• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

କ୍ରମାଗତ ତୃତୀୟ ଦିନ ଓଡ଼ିଶାରେ ପେଟ୍ରୋଲ ଠାରୁ ଡିଜେଲ ମହଙ୍ଗା
କ୍ରମାଗତ ତୃତୀୟ ଦିନ ଓଡ଼ିଶାରେ ପେଟ୍ରୋଲ ଠାରୁ ଡିଜେଲ ମହଙ୍ଗା

ଭୁବନେଶ୍ୱର : ଓଡିଶାରେ ଡିଜେଲ ଦର ପେଟ୍ରୋଲ ତୁଳନାରେ ଅଧିକ କାହିଁକି? ଏହି ପ୍ରଶ୍ନକୁ ନେଇ ଏବେ ଆଲୋଚନା । ପେଟ୍ରୋଲିୟମ୍ ଡିଲର୍ ଅାସୋସିଏସେନ୍ ଏହା ପଛରେ ରାଜ୍ୟ ସରକାର ନେଉଥିବା ୨୬ ପ୍ରତିଶତ ଭାଟ୍‌କୁ ଦାୟୀ କରୁଥିବା ବେଳେ ରାଜ୍ୟ ଅର୍ଥ ମନ୍ତ୍ରୀ ପେଟ୍ରୋଲ ତୁଳନାରେ ଡିଜେଲ୍‌ର...

ଅଜଣା ରୋଗୀଙ୍କ ପାଇଁ SCBରେ ଖୋଲାଯିବ ସ୍ୱତନ୍ତ୍ର ୱାର୍ଡ
ଅଜଣା ରୋଗୀଙ୍କ ପାଇଁ SCBରେ ଖୋଲାଯିବ ସ୍ୱତନ୍ତ୍ର ୱାର୍ଡ

କଟକ : ଅଜଣା ରୋଗୀଙ୍କ ପାଇଁ SCBରେ ଖୋଲାଯିବ ୫ଟି ସ୍ୱତନ୍ତ୍ର ୱାର୍ଡ । କଟକ ଏସସିବି ମେଡିକାଲକୁ ଅାସୁଥିବା ଅଜଣା ରୋଗୀ ପାଇଁ ଏହି ୱାର୍ଡଗୁଡିକ ଖୋଲାଯିବାର ବ୍ୟବସ୍ଥା କରାଯିବ । ସେଗୁଡିକ ହେଲା ଶଲ୍ୟ, ଅସ୍ଥି ଶଲ୍ୟ, ମେଡିସିନ୍, ପ୍ରସୂତି ଓ ଶିଶୁ ରୋଗ ବିଭାଗ...

ସିବିଅାଇରେ ବିବାଦ
ସିବିଅାଇରେ ବିବାଦ

ନୂଆଦିଲ୍ଲୀ : ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ଗତକାଲି ରାକେଶ ଆସ୍ଥାନାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗରେ ସିବିଆଇ ମାମଲା ରୁଜୁ କରିବା ପରେ ବିବାଦ ବଢ଼ିଯାଇଛି। ଅନ୍ୟପଟେ ତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ...

ଅାଜି ବନ୍ଦ ହେବ ସବରିମାଳା ମନ୍ଦିର
ଅାଜି ବନ୍ଦ ହେବ ସବରିମାଳା ମନ୍ଦିର

କେରଳ : ମାସକୁ ୫ ଦିନ ପାଇଁ ଖୋଲୁଥିବା କେରଳର ସବରିମାଳା ମନ୍ଦିର ଆଜି ବନ୍ଦ ହୋଇଯିବ। ତେବେ ପାଞ୍ଚଦିନ ଭିତରେ ନିର୍ଦ୍ଦିଷ୍ଠ ବୟସ ବର୍ଗର ମହିଳା ସ୍ୱାମୀ ଆୟାପ୍ପାଙ୍କୁ ଦର୍ଶନ କରିବାରେ ସଫଳ ହୋଇନାହାନ୍ତି। ବିରୋଧୀଙ୍କ ପ୍ରବଳ ବିରୋଧ ଯୋଗୁଁ ମହିଳା ଭକ୍ତ ମନ୍ଦିର ଭିତରକୁ ପ୍ରବେଶ...

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ

ବଲାଙ୍ଗିର  : ବଲାଙ୍ଗିର ମାଳପଡାରେ ଗ୍ୟାସ୍‌ ସିଲିଣ୍ଡର ବିସ୍ପୋରଣ। ଗତକାଲି ରାତିରେ ରାମମନ୍ଦିର ନିକଟରେ ରହୁଥିବା ହିମାଂଶୁ ପଣ୍ଡାଙ୍କ ଘରେ ଏହି ବିସ୍ଫୋରଣ ଘଟିଛି। ରାତି ପ୍ରାୟ ଗୋଟାଏରେ ହଠାତ୍ ରୋଷେଇ ଘରେ ଥିବା ତିନିଟି ସିଲିଣ୍ଡର ବିସ୍ପୋରଣ ହୋଇଥିଲା। ଏଥିରେ ରୋଷେଇ ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା...

ତିତ୍‌ଲି ବାତ୍ୟା ଓ ବନ୍ୟାର ପରବର୍ତ୍ତୀ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ତିତ୍‌ଲି ବାତ୍ୟା ଓ ବନ୍ୟାର ପରବର୍ତ୍ତୀ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ତିତ୍‌ଲି ବାତ୍ୟା ଓ ବନ୍ୟା ପରବର୍ତ୍ତୀ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଅାଜି ସଂଧ୍ୟାରେ ସମୀକ୍ଷା କରିଛନ୍ତି । ନିର୍ଦ୍ଧାରିତ ସମୟରେ ପୁନର୍ଗଠନ କାମ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୁନର୍ଗଠନ କାମର ତଦାରଖ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ। ୫ଦିନ ପରେ ପର୍ଯ୍ୟବେକ୍ଷକ...