• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

mayawati
ୟୁପିରେ ଫେଲ୍ ମାରିଲା ମହାମେଣ୍ଟ, ଫୁଟିଲା ପଦ୍ମ

ଲକ୍ଷ୍ମୌ: ଉତ୍ତର ପ୍ରଦେଶରେ ବିଜେପିକୁ ମାତ୍ ଦେବାରେ ମହାମେଣ୍ଟ ବିଫଳ ହେବାପରେ ମହାମେଣ୍ଟର ସହଯୋଗୀ ଦଳ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ ପରାଜୟ ପାଇଁ ଇଭିଏମ୍‌କୁ ଦାୟୀ କରିଛନ୍ତି। ଚଳିତ ନିର୍ବାଚନରେ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି-ରାଷ୍ଟ୍ରୀୟ ଲୋକ ଦଳ ମେଣ୍ଟ କରି ୮୦ ଲୋକସଭା ଆସନରୁ...

pm modi
୩୦ରେ ଶପଥ ନେଇପାରନ୍ତି ମୋଦି

ନୂଆଦିଲ୍ଲୀ: ଦ୍ୱିତୀୟ ଥର ଲାଗି ଜନମତକୁ ନିଜ ସପକ୍ଷରେ ନେବାକୁ ସଫଳ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩୦ ତାରିଖରେ ଶପଥ ନେଇପାରନ୍ତି। ଲଗାତର ଦ୍ୱିତୀୟ ଥର ପାଇଁ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ୨୦୧୪ଠାରୁ ଏଥର ଅଧିକ ସିଟ୍ ହାସଲ କରି ବିଜେପି...

pm modi to take oath
ମେ’ ୨୬ରେ ଦ୍ୱିତୀୟ ଥର ପାଇଁ ଶପଥ ନେଇପାରନ୍ତି ମୋଦି

ନୂଆଦିଲ୍ଲୀ: ପୁଣିଥରେ ଦେଶ ଗେରୁଆ ମୟ ହେବ ବୋଲି ବର୍ତ୍ତମାନର ଭୋଟ୍‌ ଗଣତି ଆଧାରରେ କୁହାଯାଉଛି। ଅର୍ଥାତ୍‌ ନରେନ୍ଦ୍ର ମୋଦି ଆସନ୍ତା ୫ ବର୍ଷ ପାଇଁ ଦେଶକୁ ଶାସନ କରିବେ। ତେବେ ନୂଆ ସରକାର ଆସନ୍ତା ୨୬ ତାରିଖ ଦିନ ଗଠନ ହେବ ବୋଲି ଜଣାପଡ଼ିଛି। ୨୬ ତାରିଖ...

bjd-bjp
ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର: ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଲାଟେଷ୍ଟ୍‌ ଟ୍ରେଣ୍ଡ ଅନୁଯାୟୀ, ଓଡ଼ିଶାରେ ଭଭୟ ବିଧାନସଭା ଓ ଲୋକସଭା ଆସନରେ ଶାସକ ଦଳ ବିଜେଡି ଆଗୁଆ ରହିଛି। ଓଡ଼ିଶାରେ ପୁଣିଥରେ ୫ମ ଥର ଲାଗି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର କ୍ଷମତା ବଜାୟ ରଖିବେ...

amit shah
ରେକର୍ଡ କରିପାରନ୍ତି ଶାହ

ନୂଆଦିଲ୍ଲୀ: ପ୍ରଥମଥର ଲୋକସଭା ନିର୍ବାଚନ ଲଢ଼ୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରେକର୍ଡ କରିପାରନ୍ତି। ତାଙ୍କୁ ଦଳ ଗୁଜରାଟ୍‌ର ଗାନ୍ଧି ନଗରରୁ ପ୍ରାର୍ଥୀ କରିଥିଲା। ଲାଟେଷ୍ଟ୍‌ ଟ୍ରେଣ୍ଡ ଅନୁଯାୟୀ, ଶାହ ପ୍ରତିପକ୍ଷ ଦଳର ପ୍ରାର୍ଥୀଙ୍କ ଠାରୁ ୫.୩୦ ଲକ୍ଷ ଭୋଟରେ ଆଗରେ ରହିଛନ୍ତି। ଯଦି ଏହି ବ୍ୟବଧାନରେ...

modi
ଫିର୍‌ ଏକ୍‌ ବାର୍‌ ମୋଦି ସରକାର!

