• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

ଅାମ୍ବୁଲାନ୍ସ ଡେରିରେ ଅାସିବାରୁ ରୋଗୀର ମୃତ୍ୟୁ ଅଭିଯୋଗ
ଅାମ୍ବୁଲାନ୍ସ ଡେରିରେ ଅାସିବାରୁ ରୋଗୀର ମୃତ୍ୟୁ ଅଭିଯୋଗ

କେନ୍ଦ୍ରାପଡା : ଅାମ୍ବୁଲାନ୍‌ସ ବିଳମ୍ବରେ ଅାସିବାରୁ ରୋଗୀ ମୃତ୍ୟୁ ଅଭିଯୋଗ। ଗତକାଲି ମହାକାଳପଡା ଲୁଣିମାଠିଅା ଶବରସାହିର ନଖିଅା ମଲ୍ଲିକ ଗୁରୁତର ହୋଇପଡିଥିଲେ। ତାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ବିଳମ୍ବିତ ରାତିରେ ୧୦୮ ଅାମ୍ବୁଲାନ୍‌ସକୁ ଫୋନ୍‌ କରାଯାଇଥିଲା। ଧୀରେଧୀରେ ତାଙ୍କର ଅବସ୍ଥା ଗୁରୁତର ହେବା ସହ ଭୋର ୪ଟାରେ ମୃତ୍ୟୁ...

ଅାଜି ପବିତ୍ର ପୟାଶ୍ରାଦ୍ଧ ଦିବସ
ଅାଜି ପବିତ୍ର ପୟାଶ୍ରାଦ୍ଧ ଦିବସ

ପୁରୀ : ଅାଜି ଅମାବାସ୍ୟା ସହିତ ପବିତ୍ର ପୟାଶ୍ରାଦ୍ଧ ଦିବସ। ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାକୁ ଦୂରଦୂରାନ୍ତରୁ ଶ୍ରୀକ୍ଷେତ୍ରକୁ ଅାସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଏନେଇ ଜିଲ୍ଲା ପ୍ରଶାସନ ଏବଂ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସିଂହଦ୍ୱାର ସାମ୍ନାରେ କାଉଁରିଅା ଜାଳିବା ପାଇଁ ସ୍ୱତନ୍ତ୍ର ଅଞ୍ଚଳ ଚିହ୍ନଟ...

ଗୋଟିଏ ପଟେ ମେକ୍ଇନ୍ ଓଡ଼ିଶା; ଅନ୍ୟପଟେ ପ୍ରତିଷ୍ଠିତ ଶିଳ୍ପକୁ ବନ୍ଦ ଲାଗି ଷଡ଼ଯନ୍ତ୍ର
ଗୋଟିଏ ପଟେ ମେକ୍ଇନ୍ ଓଡ଼ିଶା; ଅନ୍ୟପଟେ ପ୍ରତିଷ୍ଠିତ ଶିଳ୍ପକୁ ବନ୍ଦ ଲାଗି ଷଡ଼ଯନ୍ତ୍ର

ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନେଇ ସତରେ କଣ ତତ୍ପର ରାଜ୍ୟ ସରକାର? ଅାଚରଣ ଓ ଉଚ୍ଚାରଣକୁ ଦେଖିଲେ ଏହା ଅାଦୌ ଜଣାପଡୁନାହିଁ। କାରଣ ଗୋଟିଏ ପଟେ ରାଜ୍ୟକୁ ଶିଳ୍ପ ଅାଣିବା ଲାଗି ମେନ୍ ଇନ୍ ଓଡ଼ିଶା କନ୍‌କ୍ଲେଭ, ଅନ୍ୟପଟେ ରାଜ୍ୟରେ ଥିବା ପ୍ରତିଷ୍ଠିତ ଶିଳ୍ପକୁ ବନ୍ଦ...

ଭିଜିଲାନ୍ସ ଜାଲରେ ବିଶ୍ରା ବିଡିଓ

ସୁନ୍ଦରଗଡ  : ଲକ୍ଷେ ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡିଲେ ବିଡିଓ। ସୁନ୍ଦରଗଡ ଜିଲ୍ଲା ବିଶ୍ରା ବ୍ଲକ୍‌ ବିଡିଓ ପ୍ରଶାନ୍ତ କୁମାର ରାଉତ ଅାଜି ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ କାବୁ କରିଛି ଭିଜିଲାନ୍ସ। ୧୧ ଲକ୍ଷ ଟଙ୍କାର ଏକ କାମର ପ୍ରଶାସନିକ ଅନୁମତି...

ପ୍ରତିରକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ
ପ୍ରତିରକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ

ନୂଆଦିଲ୍ଲୀ : ତିନି ଦଶନ୍ଧିର ଅତି ଗୋପନୀୟ କାର୍ଯ୍ୟକ୍ରମରୁ ମିଳିଛି ଐତିହାସିକ ସଫଳତା। ପୂର୍ଣ୍ଣ କାର୍ଯ୍ୟଦକ୍ଷତା ହାସଲ କରିଛି ଭାରତୀୟ ନୌସେନାର ପ୍ରଥମ ପରମାଣୁ ଅସ୍ତ୍ର ସଂପନ୍ନ ବାଲିଷ୍ଟିକ୍‌ ମିସାଇଲ ସବ୍‌ମେରିନ୍ ଅରିହନ୍ତ। ଏଥିସହିତ ଭାରତ ଏଭଳି କ୍ଷମତା ଥିବା ଅାମେରିକା, ବ୍ରିଟେନ୍, ଋଷିଅା, ଚୀନ୍‌ ଓ ଫ୍ରାନ୍ସ...