• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

ଅାରମ୍ଭ ହେଲା ବାଙ୍କୀ ମହୋତ୍ସବ
ଅାରମ୍ଭ ହେଲା ବାଙ୍କୀ ମହୋତ୍ସବ

ବାଙ୍କୀ : ପବିତ୍ର କୁମାର ପୂର୍ଣ୍ଣିମାରେ ଚଳ ଚଞ୍ଚଳ ହୋଇଉଠିଛି ବାଙ୍କୀ ସହର। କାର୍ତ୍ତିକ ପୂର୍ଣ୍ଣିମା ମଧ୍ୟରାତ୍ରୀରୁ ସହର ସାରା ଅାଲୋକମାଳାରେ ଝଲସିଛି। ଏହିଦିନ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଅା ଚର୍ଚ୍ଚିକା ଭକ୍ତଙ୍କୁ କୁମାରୀ ବେଶରେ ଦର୍ଶନ ଦେଇଥିବା ବେଳେ, ମାସ ତମାମ ବ୍ରତ ରଖିଥିବା କୁମାରୀ ବ୍ରତ...

ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ତାତିଲେ ଚାଷୀ
ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ତାତିଲେ ଚାଷୀ

ସମ୍ବଲପୁର : ମରୁଡ଼ି ଘୋଷଣା ଦାବିକୁ ନେଇ ତାତିଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ଚାଷୀ । ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଅାଜି ସରକାରୀ କାର୍ଯ୍ୟାଳୟକୁ ଅଚଳ କରାଯାଇଛିା କୁଚିଣ୍ଡା କୃଷି କାର୍ଯ୍ୟାଳୟ ସମେତ ବ୍ଲକ୍ ଏବଂ ତହସିଲଦାରଙ୍କ ଅଫିସ୍‌ରେ ତାଲା ଲଗାଇଛନ୍ତି ଚାଷୀ ।...

ୱାଇଏସଅାର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡିଙ୍କୁ ଅାକ୍ରମଣ
ୱାଇଏସଅାର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡିଙ୍କୁ ଅାକ୍ରମଣ

ବିଶାଖାପଟନମ୍ : ଓ୍ୱାଇଏସଅାର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡିଙ୍କ ଉପରକୁ ଅାକ୍ରମଣ। ବିଶାଖାପଟନମ୍ ବିମାନବନ୍ଦରରେ ଜଣେ ଯୁବକ ତାଙ୍କ ଉପରକୁ ଛୁରା ମାଡ଼ କରିଛି। ମିଳିଥିବା ସୂଚନା ଅନୁଯାୟୀ ଜଗନ ମୋହନ ଏୟାରପୋର୍ଟର ଭିଅାଇପି ଲାଉଞ୍ଜରେ ହାଇଦ୍ରାବାଦ ଫ୍ଲାଇଟକୁ ଅପେକ୍ଷା କରିଥିଲେ। ଦୁର୍ବୃତ୍ତ ଜଣଙ୍କ ସେଲଫି ନେବା...

ଅାୟର ପ୍ରସଙ୍ଗରେ ସରକାରଙ୍କ ତତ୍ପରତା ନେଇ ବିରୋଧୀଙ୍କ ପ୍ରଶ୍ନ
ଅାୟର ପ୍ରସଙ୍ଗରେ ସରକାରଙ୍କ ତତ୍ପରତା ନେଇ ବିରୋଧୀଙ୍କ ପ୍ରଶ୍ନ

ଭୁବନେଶ୍ୱର : ବଢୁଛି ଅଭିଜିତ ଅାୟରଙ୍କ ଅଡୁଅା । ପ୍ରଥମେ ଗୃହ କମିଟିର ଜେରା। ପୁଣି ପୁଲିସର ଜେରା।  ତା ପରେ ଗିରଫ ଅାଉ ଜେଲ । ଏବେ ପୁଣି ଜେରା କରିବ କୋଣାର୍କ ପୁଲିସ। ଅାଜି ଏ ନେଇ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ। ଜାମିନ...

