• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

rally
ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭୁବନେଶ୍ୱର: କଂଗ୍ରେସ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗତକାଲି ଲୁଲୁ ମହାପାତ୍ରଙ୍କ ସମର୍ଥକଙ୍କ ପକ୍ଷରୁ ଭୁବନେଶ୍ୱରରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର, ଅମୀୟ ଦାସ, ଛାତ୍ର କଂଗ୍ରେସ ନେତା ଇତୀଶ ପ୍ରଧାନଙ୍କ ସମେତ...

kali mandir
କାଳୀପୂଜା ପାଇଁ ଚଳଚଞ୍ଚଳ ଭଦ୍ରକ

ଭଦ୍ରକ: କାଳୀପୂଜା ଲାଗି ଚଳଚଞ୍ଚଳ ଭଦ୍ରକ ଜିଲ୍ଲାର ମା’ ଭଦ୍ରକାଳୀଙ୍କ ପୀଠ। ମଧ୍ୟରାତ୍ରରୁ ରୀତିନୀତିରେ ମା’ଙ୍କ ପୂଜା ଆରମ୍ଭ ହୋଇଛି। ଆଜି ମା’ ମହାକାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ବିଶ୍ୱାସ ରହିଛି ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ଦର୍ଶନ କଲେ ପୂଣ୍ୟ ମିଳିଥାଏ। ସାତଦିନ ଧରି ହେବାକୁ...

DGP
ଆଗାମୀ ଦିନରେ ମାଓବାଦୀ ଦମନ କାର୍ଯ୍ୟ ହେବ ଜୋରଦାର୍‌; ଡିଜିପି ଆର.ପି ଶର୍ମା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପପଲୁର୍ ଏନ୍‌କାଉଣ୍ଟର ପରେ ଡିଜିପି ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ମାଲକାନଗିରିରେ ସମୀକ୍ଷା ପରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଆଗାମୀ ଦିନରେ ମାଓବାଦୀଙ୍କ ଦମନ କାର୍ଯ୍ୟ ଜୋରଦାର କରାଯିବ। ଆଗାମୀ ଦିନରେ ସ୍ୱାଭିମାନ...

poster
ବିଭିନ୍ନ ସ୍ଥାନରେ ଜାରି ହୋଇଛି ମାଓବାଦୀଙ୍କ ପୋଷ୍ଟର

କନ୍ଧମାଳ: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ପଡ଼ିଥିବା ଦେଖିବାକୁ ମିଳିଛି। ମାଓ ପୋଷ୍ଟର ଗୁଡିକ CPI KKBN ଡିଭିଜନାଲ କମିଟି ପକ୍ଷରୁ ଜାରି କରାଯାଇଛି। ପୋଷ୍ଟରରେ ଗଞ୍ଜେଇ ଚାଷ ବିରୋଧକୁ ପୁଲିସ୍‌ର ଦମନଲୀଳା ଭାବେ ଉଲ୍ଲେଖ ରହିଛି। ଲୋକମାନଙ୍କୁ ପ୍ରଥମେ ରୋଜଗାର,...

naxal
ଛତିଶଗଡ଼ରେ ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା

ରାୟପୁର: ଛତିଶଗଡ଼ରେ ମାଓବାଦୀ ସଂଗଠନକୁ ବଡ଼ ଧକ୍କା ମିଳିଛି। ନାରାୟଣପୁର ଅଞ୍ଚଳରେ ୬୨ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ଠାରୁ ୫୧ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ମାଓ ସଂଗଠନର କାର୍ଯ୍ୟକଳାପରେ କ୍ଷୁବ୍ଧ ହୋଇ ସେମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ବସ୍ତର ଆଇଜି ବିବେକାନନ୍ଦ ସିହ୍ନା ଓ...

election
କଂଗ୍ରେସ ଜେଡିଏସ୍ ମେଣ୍ଟକୁ ବଡ଼ ସଫଳତା

୪ଟିରେ ମେଣ୍ଟ ବାଜିମାତ୍‌ କରିଛି। କେବଳ ସିମ୍ଓଗା ଲୋକସଭା ଆସନରେ ହିଁ ବିଜେପିକୁ ସଫଳତା ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେପି ମୁଖ୍ୟ ବିଏସ୍ ୟେଦୁରପ୍ପାଙ୍କ ପୁଅ ବି. ଏସ୍. ରାଘବେନ୍ଦ୍ର ବିଜୟୀ ହୋଇଛନ୍ତି। କଂଗ୍ରେସ ଏବଂ ମେଣ୍ଟ ବେଲାରୀ, ମାଣ୍ଡ୍ୟା, ରାମନଗରମ୍ ଏବଂ ଜାମଖଣ୍ଡି ଆସନକୁ...

death
ସେଲ୍‌ଫି ନେଲା ବେଳେ ପାଣିରେ ବୁଡ଼ି ଯୁବକ ମୃତ

ରାୟଗଡ଼ା: ସେଲ୍‌ଫି ହେଲା କାଳ। ନଦୀ ଭିତରେ ସେଲ୍‌ଫି ନେବା ବେଳେ ଜଣେ ଯୁବକଙ୍କ ପ୍ରାଣ ଚାଲିଯାଇଛି। ରାୟଗଡ଼ା ଜିଲ୍ଲାରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ନାଗାବଳୀ ନଦୀର ଝୁଲାପୋଲ ନିକଟରେ ଯୁବକ ଜଣଙ୍କ ସେଲ୍‌ଫି ନେଉଥିଲେ। ତେବେ ପାଣିର ସ୍ରୋତ ଅଧିକ ହେବାରୁ...

mo bus
ସ୍ମାର୍ଟ ସିଟିରେ ଆରମ୍ଭ ହେଲା ‘ମୋ ବସ୍’ ସେବା

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି ସ୍ମାଟ୍ ବସ୍ ବ୍ୟବସ୍ଥା ‘ମୋ ବସ୍‌’ ସେବା। ଆଜି ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରୁ ଏହାକୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ୮ଟି ରୁଟ୍‌ରେ ୧୦୦ଟି ବସ୍ ଚଳାଚଳ କରିବ।...

sundari
‘ଅପରେସନ୍‌ ଟ୍ରାଙ୍କୁଲାଇଜ୍‌’ ଶେଷ: ଧରାପଡ଼ିଲା ମଣିଷ ଖିଆ ବାଘୁଣୀ

ଅନୁଗୁଳ: ଲୁଚକାଳି ଖେଳୁଥିବା ମଣିଷ ଖିଆ ବାଘୁଣୀ ସୁନ୍ଦରୀ ଶେଷରେ ଧରାପଡ଼ିଛି। ସାତକୋଶିଆରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରାଯାଇଛି। ଏନେଇ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ସ୍ୱତନ୍ତ୍ର ଟିମ୍‌ ନିୟୋଜିତ ହୋଇଥିଲେ। ନନ୍ଦନକାନନରୁ କୁମକୀ ହାତୀ ଯଶୋଦାକୁ ଅପରେସନ୍‌ରେ ନିୟୋଜିତ କରାଯାଇଥିଲା।...

body1
ହାତୁଡ଼ିରେ ଛେଚି ବ୍ୟବସାୟୀଙ୍କୁ ମାରିଦେଲେ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ଯାହା ସାରା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ବିଚ୍‌ ରାସ୍ତାରେ କେହି ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କୁ ହାତୁଡ଼ିରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ଜଗନ୍ନାଥପ୍ରସାଦ ଥାନା ଲୁଣିଢ଼ିପି ଗାଁରେ ଘଟିଛି। ମୃତକ ଜଣକ ନିକଟସ୍ଥ...