ମୁମ୍ବାଇ: ୨୦୧୯ ସାଧାରଣ ନିର୍ବାଚନ ଗଣତିରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏକୁ ସ୍ପଷ୍ଟ ବହୁମତ ମିଳିବାର ସମ୍ଭାବନା ବଢ଼ିବା ସହ ଶେଆର୍ ମାର୍କେଟ୍ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଏସ୍ଇ ସେନ୍ସେକ୍ସ ୫୫୦ ପଏଣ୍ଟ ବା ୧.୫% ଉପରେ ଥିଲାବେଳେ ମୋଟ୍ ପଏଣ୍ଟ ୩୯୭୦୦ ଛୁଇଁଥିଲା। ସେହିଭଳି ନିଫ୍ଟି୫୦ ଇଣ୍ଡେକ୍ସରେ ୧.୮୦%...
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଜେପିର ବିଜୟ ରଥକୁ ଅଟକାଇବା ପାଇଁ ବିଏସ୍ପି ସୁପ୍ରିମୋ ମାୟାବତୀ ଓ ସମାଜବାଦୀ ପାର୍ଟି ଅଖିଲେଶ ଯାଦବ ଯେଉଁ ମେଣ୍ଟ କରିଥିଲେ, ତାହା ଫିକା ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଲ୍ୟାଟେଷ୍ଟ୍ ଟ୍ରେଣ୍ଡ୍ ଅନୁଯାୟୀ, ୮୦ଟି ଉତ୍ତର ପ୍ରଦେଶ ଲୋକସଭା ଆସନରୁ ବିଜେପି ୪୯ଟିରେ...
ନୂଆଦିଲ୍ଲୀ: ୨୦୧୪ର ନିର୍ବାଚନ ଫଳାଫଳକୁ ୨୦୧୯ରେ ବିଜେପି ଦିଲ୍ଲୀରେ ଦୋହରିବାର ସଙ୍କେତ ମିଳିଛି। ୨୦୧୪ରେ ବିଜେପି ଦିଲ୍ଲୀର ସମସ୍ତ ୭ଟି ଯାକ ଆସନ ଦଖଲ କରିଥିଲା। ୨୦୧୯ରେ ମଧ୍ୟ ବିଜେପି ସମାନ ରାସ୍ତାରେ ଚାଲିଛି। ଦିଲ୍ଲୀର ୭ଟି ଲୋକସଭା ଆସନରୁ ପ୍ରାଥମିକ ଗଣତି ଅନୁଯାୟୀ, ୬ଟି ଲୋକସଭା ଆସନରେ ବିଜେପି...
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଆଜି ହେଉଛି ଆଜି ଫଇସଲାର ଦିନ। ଦେଶରେ ପୁଣି କିଏ ସରକାର ଗଢ଼ିବ ତାହା ଉପରେ ସସ୍ତଙ୍କ ନଜର। ବିଜେପିର ମ୍ୟାଜିକ୍ ମ୍ୟାନ୍ କୁହାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ କାମ କରିବ ନା ତାଙ୍କୁ ପୁଣି ଥରେ କ୍ଷମତା ଗାଦିରେ ନ ବସାଇବା ପାଇଁ...
ନୂଆଦିଲ୍ଲୀ/ଭୁବନେଶ୍ୱର: ସାଧାରଣ ନିର୍ବାଚନର ଆଜି ହେଉଛି ଫଇସଲାର ଦିନ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ନିର୍ବାଚନ ଫଳାଫଳକୁ ନେଇ ସବୁ ଦଳର ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ୬୩ଟି କେନ୍ଦ୍ରରେ ଭୋଟ୍ ଗଣତି...
ନୂଆଦିଲ୍ଲୀ/ଭୁବନେଶ୍ୱର: ସାଧାରଣ ନିର୍ବାଚନର ଆଜି ହେଉଛି ଫଇସଲାର ଦିନ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ନିର୍ବାଚନ ଫଳାଫଳକୁ ନେଇ ସବୁ ଦଳର ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ୬୩ଟି କେନ୍ଦ୍ରରେ ଭୋଟ୍ ଗଣତି...
ଭୁବନେଶ୍ୱର: ଆଜି ହେଉଛି ଗଣତନ୍ତ୍ର ମହୋତ୍ସବର ସବୁଠୁ ବଡ଼ ଦିନ, ବଡ଼ କ୍ଷଣ। ଓଡ଼ିଶାର ନମ୍ବର ୱାନ୍ ନ୍ୟୁଜ୍ ଚ୍ୟାନେଲ୍ ଓଟିଭି ଆପଣଙ୍କୁ ଭୋଟ୍ ଗଣତିର ଲାଇଭ୍ ଅପ୍ଡେଟ୍ ଦେବାକୁ ପ୍ରସ୍ତୁତ ମଧ୍ୟ ହୋଇଛି। ସାଧାରଣ ନିର୍ବାଚନର ଆଜି ହେଉଛି ଫଇସଲାର ଦିନ। ଖୋଲିବ ଇଭିଏମ୍, ଖୋଲିବ ଗଣତନ୍ତ୍ରର...
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଆଜି ହେଉଛି ଆଜି ଫଇସଲାର ଦିନ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବାକୁ ଥିବାବେଳେ ନିର୍ବାଚନ ଫଳାଫଳକୁ ନେଇ ସବୁ ଦଳର ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ତେବେ ଫଳାଫଳ ଆସିବା ପୂର୍ବରୁ ଆସନ୍ତୁ ଜାଣିବା– ଯଦି ଏପରି ହୁଏ, ଯଦି...
ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତେବେ ଆଜି ୪ଟି ଜିଲ୍ଲାରେ ଧୂଳିଝଡ଼, କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି ମାଲକାନଗିରି,...
ଭୁବନେଶ୍ୱର: ଆସନ୍ତା ୨୪ରୁ ମାଟ୍ରିକ୍ ପରୀକ୍ଷା ଖାତା ଯାଞ୍ଚ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୧୦ ଦିନ ପାଇଁ ଅନ୍ଲାଇନ୍ ଯୋଗେ ଆବେଦନ କରିପାରିବେ ବୋଲି ବୋର୍ଡ ସଭାପତି ଜାହାନ ଆରା ବେଗମ୍ ସୂଚନା ଦେଇଛନ୍ତି। ସେହିପରି ମଧ୍ୟମା ପରୀକ୍ଷାର୍ଥୀ ଆସନ୍ତା ୨୪ରୁ ଅଫ୍ଲାଇନ୍ ଯୋଗେ ଯାଞ୍ଚ ପାଇଁ...
ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ବେଳେ ମାଲକାନଗିରି ଜିଲ୍ଲାର ପଡ଼ିଆ SSV ହାଇସ୍କୁଲର OMR ସିଟ୍ ହଜି ଯାଇଥିଲା। ୧୦୮ଟି ଓଏମ୍ଆର୍ ସିଟ୍ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ପରୀକ୍ଷା କମିଟିର ସୁପାରିଶ ଅନୁସାରେ ଏକ ସ୍ୱତନ୍ତ୍ର ଫର୍ମୁଲା ଅନୁଯାୟୀ ସେହି ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରୋସେସ୍ କରାଯାଇଥିବା...
ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଦଶମ ବୋର୍ଡ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା।...