ଭୁବନେଶ୍ୱର : ଆସନ୍ତା ୫ତାରିଖରୁ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଜାନୁୟାରୀ ୨୦ତାରିଖ ପର୍ଯ୍ୟନ୍ତ ଅପରାହ୍ନ ସାଢ଼େ ୨ଟାରୁ ୫ଟା ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରଖିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅନୁମତି ଦେଇଛନ୍ତି। ରାଜଭବନ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ,...
ପୁରୀ : ଭାରତକୁ ହିନ୍ଦୁରାଷ୍ଟ୍ର ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି ପୁରୀ ଗୋବର୍ଦ୍ଧନପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ସିଏଏ ଓ ଏହା ବିରୋଧରେ ହେଉଥିବା ବିକ୍ଷୋଭ ଉପରେ ପ୍ରତିକ୍ରିୟା ଦେଇ ସେ ଏହା କହିଛନ୍ତି। ସେ କହିଛନ୍ତି-“ବିଶ୍ୱର ମୋଟ ୨୦୪ଟି ଦେଶ ମଧ୍ୟରୁ ଅଧିକାଂଶ ଦେଶ ଖ୍ରୀଷ୍ଟିଆନ...
ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆକାଶ ମେଘାଚ୍ଛନ ରହିବା ସାଙ୍ଗକୁ ପାଗ କୋହଲା ରହିଛି। ବର୍ଷା ଯୋଗୁଁ ଚାଷୀଙ୍କର ବର୍ଷକର ଫସଲ ନଷ୍ଟ ହେବାକୁ ବସୁଛି। ରାଜଧାନୀ ଭୁବନେଶ୍ୱର ମଧ୍ୟ...
ବେଙ୍ଗଲୁରୁ : ପୁରା ବେଙ୍ଗଲୁରୁ ଗୋଲାପୀ ରଙ୍ଗରେ ରଙ୍ଗେଇ ହେଲା । ଏହାର କାରଣ ଗୋଲାପୀ ରଙ୍ଗର ଶାଢ଼ି ପିନ୍ଧିଥିବା ଆଶାକର୍ମୀଙ୍କ ବିରାଟ ବିକ୍ଷୋଭ । ଏହି ଦୁଇ ଦିନିଆ ବିକ୍ଷୋଭରେ ୩୦ ହଜାରରୁ ଅଧିକ ଆଶାକର୍ମୀ ଭାଗ ନେଇଛନ୍ତି । ନିୟମିତ ଭାବେ ଦରମା ଦାବି କରି...
ବ୍ରହ୍ମପୁର : ବ୍ରହ୍ମପୁର ସରକାରୀ ଆଇଟିଆଇ ଛାତ୍ରଛାତ୍ରୀଙ୍କ ହାତ ତିଆରି କଳାକୃତି। ପୁଣି ଥରେ ଚମକିବ ବିଶ୍ୱ ଦରବାରରେ । ଗିନିଜ ବୁକ୍ ଅଫ୍ ୱଲର୍ଡ ରେକର୍ଡରେ ସ୍ଥାନ ପାଇବ ଆଇଟିଆଇ ପରିସରରେ ଲାଗିଥିବା ୨୨ ଫୁଟ ଉଚ୍ଚର ମାଛଧରା ବନ୍ସି କଣ୍ଟା। ଏହାକୁ ତିଆରି କରିଛନ୍ତି ଆଇଟିଆଇ...
କଟକ: କଟକର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ୍ର ଦ୍ୱିତୀୟ ଗର୍ଲଫ୍ରେଣ୍ଡ ଗିରଫ। ବକ୍ସିବଜାରର ଜଣେ ବ୍ୟବସାୟୀଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ଦରଘାବଜାର ଥାନା ପୁଲିସ ତାଙ୍କୁ ଗିରଫ କରିଛି। ସକିଲର ଅପରାଧିକ ସାମ୍ରାଜ୍ୟ ବିଷୟରେ ଜାଣିବା ପାଇଁ କମିଶନରେଟ୍ ପୁଲିସ ତାଙ୍କୁ ଆଜି ଏକ...
ମୁମ୍ୱାଇ : ଇଂରାଜୀର ପ୍ରତି ଶବ୍ଦର ହିନ୍ଦିରେ କିଛି କିଛି ନା ଅର୍ଥ ରହିଥାଏ । କିନ୍ତୁ ଏମିତି କିଛି ଶବ୍ଦ ଅଛି , ଯାହାର ହିନ୍ଦି ଶବ୍ଦ ଖୋଜିବା ବହୁତ ମୁସ୍କିଲ୍ କାମ ହେଇଥାଏ । ଯେମିତି କି ‘ସେଲଫି’ । ଏହି ଶବ୍ଦକୁ ହିନ୍ଦିରେ କଣ...
