ତେଲକୋଇ (ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ବଡ଼ ପଲାଶପାଳ ପଞ୍ଚାୟତର ଭୋକା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁ ପୁଇଁ ହେବା ବେଳେ ପୋଡ଼ି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ରାଇମଣି ମୁଣ୍ଡା। ଗତକାଲି ରାଇମଣି ପ୍ରବଳ ଶୀତ ଦାଉରୁ...
ନୂଆଦିଲ୍ଲୀ : ଅନେକ ଉପାୟରେ ପଶୁମାନେ ମଣିଷ ପ୍ରତି ନିଜର ଭାବନାକୁ ବ୍ୟକ୍ତ କରିଥାନ୍ତି । ଆପଣ କୌଣସି ପୋଷା ବିଲେଇ କି କୁକୁରକୁ ଦେଖିଥିବେ , ଯିଏକି ନିଜର ମାଲିକକୁ ସ୍ନେହ କରି ପାଖରେ ରହିଥାଏ । ହେଲେ କୌଣସି ଓଟ ଏମିତି ଆଦର କରିବା ଦେଖିନଥିବେ...
ଭୁବନେଶ୍ୱର : ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଡ୍ରାଫ୍ଟ ଆର୍କିଟେକ୍ଚର ପ୍ଲାନ୍ ଲୋକାର୍ପଣ ପରେ ଏହାକୁ ସେବାୟତମାନେ ସ୍ୱାଗତ କରିଛନ୍ତି । କିନ୍ତୁ ସୌନ୍ଦର୍ଯ୍ୟକରଣ ପାଇଁ ଆଉ ସେବାୟତମାନଙ୍କ ଘର ନଭାଙ୍ଗିବା ପାଇଁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ...
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ନରସିଂହଗଡ଼ରୁ ପ୍ରାୟ ଦେଢ଼ କୋଟି ଟଙ୍କା ମୂଲ୍ୟର ବିରଳ ସାପ ଉଦ୍ଧାର । ରେଡ୍ ସ୍ୟାଣ୍ଡ୍ ବୋଆ ପ୍ରଜାତିର ଏହି ବିରଳ ସାପକୁ ନରସିଂହଗଡ଼ ବସ୍ଷ୍ଟାଣ୍ଡରେ ୨ଜଣ ବ୍ୟକ୍ତିଙ୍କ ଠାରୁ ପୁଲିସ ଉଦ୍ଧାର କରିଛି । ସେମାନେ ସାପକୁ ଏକ ପ୍ଲାଷ୍ଟିକ୍ ଥଳିରେ ରଖି...
ନୀଳଗିରି : ପାରିବାରିକ କଳହରୁ ଆକ୍ରମଣ। ଶଳାର ଯୌନାଙ୍ଗ କାଟିଦେଲେ ଭିଣୋଇ। ନୀଳଗିରିର ସଜନାଗଡ ପଂଚାୟତର କୁସୁମିଆଁ ଗାଁର କହ୍ନେଇ ରଣସିହା ଓ ରାଜୁ ଖାଲପାଲୁଆ ନିକଟସ୍ଥ ଗାଁକୁ ଯାଇଥିବା ବେଳେ କୌଣସି କାରଣକୁ ନେଇ ତାଙ୍କ ଭିତରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଭିଣୋଇ କହ୍ନେଇ...
ନୂଆଦିଲ୍ଲୀ : ଜେନେରାଲ ବିପିନ ରାଓ୍ୱତ ହେଲେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ । ଗତକାଲି କେନ୍ଦ୍ର ସରକାର ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି । ସେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରିନ୍ସପାଲ ସାମରିକ ପରାମର୍ଶଦାତା ଭାବେ କାମ କରିବେ । ଏହା ସହିତ ନୂଆ...
ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡ଼ିଶା। ନୂଆବର୍ଷ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଅତ୍ୟଧିକ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷର ପ୍ରଥମ ଦୁଇଦିନ ହାଲକା ବର୍ଷାରେ ଭିଜିବ ଓଡ଼ିଶା । ବର୍ଷର ପ୍ରଥମ ଦିନରେ ବରଗଡ଼,ନୂଆପଡ଼ା,ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ଦେବଗଡ଼ରେ ବର୍ଷା ସହ...
କରାଚି : ଦାନିଶ କାନେରିଆଙ୍କ ମାମଲା ସାମ୍ନାକୁ ଆସିବା ପରେ ପାକିସ୍ତାନରେ ହିନ୍ଦୁଙ୍କ ବିରୋଧରେ ଭେଦଭାବର ଖୁଲାସା ହୋଇଥିଲା। କିନ୍ତୁ ଏବେ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଶାହିଦ୍ ଆଫ୍ରିଦି ଏଭଳି ଏକ କଥା କହିଛନ୍ତି, ଯେଉଁଥିରେ ପାକିସ୍ତାନର ଧର୍ମନିରପେକ୍ଷତା ଉପରେ ପୁଣି ପ୍ରଶ୍ନ ଉଠିଛି। ଏକ ଟିଭି ଚ୍ୟାନେଲକୁ...
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ପ୍ରତିଦିନ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସହ ସମସ୍ତ ପୁରୁଣା ରେକର୍ଡକୁ ଭାଙ୍ଗିବାରେ ଲାଗିଛି। ସୋମବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ଦୀର୍ଘ ୧୧୯ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଅର୍ଥାତ ଦିଲ୍ଲୀରେ ଶୀତର ପ୍ରକୋପ...
ଭୁବନେଶ୍ୱର : ସରିସରି ଆସୁଛି ୨୦୧୯। ଶୁଭିଲାଣି ୨୦୨୦ର ପଦଧ୍ୱନି। ଆସନ୍ତାକାଲି ରାତିରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବିଭିନ୍ନ ସହରରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ସେଥିପାଇଁ ହୋଟେଲ୍, ରେଷ୍ଟୁରାଣ୍ଟ ଓ କ୍ଲବ ପକ୍ଷରୁ ହାଇଫାଇ ଆୟୋଜନ କରାଯାଇଛି। ନୂଆବର୍ଷ ସେଲିବ୍ରେସନ୍କୁ ଟିକେ ରଙ୍ଗୀନ କରିବା ପାଇଁ ବିଳମ୍ୱିତ...
ନୂଆଦିଲ୍ଲୀ : ଆଧାର-ପାନ ଲିଙ୍କ ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଆଧାର କାର୍ଡ ସହ ପାନ କାର୍ଡ ଲିଙ୍କ କରିବାର ଶେଷ ତାରିଖ ଆସନ୍ତାକାଲି ଅର୍ଥାତ ୨୦୧୯ ଡିସେମ୍ବର ୩୧ ତାରିଖ ରହିଥିଲା। ତେବେ ଏହାକୁ ଆଜି ସନ୍ଧ୍ୟାରେ ୨୦୨୦ ମାର୍ଚ୍ଚ ୩୧ ତାରିଖ ଯାଏ ବୃଦ୍ଧି...
ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପାରିପାଶ୍ୱିର୍କ ବିକାଶ ତଥା ପୁରୀକୁ ହେରିଟେଜ୍ କରିଡର କରିବା ନିମନ୍ତେ ଚୂଡ଼ାନ୍ତ ଡିଜାଇନ୍ ( ସ୍ଥାପତ୍ୟ ଯୋଜନା) ସମ୍ପର୍କରେ ମତାମତ ଦେବାକୁ ରାଜ୍ୟ ସରକାର ସର୍ବସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର ଚିଠା...