• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

ହଲକୁ ଅାସିଲା ‘ପ୍ରେମ୍ କୁମାର’ ଓ ‘ଶ୍ରୀମାନ ସୁରଦାସ୍’
ହଲକୁ ଅାସିଲା ‘ପ୍ରେମ୍ କୁମାର’ ଓ ‘ଶ୍ରୀମାନ ସୁରଦାସ୍’

ଭୁବନେଶ୍ୱର : ପୂଜା ବଜାରରେ ଦର୍ଶକଙ୍କୁ ମନୋରଞ୍ଜନର ଡବଲ ଟନିକ୍। ଗୋଟିଏ ‘ପ୍ରେମ୍ କୁମାର’ ଓ ଅନ୍ୟଟି ‘ଶ୍ରୀମାନ ସୁର ଦାସ’। ତରଙ୍ଗ ସିନେ ପ୍ରଡକ୍ସସନ୍ସର ଏ ଦୁଇଟି ଯାକ ଫିଲ୍ମ ରିଲିଜ୍ ପରେ ଅାଜି ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଏମିତି କ୍ରେଜ୍ । କଟକ ବୃନ୍ଦାବନ...

ତେଜୁଛି ବିଜେଡିର ଗୋଷ୍ଠୀ କନ୍ଦଳ
ତେଜୁଛି ବିଜେଡିର ଗୋଷ୍ଠୀ କନ୍ଦଳ

କଣ୍ଟାମାଳ : ଦିନକୁ ଦିନ ବିଜେଡିରେ ଗୋଷ୍ଠୀ କନ୍ଦଳ ଉଗ୍ର ହେବାରେ ଲାଗିଛି। ବିଧାୟକଙ୍କ ବିରୋଧରେ କର୍ମୀମାନେ ଖୋଲାଖୋଲି ପ୍ରତିବାଦ କରୁଛନ୍ତି। ବୌଦ୍ଧରେ ଦଳ ମଧ୍ୟରେ ଥିବା ବିବାଦ ପଦାକୁ ଆସିଛି। କଣ୍ଟାମାଳ ବିଧାୟକ ମହିଧର ରଣାଙ୍କୁ ଖୋଲା ବିରୋଧ କରିଛନ୍ତି ସ୍ଥାନୀୟ ଜନସାଧାରଣ। ଆଗାମୀ ନିର୍ବାଚନରେ ମହିଧରଙ୍କୁ...

କେନାଲ ଭାଙ୍ଗି ଯିବାରୁ ଅାତଙ୍କିତ ଲୋକେ
କେନାଲ ଭାଙ୍ଗି ଯିବାରୁ ଅାତଙ୍କିତ ଲୋକେ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସୋଗର ବାଇସିଙ୍ଗା ଗାଁରେ କେନାଲ ଭାଙ୍ଗି ଯିବାରୁ ଅାତଙ୍କିତ ଲୋକେ । ରେଙ୍ଗାଲି ଭଇରପୁର ଶାଖା କେନାଲ ଭାଙ୍ଗି ଯିବାରୁ ଗାଁ ଭିତରକୁ ପାଣି ପଶିଯାଇଛି। ଗାଁ ପାଖ ଦେଇ ଯାଇଥିବା କେନାଲରେ ଘାଇ ସୃଷ୍ଟି ହୋଇଥିଲା।  ପରେ ପରେ ୧୦...

ମୃତ୍ୟୁବରଣ କରିଥିବା ବାଳକଙ୍କ ପରିବାରକୁ ଭେଟିଲେ ବୈଜୟନ୍ତ
ମୃତ୍ୟୁବରଣ କରିଥିବା ବାଳକଙ୍କ ପରିବାରକୁ ଭେଟିଲେ ବୈଜୟନ୍ତ

କେନ୍ଦ୍ରାପଡ଼ା : ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା କେନ୍ଦ୍ରାପଡ଼ା ଡେରାବିଶ ନୋଳସାହିର ୮ ବର୍ଷର ବାଳକଙ୍କ ପରିବାରକୁ ଭେଟିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଗତ ୭ ତାରିଖରେ ଡେରାବିଶ ବ୍ଲକ ରଘୁଦେଇପୁର ନୋଳସାହି ଗ୍ରାମର ତୁଷାର ମଲ୍ଲିକ କେନାଲରେ ଗାଧୋଉଥିବା ବେଳେ ଭାସିଯାଇଥିଲେ। ପୁଅର ମୃତ୍ୟୁରେ ଭାଙ୍ଗି...

ବନ୍ୟା ସୁଅରେ ଭାସିଯାଇଥିବା ୫ ହାତୀ କୂଳରେ ଲାଗିଲେ
ବନ୍ୟା ସୁଅରେ ଭାସିଯାଇଥିବା ୫ ହାତୀ କୂଳରେ ଲାଗିଲେ

କଟକ : ମହାନଦୀରେ ବନ୍ୟାର ପ୍ରଖର ସୁଅରେ ଭାସିଯାଇଥିବା ସମସ୍ତ ୫ ହାତୀ କୂଳରେ ଲାଗିଲେ। ନରାଜ ଠାରେ ୩ଟି ହାତୀ କୂଳରେ ଲାଗିଥିବା ବେଳେ ସର୍ପେଶ୍ୱର ଓ କଖଡ଼ିରେ ଗୋଟିଏ ଲେଖାଏଁ ହାତୀ ସୁରକ୍ଷିତ ଭାବେ କୂଳରେ ଲାଗିଛନ୍ତି। ଅାଠଗଡ଼ରୁ ଚନ୍ଦକା ଯିବା ବେଳେ ମହାନଦୀରେ ବନ୍ୟାର...