କୋରାପୁଟ : ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥା ଆନୁକୂଲ୍ୟରେ ମନ୍ଦିର ପାହାଚ ନିକଟରେ ମାଣ୍ଡିଆ, ସୁଆଁ ଓ କାଙ୍ଗୁ ଭଳି ଲଘୁଜାତ ଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ସୁଆଦିଆ ଖାଦ୍ୟର ଫୁଡ଼ କୋର୍ଟ ଖୋଲାଯାଇଛି । ବାହାର ଅଂଚଳରୁ ଆସୁଥିବା ପର୍ଯ୍ୟଟକଙ୍କୁ କୋରାପୁଟର ନିଜସ୍ୱ...
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆମ ସମାଜରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ଏକ ଦୃଢ଼ ଆସ୍ଥାନ କରିରହିଛି । ଲୋକଙ୍କୁ ଯେତେ ସଚେତନ କଲେବି ଏହାର ଫଳ କିଛି ହେଉନାହିଁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଗୁଡ଼ଭେଳା ବ୍ଲକ ଜଙ୍ଗଲ ପାହାଡ ଘେରା ଘୁନା...
ଭୁବନେଶ୍ୱର : ଜାତି, ବାସସ୍ଥାନ ପ୍ରମାଣପତ୍ର ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି । ଜାତି, ବାସସ୍ଥାନ, ଆୟ ପ୍ରମାଣପତ୍ର ଏଣିକି ସେଲ୍ଫ ଡିକ୍ଲାରେସନ ଜରିଆରେ ମିଳିପାରିବ । ଚାକିରି ଆଶାୟୀ ଚାକରି...
ଭୁବନେଶ୍ୱର : ଯେଉଁ ହିତାଧିକାରୀଙ୍କର ଆଧାର କାର୍ଡ ନଥିବ ଅବା ମାର୍ଚ୍ଚ ୧୫ତାରିଖ ସୁଦ୍ଧା ‘ଆଧାର ଲିଙ୍କ୍ ’ ସେମାନଙ୍କୁ ଏପ୍ରିଲ ମାସରୁ ଆଉ ମାସିକ ଭତ୍ତା ମିଳିବ ନାହିଁ। ଜାତୀୟ ସୁରକ୍ଷା ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେବାକୁ ଥିବା ନୂଆ ହିତାଧିକାରୀମାନଙ୍କ...
ନୂଆଦିଲ୍ଲୀ : କ୍ରିକେଟ୍ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଏକ ଭାବାତ୍ମକ ଏବଂ ପ୍ରେରଣାଦାୟୀ ଭିଡିଓ ଶେୟାର୍ ସହ ୨୦୨୦ ଶୁଭାରମ୍ଭ କରିଛନ୍ତି। ଏହା ସହ ସଚିନ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ମଧ୍ୟ ଲେଖିଛନ୍ତି। ଭିଡିଓରେ ଜଣେ ଦିବ୍ୟାଙ୍ଗ କ୍ରିକେଟର ଅଛନ୍ତି, ଯାହାଙ୍କର ଦୁଇଟି ଯାକ ଗୋଡ଼ ପୋଲିଓଗସ୍ତ...
ମୁମ୍ୱାଇ : ନୂଆବର୍ଷରେ ଫ୍ୟାନଙ୍କୁ ନୂଆ ଖବର ଦେଇ ଚମକାଇଲେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। ସେ ତାଙ୍କ ଅଭିନେତ୍ରୀ ବାନ୍ଧବୀ ତଥା ଦୀର୍ଘ ଦିନର ପ୍ରେମିକା ନତାସା ଷ୍ଟାନକୋଭିକଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ନେଇ ସୂଚନା ଦେଇଛନ୍ତି। ଏହି ସେଲିବ୍ରେଟି ପ୍ରେମୀ ଯୁଗଳଙ୍କ ନିର୍ବନ୍ଧ...
ସାଲେପୁର : ନବବଧୂକୁ ହତ୍ୟା ଅଭିଯୋଗ । କଟକ ଜିଲ୍ଲା ମାହାଙ୍ଗା ଥାନା ସିପୁରା ଗାଁରେ ନବ ବିବାହିତାଙ୍କୁ ଶାଶୁଘର ଲୋକେ କିରାସିନ ଢାଳି ପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତା ମହିଳା ହେଲେ ସୁଚିତ୍ରା ସାମଲ । ଗତ ୬ମାସ ତଳେ ସିପୁରା ଗାଁର...