• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

masaza
ବନ୍ଦ ହେଲା ଟ୍ରେନ୍‌ରେ ପ୍ରସ୍ତାବିତ ମସାଜ ସେବା

ନୂଆଦିଲ୍ଲୀ: ପଶ୍ଚିମ ରେଲଓ୍ୱେ ଦ୍ୱାରା ଟ୍ରେନ୍‌ରେ ଆରମ୍ଭ ହେବାକୁ ଥିବା ମସାଜ ସେବା ଶେଷରେ ବନ୍ଦ ହୋଇଛି। ଗତକାଲି ପଶ୍ଚିମ ରେଲଓ୍ୱେ ମୁଖପାତ୍ର ରବୀନ୍ଦ୍ର ଭାସ୍କର ଏହି ସୂଚନା ଦେଇଛନ୍ତି। ରତଲାମ ଡିଭିଜନ ପ୍ରଥମେ ଏହି ମସାଜ ସେବା ପାଇଁ ପ୍ରସ୍ତାବ ଦେଇଥିଲା। ବିଭିନ୍ନ ମହଲରେ ଏହି ସେବାକୁ ନେଇ...

ap deputy cm
ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଓଲଟା ମନ୍ତବ୍ୟକୁ ନେଇ ଚର୍ଚ୍ଚା

ହାଇଦ୍ରାବାଦ: ଅତି ଉତ୍ସାହ ଯୋଗୁ ଭାଷଣ ଦେବା ବେଳେ ଜିଭ ଖସିଯାଇ ଓଲଟା କଥା କହିଥିବାରୁ ଆନ୍ଧ୍ର ପ୍ରଦେଶର ମହିଳା ଉପମୁଖ୍ୟମନ୍ତ୍ରୀ ପି.ପୁଷ୍ପା ଶ୍ରୀବାନୀଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀବାନୀ କହିଥିଲେ ଯେ, ତାଙ୍କ ସରକାରର ଗୋଟିଏ ଲକ୍ଷ୍ୟ ଓ ତାହା...

miss india
‘ଫେମିନା ମିସ୍ ଇଣ୍ଡିଆ’ ମୁକୁଟ ପିନ୍ଧିଲେ ସୁମନ

ମୁମ୍ବାଇ: ୨୦୧୮ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ରାଜସ୍ଥାନର ସୁମନ ରାଓ ପ୍ରଥମ ରନର୍ସ ଅପ୍ ହୋଇଥିଲେ। କିନ୍ତୁ ଏଥର ତାଙ୍କୁ ମିଳିଛି ଏହି ମୁକୁଟ। ମୁମ୍ବାଇର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ ଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨୦୧୮ର ମିସ୍ ଇଣ୍ଡିଆ ଅନୁକୃତି ଦାସ ତାଙ୍କୁ ପିନ୍ଧାଇଥିଲେ...

lightning
ବଜ୍ରପାତ ନେଲା ୩ ଜୀବନ

ଭୁବନେଶ୍ୱର: ରାଜ୍ୟର ଦୁଇଟି ଅଲଗା ଅଲଗା ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବରଗଡ଼ ଜିଲ୍ଲା ପଦ୍ମପୁର ବିଶିପାଲିରେ ବଜ୍ରପାତରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ କୈଳାସ ବରିହା ଓ ତାଙ୍କ ପତ୍ନୀ କିଶୋରୀ ବରିହା। ଉଭୟ ରାତିରେ ଶୋଇଥିବା ବେଳେ ବଜ୍ରପାତ...

bus hits a man
ପଥଚାରୀଙ୍କୁ ଧକ୍କା ଦେଲା ବସ୍‌

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼-କଲମପୁର ରାସ୍ତାର ଭତ୍ରାଗଡ଼ା ଛକରେ ବସ୍ ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ହେମରାଜ ପୂଜାରୀ। ସେ ଭତ୍ରାଗଡ଼ାକୁ ଯାଉଥିବା ବେଳେ କଲମପୁର ପଟୁ ଆସୁଥିବା ‘ସନ୍ତୋଷୀ’ ନାମକ ଏକ ଘରୋଇ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ...

puri
ଆଜି ଶ୍ରୀଜିଉଙ୍କ ସେନାପଟା ଲାଗି ନୀତି: ଦିନ ୨ଟା ଯାଏ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେଉଛି। ପରମ୍ପରା ଅନୁସାରେ ଗତକାଲି ବିଳମ୍ବିତ ରାତିରୁ ମହାପ୍ରଭୁଙ୍କର ଏହି ଶ୍ରୀଅଙ୍ଗ ସୁରକ୍ଷା ନୀତି ଆରମ୍ଭ କରାଯାଇଛି। ଏହା ଗୁପ୍ତ ସେବା ହୋଇଥିବାରୁ ଆଜି ଦିନ ୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିଛି। ଆସନ୍ତାକାଲି ଶ୍ରୀଜିଉଙ୍କ ସ୍ନାନଯାତ୍ରା...

