• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

mla
ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନବରଙ୍ଗପୁର: ବିଧାୟକଙ୍କ ଗାଡ଼ି ଧକ୍କାରେ ବାଇକ୍‌ ଆରୋହୀ ଗୁରୁତର। ଲାଲପାରା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବାଇକ୍‌ ଆରୋହୀଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଉମରକୋଟ ବିଧାୟକ ସୁବାସ ଗଣ୍ଡଙ୍କ ଡ୍ରାଇଭର ସ୍କର୍ପିଓ ନେଇ ରାଇଘରରୁ ଉମରକୋଟ ଯାଉଥିବା...

j1
ବିଚ୍‌ ରାସ୍ତାରେ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ!

ଝାରସୁଗୁଡ଼ା: ବିଚ୍ ରାସ୍ତା ଉପରେ ସ୍ତ୍ରୀକୁ ପଥରରେ ଛେଚି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଅଞ୍ଚଳରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ସୁନୀତା। ଲଖନପୁର ଥାନା ଭତଲମା ଗାଁ ରାସ୍ତାକଡ଼ରୁ ସୁନୀତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା...

2
ବିନା ବିଦ୍ୟୁତ୍‌ରେ ଲମ୍ବା ବିଲ୍‌

ରାୟଗଡ଼ା: ଘର ଘରକୁ ବିଜୁଳି ଆଲୋକ ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ରସରକାରଙ୍କ ପକ୍ଷରୁ ସୌଭାଗ୍ୟ ବିଦ୍ୟୁତ୍‌କରଣ ଯୋଜନା କାର୍ଯ୍ୟକାରୀ ହୋଇଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ଲୋକେ ଯୋଜନାର ସୁଫଳ ଉଠାଇ ପାରୁନାହାନ୍ତି। ଏପରିକି ବିଦ୍ୟୁତ୍‌ ସଂଯୋଗ ନହୋଇ ଲମ୍ବା ବିଦ୍ୟୁତ୍‌ ବିଲ୍‌ର ଚିଠା ଆସିଛି। ସୌଭାଗ୍ୟ ବିଦ୍ୟୁତ୍‌କରଣ...

nikita
ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ଏମିତି କହିଲେ ପୁଲିସ୍‌ କମିଶନର

କଟକ: ରହସ୍ୟ ଘେରରେ ସିନେମା ତଥା ଟେଲିଭିଜନ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ। ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ୍‌ କମିଶନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି। ଅପମୃତ୍ୟୁ ମାମଲା ପରେ ଶବ ବ୍ୟବଚ୍ଛେଦ ହୋଇଛି। ଯଦି କୌଣସି ଅଭିଯୋଗ ଆସେ ଏବଂ ଶବ...

a1
କୋର୍ଟ ପରିସରରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ କୋର୍ଟ ପରିସରରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଝସକେତନ ରାଉତ ଗିରଫ ହୋଇଛି।  ଝସକେତନକୁ ଦେବଗଡ଼ ଜିଲ୍ଲାରୁ ପୁଲିସ୍ ଗିରଫ କରିଛି। ସୂଚନା ଅନୁସାରେ, ଝସକେତନ ୨୦୧୬ ମସିହା ଫେବ୍ରୁଆରୀ ୪ ତାରିଖରେ ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗାଁର ଦୁଇ ଜଣ ଯୁବକଙ୍କୁ ହତ୍ୟା କରିଥିଲା।...

chaga
NSAରେ ବୁକ୍‌ ହେଲା ଦୁର୍ଦ୍ଦାନ୍ତ ଅପରାଧୀ

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ବିବେକାନନ୍ଦ ସାହୁ ଓରଫ ଚଗ ଜାତୀୟ ନିରାପତ୍ତା ଆଇନ ବା NSAରେ ବୁକ୍ ହୋଇଛି। ଜାତୀୟ ନିରାପତ୍ତା ଆଇନ୍‌ରେ ଚଗ ବୁକ୍‌ ହୋଇଥିବା ନେଇ କଟକ ଗ୍ରାମାଞ୍ଚଳ ଏସ୍‌ପି ମାଧବ ଚନ୍ଦ୍ର ସାହୁ  ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ତାକୁ ଚୌଦ୍ୱାର...

ctc
କଟକ ସିଟି ହସ୍ପିଟାଲ ଓ ଶିଶୁ ଭବନରେ ଖତ ଖାଉଛି ମହାପ୍ରୟାଣ ଗାଡ଼ି

କଟକ: କଟକରେ ମହାପ୍ରୟାଣ ଯୋଜନାରେ କଳଙ୍କି ଲାଗିଛି। ସିଟି ହସ୍ପିଟାଲ ଓ ଶିଶୁ ଭବନରେ ଗାଡ଼ି ବ୍ୟବହାର ନହୋଇ ପଡ଼ି ରହିଛି। ଆର୍‌ଟିଆଇ ତଥ୍ୟ ମୁତାବକ ୨ବର୍ଷରେ ସିଟି ହସ୍ପିଟାଲ୍‌ରେ ମାତ୍ର ୫ଥର ମହାପ୍ରୟାଣ ଗାଡ଼ି ବ୍ୟବହାର ହୋଇଛି। ଏହାକୁ ନେଇ କର୍ତ୍ତୃପକ୍ଷ ଅଜବ ଯୁକ୍ତି ବାଢ଼ିଛନ୍ତି। କଟକ...