• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

HighCourt
ପୁଲିସ୍-ଓକିଲ ବିବାଦ ମାମଲା; ଆଜି ବି ଦାଖଲ ହୋଇପାରିଲାନି ଚାର୍ଜସିଟ୍‌

କଟକ: ଆଜି ପୁଣି ଥରେ ହାଇକୋର୍ଟରେ ଦାଖଲ ହୋଇ ପାରିଲାନି ଚାର୍ଜସିଟ୍। ପୁଲିସ୍‌-ଓକିଲ ବିବାଦ ମାମଲାରେ ଆଜି ବି ଚାର୍ଜସିଟ୍ ଦାଖଲ କରିପାରିଲା ନାହିଁ କ୍ରାଇମ୍‌ବ୍ରାଞ୍ଚ। ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଆଉ କିଛି ଦିନର ମହଲତ ମାଗିଛି। ତେଣୁ ଏନେଇ ମାମଲାର ଶୁଣାଣି ଆସନ୍ତା ଗୁରୁବାରକୁ ଘୁଞ୍ଚିଛି। ମୁଖ୍ୟ...

make in odisha
ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ର ଆଜି ତୃତୀୟ ଦିନ

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ର ଆଜି ତୃତୀୟ ଦିନ। ତୃତୀୟ ଦିନରେ ସ୍ୱାସ୍ଥ୍ୟସେବା, ବୟନ ଶିଳ୍ପ ଓ ଗାର୍ମେଣ୍ଟ ଇଣ୍ଡଷ୍ଟ୍ରି, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, କେମିକାଲ୍‌ ଓ ପେଟ୍ରୋ କେମିକାଲ୍‌, ଷ୍ଟାର୍ଟ ଅପ୍ ଓ କୃଷି ଉଦ୍ୟୋଗ ଭଳି କ୍ଷେତ୍ରରେ ଆଲୋଚନା ହେବାର...

accident 1
ଟ୍ରକ୍‌ ପଛରେ ପିଟି ହେଲା ବାଇକ୍‌

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଏଫସିଆଇ ଗୋଦାମ ପାଖରେ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଅଷାଢୁ ସେଠୀ। ଡୁଙ୍ଗୁରିପାଲି ବ୍ଲକ୍‌ ସହଲା ଗାଁରେ ତାଙ୍କ ଘର। ସୂଚନା ଅନୁସାରେ, ବଲାଙ୍ଗିର-ବରଗଡ଼ ମୁଖ୍ୟ ରାସ୍ତା କଡ଼ରେ ଟ୍ରକ୍‌ଟି ଛିଡ଼ା ହୋଇଥିବା ବେଳେ ଟ୍ରକ୍‌ ପଛରେ ବାଇକ୍‌...

p2
ଛୁଇଁଛି ଶୀତ; ଶୀତୁଆ ସକାଳର ମଜା ଉଠାଉଛନ୍ତି ଲୋକେ

କନ୍ଧମାଳ: କନ୍ଧମାଳକୁ ସ୍ପର୍ଶ କରିଛି ଏ ବର୍ଷର ପ୍ରଥମ ଶୀତ। ସୋମବାର ଫୁଲବାଣୀରେ ତାପମାତ୍ରା ୧୦ ଡିଗ୍ରୀକୁ ଖସିଥିଲା। ସେହିପରି କୋରାପୁଟକୁ ମଧ୍ୟ ଶୀତ ଛୁଇଁଛି। ସୋମବାର ହାଲୁକା କୁହୁଡ଼ି ସହିତ କାକର ସକାଳରେ ବେଶ୍‌ ମନୋରମ ହୋଇ ଉଠିଥିଲା ପରିବେଶ। ଏହାକୁ ମନଭରି ଉପଭୋଗ କରିଥିଲେ ଲୋକେ।...

puri2
ଶ୍ରୀମନ୍ଦିରରେ ଅଚଳ ରାମ୍ପ୍‌ ବ୍ୟବସ୍ଥାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରିବାପାଇଁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ପୁରୀକୁ ଛୁଟି ଆସିଥାନ୍ତି। ବାଇଶ ପାହାଚ ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିବା ଦିବ୍ୟାଙ୍ଗଙ୍କ ପାଇଁ ଅସମ୍ଭବ ଥିବାବେଳେ, ଏଥିପାଇଁ ରାମ୍ପ୍‌ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ମାତ୍ର ଏହି ବ୍ୟବସ୍ଥା ଅଚଳ ହୋଇପଡ଼ିଥିବାରୁ ଅନେକ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ...

deepika1
ଇଟାଲୀରେ ହେବ ଦୀପିକା-ରଣବୀରଙ୍କ ଡେଷ୍ଟିନେସନ୍ ୱେଡିଂ

ମୁମ୍ବାଇ: ଆଉ ମାତ୍ର ଦିନ କେଇଟା ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡ୍‌ର ମୋଷ୍ଟ ଷ୍ଟନିଂ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର କପୁର। ଇଟାଲୀର ଏହି ଯୋଡ଼ିଙ୍କ ଡେଷ୍ଟିନେସନ୍ ୱେଡିଂ ହେବ। ଯାହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ରଣବୀର ଏବଂ ଦୀପିକା ଇଟାଲୀ ଅଭିମୁଖେ...