• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

face pack 2
ଭାତରେ ପ୍ରସ୍ତୁତ କରନ୍ତୁ ଫେସ୍‌ପ୍ୟାକ୍‌, ପାଆନ୍ତୁ ସୁନ୍ଦର ତ୍ୱଚା

ଭୁବନେଶ୍ୱର: ଚମକଦାର ଏବଂ ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ ଘରୋଇ ଉପଚାର ଠୁ ଆରମ୍ଭ କରି ମହଙ୍ଗା କ୍ରିମ୍‌ ପର୍ଯ୍ୟନ୍ତ ସବୁକିଛି ବ୍ୟବହାର କରିଥାନ୍ତି। ବୟସର ଛାପ ଯେପରି ଖୁବ୍‌ ଶୀଘ୍ର ଚେହେରାରେ ନ ପଡିବ ସେ ସମ୍ପର୍କରେ ଜାଣନ୍ତୁ କିଛି ଟିପ୍ସ। ପ୍ରତ୍ୟେକ ଦିନ ମଧ୍ୟାହ୍ନ...

saroj meher
ଜେଲ୍‌ରେ ରାତି କାଟିଲେ ପାଟଣାଗଡ଼ ବିଧାୟକ

ବଲାଙ୍ଗିର: ଜେଲ୍‌ରେ ରାତି କାଟିଲେ ପାଟଣାଗଡ଼ ବିଧାୟକ ସରୋଜ ମେହର। ପାଟଣାଗଡ଼ ଉପକାରାଗାରର ୪ ନମ୍ବର ସେଲ୍ ରହୁଛନ୍ତି ସରୋଜ ମେହର। କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରାଇବା ଘଟଣାରେ ବିଭିନ୍ନ ଦିଗରୁ ଚାପ ପଡ଼ିବା ପରେ ଗତକାଲି ତାଙ୍କୁ ପୁଲିସ୍ ଗିରଫ କରିଥିଲା। ସରୋଜ ମେହେର ଆଜି ନୂତନ...

ashok parija
ଅଶୋକ ପରିଜା ହେଲେ ଓଡ଼ିଶାର ନୂଆ ଆଡଭୋକେଟ୍‌ ଜେନେରାଲ

ଭୁବନେଶ୍ୱର: ରାଜ୍ୟର ନୂଆ ଆଡଭୋକେଟ୍‌ ଜେନେରାଲ ଭାବେ ବରିଷ୍ଠ ଆଇନଜୀବୀ ଅଶୋକ ପରିଜା ନିଯୁକ୍ତ ହୋଇଛନ୍ତି।  ସେ ଓଡ଼ିଶା ହାଇକୋର୍ଟର ଜଣେ ବରିଷ୍ଠ ଆଇନଜୀବୀ। ଅଶୋକ ପରିଜା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସଫଳ ପରିଚାଳନା କରି ଗୌରବ ଅର୍ଜନ କରିଛନ୍ତି। ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ସହ ହାଇକୋର୍ଟ...

cloudy
କୁଆଡ଼େ ଗଲା ମୌସୁମୀ? ଆସିଲା ହେଲେ ବର୍ଷିଲା ନାହିଁ

ଭୁବନେଶ୍ୱର: କୁଆଡ଼େ ଗଲା ମୌସୁମୀ? ମୌସୁମୀ ଓଡ଼ିଶାକୁ ଆସିଲା ହେଲେ ବର୍ଷାର ଦେଖାନାହିଁ। ଯେଉଁ ଖରାକୁ ସେଇ ଖରା। ଲୋକେ ଗରମରୁ ତ୍ରାହି ପାଇବେ କ’ଣ ଓଲଟା ସିଜୁଛନ୍ତି। ସାରା ଓଡ଼ିଶାକୁ ମୌସୁମୀ ଛୁଇଁଥିଲେ ମଧ୍ୟ ସେପରି ବର୍ଷା ହୋଇନି ଯେପରି ଆଶା କରାଯାଉଥିଲା। ଏପରିକି ଆଗାମୀ ୨-୩...

rourkela
ବିଶ୍ୱକପ୍‌କୁ ନେଇ ଚାଲିଥିଲା ବାଜି: ୩୧ ଲକ୍ଷ ଟଙ୍କା ଜବତ, ୨ ଗିରଫ

ରାଉରକେଲା: ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ପୁଲିସ୍‌ କ୍ରିକେଟ୍‌ ବିଶ୍ୱକପ୍‌ ବେଟିଂ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ବେଟିଂ ଅଭିଯୋଗରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ସୁନୀଲ ଅଗ୍ରୱାଲ ଓ ନାଗର ମଲ୍‌ ଅଗ୍ରୱାଲ। ଗତକାଲି ବିଳମ୍ବିତ ରାତିରେ ଡେଲିମାର୍କେଟ ସ୍ଥିତ ଜନତା ନିବାସ...

