ଇନ୍ଦୋର: ଟିମ୍ ଇଣ୍ଡିଆ କ୍ୟାପଟେନ୍ ପ୍ରତି ମ୍ୟାଚରେ କିଛି ନା କିଛି ରେକର୍ଡ କରୁଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ କୋହଲି କ୍ୟାପଟେନ୍ ଭାବେ ଟି-୨୦ରେ ୧ହଜାର ରନ୍ ପୂରଣ କରିଛନ୍ତି। ଏହି ମାମଲାରେ ସେ ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ କ୍ଲବରେ ସାମିଲ୍...
ଭୁବନେଶ୍ୱର : ଚକୋଲେଟ୍ରେ ଭଗବାନ ଗରୁଡ଼ଙ୍କ ପ୍ରତିମୂର୍ତ୍ତି। ଗରୁଡ଼ ପୁରାଣର ପୌରାଣିକ କଥାବସ୍ତୁକୁ ନେଇ ଚକୋଲେଟରେ ଏହି ପ୍ରତିମୂର୍ତ୍ତି ପ୍ରସ୍ତୁତ ହୋଇଛି । ଭୁବନେଶ୍ୱରରେ ହୋଟେଲ ମ୍ୟାନେଜମେଣ୍ଟର ସେଫ୍ ରାକେଶ ଏବଂ ତାଙ୍କ ଟିମ୍ ଏହି ଗରୁଡ଼ ମୂର୍ତ୍ତି ପ୍ରସ୍ତୁତି କରିଥିଲେ । ଗରୁଡ ଅମୃତ ଆଣିବାକୁ ଯିବା...
ଭୁବନେଶ୍ୱର : ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ୧୧ଟି ଜିଲ୍ଲାରେ ବର୍ଷା ହେବ। ସେଥିପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାକୁ ନଜରରେ ରଖି ରାଜସ୍ୱ ବିଭାଗ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଅମଳ ଧାନକୁ ଘରକୁ...
ମୁମ୍ବାଇ : ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବେ ବିବାଦ ଘେରକୁ ଆସିଛନ୍ତି। ଗୋଟେପଟେ ଟ୍ୱିଟର୍ରେ ତାଙ୍କର ଏବିଭିପି ପତାକା ଧରିଥିବା ଫଟୋକୁ ନେଇ ସମାଲୋଚନା କରାଯାଉଥିବାବେଳେ ଏବେ ଆଉ ଏକ ମାମଲାରେ ସେ ଫସିଯାଇଛନ୍ତି। ଏକ ୱାଶିଂପାଉଡର୍ର ବିଜ୍ଞାପନ ପାଇଁ ସେ ଏବେ ବିବାଦ ଘେରକୁ ଆସିଯାଇଛନ୍ତି।...
ଭୁବନେଶ୍ୱର : ଭାରତ ବନ୍ଦ କରି ଫସିଗଲେ ଆନ୍ଦୋଳନକାରୀ। ବିନା ହେଲମେଟରେ ମହଙ୍ଗା ପଡ଼ିଲା ରାଲି। ଟ୍ରାଫିକ୍ ଡିସିପି ସାଗରିକା ନାଥ୍ କହିଛନ୍ତି ଯେ, ଭାରତ ବନ୍ଦ ବେଳେ ବିନା ହେଲମେଟ୍ରେ ରାଲି ପାଇଁ ହେବ ଜରିମାନା। ସିସିଟିଭି ଫୁଟେଜ୍ ଆଧାରରେ ଜରିମାନା କରାଯିବ ବୋଲି ଟ୍ରାଫିକ୍ ଡିସିପି...
ନୂଆଦିଲ୍ଲୀ :୨୦୧୨ ମସିହାରେ ଜଣେ ପାରା ମେଡିକଲ ଛାତ୍ରୀ , (ଯାହାକୁ ସାରା ଦୁନିଆ ନିର୍ଭୟା ନାମରେ ଜାଣେ )ଙ୍କୁ ଗଣବଳାତ୍କାର ଓ ହତ୍ୟା ହୋଇଥିଲା । ଏହି ମାମଲାରେ ,ମଙ୍ଗଳବାର ଦିଲ୍ଲୀ ପଟାଆଲା ହାଉସ୍ କୋର୍ଟ ୪ ଦୋଷୀଙ୍କୁ ୨୨ ଜାନୁଆରୀ ସକାଳ ୭ଟାରେ ଫାଶି ଦେବାକୁ...