ମୃତଦେହ ଭାରତକୁ ଫେରାଇ ଅାଣିବାକୁ ଚିଠି ଲେଖିଲେ ବୈଜୟନ୍ତ
ମୃତଦେହ ଭାରତକୁ ଫେରାଇ ଅାଣିବାକୁ ଚିଠି ଲେଖିଲେ ବୈଜୟନ୍ତ

ଭୁବନେଶ୍ୱର : ସାଉଦି ଅାରବରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମୃତଦେହ ଫେରାଇ ଅାଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଓଡ଼ିଆ ଶ୍ରମିକ ନରେନ୍ଦ୍ର ପଲେଇଙ୍କ ମୃତଦେହ ଭାରତକୁ ଫେରାଇ ଅାଣିବା ଲାଗି ବ୍ୟବସ୍ଥା କରିବାକୁ ବୈଜୟନ୍ତ ସାଉଦି ଅାରବରେ...

ଅାଳିରେ ଖାରବେଳ ସ୍ୱାଇଁଙ୍କୁ ଅାକ୍ରମଣ ଅଭିଯୋଗ
ଅାଳିରେ ଖାରବେଳ ସ୍ୱାଇଁଙ୍କୁ ଅାକ୍ରମଣ ଅଭିଯୋଗ

ଅାଳି : ଅାଳିରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ଅାକ୍ରମଣ ଅଭିଯୋଗ । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଭାଷଣ ଦେବାରୁ ଅାକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଅାକ୍ରମଣ ସହ ବେକ ଧରି ଘୋଷାଡ଼ି ଥିବା ଅଭିଯୋଗ କରିଛନ୍ତି ଖାରବେଳ। ସଭାରୁ ନଗଲେ ହାଣିଦେବାକୁ ଧମକ ଦେଇଥିବା ମଧ୍ୟ...

ସୁନ୍ଦରୀକୁ କାବୁ କରିବାରେ ନାକେଦମ୍ ଟ୍ରାଙ୍କୁଲାଇଜ ଟିମ୍
ସୁନ୍ଦରୀକୁ କାବୁ କରିବାରେ ନାକେଦମ୍ ଟ୍ରାଙ୍କୁଲାଇଜ ଟିମ୍

ଅନୁଗୁଳ: ଅପରେସନ ସୁନ୍ଦରୀର ତୃତୀୟ ପର୍ଯ୍ୟାୟ ଅଭିଯାନ। ବାଘୁଣୀ ସୁନ୍ଦରୀକୁ କାବୁ କରିବାକୁ ଜାରି ରହିଛି ପ୍ରୟାସ।  ସାତକୋଶିଅା ଜଙ୍ଗଲର ବାଘମୁଣ୍ଡା ଗାଁ ପାଖ ପାହାଡ଼ ତଳ ବୁଦାରେ ବାଘୁଣୀ ଲୁଚିଥିବା ସୂଚନା ମିଳିଛି। ତାକୁ ଧରିବାକୁ ପାହାଡ଼ ତଳକୁ ଯାଇଛି ଏକ ଟିମ୍। ଟ୍ରାଙ୍କୁଲାଇଜ୍ ପାଇଁ ପାହାଡ଼...

ଶିଳ୍ପାୟନକୁ ନେଇ ପୁଣି ସୁନେଲୀ ସ୍ୱପ୍ନ
ଶିଳ୍ପାୟନକୁ ନେଇ ପୁଣି ସୁନେଲୀ ସ୍ୱପ୍ନ

ଭୁବନେଶ୍ୱର : ଇସ୍ପାତ କ୍ଷେତ୍ରରେ ନୂଅା ଅଧ୍ୟାୟ। ଏକାଦିନରେ ସ୍ୱାକ୍ଷର ହେଲା ୩୮ ଚୁକ୍ତିନାମା । ୩୯ ହଜାର ୪୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ଲକ୍ଷ୍ୟ। ଇସ୍ପାତ ଉତ୍ପାଦନ ପାଇଁ ଅାବଶ୍ୟକ ହେଉଥିବା ଯନ୍ତ୍ରାଂଶ ପାଇଁ ବିଦେଶୀ କମ୍ପାନୀଙ୍କ ଅାଗ୍ରହ । ମେକ୍-ଇନ୍-ଇଣ୍ଡିଅା ଅଭିଯାନକୁ ଅାଗକୁ ନେଇ...