ଝାରସୁଗୁଡ଼ା: ଦେଶର ଅଧିକରୁ ଅଧିକ ଲୋକେ ବିମାନରେ ଉଡ଼ିବେ। ଅଧିକାଂଶ ସ୍ଥାନକୁ ଆକାଶମାର୍ଗରେ ସଂଯୋଗ କରିହେବ। ଏହି ସ୍ୱପ୍ନ ନେଇ କେନ୍ଦ୍ର ସରକାର ଆରମ୍ଭ କରିଥିବା ଉଡ଼ାନ୍ ଯୋଜନାକୁ ଶକ୍ତ ଧକ୍କା ଲାଗିଛି। ଏୟାର ଓଡ଼ିଶାର ଚୁକ୍ତି ବାତିଲ୍ ପାଇଁ ଏକ ପ୍ରକାର ପ୍ରକ୍ରିୟା ଆରମ୍ଭ ହୋଇଛି। ଉଡ଼ାନ୍...
କଟକ: କଟକ ଜିଲ୍ଲା ବାଙ୍କି ରଗଡ଼ିରେ ଚାଲିଥିବା କାର୍ତ୍ତିକେଶ୍ୱର ମହୋତ୍ସବ ଉଦ୍ଯାପିତ ହୋଇଛି। ଗତକାଲି ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ବାଙ୍କି ହରିହରରେ ପହଞ୍ଚିବା ପରେ ବୈଜୟନ୍ତ ପଣ୍ଡାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ଏକ ବାଇକ୍ ଶୋଭାଯାତ୍ରାରେ ମହୋତ୍ସବ ସ୍ଥଳୀ...
ବାଲେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମାରେ ବାଲେଶ୍ୱର ବାଲିଘାଟ ନିକଟରେ ଅନୁଷ୍ଠିତ ହୋଇଛି ଏକ ନିଆରା ମେଳା। ସ୍ଥାନୀୟ ଲୋକେ ଏହାକୁ ଭିକ୍ଷୁକ ମେଳା ବୋଲି କହିଥାନ୍ତି। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଆଦି ରାଜ୍ୟର ବହୁ ଭିକ୍ଷୁକମାନେ ଏହି ମେଳାରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ବହୁ କୁଷ୍ଠରୋଗରେ ଆକ୍ରାନ୍ତ ବି...
ବଲାଙ୍ଗିର: ହେଉ ହେଉ ଅଟକି ଗଲା ବଲାଙ୍ଗିର ବାଇପାସ୍। ଜମି ଅଧିଗ୍ରହଣର କ୍ଷତିପୂରଣ ଦରକୁ ନେଇ ସୃଷ୍ଟି ହୋଇଛି କେଁ। ରାଜ୍ୟ ସରକାରଙ୍କୁ ଏ ବାବଦରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ମଗାଯାଇଛି। ଏହା ଦ୍ୱାରା ବଲାଙ୍ଗିର ବାଇପାସ୍ ଶୀଘ୍ର ହେବାର ଯେଉଁ ଆଶା ଦିଶୁଥିଲା ତାହା ମଉଳି...
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଝାଡ଼ଖଣ୍ଡୀ ହାତୀପଲ ଦୀର୍ଘ ୧୦ ଦିନ ଧରି ଉପଦ୍ରବ କରିବା ପରେ ହାତୀପଲକୁ ସେହି ଅଞ୍ଚଳରୁ ଘଉଡ଼ାଇବାରେ ବନ ବିଭାଗ ସଫଳ ହୋଇଛି। ହାତୀ ଘଉଡ଼ାଇବାରେ ପୁଲିସ୍, ରାଜସ୍ୱ ବିଭାଗ ଓ ସ୍ଥାନୀୟ ଲୋକେ ବନ ବିଭାଗକୁ ସାହାଯ୍ୟ କରିଥିଲେ। ବାଜା...
କେନ୍ଦୁଝର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଣ ବେଳେ ଅଘଟଣ ଘଟିଛି। କେନ୍ଦୁଝର ଆନନ୍ଦପୁର କୁଶେଇ ନଦୀରେ ବୁଡ଼ି ଯାଇ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ନୂଆଗଡ଼ ଗାଁ କୁଶେଇ ନଦୀରେ ଡଙ୍ଗା ଭସା ବେଳେ ୯ ବର୍ଷର ବାଳକ ଶୁଭମ୍ ରାଉତ ଭାସି ଯାଇଛନ୍ତି। ଆଜି ବଢ଼ି...
ସୁରଟ: ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ବଡ଼ ଧୁମ୍ଧାମ୍ରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଛନ୍ତି। ତାପି ନଦୀ କୂଳରେ ଆନନ୍ଦ ଉତ୍ସାହର ସହିତ ଡଙ୍ଗା ଭସାଇ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଛନ୍ତି। ଦୀପ ଦାନ କରି ବୁଡ଼ ମଧ୍ୟ ପକାଇଛନ୍ତି ଏହି ପ୍ରବାସୀ ଓଡ଼ିଆମାନେ।...
ପାଟଣାଗଡ଼ : ବଲାଙ୍ଗିର ବେଲପାହାଡ଼ ଭରୁଆମୁଣ୍ଡା ଗାଁରେ ନାବାଳିକାଙ୍କ ମୃତଦେହ ଉଦ୍ଧାର। ଗାଧୋଇବା ଘର ଟାଙ୍କିରୁ ନାବାଳିକାଙ୍କ ମୃତଦେହ ମିଳିଛି। ମାମଲାରେ ପୁଲିସ୍ ସାବତ ମାଆକୁ ଗିରଫ କରି କୋର୍ଟ ଚାଲଣା କରିଛି। ଭରୁଆମୁଣ୍ଡା ଗାଁର ପ୍ରଦୀପ ମେହେରଙ୍କ ସାତ ବର୍ଷର ଝିଅ ରଶ୍ମିତା ଗତକାଲି ଅପରାହ୍ନରୁ ନିଖୋଜ...
ବାରିପଦା: ସୁଉଚ୍ଚ ତୋରଣ, ରଙ୍ଗୀନ ଆଲୋକମାଳା ସହ ବାହୁବଳୀ ସିନେମାରେ ନଜର ଆସିଛି ମାହିଷ୍ମତୀ ତୋରଣ। ବାରିପଦା ସହରରେ ଚାଲିଥିବା ମାଆ ଜଗଦ୍ଧାତ୍ରୀଙ୍କ ପୂଜା ପାଇଁ ଭବ୍ୟ ମହଲ ସଦୃଶ ମଣ୍ଡପକୁ ଏହିଭଳି ଭାବରେ ସଜା ଯାଇଛି। ଯାହାକୁ ଦେଖିବାକୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଛୁଟୁଛି। ମାଆ ଦୁର୍ଗାଙ୍କ...