ରାଉରକେଲା : ଗୋଟିଏ ବାଇକ୍କୁ ଠେଲିଲେ ୧୦ ଟଙ୍କା । ଏମିତି ଏକ ଦୃଶ୍ୟ ହେଉଛି ଦେଖିବାକୁ ମିଳିଛି ରାଉରକେଲାର । ବନ୍ଦର ପ୍ରଭାବ ପରେ ପ୍ଲାଣ୍ଟ କର୍ମଚାରୀ ଏଭଳି ଅଭିନବ ପ୍ରୟାସ କରିଛନ୍ତି । ମୁଖ୍ୟ ରାସ୍ତାରେ ବନ୍ଦ ପାଳନ ଚାଲିଥିବାବେଳେ ପ୍ଲାଣ୍ଟର କର୍ମଚାରୀମାନେ ଗାନ୍ଧି ରୋଡ଼...
ତେହରିନ: ପାଗଳ ଟ୍ରମ୍ପ ଇରାନର ହିରୋ କାସିମ ସୁଲେମାନୀଙ୍କୁ ମାରି ଭାବନି ଯେ, ସବୁ କିଛି ଶେଷ ହୋଇଗଲା। ଏବେ ଠୁ ଆରମ୍ଭ ହେଲା ଆମେରିକାର କଳା ଦିନ। ଇରାନର ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ରବିବାର କବର ଦେବା ପରେ ଆଜି ଇରାନବାସୀ ଏକାଠି ଆମେରିକାକୁ ଏଭଳି...
ଭୁବନେଶ୍ୱର : ୨୦୧୮ ଓଏଏସ୍ ପରୀକ୍ଷାରେ ଟପ୍ପର ହୋଇଥିବା ସୁନ୍ଦରଗଡ଼ ବଣାଇର ଦେବାଶିଷ ପଣ୍ଡା ରେଜଲ୍ଟ ବାହାରିବା ପରେ ପ୍ରଥମେ ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିତ। ବିନା କୋଚିଂରେ ଓଏଏସ୍ ଟପ୍ପର ହୋଇଥିବାରୁ ଦେବାଶିଷ ବହୁତ ଖୁସି ବୋଲି କହିଛନ୍ତି ।...
ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପରେ ଏକାମ୍ର କ୍ଷେତ୍ରରେ କଡ଼ାକଡ଼ି ହେଲା ନିୟମ। ପାନ, ଗୁଟଖା ଓ ମାଦକ ଦ୍ରବ୍ୟ ସେବନ କରି ପ୍ରଭୁ ଲିଙ୍ଗରାଜ ମନ୍ଦିର ଭିତରେ ପ୍ରବେଶ କରିବା ଉପରେ ରୋକ୍ ଲାଗିବ। ନିୟମ ନ ମାନିଲେ ଉଲ୍ଲଂଘନକାରୀ ଗଣିବେ ୧୦୦ ଟଙ୍କା ଫାଇନ। ଆସନ୍ତା ୧୫...
ବଲାଙ୍ଗିର : କୁହାଯାଏ, ଭାଇଟିଏ ଭଉଣୀର ସୁରକ୍ଷା କବଚ । ସେଥିପାଇଁ ତ ଓଷା, ଉପାସନା କରି ଭାଇର ସୁରକ୍ଷା ଲୋଡ଼େ ଭଉଣୀଟିଏ । କିନ୍ତୁ ବଲାଙ୍ଗିର ସିନ୍ଧେକେଲାରେ ଭାଇଟିଏ ନିଜ ଭଉଣୀ ରକ୍ତରେ ଖେଳିଛି ହୋଲି । ଅନ୍ଧବିଶ୍ୱାସର ଜାଲରେ ପଡ଼ି ଭଉଣୀକୁ ଦେଇଛି ବଳି। ଗତ...
ଭୁବନେଶ୍ୱର : ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ୨୦୧୮ ରେଜଲ୍ଟ। ଦେବାଶିଷ ପଣ୍ଡା ହୋଇଛନ୍ତି OAS ଟପ୍ପର । ଦ୍ୱିତୀୟରେ ଅଛନ୍ତି ଋତୁପର୍ଣ୍ଣା ମହାପାତ୍ର, ୩ୟରେ ଆକାଶ କୁମାର ପଣ୍ଡା, ୪ର୍ଥରେ ସନ୍ତୋଷିନୀ ଦାଶ, ୫ରେ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଷଷ୍ଠରେ ଶକ୍ତିଶ୍ରୀ ଅନୀଲ ରଂଜନ ସାହୁ,...
ମୁମ୍ୱାଇ : ବଲିଉଡ୍ର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କ ଆଗାମୀ ଫିଲ୍ମ ‘ଛପାକ୍ ’ ଚଳିତ ମାସରେ ପରଦାକୁ ଆସୁଛି। ଏହି ଫିଲ୍ନରେ ସେ ଏସିଡ୍ ଆଟାକ୍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍ଙ୍କ ଚରିତ୍ରରେ ନଜର ଆସିବେ । ବର୍ତ୍ତମାନ ସେ ନିଜର ଏହି ଫିଲ୍ମର ପ୍ରମୋସନରେ ପୁରା ବ୍ୟସ୍ତ...