• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

2
ଖୋଲା ଆକାଶ ତଳେ ଶହ ଶହ ଧାନ ବସ୍ତା

ବରଗଡ଼: ଚଳିତ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଧାନ ବିକ୍ରି ନହୋଇ ପଡ଼ି ରହିଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। କିଛି ସ୍ଥାନରେ ଧାନ ଅମଳ ସରିଥିବା ବେଳେ ମଣ୍ଡି ଖୋଲିନଥିବାରୁ ଚାଷୀମାନେ ଧାନ ବିକ୍ରି କରି ପାରୁନାହନ୍ତି।...

school
ସ୍କୁଲରେ ପଶି ପିଅନଙ୍କୁ ନିସ୍ତୁକ ପିଟିଲେ

ମୟୂରଭଞ୍ଜ: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍କୁଲରେ ପଶି ପ୍ରଧାନଶିକ୍ଷକ ଓ ପିଅନଙ୍କୁ ନିସ୍ତୁକ ମାଡ଼। ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ହାତୀପୁତୁକା ସ୍ଥିତ ଆଦିବାସୀ ଛାତ୍ରୀ ନିବାସରେ ଗତ ଶନିବାର ଦିନ ଏହି ଘଟଣା ଘଟିଛି। ଛାତ୍ରୀଙ୍କୁ ପିଅନ ଜଣଙ୍କ ଅସଦାଚରଣ ଘଟଣାକୁ ନେଇ ସ୍କୁଲରେ ପଶି ପ୍ରଧାନ...

q3
ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ତାମଡ଼ା ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। କୁନ୍ଦିପୋଷ, ବଡ଼ପୋଷ, କେଲ ଓ ଖୁଟୁଗାଁ ଅଞ୍ଚଳରେ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ହାତୀ ଉପଦ୍ରବ ଯୋଗୁ ପରିବା ଚାଷ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। କୁନ୍ଦିପୋଷ ଅଞ୍ଚଳରେ...

vlcsnap-error740
ସବ୍‌ଜେଲ୍ ଅଧୀକ୍ଷକଙ୍କ କାର୍ଯ୍ୟ ତାଙ୍କ ସ୍ୱାମୀ କରୁଥିବା ଘଟଣାରେ ପ୍ରତିକ୍ରିୟା ରଖିଲେ ଅଧୀକ୍ଷକ

ନୀଳଗିରି: ନୀଳଗିରି ସବ୍‌ଜେଲ୍ ଅଧୀକ୍ଷକଙ୍କ କାର୍ଯ୍ୟ ତାଙ୍କ ସ୍ୱାମୀ କରୁଥିବା ଘଟଣାକୁ ନେଇ ସବ୍‌ଜେଲ୍ ଅଧୀକ୍ଷକ ମମତାବାଳା ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ କମ୍ପ୍ୟୁଟର ସଫ୍ଟୱେର୍‌ ସମସ୍ୟା ହେଲେ ସେ ତାଙ୍କ ସ୍ୱାମୀ ହୁଅନ୍ତି କି ଆଉ କାହାକୁ ଡାକିକି ସମସ୍ୟାର ସମାଧାନ କରିଥାନ୍ତି ବୋଲି କହିଛନ୍ତି। ଜାଣିଶୁଣି,...

balijatra1
ସରିଲା ଐତିହାସିକ କଟକ ବାଲିଯାତ୍ରା

କଟକ: ଶେଷ ହେଲା ଐତିହାସିକ କଟକ ବାଲିଯାତ୍ରା। ବାଲିଯାତ୍ରାର ଶେଷ ଦିନ ରବିବାର ପଡ଼ିଥିବାରୁ ଯାତ୍ରା ପଡ଼ିଆରେ ପ୍ରବଳ ଲୋକଙ୍କ ସମାଗମ ହୋଇଥିଲା। ଖାଦ୍ୟ ପେୟ, ଦୋଳି ଖେଳ ସାଙ୍ଗକୁ ଲୋକମାନେ ଯାତ୍ରା ପଡ଼ିଆରୁ ଘରକରଣା ସାମଗ୍ରୀ କିଣି ନେଇଥିଲେ। ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ସାମଗ୍ରୀ ମିଳୁଥିବାରୁ...

vlcsnap-error223
ରାଜଧାନୀ ଡଟ୍‌ ଫେଷ୍ଟ୍‌ରେ ଜମୁଛି ଲୋକଙ୍କ ଗହଳି

ଭୁବନେଶ୍ୱର: ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଡଟ୍‌ ଫେଷ୍ଟ୍‌ରେ ଲୋକଙ୍କ ଗହଳି ଜମୁଛି। ଗତକାଲି ରବିବାର ଥିବାରୁ ଏହି ଫେଷ୍ଟିଭାଲ୍‌ରେ ଲୋକମାନେ ଆମିଷ ଓ ନିରାମିଷ ଖାଦ୍ୟର ମଜା ଉଠାଇଥିଲେ। ଏହାଛଡ଼ା ଶୀତୁଆ ସନ୍ଧ୍ୟାରେ ଯୁବପିଢ଼ି ରକ୍‌ ବ୍ୟାଣ୍ଡ୍‌ର ତାଳରେ ମଧ୍ୟ ଝୁମିଥିଲେ। ଜାପାନ, ଫ୍ରାନ୍ସ, ଭାରତ, ପାକିସ୍ତାନ...

2
ବିପଦରେ ବିରଳ ଅଲିଭ୍ ରିଡ୍‌ଲେ କଇଁଛ

ପୁରୀ: ବିପଦରେ ବିରଳ ଅଲିଭ୍ ରିଡ୍‌ଲେ କଇଁଛ। କଇଁଛମାନଙ୍କ ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏମିତିକି ନଭେମ୍ବର ୧ରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଉପକୂଳଠାରୁ ୫କିଲୋମିଟର ଅଞ୍ଚଳରେ ଟ୍ରଲର ଚଳାଚଳ ଉପରେ କଟକଣା ମଧ୍ୟ ଜାରି କରିଛନ୍ତି। ହେଲେ ସରକାରଙ୍କ ଏହିସବୁ...