ବୌଦ୍ଧ: ୩ ବର୍ଷ ବିତିଗଲାଣି ତଥାପି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଅଣ ଜଳସେଚିତ ଅଞ୍ଚଳରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନାହିଁ। ଚାଷୀଙ୍କ ଜମିକୁ ଜଳ ଯୋଗାଣ ଲାଗି ବୌଦ୍ଧ ଜିଲ୍ଲାର ଚାରିଟି ସ୍ଥାନରେ ସରକାରଙ୍କ ତରଫରୁ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ...
ବ୍ରହ୍ମପୁର: ନଷ୍ଟ ପଦାର୍ଥରୁ ଶ୍ରେଷ୍ଠ ସୃଷ୍ଟି। ବ୍ରହ୍ମପୁର ସରକାରୀ ଆଇଟିଆଇର ୱାର୍କସପ୍ ଗୁଡ଼ିକରୁ ବାହାରୁଥିବା ବିଭିନ୍ନ ସ୍କ୍ରାପ୍ ତଥା ଅଦରକାରୀ ଜିନିଷରୁ ବହୁ ସୁନ୍ଦର ପ୍ରତିକୃତି ତିଆରି ହେଉଛି। ଆଇଟିଆଇ ପ୍ରଶିକ୍ଷାର୍ଥୀଙ୍କ ହାତ, ବିଚକ୍ଷଣ ବୁଦ୍ଧିର ସ୍ପର୍ଶରେ ଅଦରକାରୀ ପଦାର୍ଥ ସବୁ ଜୀବନ୍ତ ହୋଇ ଉଠିଛି। ଏବେ ସେହି...
ଭୁବନେଶ୍ୱର: ପରିବେଶ ସନ୍ତୁଳନ ପାଇଁ ବନ୍ୟପ୍ରାଣୀ ସୁରକ୍ଷା ଅତ୍ୟନ୍ତ ଜରୁରୀ। ହେଲେ ଏହାକୁ ମାନୁଛି କିଏ ? ଗତ ପାଞ୍ଚ ବର୍ଷରେ ଅଢ଼େଇ ହଜାରରୁ ଅଧିକ ବନ୍ୟଜନ୍ତୁଙ୍କ ଜୀବନ ଯିବା, ବର୍ତ୍ତମାନ ପରିବେଶ ପାଇଁ ସାଂଘାତିକ ବିପଦ ସୃଷ୍ଟି କରିଛି। କେବେ ଦୈବୀ ଦୁର୍ଘଟଣାରେ ତ ଆଉ କେବେ...
କଟକ: ଏଥର ବିବାଦ ଯେମିତି ବାଲିଯାତ୍ରାର ପିଛା ଛାଡ଼ୁନି। କଟକ ବାଲିଯାତ୍ରାକୁ ଆଉ ମାତ୍ର ତିନି ଦିନ ଥିବାବେଳେ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ପ୍ଲଟ୍ ଆବଣ୍ଟନ ବିବାଦ ସିନା ତୁଟିଗଲା, କିନ୍ତୁ କ୍ଷୁଦ୍ର ବ୍ୟବସାୟୀମାନେ ଜାଗା ପାଉନଥିବା ଅଭିଯୋଗ କରିଛନ୍ତି। ଦୋଳି ବ୍ୟବସାୟୀଙ୍କୁ ମଧ୍ୟ ଜିଲ୍ଲା...
ଭୁବନେଶ୍ୱର: ଭୁବନେଶ୍ୱରର ବିନ୍ଦୁସାଗର ପୁଷ୍କରିଣୀରେ ଲେଜର ଶୋ’ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଛନ୍ତି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ୯ କୋଟି ଟଙ୍କା ବ୍ୟୟରେ ଏହି ଲାଇଟ୍ ଏଣ୍ଡ ସାଉଣ୍ଡ ଶୋ’ ବା ମଲ୍ଟିମିଡିଆ ଲେଜର ଶୋ’ ଆରମ୍ଭ ହୋଇଛି। ଶିଶୁପାଳଗଡ଼ର...
ଅନୁଗୁଳ: ନିଆଁରେ ପୋଡ଼ି ହୋଇ ମା’ ଓ ଦୁଇ ପୁଅ ଗୁରୁତର। ଅନୁଗୁଳ ଜିଲ୍ଲା ଶାବଳଭଙ୍ଗା ଗାଁରେ ଗତକାଲି ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ସେମାନଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଛି। ସମସ୍ତଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ନାମ ବଚନ...