ନୂଆଦିଲ୍ଲୀ: ଭୋଟ୍‌ ଗଣତି ଟ୍ରେଣ୍ଡରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଆଗୁଆ ରହିଥିବାରୁ ଏବେ ଦଳ ମଧ୍ୟରେ ନାହିଁ ନଥିବା ଉତ୍ସାହ। ବିଜେପି ଚଳିତ ଥର ୩୦୦ରୁ ଅଧିକ ଆସନ ଜିତିବ ବୋଲି ଆକଳନ କରାଯାଉଛି। ଏହି ଆକଳନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଟ୍ୱିଟ୍‌ ଯୋଗେ ଶୁଭେଚ୍ଛା...

bjp celebration
ସେଲିବ୍ରେସନ୍‌ ମୁଡ୍‌ରେ ବିଜେପି

ନୂଆଦିଲ୍ଲୀ: ୫୪୨ ଲୋକସଭା ଆସନ ପାଇଁ ଭୋଟ୍‌ ଗଣତି ଜାରି ରହିଛି। ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ,  ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୩ଶହରୁ ଅଧିକ ଆସନରେ ଆଗରେ ରହିଛି। ସେହିପରି ୟୁପିଏ ୧୨୨ଟି ଆସନ୍‌ରେ ଆଗୁଆ ରହିଛି। ଅନ୍ୟପକ୍ଷେ, ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିଦେଶରୁ ବିଜେପି ଓ...

pm modi wish
ବିଜେପିର ସଫଳତା ଦେଖି ବିଦେଶରୁ ଛୁଟିଲା ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହିଁ ବିଦେଶରୁ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିବା ଆରମ୍ଭ ହୋଇଛି। ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଚାଇନା ଏବଂ ରୁଷ ରାଷ୍ଟ୍ରପତି ଭୋଟ ଗଣତି ଟ୍ରେଣ୍ଡ ଦେଖି ନରେନ୍ଦ୍ର ମୋଦି ବିଜୟୀ ହେବେ...

reddy
୩୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଜଗନ ମୋହନ!

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ କ୍ଷମତାସୀନ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି କ୍ଷମତାଚ୍ୟୁତ୍‌ ହେବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଗଣତି ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ୧୭୮ଟି ବିଧାନସଭା ଆସନରୁ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍‌ଆର କଂଗ୍ରେସ ୧୪୧ଟି ଆସନରେ ଯଥେଷ୍ଟ ଆଗରେ ରହିଛି। ସେହିପରି ଟିଡିପି ୩୨ଟି...

narendra modi
କାହିଁକି କ୍ୟାବିନେଟ୍‌ ବୈଠକ ଡାକିଲେ ମୋଦି?

ନୂଆଦିଲ୍ଲୀ: ସାରା ଦେଶରେ ଆଜି ଭୋଟ୍‌ ଗଣତି ଜାରି ରହିଥିବା ବେଳେ ଏନ୍‌ଡିଏ ସରକାରରେ ମଧ୍ୟ ହଲଚଲ ଆରମ୍ଭ ହୋଇଯାଇଛି। ଚଳିତ ଥର ପୁଣିଥରେ ଏନ୍‌ଡିଏ କ୍ଷମତା ଦଖଲ କରିବ ବୋଲି ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଏଥିପାଇଁ ବିଜେପି ଶିବିରରେ ମଧ୍ୟ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି।...

AP
ଆନ୍ଧ୍ରରେ ଚନ୍ଦ୍ରବାବୁ ଆଉଟ୍‌, ରେଡ୍ଡି ଇନ୍‌!

