• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

ବଢିବାରେ ଲାଗିଛି ବନ୍ୟଜନ୍ତୁଙ୍କ ଉତ୍ପାତ
ବଢିବାରେ ଲାଗିଛି ବନ୍ୟଜନ୍ତୁଙ୍କ ଉତ୍ପାତ

ଢେଙ୍କାନାଳ  : ବଢିବାରେ ଲାଗିଛି ବନ୍ୟଜନ୍ତୁଙ୍କ ଉତ୍ପାତ। ଢେଙ୍କାନାଳ ଜିଲ୍ଲା ପଣ୍ଡୁଅା ଗାଁ ନିକଟରେ ହାତୀ ଅାକ୍ରମଣରେ ୩ ଜଣ ଗୁରୁତର ହୋଇଛନ୍ତି। ହାତୀ ଅାକ୍ରମଣରେ ପୁଟସାହି ଗାଁର ସ୍ୱର୍ଣ୍ଣଲକ୍ଷ୍ମୀ ବେହେରା ଓ ଗୁରୁଜଙ୍ଗଗାଁର ପ୍ରିୟଙ୍କା ପ୍ରିୟଦର୍ଶନୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଜିଲ୍ଲା ମୁଖ୍ୟ...

ସର୍ବଭାରତୀୟ ସ୍ତରର ଫୁଟବଲ ମହୋତ୍ସବ ଉଦଯାପିତ
ସର୍ବଭାରତୀୟ ସ୍ତରର ଫୁଟବଲ ମହୋତ୍ସବ ଉଦଯାପିତ

ବାରିପଦା : ସକାଳର ସୁନେଲି କିରଣ ସହ ସବୁଜ ଘାସ ପଡିଅାରେ ଧାଡିକି ଧାଡି ଫୁଟବଲ। ତା ପଛେ ପଛେ ଖେଳାଳି। କିଏ ଗୋଡରେ କିକ୍ ପ୍ରାକଟିସ୍ କରୁଛି ତ ଅାଉ କିଏ ଫୁଟବଲକୁ ହେଡ୍ କରିବାର ଅଭ୍ୟାସ କରୁଛି । ପୁଣି ବିପକ୍ଷରୁ ବଲ୍‌କୁ କିଭଳି ଛଡାଇ...

ମଦ ବିରୋଧରେ ତାତିଲେ ମହିଳା
ମଦ ବିରୋଧରେ ତାତିଲେ ମହିଳା

ଭଦ୍ରକ  : ଭଦ୍ରକ ଜିଲ୍ଲା ଧାମରା ବଜାରରେ ଥିବା ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନ ଉଚ୍ଛେଦ ଦାବି। ସାଗର ବେଳା ମହିଳା ମହାସଂଘ ନେତୃତ୍ୱରେ ଶତାଧିକ ମହିଳା ବଜାରରେ ଥିବା ମଦ ଦୋକାନ ଅାଗରେ ବିକ୍ଷୋଭ କରିବା ସହ ଧାରଣାରେ ବସିଥିଲେ। ପୂର୍ବରୁ ଏନେଇ ଜିଳ୍ଲାପାଳଙ୍କୁ...

୧୪୪ ଧାରା ଭାଙ୍ଗି ଭୁବନେଶ୍ୱରରେ ପଶିଲେ ଚାଷୀ
୧୪୪ ଧାରା ଭାଙ୍ଗି ଭୁବନେଶ୍ୱରରେ ପଶିଲେ ଚାଷୀ

ଭୁବନେଶ୍ୱର : ୧୪୪ ଧାରା ଭାଙ୍ଗି ରାଜଧାନୀରେ ପଶିଲେ ଚାଷୀ। ପୁଲିସର କର୍ଡନ ଭାଙ୍ଗି ଭୁବନେଶ୍ୱର ଭିତରେ ଧସେଇ ପଶିଛନ୍ତି ଚାଷୀ । ଖଣ୍ଡଗିରି ଛକ ନିକଟରେ ୧୪୪ ଧାରା ସତ୍ତ୍ୱେ ଏହାକୁ ଖାତିର କରିନାହାନ୍ତି ଶୋଭାଯାତ୍ରାରେ ଅାସିଥିବା ନବନିର୍ମାଣ କୃଷକ ସଂଗଠନର ସଦସ୍ୟ । ତେବେ ପୁଲିସ...

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା
ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା  : ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜିତେନ୍ଦ୍ର ରାଉତଙ୍କ ପରିବାକୁ ଭେଟିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।  କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ପଖୋଟ ଗାଁରେ ପହଞ୍ଚି ଜିତେନ୍ଦ୍ରଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ବୈଜୟନ୍ତ। ଗତ ୨୧ ତାରିଖରେ ଅଫିସ...

