ଭଦ୍ରକ: ସରକାରୀ ପ୍ରକଳ୍ପ କାର୍ଯ୍ୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତି ଏପରି ହେଲା ଯେ ଛୁରା ମାଡ଼ କରିବାକୁ ମଧ୍ୟ ଲୋକେ ପଛାଇ ନାହାନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ଦୁଇଟି ଗାଁ ମଧ୍ୟରେ ଏହି ଘଟଣା ଘଟିଛି। ଗ୍ରାମାଞ୍ଚଳ ଥାନା...
ଶ୍ରୀନଗର: ଜମ୍ମୁ ଓ କଶ୍ମୀର ବାରାମୂଳାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ। ଏଥିରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀମାନେ ଗତକାଲି ସୋପୋରେ ଅଞ୍ଚଳର ବ୍ରଥ୍ କଲାଣ୍ରେ କର୍ଡନ ଓ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହାପରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ...
କନ୍ଧମାଳ: ପୁଣି ଲଜ୍ଜା। କନ୍ଧମାଳ ଜିଲ୍ଲାରେ ବାଲିଗୁଡା ଥାନା ବାରଖାମା ଫାଣ୍ଡି ଅଞ୍ଚଳରେ ଜଣେ ଦେଢ଼ ବର୍ଷର ଶିଶୁକନ୍ୟାକୁ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଶିଶୁଟି ଘର ବାହାରେ ଖେଳୁଥିବା ବେଳେ ସମ୍ପର୍କୀୟ ଦାଦା ଖେଳାଇବା ବାହାନାରେ ଶିଶୁଟିକୁ ଜଙ୍ଗଲକୁ ନେଇ ଯାଇଥିଲା।...
ବଲାଙ୍ଗିର: ଦାଦନ ସର୍ଦ୍ଦାର ମାଡ଼ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଡୁମେରପଦର ଗାଁରେ ଏହି ଘଟଣା ଘଟିଛି। ମୃତକଙ୍କ ନାମ ଜଗଦୀଶ ମିର୍ଦ୍ଧା। ସୂଚନା ଅନୁସାରେ, ଜଗଦୀଶ ମିର୍ଦ୍ଧାଙ୍କୁ ପଣ୍ଡାମୁଣ୍ଡା ଗାଁର ଦାଦନ ସର୍ଦ୍ଦାର ଭଗବାନ ବରିହା ୧...
ଭୁବନେଶ୍ୱର: କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରିବ। ଚାଷୀଙ୍କୁ ସୋଲାର ପମ୍ପ ମଧ୍ୟ ଯୋଗାଇ ଦିଆଯିବ। କଂଗ୍ରେସ ଭବନରେ ଆଜି ବସିଥିବା ପିସିସି ଇସ୍ତାହାର କମିଟିର ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି। ୫ ବର୍ଷ ଲାଗି ଚାଷୀଙ୍କୁ ଆର୍ଥିକ ସହାୟତା...
ବରଗଡ଼: ବରଗଡ଼ ପଦ୍ମପୁରରେ ପୁଅର ଜଘନ୍ୟକାଣ୍ଡ। ନିଶାଶକ୍ତ ଅବସ୍ଥାରେ ବାପାକୁ ପିଟି ପିଟି ମାରିଲା ପୁଅ। ପଦ୍ମପୁରର ଜଗଦଳପୁର ଥାନା ବିଜୋରାଭଟା ଗାଁର ଆଶାରାମ ଭୋଇଙ୍କୁ ପୁଅ ଦିଲୀପ ଠେଙ୍ଗାରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଭିଯୁକ୍ତ ଦିଲୀପକୁ ପୁଲିସ୍ ଅଟକ ରଖି...
ଗଞ୍ଜାମ: ବିଦେଶରେ ପୁଣି ଥରେ ହଟହଟା ହୋଇଛନ୍ତି ଓଡ଼ିଆ। ଓମାନ୍ର ରାଜଧାନୀ ମସ୍କଟ୍ରେ ୧୭ ଜଣ ଓଡ଼ିଆ ଫସି ରହିଛନ୍ତି। ଗଞ୍ଜାମ ଜିଲ୍ଲାରୁ ଯାଇଥିବା ଏହି ଶ୍ରମିକଙ୍କୁ ଦୀର୍ଘ ଦିନ ଧରି ଦରମା ମିଳିନଥିବା ଅଭିଯୋଗ ହୋଇଛି। J AND P କମ୍ପାନୀ ଶ୍ରମିକଙ୍କୁ ୫ ମାସ ହେବ...
ଭୋପାଲ: ବିଧାନସଭା ନିର୍ବାଚନ ଫଳାଫଳର ଆସିଲା ସ୍ପଷ୍ଟ ଚିତ୍ର। ମଧ୍ୟପ୍ରଦେଶରେ ସଂଖ୍ୟା ଗରିଷ୍ଠତାଠାରୁ ଦୁଇଟି ସିଟ୍ ପଛରେ ରହିଛି କଂଗ୍ରେସ। ନିର୍ବାଚନ କମିଶନ୍ଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ୧୧୪ଟି ସିଟ୍ରେ କଂଗ୍ରେସ ପ୍ରାର୍ଥୀ ବିଜୟ ହୋଇଛନ୍ତି। ବିଜେପି ୧୦୯ଟି ସିଟ୍ ଅକ୍ତିଆର କରିଛି। ବିଏସ୍ପି ୨ଟି ଓ...