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ ୱାଇଏସ୍‌ଆର କଂଗ୍ରେସ କ୍ଷମତା ଦଖଲ କରିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ଆନ୍ଧ୍ର ପ୍ରଦେଶର ୧୭୫ଟି ବିଧାନସଭା ଆସନରୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁଯାୟୀ, ଜଗନ ମୋହନ ରେଡ୍ଡିଙ୍କ ୱାଇଏସ୍‌ଆର କଂଗ୍ରେସ ୧୪୨ଟି ଆସନରେ ବାଜିମାତ କରିବାର ସମ୍ଭାବନା ରହିଛି।  ଏଠାରେ ସରକାର...

vote
କେଉଁ ରାଜ୍ୟରେ କିଏ ଆଗରେ, ପଢ଼ନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ୫୪୨ ଲୋକସଭା ଆସନ ପାଇଁ ଭୋଟ୍‌ ଗଣତି ଜାରି ରହିଛି। ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ, ଏନ୍‌ଡିଏ ୩ଶହରୁ ଅଧିକ ଆସନରେ ଆଗରେ ରହିଛି। ସେହିପରି ୟୁପିଏ ୧୨୨ଟି ଆସନ୍‌ରେ ଲିଡ୍‌ କରୁଛି। ତେବେ ଦିନ ୧୧ଟା ସୁଦ୍ଧା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଆସନ୍ତୁ...

bjp-tmc
ପଶ୍ଚିମବଙ୍ଗରେ ବିଜେପି-ଟିଏମ୍‌ସି ମଧ୍ୟରେ କଡ଼ା ଟକ୍କର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ଓ ଶାସକ ଟିଏମ୍‌ସି ମଧ୍ୟରେ କଡ଼ା ଟକ୍କର ଚାଲିଛି। ଆଜି ରାଜ୍ୟର ୪୨ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗଣତି ଚାଲିଛି। ଲାଟେଷ୍ଟ୍‌ ଟ୍ରେଣ୍ଡ ଅନୁଯାୟୀ, ବିଜେପି ୧୮ଟି ଆସନରେ ଆଗୁଆ ଥିବା ବେଳେ ଟିଏମସି ୨୨ଟି ଆସନରେ ଆଗରେ ରହିଛି। ୨୦୧୪ ମସିହାରେ ପଶ୍ଚିମବଙ୍ଗରେ...

tejaswi surya
୧ ଲକ୍ଷ ଭୋଟ୍‌ ଆଗରେ ବିଜେପି ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟ

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ବିଜେପିର ସର୍ବ କନିଷ୍ଠ ସାଂସଦ ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟ ଇତିହାସ ସୃଷ୍ଟି କରିବା ଦିଗରେ ଆଗେଇ ଚାଲିଛନ୍ତି। ତାଙ୍କୁ ଦଳ ଦିବଂଗତ ଅନନ୍ତ କୁମାରଙ୍କ ଗଡ଼ କୁହାଯାଉଥିବା ଦକ୍ଷିଣ ବେଙ୍ଗାଲୁରୁରୁ ପ୍ରାର୍ଥୀ କରିଥିଲା। ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ, ତେଜସ୍ୱୀ ଐତିହାସିକ ଭାବେ ୧ ଲକ୍ଷ...

bjp may win ..
ପୁଣି ଦ୍ୱିତୀୟ ଥର ଲାଗି ଦେଶରେ ମୋଦି ସରକାର!

ନୂଆଦିଲ୍ଲୀ: ଦେଶର ୫୪୨ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗଣତି ଜାରି ରହିଛି। ବର୍ତ୍ତମାନର ୫୪୨ଟି ଯାକ ଲୋକସଭା ଆସନର ଲାଟେଷ୍ଟ୍‌ ଟ୍ରେଣ୍ଡକୁ ଯଦି ବିଚାରକୁ ନେବା, ତା’ହେଲେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୩୨୭ଟି ଆସନରେ ଆଗରେ ରହିଛି। ଅନ୍ୟପକ୍ଷରେ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୧୦୪ଟି ଆସନରେ ଆଗରେ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।