• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

fire
ଗଛରେ ପିଟି ହୋଇ ଜଳିଗଲା ବୋଲେରୋ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ କରେଲଧୂଆ ନିକଟରେ ଏକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବୋଲେରୋ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯିବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ତେବେ ଗାଡ଼ିରେ ବସିଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ।...

naveen patnaik
୨୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ନବୀନ ପଟ୍ଟନାୟକ କ୍ରମାଗତ ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏଥିପାଇଁ ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯିବ ବୋଲି ସୂଚନା ମିଳିଛି। ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ପୁଲିସ୍‌ ଡିଜି ଆର୍‌.ପି....

up
ପୁଅର ନାଁ ‘ନରେନ୍ଦ୍ର ଦାମୋଦର ଦାସ ମୋଦି’ ରଖିବାକୁ ଅଡ଼ି ବସିଲେ ମୁସଲିମ୍‌ ମହିଳା

ଗୋଣ୍ଡା (ଉତ୍ତର ପ୍ରଦେଶ): ଜଣେ ମୁସ୍‌ଲିମ୍ ମହିଳା ତାଙ୍କ ନବଜାତ ପୁଅର ନାଁ ‘ନରେନ୍ଦ୍ର ଦାମୋଦର ଦାସ ମୋଦି’ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ, ତାଙ୍କ ଦକ୍ଷତା ଓ ତାଙ୍କ ନେତୃତ୍ୱାଧୀନ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟରେ ପ୍ରଭାବିତ ହୋଇ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ମହିଳାଙ୍କ...

surat
କେତେ ସୁରକ୍ଷିତ ଟ୍ୱିନ୍‌ ସିଟିର କୋଚିଂ ସେଣ୍ଟର?

ଭୁବନେଶ୍ୱର: ଗୁଜରାଟ ସୁରତର ଏକ କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ ଘଟି ୨୩ ଜୀବନ ଦୀପ ଲିଭିବା ସହ ୨୦ରୁ ଅଧିକ ଆହତ ହୋଇଛନ୍ତି। ଏହି  ଘଟଣା ପରେ ଟ୍ୱିନ୍‌ ସିଟି ଭୁବନେଶ୍ୱର ଓ କଟକରେ ଗଢ଼ି ଉଠିଥିବା କୋଚିଂ ସେଣ୍ଟରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି  କରିଛି। ସୁରତ...

world cup 2019
ଆରମ୍ଭରୁ ଝୁଣ୍ଟିଲା ଟିମ୍‌ ଇଣ୍ଡିଆ

ଲଣ୍ଡନ: ବିଶ୍ୱକପ୍‌ର ଅସଲ ପରୀକ୍ଷା ଆଗରୁ ଅଭ୍ୟାସ୍‌ ମ୍ୟାଚ୍‌ରେ ପରାସ୍ତ ହୋଇଛି ଟିମ୍‌ ଇଣ୍ଡିଆ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ବିରାଟ୍‌ କୋହଲିଙ୍କ ଟିମ୍‌ ଇଣ୍ଡିଆ ଶୋଚନୀୟ ପରାଜୟ ବରଣ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍‌ ଇଣ୍ଡିଆ ମାତ୍ର ୩୯.୨ ଓଭର୍‌ରେ ସମସ୍ତ...

smriti irani close aide dead
ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା

ଆମେଠି (ଉତ୍ତର ପ୍ରଦେଶ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ହରାଇ କଂଗ୍ରେସ ଗଡ଼ ‘ଆମେଠି’ରେ ପଦ୍ମ ପତାକା ଉଡ଼ାଇଥିବା ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କର ଜଣେ ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୁରେନ୍ଦ୍ର ଆମେଠିର ବରୌଲିଆ ଗାଁର ପୂର୍ବତନ ମୁଖିଆ। ଗତକାଲି ବିଳମ୍ବିତ...

diabetes
ଏହି ସବୁ ଖାଦ୍ୟ ଖାଇବା ପୂର୍ବରୁ ମଧୁମେହ ରୋଗୀ ସାବଧାନ ରୁହନ୍ତୁ

ଭୁବନେଶ୍ୱର: ଭାରତକୁ ‘କ୍ୟାପିଟାଲ ଅଫ୍‌ ଡାଇବେଟିସ’ କୁହାଯାଉଛି। କାହିଁକି ନା ଆଜିକାଲି ଘରେ ଘରେ ଡାଇବେଟିସ ରୋଗୀଙ୍କୁ ଦେଖିବାକୁ ମିଳିବ। ଖାଦ୍ୟପେୟରେ ଅନିୟମିତତା ଯୋଗୁ ବଂଶଗତ କ୍ରମରେ ମଧ୍ୟ ଏହା ପିଢ଼ିରୁ ପିଢ଼ି ବଢ଼ିଚାଲିଛି। ଏହି ରୋଗୀଙ୍କୁ ସବୁବେଳେ ରକ୍ତ ସର୍କରା ଲେଭଲକୁ ନିୟନ୍ତ୍ରଣରେ ରଖିବାକୁ ଡାକ୍ତର ପରାମର୍ଶ...