airlines
‘ଯଦି ପାକିସ୍ତାନ ତା’ର ଆକାଶ ମାର୍ଗକୁ ବନ୍ଦ କରୁଛି, ତା’ହେଲେ ସେଇଟା ସେମାନଙ୍କ ସମସ୍ୟା’

ଗ୍ୱାଲିଅର: ପାକିସ୍ତାନ ସରକାର ଭାରତୀୟ ବିମାନଗୁଡ଼ିକ ପାଇଁ ତା’ର ଆକାଶ ମାର୍ଗ ବନ୍ଦ କରିବା ନେଇ ଭାରତୀୟ ବାୟୁସେନା ମୁଖ୍ୟ ବିଏସ୍‌ ଧନୱା ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, ‘ପାକିସ୍ତାନ ଯଦି ତା’ର ଆକାଶ ମାର୍ଗକୁ ବନ୍ଦ କରୁଛି, ତା’ହେଲେ ସେଇଟା ସେମାନଙ୍କ ସମସ୍ୟା। ଭାରତୀୟ ବାୟୁସେନା କେବେ...

dead body
ଗୁଳିମାଡ଼ରେ କ୍ଷୀର ବ୍ୟବସାୟୀଙ୍କ ମୃତ୍ୟୁ

ଜଳେଶ୍ୱର:  ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡାଙ୍ଗପିଟା ଗାଁରେ ଗୁଳିମାଡ଼ରେ ଜଣେ କ୍ଷୀର ବେପାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରାକେଶ ଚୌଧୁରୀ। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ୧୦ରେ ରାକେଶ କ୍ଷୀର ବ୍ୟବସାୟ ସାରି ବାଇକ୍‌ରେ ଘରକୁ ଫେରୁଥିଲେ।  ଏହି ସମୟରେ ଏକ...

bank
ଷ୍ଟ୍ରଙ୍ଗ୍‌ ରୁମ୍ ତାଲା ଭାଙ୍ଗିଲା ବେଳେ ବାଜିଲା ସାଇରନ୍‌, ଛୁ ମାରିଲେ ଦୁର୍ବୃତ୍ତ

ଢେଙ୍କାନାଳ: ଢେଙ୍କାନାଳ ସହର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ ଶାଖାରୁ ଲୁଟ୍ ଉଦ୍ୟମ ବିଫଳ ହୋଇଛି। ଗତକାଲି ରାତିରେ କିଛି ଦୁର୍ବୃତ୍ତ ଆଜ୍‌ବେଷ୍ଟସ୍‌ ଭାଙ୍ଗି ବ୍ୟାଙ୍କ୍ ଭିତରେ ପଶିଥିଲେ। ତା’ପରେ ସେମାନେ ଷ୍ଟ୍ରଙ୍ଗ୍‌ ରୁମ୍ ତାଲା ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ତେବେ ସେହି ସମୟରେ ବ୍ୟାଙ୍କର ସାଇରନ୍‌ ବାଜିଥିଲା।...

pic3
ନାମାଙ୍କନ ଦାଖଲ କଲେ ଅଶ୍ୱିନୀ, ଅମର ଓ ସସ୍ମିତ

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ଓଡ଼ିଶାରୁ ତିନି ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେପି ପକ୍ଷରୁ ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବିଜେଡି ପକ୍ଷରୁ ପୂର୍ବତନ ଏଜି ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ର ନାମାଙ୍କନ ଦାଖଲ...

bjd mla
ଜେଲ୍ ଗଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର

ବଲାଙ୍ଗିର: ଜେଲ୍ ଗଲେ ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେର। ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍ କରିବା ଘଟଣାରେ ଆଜି ପାଟଣାଗଡ଼ ପୁଲିସ୍ ତାଙ୍କୁ ଗିରଫ କରିଥିଲା।  କୋର୍ଟରେ ହାଜର ପରେ ଜାମିନ ନାମଞ୍ଜୁର ହେବାରୁ ବିଧାୟକଙ୍କୁ ଜେଲ୍ ପଠାଇ ଦିଆଯାଇଛି। ନୂଆପଡ଼ାର ଏକ ହୋଟେଲରୁ ପୁଲିସ୍‌ ସରୋଜ...

pratap sarangi
ସଂସଦରେ ୫ଟି ଭାଷାରେ ଓଜସ୍ୱିନୀ ଭାଷଣ ଦେଲେ ପ୍ରତାପ

ନୂଆଦିଲ୍ଲୀ: ସଂସଦର ଚଳିତ ଅଧିବେଶନର ପ୍ରାରମ୍ଭରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଇଥିବା ଅଭିଭାଷଣ ଉପରେ ଆଜି ଉଭୟ ଗୃହରେ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟସଭାରେ ଜେ.ପି ନଡ୍ଡା ଧନ୍ୟବାଦ ପ୍ରସ୍ତାବ ପାରିତ କରିଥିବାବେଳେ ଲୋକସଭାରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଧନ୍ୟବାଦ ପ୍ରସ୍ତାବ ପାରିତ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।