• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

school
ସ୍କୁଲ୍‌ ଆସିଲେ ଛାତ୍ରଛାତ୍ରୀଙ୍କୁ ମିଳିବ ଟଙ୍କା

ଭୁବନେଶ୍ୱର: ସ୍କୁଲ୍‌ ଯିବାକୁ ଛାତ୍ରଛାତ୍ରୀଙ୍କୁ ମିଳିବ ଯାତାୟାତ ଖର୍ଚ୍ଚ। ଏଭଳି ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ୧୦ରୁ କମ୍ ଛାତ୍ରଛାତ୍ରୀ ପଢୁଥିବା ପ୍ରାଥମିକ ସ୍କୁଲ୍‌ ଗୁଡ଼ିକୁ ବନ୍ଦ କରି ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ସବୁ ସ୍କୁଲ୍‌ରେ ଥିବା ଛାତ୍ରଛାତ୍ରୀମାନେ ନିକଟସ୍ଥ ସ୍କୁଲ୍‌ରେ ପଢ଼ିବେ । ଏହି...

ram rahim
ଜେଲ୍‌ରୁ ବାହାରିବାକୁ ଚାହୁଁଛନ୍ତି ରାମ ରହିମ, ଜାଣନ୍ତୁ କାହିଁକି...

ଚଣ୍ଡିଗଡ଼: ଦୁଷ୍କର୍ମ, ହତ୍ୟା ଓ ଠକେଇ ଅଭିଯୋଗରେ ଆଜୀବନ ଜେଲଦଣ୍ଡ ପାଇଥିବା ଡେରାସଚ୍ଚା ସୌଦାର ଆତ୍ମଘୋଷିତ ବାବା ଗୁରମିତ୍‌ ରାମ ରହିମ ସିଂହ ଏବେ ଚାଷ କରିବାକୁ ଚାହୁଁଛନ୍ତି। ସିରସାରେ ଥିବା ତାଙ୍କ ଜମିରେ ସେ ଚାଷ କରିବାକୁ ଚାହୁଁଥିବାରୁ ପ୍ୟାରୋଲ ପାଇଁ ଆବେଦନ କରିଛନ୍ତି। ବର୍ତ୍ତମାନ ସେ...

ଏମିତି ବେଶରେ ବୁଲୁଛନ୍ତି ବଲିଉଡର ଏହି ସୁପରଷ୍ଟାର, ଦେଖିଲେ ଚିହ୍ନି ହେଉନାହିଁ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଆଜିକାଲି ମୁମ୍ବାଇ ଛାଡ଼ି ବୋଧେ ଲକ୍ଷ୍ନୌରେ ରହିବା ଆରମ୍ଭ କଲେଣି। ନିକଟରେ ତାଙ୍କୁ ନୀଳ ପାଇଜାମା, ଧଳା ଟ୍ରାଉଜର, ଗାମୁଛା, ମୁଣ୍ଡରେ ଧଳା ଟୋପି ଏବଂ ଧଳା ଦାଢ଼ି ରଖି ଲକ୍ଷ୍ନୌରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଆଉ ଏହାର ଫଟୋକୁ ସେ...

bjp
ବିଜେପିରେ ଯୋଗ ଦେଲେ ଅଶ୍ୱିନୀ ବୈଷ୍ଣବ; କଂଗ୍ରେସ କହିଲା ବିଜେପି-ବିଜେଡି କରିଛନ୍ତି ଭିତିରିଆ ମେଣ୍ଟ

ଭୁବନେଶ୍ୱର: ପୂର୍ବତନ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଆସି ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଏହି ସମୟରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ନେତା ସମୀର ମହାନ୍ତି, ଗୋଲକ ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ନେତା...

match
ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ବିଜୟ ଏବଂ ପାଞ୍ଚଦିନର ଲମ୍ବା ବ୍ରେକ୍ ପରେ ଟିମ୍ ଇଣ୍ଡିଆ ପୁଣିଥରେ କ୍ରିକେଟ୍ ମଇଦାନକୁ ଫେରିଛି। ଚଳିତ ବିଶ୍ୱକପ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଆଜି ତା’ର ପଞ୍ଚମ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ। ଚମତ୍କାର ଫର୍ମରେ ଥିବା ଭାରତ ବିଜୟ ସହ ପୂରା...