summer
ଡହଡହ ଖରାରେ ସିଝୁଛି ସାରା ଓଡ଼ିଶା; ୯ ଜିଲ୍ଲାରେ ହିଟ୍ ୱେଭ୍ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ୪୬.୫ ଡିଗ୍ରୀ ସହ ଟିଟିଲାଗଡ଼ରେ ତାପମାତ୍ରା ରେକର୍ଡ କରିଛି। ତା’ସହ ରାଜ୍ୟର ୯ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ ପାର୍ କରିଛି। ରାଜ୍ୟରେ ଏଭଳି ସ୍ଥିତି ଆହୁରି ୪ ଦିନ ଯାଏ ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ...

bus accident
ଗଛରେ ପିଟି ହେଲା ବସ୍‌

ସୋନପୁର(ରବିନ୍ଦ୍ର ହୋତା): ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ମନମୁଣ୍ଡା ବାସୁଦେବପାଲିଠାରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୮ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ଜଣ ଅବସ୍ଥା ଗୁରୁତର ରହିଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା...

explosion
ଗ୍ୟାସ୍‌ ଟାଙ୍କି ଫାଟି ୪ ଗୁରୁତର

ନୟାଗଡ଼: ଗ୍ୟାସ୍‌ ଟାଙ୍କି ଫାଟି ୪ ଗୁରୁତର ଆହତ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ଗାଁରେ ଏହି ଅଘଟଣ ଘଟିଛି। ଆହତଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ବାହାଡ଼ାଝୋଲା ଗାଁର ବିଜୟ ଘଟୁଆ, ଘରେ...

congress
ରାହୁଲ ଇସ୍ତଫା ପ୍ରସ୍ତାବ ଦେଇ ନାହାନ୍ତି, କହିଲେ କଂଗ୍ରେସ ମୁଖପାତ୍ର

ନୂଆଦିଲ୍ଲୀ: ୧୯ ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଏବେ ମାନସ ମନ୍ଥନ ଚାଲିଛି। ନୂଆଦିଲ୍ଲୀରେ ବସିଥିବା କଂଗ୍ରେସ ୱାର୍କିଂ କମିଟି ବୈଠକରେ ଦଳର ସଭାପତି ରାହୁଲ ଗାନ୍ଧିଙ୍କ ଇସ୍ତଫା ପ୍ରସ୍ତାବ ପ୍ରସଙ୍ଗକୁ କଂଗ୍ରେସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। କଂଗ୍ରେସର ବିପର୍ଯ୍ୟୟ ପାଇଁ ପଦ ଛାଡ଼ିବାକୁ ରାହୁଲ ପ୍ରସ୍ତାବ...

RRB Exam
ପରୀକ୍ଷା ନଦେଇ ଫେରିଗଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରେଳବାଇ ନିଯୁକ୍ତି ବୋର୍ଡ ପରୀକ୍ଷା(ଆର୍‌ଆର୍‌ବି)ରେ ଅବ୍ୟବସ୍ଥା।  ଜୁନିଅର୍‌ ଇଞ୍ଜିନିୟର, ଜୁନିୟର ଇଞ୍ଜିନିୟର ଆଇଟି ଓ ଡିପୋଟ୍‌ ମ୍ୟାଟେରିଆଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ପଦବୀ ପାଇଁ ଆଜି ଜାତୀୟ ସ୍ତରରେ ପରୀକ୍ଷା ହେଉଥିଲା। ଏଠାରେ ଆର୍‌ଆର୍‌ବି ଭୁବନେଶ୍ୱର ପକ୍ଷରୁ ଏହାକୁ ପରିଚାଳନା କରାଯାଉଥିଲା। ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ।...

surat
ରିଲ୍‌ ନୁହେଁ, ରିଅଲ୍‌ ହିରୋ କେତନ, ଯିଏ ଛାତ୍ରଛାତ୍ରୀଙ୍କ ପାଇଁ ସାଜିଲେ ଦେବଦୂତ

ସୁରତ: ରିଲ୍‌ ଲାଇଫରେ ଆମେ କେତେ ହିରୋଙ୍କୁ ଦେଖିଛୁ। ଅନେକ ଅସମ୍ଭବ କାମ ଚୁଟ୍‌କିରେ କରି ଦିଅନ୍ତି। ହେଲେ ସୁରତର ଭୟାନକ ଅଗ୍ନିକାଣ୍ଡ ବେଳେ ଏମିତି ଜଣେ ହିରୋଙ୍କୁ ଦେଖିବାକୁ ମିଳିଛି, ଯିଏ ରିଲ୍‌ ନୁହେଁ, ରିଅଲ୍‌ ହିରୋ। ନିଜ ଜୀବନକୁ ମରଣ ମୁହଁକୁ ଠେଲି ନିଶ୍ଚିତ ମୃତ୍ୟୁ...

rain
ତାତିରୁ ମିଳିବ ତ୍ରାହି! ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ଅସହ୍ୟ ତାତିରେ ରାଜ୍ୟବାସୀ ଛଟପଟ ହେଉଛନ୍ତି। ତେବେ କିଛି ଜିଲ୍ଲାରେ ବର୍ଷା ହେବାନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର। ଏହି ସବୁ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।