ଢେଙ୍କାନାଳର ପ୍ରସିଦ୍ଧ ମାଅା ଗଜଲକ୍ଷ୍ମୀ ପୂଜାର ଅାଜି ଭସାଣ ଉତ୍ସବ
ଢେଙ୍କାନାଳର ପ୍ରସିଦ୍ଧ ମାଅା ଗଜଲକ୍ଷ୍ମୀ ପୂଜାର ଅାଜି ଭସାଣ ଉତ୍ସବ

ଢେଙ୍କାନାଳ : ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଚାଲିଛି ଭସାଣ ଉତ୍ସବ। ମିଳିତ ବଜାର କମିଟି ପକ୍ଷରୁ ଅାୟୋଜିତ ଭସାଣ ଉତ୍ସବରେ ମୋଟ ୩୮ଟି ମେଢ ଯୋଗ ଦେଇଛନ୍ତି। ସମସ୍ତ ମେଢ ଦୁର୍ଗାବଜାର ଠାରେ ଏକାଠି ହୋଇ କ୍ରମାନ୍ୱୟରେ ଭସାଣ ଶୋଭାଯାତ୍ରାରେ ବାହାରିଛନ୍ତି । ବସଷ୍ଟାଣ୍ଡ ଠାରୁ ୧୩ଟି...

ପୁଲିସ-ଓକିଲ ବିବାଦରେ ନୂଅା ଟ୍ୱିଷ୍ଟ
ପୁଲିସ-ଓକିଲ ବିବାଦରେ ନୂଅା ଟ୍ୱିଷ୍ଟ

କଟକ : କଟକରେ ଓକିଲ-ପୁଲିସ ବିବାଦରେ ନୂଅା ଟ୍ୱିଷ୍ଟ। ଥଣ୍ଡା ପଡ଼ିଲା କନଷ୍ଟେବଲ ହାବିଲଦାର-ସିପାହୀ ମହାସଂଘ । ମାମଲାରେ ୩ଜଣ କନଷ୍ଟେବଲ ଓ ଜଣେ ହୋମଗାର୍ଡଙ୍କ ଉପରେ ନିଲମ୍ବନ ଅାଦେଶକୁ ରାଜ୍ୟ ସରକାର ପ୍ରତ୍ୟାହାର କରିଥିବାରୁ ଅାସନ୍ତାକାଲି ଠାରୁ ହେବାକୁ ଥିବା ଅାନ୍ଦୋଳନକୁ ସ୍ଥଗିତ ରଖିଛି ମହାସଂଘ। ଅାଜି...

ଗାଡ଼ି ଧୋଇବା ବେଳେ ବିଦ୍ୟୁତ୍‌ ତାର ଲାଗି ୨ ମୃତ
ଗାଡ଼ି ଧୋଇବା ବେଳେ ବିଦ୍ୟୁତ୍‌ ତାର ଲାଗି ୨ ମୃତ

କୋରାପୁଟ  : ଗାଡ଼ି ଧୋଇବା ବେଳେ ବିଦ୍ୟୁତ ତାର ଲାଗି ୨ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡାରେ। ସେମିଳିଗୁଡା ନାଲକୋ ଛକରେ ଏକ ଟିପ୍ପରର ହେଲପର୍ ସୋନୁ ଯାନୀ ଟିପ୍ପରକୁ ନିକଟସ୍ଥ ନାଳ ପାଣିରେ ଧୋଉଥିଲେ। ଏହି ସମୟରେ ଟିପ୍ପରର ପଛପଟ ଡାଲା...

ରାଲିକୁ ନଗଲେ ଭତ୍ତା ବନ୍ଦ ଧମକ
ରାଲିକୁ ନଗଲେ ଭତ୍ତା ବନ୍ଦ ଧମକ

ନୟାଗଡ଼ : ରାଲିକୁ ନଗଲେ ଭତ୍ତା ବନ୍ଦ ଧମକ । ବିଜେଡି ପଦଯାତ୍ରାରେ ମହିଳା ମାନଙ୍କୁ ଜୋର ଜବରଦସ୍ତ ସାମିଲ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଅାସିଛି। ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ୍‌ରେ ବିଜେଡିର ପଦଯାତ୍ରା ବେଳେ ଏଭଳି ସଙ୍ଗୀନ ଅଭିଯୋଗ ଅାଣିଛନ୍ତି କିଛି ମହିଳା। ପଦଯାତ୍ରାରେ ସାମିଲ...