cloudy
ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ୨୨ ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ୨୨ଟି ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ନୟାଗଡ଼, କଟକ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, ଅନୁଗୁଳ,...

rain
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭିଜିବ ସାରା ଓଡ଼ିଶା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତକାଲି ଓଡ଼ିଶା ଛୁଇଁଛି। ଏବେ ମୌସୁମୀ ବାୟୁ ଉତ୍ତର ଓଡ଼ିଶାର ବାଲେଶ୍ୱର, ଯାଜପୁର ଓ ଭଦ୍ରକ, କେନ୍ଦ୍ରାପଡ଼ା ଭଳି ଅନେକ ଜିଲ୍ଲାରେ ପହଞ୍ଚି ସାରିଛି। ଦକ୍ଷିଣ ଓଡ଼ିଶାର ମାଲକାନଗିରି, ଗଜପତି, ରାୟଗଡ଼ା, ଗଞ୍ଜାମ,କନ୍ଧମାଳ ଜିଲ୍ଲାରେ ମୌସୁମୀ ପ୍ରବେଶ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୌସୁମୀ...

imran khan
ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର କଡ଼ା ଚେତାବନୀ- ଆତଙ୍କବାଦୀଙ୍କୁ ଆର୍ଥିକ ପ୍ରୋତ୍ସାହନ ବନ୍ଦ କର, ନ ହେଲେ...

ଇସଲାମାବାଦ: ଆତଙ୍କବାଦୀଙ୍କୁ  ଆର୍ଥିକ ପ୍ରୋତ୍ସାହନ ବନ୍ଦ କରିବା ଲାଗି ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା ଫାଇନାନ୍‌ସିଆଲ୍ ଆକ୍ସନ ଟାସ୍କ ଫୋର୍ସ(ଏଫ୍‌ଏଟିଏଫ୍‌) ପାକିସ୍ତାନକୁ ଚେତାବନୀ ଦେଇଛି। ଅକ୍ଟୋବର ମାସ ଶେଷ ସୁଦ୍ଧା ଯଦି ପାକିସ୍ତାନ ଏଭଳି କାର୍ଯ୍ୟକଳାପ ବନ୍ଦ ନ କରେ ତେବେ କଳାତାଲିକା ଭୁକ୍ତ କରାଯିବ ବୋଲି FATF ଚେତାବନୀ...

admission
ମିଳିନି ସାର୍ଟିଫିକେଟ୍; ଚିନ୍ତାରେ ମାଟ୍ରିକ ପାସ୍ କରିଥିବା ଛାତ୍ରଛାତ୍ରୀ

ପୁରୀ(ମଧୁସୂଦନ ମିଶ୍ର): ଚିନ୍ତାରେ ମାଟ୍ରିକ ପରୀକ୍ଷାରେ ପାସ୍ କରିଥିବା ଛାତ୍ରଛାତ୍ରୀ। ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବାର ମାସେ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନା ମିଳିଛି ବୋର୍ଡ ସାର୍ଟିଫିକେଟ୍ ନା ସ୍କୁଲ୍ ଲିଭିଂ କି କଣ୍ଡକ୍ଟ ସାର୍ଟିଫିକେଟ୍। ଫଳରେ କେମିତି କଲେଜରେ ଆଡମିଶନ କରିବେ ତାକୁ ନେଇ...

puri
ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଆଜି ଲାଗି ହେବ ଫୁଲୁରି ତେଲ

ପୁରୀ(ମଧୁସୂଦନ ମିଶ୍ର): ଦିବ୍ୟସ୍ନାନ ପରେ ଜ୍ୱରରେ ପଡ଼ିଥିବା ଶ୍ରୀଜିଉଙ୍କର ଅଣସର ଘରେ ଚାଲିଛି ଗୁପ୍ତ ସେବା। ଆଜି ଅଣସର ପଞ୍ଚମୀ ଥିବାରୁ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି କରାଯିବ। ଏହାପରେ ମହାପ୍ରଭୁଙ୍କ ଜ୍ୱର କିଛି ମାତ୍ରାରେ ଉପଶମ ହେବ ବୋଲି ବିଶ୍ୱାସ ରହିଛି। ବଡ଼ ଓଡ଼ିଆ ମଠ ପକ୍ଷରୁ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।