• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

bus
ବରଗଡ଼ରେ ବସ୍‌ ଚଳାଚଳ ବନ୍ଦ

ବରଗଡ଼: ଆଜି ବରଗଡ଼ ଜିଲ୍ଲାରେ ଗଡ଼ିବନି ଘରୋଇ ବସ୍। ବରଗଡ଼ ସହରରେ ନୂତନ ବସ୍‌ଷ୍ଟାଣ୍ଡରେ ନିର୍ମାଣ ହୋଇଥିବା ଦୋକାନ ଗୃହକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଆଜି ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଅଭିଯୋଗ ଅନୁସାରେ, ପୌର ପରିଷଦ ପକ୍ଷରୁ ନୂତନ ବସ୍‌ଷ୍ଟାଣ୍ଡରେ ବେଆଇନ ନିର୍ମାଣ...

sundari up
ସୁନ୍ଦରୀକୁ ଧରିବାପାଇଁ ଅପରେସନ୍‌ ଜାରି

ଅନୁଗୁଳ: ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’କୁ ଧରିବା ପାଇଁ ଅପରେସନ୍‌ ଜାରି ରହିଛି। ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ସ୍ୱତନ୍ତ୍ର ଟିମ୍‌ ତା’ ଉପରେ ନଜର ରଖିଛି। ଏହି ଅପରେସନ୍‌ରେ ଚନ୍ଦକାରୁ ଆସିଥିବା ହାତୀ ‘ଯଶୋଦା’ ସହ ୪ ଜଣ ମାହୁନ୍ତ ଓ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି। Wildlife Institute...

badrinath
ବଦ୍ରିନାଥରେ ଫସିଥିବା ଓଡ଼ିଆ ତୀର୍ଥଯାତ୍ରୀ ସୁରକ୍ଷିତ

ଭୁବନେଶ୍ୱର: ବଦ୍ରିନାଥରେ ଫସି ରହିଥିବା ଓଡ଼ିଆ ତୀର୍ଥଯାତ୍ରୀ ସୁରକ୍ଷିତ ଭାବେ ଓଡ଼ିଶା ଫେରୁଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ୪୨ଜଣ ତୀର୍ଥଯାତ୍ରୀ ପ୍ରବଳ ତୁଷାରପାତ ଯୋଗୁଁ ଆସି ନ ପାରି ଅଧା ବାଟରେ ଫସି ରହିଥିଲେ। ଅନ୍ୟପଟେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳର ୩୩ ଜଣ ତୀର୍ଥଯାତ୍ରୀ ବଦ୍ରିନାଥରେ...

p1
କଟକରେ ଗୋଷ୍ଠୀ ସଂଘର୍ଷ

କଟକ: କଟକରେ ଗୋଷ୍ଠୀ ସଂଘର୍ଷ। କଟକ ପଟାପୋଲ ଅଞ୍ଚଳରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ଗୋଷ୍ଠୀ ମଧ୍ୟରେ ଢେଲାପଥର ଓ କାଚ ବୋତଲ ମାଡ଼ ହୋଇଥିଲା। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ପକ୍ଷରୁ ଘଟ ଶୋଭାଯାତ୍ରା କରାଯାଉଥିଲା। ଏହାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ...

DP
‘ଯୁବପିଢ଼ିଙ୍କୁ ରୋଜଗାରକ୍ଷମ କରିବାରେ ଏମ୍‌ଏସ୍‌ଏମ୍‌ଇର ପ୍ରମୁଖ ଭୂମିକା ରହିଛି’

କଟକ: କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ର ବିକାଶ ପାଇଁ କଟକରେ MSME ସହଯୋଗ ଓ ସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ଦିଲ୍ଲୀର ବିଜ୍ଞାନ ଭବନରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଥିବା ବେଳେ କଟକ ସହିଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...