• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

tanker
ବ୍ରିଜ୍ ତଳକୁ ଖସିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍

ମୟୁରଭଞ୍ଜ: ଏକ ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ମୟୂରଭଞ୍ଜ ରାଇରଙ୍ଗପୁର ବିଶୋଇ ଥାନା ନିକଟରେ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକଟି ବ୍ରିଜ୍‌ ତଳକୁ ଖସି ପଡ଼ିଛି। ଗାଡ଼ିର ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ବିଶୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାମ୍‌ଶେଦ୍‌ପୁରରୁ ବାରିପଦା ଆସୁଥିବାବେଳେ ଟ୍ରକ୍‌ଟି ଭାରସାମ୍ୟ ହରାଇ...

maoist
ମାଓବାଦୀ ସଙ୍ଗଠନ ନାମରେ ଚାନ୍ଦା ଆଦାୟ ଅଭିଯୋଗରେ ଦୁଇ ଗିରଫ

ରାୟଗଡ଼ା: ନକଲି ମାଓବାଦୀ ସାଜି ମାଓ ସଙ୍ଗଠନ ନାମରେ ଦାଦାବଟି ଆଦାୟ କରୁଥିବା ଦୁଇ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଏହିଭଳି ଘଟଣା ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି। ପୁଲିସ୍‌ ତଦନ୍ତ କରିଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ନକଲି ମାଓବାଦୀଙ୍କୁ କୋର୍ଟରେ ହାଜର କରାଯାଇଛି।...

home1
ସେଲ୍‌ଟର ହୋମ୍ କେଳଙ୍କାରୀ : ଆଜି ସରୁଛି ଫୟାଜ ରେହମାନର ରିମାଣ୍ଡ

ଢେଙ୍କାନାଳ : ଢେଙ୍କାନାଳ ବେଲଟିକିରି ସେଲ୍‌ଟର ହୋମ୍ କେଳଙ୍କାରୀର ନାୟକ ଫୟାଜ ରହେମନଙ୍କ ଦୁଇ ଦିନିଆ ପୁଲିସ୍‌ ରିମାଣ୍ଡ ଆଜି ସରୁଛି। ଢେଙ୍କାନାଳ ପୁଲିସ୍‌ ସେଲଟର ହୋମ୍ ନିର୍ଯାତନା ଘଟଣାରେ ଘନ ଘନ ଜେରା କରିଥିବା ଜଣାପଡ଼ିଛି। ରିମାଣ୍ଡର ଶେଷ ଦିନରେ ମଧ୍ୟ ପୁଲିସ୍‌ ସେଲ୍‌ଟର ହୋମ୍ କେଳେଙ୍କାରୀ...

mines
ନିଲାମ ହେବ ୧୬ଟି ଖଣି

ଭୁବନେଶ୍ୱର: ନିଲାମ ହେବ ୧୬ଟି ଖଣି। ଏହି ଖଣିରେ ୧୦ଟି ଲୁହାପଥର ଓ ୬ଟି ଅନ୍ୟ ଖଣି ରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମାର୍ଚ୍ଚ ସୁଦ୍ଧା ନିଲାମ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଟାର୍ଗେଟ ରଖିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ଅନୁମତି ନିଆଯାଇ...

fire
ବୁଲନ୍ଦଶହର ହିଂସାକାଣ୍ଡ ଘଟଣା: ମୃତ ପୁଲିସ୍‌ଙ୍କ ପରିବାରଙ୍କୁ ୪୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବୁଲନ୍ଦଶହରରେ ହିଂସାକାଣ୍ଡ ଘଟଣାରେ ମୃତ୍ୟୁବରଣ କରିଥିବା ପୁଲିସ୍‌ ଇନ୍ସ୍‌ପେକ୍ଟର ସୁବୋଧ କୁମାର ସିଂହଙ୍କ ପରିବାରକୁ ୪୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହା ବ୍ୟତୀତ ତାଙ୍କ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ପରିବାରର ଜଣଙ୍କୁ ସରକାରୀ...

body
ସତରେ କ’ଣ ଚିକିତ୍ସା ଅବହେଳାରୁ ମରିଗଲେ?

କେନ୍ଦୁଝର: ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ବାଂଶପାଳ ବ୍ଲକ୍‌ ଶୁଆକାଠି ଗାଁର ଯୋଗେନ୍ଦ୍ର ମୁଣ୍ଡାଙ୍କ ସ୍ତ୍ରୀ ଝୁନୁମୁଣ୍ଡାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଗତକାଲି ରାତିରେ ଆଶା ଦିଦିଙ୍କୁ ଫୋନ୍‌ କରିଥିଲେ। କିନ୍ତୁ ଆଶା ଦିଦି ତାଙ୍କୁ ଅଟୋରେ ଡାକ୍ତରଖାନାକୁ ନେବାକୁ ପରାମର୍ଶ...

jail2
ଜେଲ୍‌ ସୁରକ୍ଷାକୁ ନେଇ ଚର୍ଚ୍ଚା

ବ୍ରହ୍ମପୁର: ଜେଲ୍‌ ସୁରକ୍ଷାକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା। କେଉଁଠି ଜେଲର୍‌ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିଛି ତ ଆଉ କେଉଁଠି ଜେଲର୍‌ଙ୍କ ବଦଳରେ ତାଙ୍କ ସ୍ୱାମୀ କାର୍ଯ୍ୟ ତୁଲାଉଛନ୍ତି । ବ୍ରହ୍ମପୁରରେ ଥିବା ସର୍କଲ ଜେଲ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ସେପ୍ଟେମ୍ବର ୩୦ରେ...

2
ଖୋଲା ଆକାଶ ତଳେ ଶହ ଶହ ଧାନ ବସ୍ତା

ବରଗଡ଼: ଚଳିତ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଧାନ ବିକ୍ରି ନହୋଇ ପଡ଼ି ରହିଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। କିଛି ସ୍ଥାନରେ ଧାନ ଅମଳ ସରିଥିବା ବେଳେ ମଣ୍ଡି ଖୋଲିନଥିବାରୁ ଚାଷୀମାନେ ଧାନ ବିକ୍ରି କରି ପାରୁନାହନ୍ତି।...