ସଂକ୍ରମଣର ନୂଆ କେସ୍ ଆସିବା ବନ୍ଦ ହୋଇଯିବ ବୋଲି ଦର୍ଶାଇଯାଇଥିଲା। ଯାହାକୁ ଏବେ ଟ୍ୱିଟ୍‌ କରି […]

  • Monday, 26 July 2021
corona
୭୮ ହଜାର ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ୭୮ ହଜାର ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ପ୍ରାୟ ୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ ପଜିଟିଭ୍ ସଂଖ୍ୟା ୭୮ ହଜାର ୩ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ହଜାର ୫୪୯ଜଣଙ୍କ ମୃତ୍ୟୁ ଘଟିଛି। ୪୨ ହଜାର ୨୧୯ ସକ୍ରିୟ ସଂକ୍ରମିତ ଅଛନ୍ତି। ଦେଶ ପାଇଁ ସବୁଠାରୁ ଚିନ୍ତାର ବିଷୟ ପାଲଟିଛି ମହାରାଷ୍ଟ୍ର। ଏଠାରେ ବେଲଗାମ ହେଉଛି କରୋନା ଭାଇରସ। ଆକ୍ରାନ୍ତଙ୍କ ସଂଖ୍ୟା ଯେମିତି […]

  • Monday, 26 July 2021
flight
ଦୁବାଇରୁ ଆସୁଛନ୍ତି ପ୍ରବାସୀ ଓଡ଼ିଆ

ନୂଆଦିଲ୍ଲୀ: ଦୁବାଇରୁ ଆସୁଛନ୍ତି ପ୍ରବାସୀ ଓଡ଼ିଆ। ବନ୍ଦେ ଭାରତ ମିଶନରେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ପ୍ରବାସୀ ଭାରତୀୟଙ୍କୁ ନେଇ ଦୁବାଇରୁ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଭାରତ ଆସୁଛି। କିଛି ସମୟ ପୂର୍ବରୁ ଦୁବାଇ ବିମାନ ବନ୍ଦର ବିମାନ ଛାଡ଼ିଥିବା ନେଇ ସୂଚନା ମିଳିଛି। ଆଜି ରାତିରେ ଏହା ଭୁବନେଶ୍ୱର ପହଞ୍ଚିବା ସୂଚନା ରହିଛି। ଦୁବାଇରୁ ପ୍ରାୟ ଦେଢ଼ ଶହ ଯାତ୍ରୀଙ୍କୁ ନେଇ ଫେରୁଛି ଏହି […]

  • Monday, 26 July 2021
same
କରୋନା ଏମରଜେନ୍ସି ନମ୍ବରକୁ ପୁଣି ଫେକ୍ କଲ୍

ଭୁବନେଶ୍ୱର: କରୋନା ଏମରଜେନ୍ସି ନମ୍ବରକୁ ପୁଣି ଆସିଲାଣି ଫେକ୍ କଲ୍। କରୋନା ଭାଇରସ ସମ୍ପର୍କରେ ତଥ୍ୟ ଏବଂ ସହାୟତା ପାଇଁ ଜାରି ୧୦୪ ହେଲ୍‌ପ ଲାଇନ୍ ନମ୍ବରକୁ ଫେକ୍ କଲ୍ କରୁଛନ୍ତି କିଛି ଆସାମାଜିକ ଯୁବକ। ସହାୟତା କେନ୍ଦ୍ରର ମହିଳା କର୍ମଚାରୀଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ଆସିଛି। ପୂର୍ବରୁ ମଧ୍ୟ ୧୦୪ ଏମର୍ଜେନ୍ସୀ ନମ୍ବରକୁ ଫେକ୍ କଲ୍ ଆସୁଥିବା ନେଇ ଓଟିଭିରେ ଖବର ପ୍ରସାରଣ ପରେ ଫେକ୍ କଲରଙ୍କ ବିରୋଧରେ ୧୦୪ ପରିଚାଳନାକାରୀ ଜିକିଜା ହେଲ୍‌ଥ […]

  • Monday, 26 July 2021
high-court
ପ୍ରବାସୀ ଓଡ଼ିଆଙ୍କ ପଞ୍ଜୀକରଣ ପାଇଁ ସମସ୍ତ ସରକାରୀ ପରିଚୟ ପତ୍ର ଲାଗୁ ହେବ

