• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

vlcsnap-error535
ଶୀତ ବଢ଼ିବା ସହ ଚିଲିକାରେ ବଢୁଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା

ବ୍ରହ୍ମଗିରି: ଶୀତ ବଢ଼ିବା ସହ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପର୍ଯ୍ୟଟନ ଋତୁ ଚାଲିଥିବାରୁ ବିଦେଶୀ ପକ୍ଷୀ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରୁଛି। ଅନ୍ୟପଟେ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶୀତର ସ୍ପର୍ଶ ସହ ଚିଲିକାରେ...

accident
ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୩ ମୃତ

ଭୁବନେଶ୍ୱର: ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ପାରାଦୀପ ତାରିଣୀଗଡ଼ା ନିକଟରେ ବାଇକ ସହ ଟ୍ରକ ପିଟି ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଚକ୍ରଧରପୁର ଗାଁର ପ୍ରମୋଦ ଦାସ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଠରବାଙ୍କି ଠାରେ ସ୍ଥାନୀୟ...

3
ଓଲଟି ପଡ଼ିଲା ଆମ୍ବୁଲାନ୍ସ; ଦୁର୍ଘଟଣାସ୍ଥଳରେ ମୃତ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା

କେନ୍ଦୁଝର: ପ୍ରସୂତୀଙ୍କୁ ହସ୍ପିଟାଲ ନେବା ବେଳେ ଓଲଟିଲା ଆମ୍ବୁଲାନ୍ସ। ଫଳରେ ଦୁର୍ଘଟଣାସ୍ଥଳରେ ମହିଳା ଜଣଙ୍କ ମୃତ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରଜପଥର ତଳିବେଡ଼ା ଗାଁ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଚାକୁଣ୍ଡାପାଳ ଗାଁର ନରେନ୍ଦ୍ର ମୁଣ୍ଡାଙ୍କ...

2
ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ସମାରୋହ ଗତକାଲି କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ସନ୍ଧ୍ୟାରେ ବଲିଉଡ ଅଭିନେତା ଶାହରୁଖ ଖାନ୍, ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ଏ.ଆର ରହମାନ୍ ମୁଖ୍ୟ ଆକର୍ଷଣ ସାଜିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜାକଜମକରେ ପୁରୁଷ ହକି ବିଶ୍ୱକପ୍ ୨୦୧୮କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

vlcsnap-error001
ବାଘ ଶିକାରୀ ଗିରଫ

ଆଠଗଡ଼: ଆଠଗଡ଼ ବନଖଣ୍ଡ ନରସିଂହପୁର ଅଞ୍ଚଳରୁ ଜଣେ ବାଘ ଶିକାରୀ ଗିରଫ ହୋଇଛି। ବନବିଭାଗ ଶିକାରୀ ପାଖରୁ ଏକ କଲରାପତରିଆ ବାଘର ଛାଲ ସମେତ ଏକ ବନ୍ଧୁକ ଜବତ କରିଛି। ତେବେ ବାଘ ଛାଲଟି ପ୍ରାୟ ଏକ ବର୍ଷ ତଳର ଥିବା ବୋଲି ଜଣାପଡ଼ିଛି। ଗିରଫ ଶିକାରୀ ଜଣକ...

body
ପଥରରେ ଛେଚି ମାରିଦେଲେ ପଡ଼ୋଶୀ!

ମୟୁରଭଞ୍ଜ: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଯୁବକଙ୍କୁ ବିଭତ୍ସ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୟୁରଭଞ୍ଜ ଜିଲ୍ଲାର ଉଦଳା ଶରତ ଥାନା ପାତା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ପାତା ସାହିର ଜଗନ୍ନାଥ ଖଣ୍ଡୁଆଳ ନାମକ ଯୁବକଙ୍କୁ ତାଙ୍କ ପଡ଼ୋଶୀ ପଥରରେ ଛେଚି ହତ୍ୟା...

bike
ରାଜଧାନୀରେ ଭଡ଼ାରେ ମିଳୁଛି ବାଇକ୍‌

‍ଭୁବନେଶ୍ୱର: ହକି ବିଶ୍ୱକପ୍ ପୂର୍ବରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଆରମ୍ଭ ହୋଇଛି ମୋଟର ସାଇକେଲ୍ ଯୋଜନା। ଯେଉଁ ଗ୍ରାହକ ଏହି ବାଇକ୍ ଭଡ଼ାରେ ନେବାକୁ ଚାହୁଁଥିବେ www.yorindia.comରେ ଲଗ୍ ଇନ୍ କରି ବୁକ୍ କରିପାରିବେ। ଏଥିପାଇଁ ଆଧାର କାର୍ଡ ଓ ଡ୍ରାଇଭିଙ୍ଗ୍ ଲାଇସେନ୍ସ ବାଧ୍ୟତାମୂଳକ ହୋଇଥିବା ବେଳେ...