• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

titli3
ତିତ୍‌ଲି ତାଣ୍ଡବ: ଅଧାରେ ଲଟକିଛି ନୂଆ ଘର ପ୍ରତିଶ୍ରୁତି

ଗଜପତି: ଭୟଙ୍କର ପ୍ରଳୟ ଓ ଅସରନ୍ତି ଦୁର୍ଦ୍ଦଶାକୁ ସାଙ୍ଗରେ ଧରି ଆସିଥିବା ତିତ୍‌ଲି ବାତ୍ୟାକୁ ମାସେ ପୂରିଛି। ହେଲେ ବିପନ୍ନଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ଘଟିନାହିଁ। କେମିତି ଅଛି ବିପନ୍ନଙ୍କ ଅବସ୍ଥା ? କେତେ ବଦଳିଛି ଦୁର୍ଦ୍ଦଶାର ଚିତ୍ର ? ତାକୁ ନେଇ ଓଟିଭିର ଏହି ସ୍ପେଶାଲ ରିପୋର୍ଟ।...

cycle
ସ୍ମାର୍ଟ ସିଟିରେ ଗଡ଼ିବ ସ୍ମାର୍ଟ ସାଇକେଲ

ଭୁବନେଶ୍ୱର: ସ୍ମାର୍ଟ ବସ୍‌ ପରେ ରାଜଧାନୀରେ ଗଡ଼ିବ ସ୍ମାର୍ଟ ସାଇକେଲ। ସ୍ମାର୍ଟ ବେଲ୍ ,ସ୍ମାର୍ଟ ଲକିଂ ସହ ଜିପିଆର୍‌ଏସ୍‌ ଦ୍ୱାରା ଟ୍ରାକିଂ ସୁବିଧା ରହିଛି ଏହି ସାଇକେଲରେ। ଏମିତି ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ କିଛି ନୂଆ ଫିଚର୍‌ ଥିବା ସ୍ମାର୍ଟ ସାଇକେଲ ଭୁବନେଶ୍ୱର ରାସ୍ତାରେ ଗଡ଼ିବ। ଏଥିପାଇଁ...

terrorists killed
ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ। ଜମ୍ମୁ ଓ କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଟେକେନ୍‌ ଗାଁର ଏକ ଘରେ ଲୁଚି ରହିଥିଲେ। ଏନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କ ପରିଚୟ ମିଳିପାରିନାହିଁ। ତେବେ...

d11
ଅବହେଳିତ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି

କନ୍ଧମାଳ: ଆସିଗଲାଣି ପର୍ଯ୍ୟଟନ ଋତୁ। ପ୍ରକୃତିକୁ ଉପଭୋଗ କରିବାକୁ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଲାଣି। ହେଲେ ଭିତ୍ତିଭୂମିର ଅଭାବ ସହ ଗମନାଗମନ ଏଠାରେ ମୁଖ୍ୟ ସମସ୍ୟା ପାଲଟିଛି। ଫଳରେ ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଖୁବଶୀଘ୍ର...

p3
ପଟ୍ଟଚିତ୍ର ପ୍ରେମରେ ବିଦେଶିନୀ

ପୁରୀ: ପଟ୍ଟଚିତ୍ର ପ୍ରେମରେ ପଡ଼ିଯାଇଛନ୍ତି ବିଦେଶିନୀ। ପଟ୍ଟଚିତ୍ର ଓ ଚାରୁ କଳା ପାଇଁ ପୁରୀ ଜିଲ୍ଲା ରଘୁରାଜପୁର ଗାଁ ବେଶ୍‌ ପରିଚିତ ଥିବାବେଳେ, ଏବେ ଏହି ପଟ୍ଟଚିତ୍ର ପ୍ରେମରେ ବିଦେଶିନୀ ପଡ଼ିଯାଇଛନ୍ତି। ଏକାଧିକ ପର୍ଯ୍ୟଟକ ଗାଁରେ ରହି ପଟ୍ଟଚିତ୍ର ଶିଖିବା ସହ ଚାରୁକଳାକୁ ବି ଆପଣାଇବାରେ ଲାଗିଛନ୍ତି। ହାତରେ...

dengue
କେନ୍ଦ୍ରାପଡ଼ାରେ ଡେଙ୍ଗୁ ଆତଙ୍କ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଳକ ଅନ୍ତର୍ଗତ କାଳିକାପୁର ଗାଁରେ ଡେଙ୍ଗୁ ଆତଙ୍କ ଦେଖା ଦେଇଛି। ଗାଁର ୮ଜଣ ବ୍ୟକ୍ତି ଡେଙ୍ଗୁ ଜ୍ୱରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଗାଁର ଖଇଁଚିରା ନାଳ ଅବରୋଧ କରାଯାଇଛି। ଫଳରେ ବର୍ଷା ଜଳ ନିଷ୍କାସନ ହୋଇନପାରି...

Orissa-High-Court
ପୁଲିସ୍‌ ଓ ଆଇନଜୀବୀ ମାମଲାର ଶୁଣାଣି ଘୁଞ୍ଚିଲା

କଟକ: ପୁଲିସ୍‌ ଓ ଆଇନଜୀବୀ ବିବାଦ ମାମଲାର ଶୁଣାଣି ଘୁଞ୍ଚାଇ ଦିଆଯାଇଛି। ଆଜି ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବାର ଥିଲା। ୯ ତାରିଖ ସୁଦ୍ଧା ତଦନ୍ତ ଶେଷ କରି ଚାର୍ଜସିଟ୍‌ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି କ୍ରାଇମ୍‌ବ୍ରାଞ୍ଚ ସମ୍ପୂର୍ଣ୍ଣ ଚାର୍ଜସିଟ୍ ଦାଖଲ କରିପାରିଲାନି।...

farmer-up1
ଆନ୍ଦୋଳନ ଜାରି ରଖିବ ନବ ନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର: ପ୍ରାଇସ୍, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍ ଦାବିରେ ଆନ୍ଦୋଳନ ଜାରି ରଖିବ ନବ ନିର୍ମାଣ କୃଷକ ସଂଗଠନ। ଏ ସମ୍ପର୍କରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଆସନ୍ତା ୧୨ ତାରିଖରେ ସମସ୍ତ ପଞ୍ଚାୟତ ଅଫିସ୍ ସମ୍ମୁଖରେ ଧାରଣା ଓ ସତ୍ୟାଗ୍ରହ କରାଯିବ। ୧୫...