କଟକ: ପ୍ରବାସୀ ଓଡ଼ିଆଙ୍କ ପଞ୍ଜିକରଣ ପାଇଁ କେବଳ ଆଧାର ନୁହେଁ , ସମସ୍ତ ସରକାରୀ ପରିଚୟ ପତ୍ର ଲାଗୁ ହେବ। ଏପରିକି କୌଣସି କାଗଜ ପତ୍ର ନଥିବା ଲୋକମାନେ ମଧ୍ୟ ସରପଞ୍ଚଙ୍କ ସ୍ୱୀକୃତି ପତ୍ର ଜରିଆରେ ପଞ୍ଜିକୃତ କରିପାରିବେ ବୋଲି କହିଛନ୍ତି ହାଇକୋର୍ଟ। ଆବେଦନକାରୀ ମହେନ୍ଦ୍ର ପରିଡ଼ାଙ୍କ ପକ୍ଷରୁ ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହା କହିଛନ୍ତି। ପୂର୍ବରୁ ପ୍ରବାସୀଙ୍କ ପାଇଁ ପଞ୍ଜୀକରଣ ବ୍ୟବସ୍ଥାରେ ଆଧାର କାର୍ଡ ଏକ ମାତ୍ର ପରିଚୟ ପତ୍ର […]

  • Monday, 26 July 2021
ଜ୍‌ଈଆ
ରେଳ ବା ବିମାନ ଯୋଗେ ରାଜ୍ୟକୁ ଫେରୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌

ଭୁବନେଶ୍ୱର: ରେଳ ବା ବିମାନ ଯୋଗେ ରାଜ୍ୟକୁ ଫେରିବାକୁ ଥିବା ଲୋକଙ୍କ ପାଇଁ କେନ୍ଦ୍ର ଜାରି କରିଥିବା ସ୍ୱତନ୍ତ୍ର ଗାଇଡଲାଇନ ସଂପର୍କରେ ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା। ସେ କହିଛନ୍ତି, ଲୋକମାନେ ଓଡ଼ିଶା ଆସିବା ପୂର୍ବରୁ ସରକାରଙ୍କ ପୋର୍ଟାଲରେ ପଂଜୀକରଣ କରିବେ ସେମାନେ ପଂଜୀକରଣ କରିନଥିଲେ, ସରକାର ନିଜ ଆଡୁ ତଥ୍ୟ ନେବେ। ବିମାନଯାତ୍ରୀଙ୍କ ତଥ୍ୟ ସଂପୃକ୍ତ ଜିଲ୍ଲା ଓ ଗାଁକୁ ଜଣାଇ ଦିଆଯିବ। ବିମାନ ଏୟାର୍‌ପୋର୍ଟରେ ପହଞ୍ଚିବା ପରେ ସେଥିରୁ ଏକାଥରେ ସବୁ ଯାତ୍ରୀ […]

  • Monday, 26 July 2021
fds
ଦାଦନ ଶ୍ରମିକଙ୍କୁ ବିଡିଓ କହିଲେ ତୁ ଦାଦନ ଖଟୁଛୁ, ଔକାତ୍‌ରେ ରହ

ଜଳେଶ୍ୱର: ଦାଦନ ଶ୍ରମିକଙ୍କୁ ମଣିଷ ଜ୍ଞାନ କରୁନାହାନ୍ତି କି ବିଡିଓ? ପ୍ରଶାସନିକ ଅଧିକାରୀ ହୋଇ ଗରିବ ଦାଦନ ଶ୍ରମିକଙ୍କର ବି ଅଧିକାର ଓ ଆତ୍ମସମ୍ମାନ ଅଛି ବୋଲି ପାଶୋରି ଯାଉଛନ୍ତି କି ? ପଦବୀର କ୍ଷମତା, ଔଦ୍ଧତ୍ୟରେ ବଦଳିଯିବାର ଏ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଆପଣ ଦେଖୁଥିବା ଭିଡିଓ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର। ଗୁଜୁରାଟରୁ ଫେରିଥିବା କିଛି ପ୍ରବାସୀଙ୍କୁ ବାଲିଆପାଳ ବିଡିଓ ଛବି ରାଣୀ ସାହୁ ଗାଳି ଗୁଲଜ କରୁଥିବା ଏଥିରେ […]

  • Monday, 26 July 2021