ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ହାତୀ ଉପଦ୍ରବ। କେଉଁଠି ଫସଲ ନଷ୍ଟ କରୁଥିବା ଅଭିଯୋଗ ଆସୁଛି ତ ଆଉ କେଉଁଠି ରାସ୍ତା ଉପରେ ହାତୀଙ୍କ ଉପଦ୍ରବ। ନୀଳଗିରିରେ ପୁଣି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲ ହାତିଆଶିଳା ଗାଁରେ ପଶି ୨ଟି ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି।...
ଟିଟିଲାଗଡ଼: ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି ନେଇ ଦିନକୁ ଦିନ ଆନ୍ଦୋଳନ ଜୋର୍ ଧରିବାରେ ଲାଗିଛି। ଆନ୍ଦୋଳନକୁ ଜନ ସମର୍ଥନ ମିଳୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ନେତା ବି ସମର୍ଥନ ଜଣାଇଛନ୍ତି। ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଏହି ଆନ୍ଦୋଳନ ୧୫ ଦିନରେ ପହଞ୍ଚିଛି। କେତେବେଳେ ମାନବଶୃଙ୍ଖଳ ତ...
ଗଞ୍ଜାମ: ବକେୟା ଟଙ୍କାକୁ ନେଇ ଆଗାମୀ ଖରିଫ ଋତୁରେ ଧାନ ସଂଗ୍ରହ ନକରିବାକୁ ଗଞ୍ଜାମ ଜିଲ୍ଲାର ମିଲର ଚେତାବନୀ ଦେଇଛନ୍ତି। ବକେୟା ଟଙ୍କା ମିଳିନଥିବାରୁ ମିଲରମାନେ ପ୍ରଶାସନର ଟାଳଟୁଳ ନୀତିକୁ ନାପସନ୍ଦ କରିଛନ୍ତି। ଆଗକୁ ବକେୟା ଅର୍ଥ ପ୍ରଦାନ କରାନଗଲେ ଖରିଫ ଋତୁରେ ଧାନ ସଂଗ୍ରହ କରିବେ ନାହିଁ...
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନାରେ ଓକିଲଙ୍କୁ ଥାନା ଅଧିକାରୀଙ୍କ ମାଡ଼ ଘଟଣା ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ଓକିଲ ସଂଘ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି। ଗତକାଲି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଓକିଲ ସଂଘର ଏକ ୨୦ ଜଣିଆ ଟିମ୍ ବୁଗୁଡ଼ା ଯାଇଥିଲେ। ଏହି ଘଟଣାକୁ ନେଇ...
ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ରେ ଦୀପାବଳି ଉତ୍ସବ ପାଳନ ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୀପ ଜାଳି ଉତ୍ସବ ପାଳନ କରିଥିଲେ। ଏହାସହ ଭାରତୀୟ ଓ ଆମେରିକାରେ ଅବସ୍ଥାପିତ ଭାରତୀୟ ବଂଶୋଦ୍ଭବଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏହି ଉତ୍ସବରେ ଆମେରିକା ସରକାରଙ୍କ ୨୪ରୁ ଅଧିକ...
ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ମହିଳା ଉଦ୍ୟୋଗୀ ସମ୍ମିଳନୀରେ ବଡ଼ ଘୋଷଣା କରାଯାଇଛି। ରାଜ୍ୟର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ସ୍ମାର୍ଟଫୋନ୍ ମିଳିବ। ୬ ଲକ୍ଷ SHG ଗ୍ରୁପ୍ରେ ଅଛନ୍ତି ୧୭ ଲକ୍ଷ ସଦସ୍ୟ। ସମସ୍ତଙ୍କୁ ସ୍ମାର୍ଟ ଫୋନ୍ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି...