• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Expired Medicine Given To Patient
ନିରାମୟ କାଉଣ୍ଟରରେ ରୋଗୀଙ୍କୁ ଏକ୍ସପାଏରୀ ମେଡିସିନ ଦିଆଯାଇଥିବା ଅଭିଯୋଗ

ବଲାଙ୍ଗିର ବଡ ମେଡିକାଲରେ ରୋଗୀଙ୍କୁ ଏକ୍ସପାଏରୀ ମେଡିସିନ ଦିଆଯାଇଥିବା ଅଭିଯୋଗ ହୋଇଛି। ନିରାମୟ କେନ୍ଦ୍ରରେ ରୋଗୀଙ୍କୁ ଏହି ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି। 

Mega Drinking Water Project Kharasrota River
ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପ: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ବିରୋଧୀ

ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପ ସମ୍ପର୍କରେ ଆରଟିଆଇ ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କୁ ସିଧା ଟାଗେର୍ଟ କରିଛି କଂଗ୍ରେସ। ପ୍ରଶାସନର ସବୋର୍ଚ୍ଚ କ୍ଷମତାରେ ଏଭଳି ଷଡ଼ଯନ୍ତ୍ର ହୋଇଛି। ଏସମ୍ପର୍କରେ ସ୍ଥାନୀୟ ଜନପ୍ରତିନିଧି ଜାଣି ବି ଚୁପ୍ ବସିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ ଏଭଳି ଭାବେ ସରକାରଙ୍କ ଉପରେ...

DRDO Espionage Case
DRDO ତଥ୍ୟ ଲିକ୍ ମାମଲା: ମିଳିଲା ରହସ୍ୟମୟୀଙ୍କ ଫଟୋ ଓ ଭିଡିଓ କଲ୍ ରେକର୍ଡିଂ 

ରହସ୍ୟମୟୀ ମହିଳା ଜଣକ ବ୍ରିଟେନ ନମ୍ବରରେ କଥା ହେଉଥିବାରୁ ଇଣ୍ଟରପୋଲ ସହାୟତା ନିଆଯିବ। ରହସ୍ୟମୟୀ ମହିଳାଙ୍କ ଫଟୋ ଏବଂ ଭିଡିଓ କଲ୍ ରେକର୍ଡିଂ ଠାବ କରାଯାଇଛି। ଡାଟା ଭେରିଫାଏ ହେଲା ପରେ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ଅଣାଯିବ।

China’s Power Crisis
ବିଦ୍ୟୁତ୍‌ ପାଇଁ ବିକଳ ଚୀନ, ଅଧିକ ବିଦ୍ୟୁତ୍‌ ବ୍ୟବହାର ନକରିବା ଲାଗି ପରାମର୍ଶ

ଚୀନ୍‌ରେ ବଡ଼ ଧରଣର ବିଦ୍ୟୁତ୍‌ ସଙ୍କଟ। ଚୀନ୍‌ରେ ବିଦ୍ୟୁତ୍‌ ସଙ୍କଟ ସ୍ଥିତି ଏମିତି ହୋଇଛି ଯେ, ଚୀନ୍ ସରକାର ଅନେକ ପ୍ରାନ୍ତରେ ଥିବା କମ୍ପାନୀମାନଙ୍କୁ ଉତ୍ପାଦନ ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି। ଏପରି କଲେ କମ୍ ବିଦ୍ୟୁତ୍‌ ଖର୍ଚ୍ଚ ହେବ। କେବଳ କମ୍ପାନୀ କାହିଁକି, ଏସବୁ ଅଞ୍ଚଳରେ ବସବାସ...

Paralakhemundi ACF Death
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଆସିଲା ଲାଏ ଡିଟେକ୍ସନ ରିପୋର୍ଟ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଆଉ ଗୋଟିଏ ପାଦ ଆଗେଇଛି। ପାରଳାଖେମୁଣ୍ଡି DFO, ରୋଷେୟା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ରିପୋର୍ଟ ଆସିଛି। ୩ ଜଣଙ୍କ ଲାଏ ଡିଟେକ୍ସନ ରିପୋର୍ଟ କ୍ରାଇମବ୍ରାଞ୍ଚ ପାଖକୁ ଆସିଛି। 

Coronavirus
୨୪ ଘଣ୍ଟାରେ ରାଜ୍ୟରେ ୫୬୫ କରୋନା ସଂକ୍ରମିତ ଚିହ୍ନଟ, ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ

୨୪ ଘଣ୍ଟାରେ ରାଜ୍ୟରେ ୫୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୩ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୩୭ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୫୬ ପଜିଟିଭ୍‌ ବାହାରିଛନ୍ତି। 

Minor Boy Found In A Critical Condition
ନିଖୋଜର ୨ ଦିନ ପରେ ବିଲରୁ ମୁମୂର୍ଷ ଅବସ୍ଥାରେ ମିଳିଲା ନାବାଳକ

ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍‌ ନିଖୋଜ ହୋଇଯାଇଥିବା ନାବାଳକ ୨ ଦିନ ପରେ ଧାନ ବିଲରୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର ହୋଇଛି। ପିଲାଟିର ମୁଣ୍ଡରେ ଗଭୀର ଚୋଟ ଲାଗିଥିବା ବେଳେ ଅତ୍ୟଧିକ ରକ୍ତସ୍ରାବ ହେତୁ ଅବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଥିଲା।

Daily Horoscope
Daily Horoscope, 29 Sept 2021: ଜାଣନ୍ତୁ ଆଜିର ରାଶିଫଳ…

୨୦୨୧ ମସିହା, ସେପ୍ଟେମ୍ବର ମାସ ୨୯ ତାରିଖ, ବୁଧବାର, କନ୍ୟା ୧୩ ଦିନ, ଆଶ୍ୱିନମାସ, କୃଷ୍ଣପକ୍ଷ, ଅଷ୍ଟମୀତିଥି, ଆର୍ଦ୍ରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ....

Minor Girl Leaves From Home
ଇନଷ୍ଟାଗ୍ରାମରେ ଛଦ୍ମବେଶୀ ଯୁବତୀଙ୍କ ସହ ବନ୍ଧୁତା ସ୍ଥାପନ ପରେ ଘର ଛାଡ଼ି ପଳାଇଲେ ନାବାଳିକା, ତା’ପରେ...

ଇନଷ୍ଟାଗ୍ରାମରେ ଛଦ୍ମବେଶୀ ଯୁବତୀଙ୍କ ସହ ଚିହ୍ନା ପରିଚିତ, ପରେ ବନ୍ଧୁତା ସ୍ଥାପନ ଓ ଶେଷରେ ଘର ଛାଡ଼ି ବନ୍ଧୁଙ୍କ ପାଖକୁ ପଳାଇଲେ ନାବାଳିକା। ପରିବାର ଲୋକ ଥାନାରେ ଏତଲା ଦେବା ପରେ ପୋଲିସ୍‌ ସମ୍ପୃକ୍ତ ନାବାଳିକାଙ୍କ ଫୋନ୍‌ ଟ୍ରାକିଂ କରି ତାଙ୍କୁ ଧରିବାରେ ସଫଳ ହୋଇଥିଲେ।

Covid-19 Guidelines Extended
ଅକ୍ଟୋବର ୩୧ ଯାଏ ବଢ଼ିଲା କୋଭିଡ୍ ଗାଇଡଲାଇନ୍ସ, ପାର୍ବଣରେ ଅଧିକ ସତର୍କ ରହିବାକୁ ପରାମର୍ଶ

ପାର୍ବଣ ବେଳେ ଚଳିବନି ଢିଲାପଣ। କୋଭିଡ୍ ସଂକ୍ରମଣରେ ଚେକ୍ ଦେବାକୁ ଦେଶବ୍ୟାପୀ ଅକ୍ଟୋବର ୩୧ ଯାଏ କେନ୍ଦ୍ର ସରକାର ପୁଣି କୋଭିଡ୍ ଗାଇଡଲାଇନ୍ସ ଅବଧିକୁ ବଢ଼ାଇଛନ୍ତି। ଯଦିଓ ଦେଶରେ ମୋଟ୍ ସଂକ୍ରମଣ ହାର କମୁଛି, ହେଲେ କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣକୁ ‌ଆସିନାହିଁ।

Taliban Spokesperson Zabihullah Mujahid
କାଶ୍ମୀର ପ୍ରସଙ୍ଗରେ ଭାରତକୁ ଝଟ୍‌କା ଦେଲା ତାଲିବାନ, ପାକିସ୍ତାନକୁ କଲା ଖୁଲମ୍‌ଖୁଲା ପ୍ରଶଂସା

ଆଫଗାନିସ୍ତାନ ଦଖଲ ପରେ ତାଲିବାନ କହିଥିଲା ଯେ, କଶ୍ମୀର ପ୍ରସଙ୍ଗ ହେଉଛି ଭାରତର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ। ହେଲେ ଏବେ ତାଲିବାନ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ, କଶ୍ମୀରରେ ଅବହେଳିତ ମୁସଲମାନଙ୍କ ପାଇଁ ସ୍ୱର ଉତ୍ତୋଳନ ଜାରି ରହିବ।

Mundali Boat Tragedy
ମୁଣ୍ଡଳି ବୋଟ୍ ଟ୍ରାଜେଡି: SCBରୁ ଡିସ୍‌ଚାର୍ଜ ହେଲେ ଓଟିଭି କ୍ୟାମେରାମ୍ୟାନ୍‌ ପ୍ରଭାତ ସିହ୍ନା

କଟକ SCBରୁ ଡିସ୍‌ଚାର୍ଜ ହେଲେ ଓଟିଭି କ୍ୟାମେରାମ୍ୟାନ୍‌ ପ୍ରଭାତ ସିହ୍ନା। ୩ ଦିନ ଚିକିତ୍ସା ପରେ ସୁସ୍ଥ ହୋଇ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ୨୪ ତାରିଖ ଦିନ ହାତୀ ଉଦ୍ଧାର ବେଳେ କଟକ ମୁଣ୍ଡଳି ବ୍ୟାରେଜ ନିକଟରେ ହୋଇଥିବା ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ପ୍ରଭାତ ଆହତ ହୋଇଥିଲେ।

UPSC Recruitment
UPSC Recruitment 2021: ବିଭିନ୍ନ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ Union Public Service Commission (UPSC) ଅନ୍‌ଲାଇନ୍‌ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ପ୍ରାର୍ଥୀ UPSC ଅଫିସିଆଲ୍‌ ୱେବ୍‌ସାଇଟ୍‌- www.upsconline.nic.in କୁ ଯାଇ ଆବେଦନ କରିପାରିବେ।

Farmers Protest
ଭାରତ ବନ୍ଦ: ସିଂଘୁ ବର୍ଡରରେ ଜଣେ କୃଷକଙ୍କ ମୃତ୍ୟୁ, ଚେନ୍ନାଇରେ ବ୍ୟାରିକେଡ୍‌ ଭାଙ୍ଗିଲେ ଆନ୍ଦୋଳନକାରୀ

କୃଷକ ସଂଗଠନ ପକ୍ଷରୁ ଡକାଯାଇଥିବା ଏହି ଭାରତ ବନ୍ଦ ଡାକରା ସମୟରେ ତାମିଲନାଡୁର ଚେନ୍ନାଇରେ ହଙ୍ଗାମା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ବ୍ୟାରିକେଡ୍‌ ଭାଙ୍ଗି ଦେଇଛନ୍ତି। ଫଳରେ ପୋଲିସ୍‌ ଅନେକ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।

Gold Price May Hike
ସୁନା କିଣିବାକୁ ଚାହୁଁଛନ୍ତି କି ? ତୁରନ୍ତ କିଣି ନିଅନ୍ତୁ, ଖୁବ୍‌ ଶୀଘ୍ର ବଢ଼ିପାରେ ଦର

ଲଗାତାର ଭାବେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ହେଲେ ଆସନ୍ତା କିଛି ସପ୍ତାହରେ ସୁନା ଦର ବୃଦ୍ଧି ହୋଇପାରେ। ଆଗକୁ ଫେଷ୍ଟିଭ୍‌ ସିଜନ୍‌ ଅର୍ଥାତ୍‌ ଅନେକ ପର୍ବପର୍ବାଣୀ ଆସୁ ଥିବାରୁ ସୁନା ଦର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

ଭୁଲ୍‌ ତଥ୍ୟ ପ୍ରଦାନ କରି ଫସିଲେ ସାଂସଦ
ଭୁଲ୍‌ ତଥ୍ୟ ପ୍ରଦାନ କରି ଫସିଲେ ସାଂସଦ ସୁଶୀଲ ମୋଦି

ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ନିଜ ସମ୍ବୋଧନର ଏକ ଭିଡିଓ ଟ୍ୱିଟ୍‌ କରିଛନ୍ତି। ଭୁଲ୍‌ ତଥ୍ୟ ପ୍ରଦାନ କରି ସୁଶୀଲ ମୋଦି ଏବେ ଅଡ଼ୁଆରେ ପଡ଼ି ଯାଇଛନ୍ତି।

Arjun Bijlani
କାହିଁକି 'ଖତରୋଁ କେ ଖିଲାଡି ୧୧' ର ବିଜେତା ହେବାକୁ ଚାହୁଁଥିଲେ ଅର୍ଜୁନ ? କଲେ ଖୁଲାସା...

ଅଭିନେତା ଅର୍ଜୁନ ବିଜଲାନି ଷ୍ଟଣ୍ଟ ଆଧାରିତ ରିଅଲିଟି ଶୋ’ 'ଖତରୋଁ କେ ଖିଲାଡି ୧୧' ର ବିଜେତା ହୋଇଛନ୍ତି। ତେବେ କାହିଁକି ସେ ଶୋ’ର ବିଜେତା ହେବାକୁ ଚାହୁଁଥିଲେ, ତା’ର ଖୁଲାସା କରିଛନ୍ତି।

Bargarh Custodial Death
ବରଗଡ଼ରେ ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାର ହେବ HRPC ଓ ବିଚାର ବିଭାଗୀୟ ତଦନ୍ତ

ବରଗଡ଼ରେ ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ହେବ HRPC ଓ ବିଚାରବିଭାଗୀୟ ତଦନ୍ତ।  ଏ ନେଇ ବରଗଡ଼ ଏସ୍‌ପି ରାହୁଲ ଜୈନ ADG HRPCଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

Cyclone Gulab
ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ‘ଗୁଲାବ’

ବାତ୍ୟା ‘ଗୁଲାବ’ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଗତ ୬ ଘଣ୍ଟାରେ ଏହା ଘଣ୍ଟାକୁ ୧୪ କି.ମି. ବେଗରେ ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୬ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି।

Bharat Bandh
ଆଜି ଭାରତ ବନ୍ଦ, ଅତ୍ୟାବଶ୍ୟକୀୟ ସେବାକୁ ବାଦ୍

ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।