• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

strike
ବିଦ୍ୟୁତ୍ ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ ଦାବିରେ ରାସ୍ତାରୋକ

ବରଗଡ଼: ବିଦ୍ୟୁତ୍ ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ ହେବା ଦାବିରେ ଲୋକମାନେ ରାସ୍ତାରୋକ କରିଛନ୍ତି। ବରଗଡ଼ ଜିଲ୍ଲା ଭଟ୍‌ଲି ଥାନା ଗୋପାଳପୁର ଛକରେ ଏହି ରାସ୍ତାରୋକ ହୋଇଛି। ରାସ୍ତାରୋକ ଯୋଗୁ ବରଗଡ଼ ଓ ଭଟ୍‌ଲି ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଭଟ୍‌ଲି ଥାନା ରାଇଶୋଭା ଗାଁରେ ଦୀର୍ଘ ଦିନ ହେବ ୩୩...

supremecourt
ଆସନ୍ତା ୧୦ରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ହେବ। ଆଜି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ସେହି ଦିନ କୋର୍ଟ ସମସ୍ତ ଆବେଦନ ଉପରେ ଶୁଣାଣି କରିବେ। ଏହି ସମ୍ବେଦନଶୀଳ ମାମଲାର ଶୀଘ୍ର ଶୁଣାଣି ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ଆବେଦନ ହୋଇଥିଲା। ପ୍ରଧାନ...

bbsr
କେନ୍ଦ୍ରର ଅବହେଳାକୁ ନେଇ ବିଜେଡି ଛାତ୍ର ଓ ଯୁବ ଜନତା ଦଳର ପ୍ରତିବାଦ

ଭୁବନେଶ୍ୱର: ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ବିଜେଡି ଛାତ୍ର ଓ ଯୁବ ଜନତା ଦଳ ପ୍ରତିବାଦ କରିଛି। ଏହାକୁ ନେଇ ଦଳ ଭୁବନେଶ୍ୱରରେ ଏକ ସମୂହ ଦସ୍ତଖତ ଅଭିଯାନ ଆରମ୍ଭ କରିଛି। ଏହି ଦସ୍ତଖତ ଅଭିଯାନ ଆସନ୍ତା ୧...

a1
ଦିଲ୍ଲୀ କଂଗ୍ରେସ ସଭାପତି ପଦରୁ ଅଜୟ ମାକେନ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ: ଦିଲ୍ଲୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଅଜୟ ମାକେନ୍‌। ଦଳର ସଭାପତି ରାହୁଲ ଗାନ୍ଧି ମଧ୍ୟ ମାକେନ୍‌ଙ୍କ ଇସ୍ତଫାକୁ ଗ୍ରହଣ କରିନେଇଛନ୍ତି। ଆଗକୁ ଲୋକସଭା ନିର୍ବାଚନ ଥିବାରୁ କାହିଁକି ସେ ଦିଲ୍ଲୀର ଗୁରୁଦାୟିତ୍ୱ ଛାଡ଼ିଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।...

baba
ଗୋଲଡେନ୍ ବାବାକୁ ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲ୍ୟୁ ଗୋଲଡେନ୍ ବାବାକୁ ଜେରା କରିବ। ଗୋଲଡେନ୍‌ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ବିରୋଧରେ ତଦନ୍ତ ପାଇଁ କମିଶନରେଟ ପୁଲିସ୍‌ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁକୁ ଚିଠି ଲେଖିଛି। କମିଶନରେଟ ପୁଲିସ୍‌ର ଚିଠି ପରେ ଏହି ମାମଲାରେ ସମସ୍ତ ଆର୍ଥିକ ଦିଗକୁ ନେଇ କ୍ରାଇମବ୍ରାଞ୍ଚ...

d11
ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଜଣେ ଶିଶୁଙ୍କ ସମେତ ଚାଲିଗଲା ୭ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ସିଲିଣ୍ଡର ଫାଟି ଭୟାବହ ଅଗ୍ନିକାଣ୍ଡ। ପଶ୍ଚିମ ଦିଲ୍ଲୀର ମୋତି ନଗରଠାରେ ଥିବା ଏକ ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ସିଲିଣ୍ଡର ଫାଟି ବିସ୍ଫୋରଣ ଘଟିବା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ଏହି...

ctc1
ଆଜିଠୁ କଟକରେ ଜାତୀୟ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତା ଆରମ୍ଭ

କଟକ: ଆଜିଠୁ କଟକର ଜବାହରଲାଲ୍‌ ନେହେରୁ ଷ୍ଟାଡ଼ିୟମରେ ଜାତୀୟ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ଜୁନିଅର, ସିନିଅର, ମହିଳା ଓ ପୁରୁଷ ବିଭାଗରେ ଓଡ଼ିଶା ସମେତ ୩୫ଟି ଟିମ୍‌ର ମୋଟ ୫୫୦ ଜଣ ଖେଳାଳି ଅଂଶ ଗ୍ରହଣ କରୁଛନ୍ତି। ପ୍ରତିଯୋଗିତାରେ କମନ୍‌ୱେଲ୍‌ଥ୍‌ ଗେମ୍‌ସ୍‌ ଓ ଏସିଆନ୍‌...

12
ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଅବ୍ୟବସ୍ଥା

ବାରିପଦା: ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଅବ୍ୟବସ୍ଥା। ବେଡ୍‌ ଅଭାବରୁ ଅନେକ ରୋଗୀ ବାରଣ୍ଡାରେ ତଳେ ଶୋଇଥିବା ଦେଖିବାକୁ ମିଳିଛି। ମୟୂରଭଞ୍ଜରେ ପାରଦ ୯ ଡିଗ୍ରୀକୁ ଖସିଥିବାରୁ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏଭଳି ସ୍ଥିତିରେ ନବଜାତ ଶିଶୁ ସହ...