fire
ଚଳନ୍ତା ଅବସ୍ଥାରେ ଜଳିଗଲା କୋଇଲା ବୋଝେଇ ଟ୍ରକ୍

ଲଖନପୁର: ଝାରସୁଗୁଡ଼ା ଜିଲ୍ଲା ଲଖନପୁରରେ ଏକ କୋଇଲା ବୋଝେଇ ଟ୍ରକ୍ ଜଳି ଯାଇଛି। ଗତକାଲି ରାତି ପ୍ରାୟ ୧୦ଟା ବେଳେ ଟ୍ରକ୍‌ଟି ଏମ୍‌ସିଏଲ୍‌ ଖୋଲାମୁହଁ ଖଣି ଅଞ୍ଚଳରୁ କୋଇଲା ନେଇ ଯାଉଥିବା ସମୟରେ ଏଥିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ପରେ ଡ୍ରାଇଭର ଓ ହେଲ୍‌ପର ଗାଡ଼ିରୁ...

raja
ଆଜି ଶେଷ ରଜ, ପିଠା ଓ ପାନରେ ମହକୁଛି ପରିବେଶ

ଭୁବନେଶ୍ୱର: ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ରଜ। ମିଠା, ପିଠା ଓ ପାନର ମହକରେ ଗାଁଠୁ ଆରମ୍ଭ କରି ସହର ଚଳଚଞ୍ଚଳ ହୋଇ ଉଠିଛି। ଦୋଳି ଓ ବାଗୁଡ଼ି ଖେଳରେ ମସ୍‌ଗୁଲ୍‌ ହୋଇ ଧୁମ୍‌ଧାମ୍‌ରେ ଚାଲିଛି ରଜ ଉତ୍ସବ ପାଳନ। ଗତକାଲି ରଜ ସଂକ୍ରାନ୍ତି ଅବସରରେ...

viart
ବିରାଟଙ୍କ ଉପରେ ବିରାଟ ଭରସା

ନୂଆଦିଲ୍ଲୀ: ଗତ ୩ ବର୍ଷର ପରିସଂଖ୍ୟାନ ହିଁ କହୁଛି ବିରାଟ ଓ ରୋହିତ ଶର୍ମାଙ୍କ ଉପରେ ଟିମ୍ ଇଣ୍ଡିଆ କେତେ ନିର୍ଭରଶୀଳ। ଲଗାତାର ଭଲ ପ୍ରଦର୍ଶନ ସହ ଦଳ ଆଣିଛି ଅନେକ ବିଜୟ। କେବଳ ଦଳକୁ ଜିତାଇବା ପାଇଁ ନୁହେଁ ବରଂ ଲମ୍ବା ଇନିଂସ୍‌ ଖେଳିବାରେ ମଧ୍ୟ ଦୁଇ...

Kadali Patra Sukha Kankada
କମ୍‌ ତେଲରେ ପ୍ରସ୍ତୁତ କରନ୍ତୁ କଦଳୀ ପତ୍ର ଶୁଖା କଙ୍କଡ଼ା | Kadali Patra Sukha Kankada

ଭୁବନେଶ୍ୱର: କଙ୍କଡ଼ା ତରକାରୀ, କଷା ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ଖାସ୍‌ କରି ଏସବୁ ଅପେକ୍ଷା କଙ୍କଡ଼ା ଝୋଳ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଆଜି ଆପଣଙ୍କୁ କଦଳୀ ପତ୍ରରେ କଙ୍କଡ଼ାର ଏକ ସ୍ୱାଦିଷ୍ଟ ଆଇଟମ୍ ତିଆରି କରିବା ଶିଖାଇବୁ ଯାହା କମ୍‌ ତେଲରେ ପ୍ରସ୍ତୁତ ହେବା ସହ...

lemon
ତ୍ୱଚାରେ ଚମକ ଆଣିବା ସହ ବହୁ ରୋଗରୁ ମୁକ୍ତି ଦେଇଥାଏ ଲେମ୍ବୁ ପାଣି

ଭୁବନେଶ୍ୱର: ଖରା ଦିନେ ଲେମ୍ବୁ ପାଣି ପିଇବା ଶରୀର ସମେତ ତ୍ୱଚା ଲାଗି ବି ଲାଭଦାୟକ ହୋଇଥାଏ। ଏହା ଶରୀରରେ  ଜଳୀୟ ଅଂଶର ମାତ୍ରା ଠିକ୍‌ ରଖିଥାଏ। ଏଥିରେ ଭିଟାମିନ ସି’ ଭରପୁର ମାତ୍ରାରେ ଥାଏ। ଯାହାକି ସ୍ୱାସ୍ଥ୍ୟ ଲାଗି ଖୁବ୍‌ ଲାଭଦାୟକ ହୋଇଥାଏ। ତ୍ୱଚାରେ ଚମକ ଆଣିବା...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।