• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

1
କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

କୋରାପୁଟ: ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଜବତ ହୋଇଛି କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ। ତା ପୁଣି ଜଣେ ବ୍ୟକ୍ତିଙ୍କ ଘରୁ। କୋରାପୁଟ ମାଛକୁଣ୍ଡ ଥାନା ଏକଟାପୁଟ ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ୧୩ କ୍ୱିଣ୍ଟାଲରୁ ଅଧିକ ଓଜନର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି।...

ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ହିଁ ଦଳୀୟ ଟିକେଟ ଦିଆଯିବ :  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ହିଁ ଦଳୀୟ ଟିକେଟ ଦିଆଯିବ : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : କଂଗ୍ରେସର ୱାନ୍ ମ୍ୟାନ୍-ୱାନ୍ ପୋଷ୍ଟକୁ ନେଇ ଦଳ ଭିତରେ ଆପତ୍ତି ଓ ଅସନ୍ତୋଷ ଦେଖାଦେବା ପରେ ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ପଷ୍ଟୋକ୍ତି। ନିରଞ୍ଜନ ଟ୍ୱିଟ୍ କରିଛନ୍ତି ଯେ, ୱାନ୍ ମ୍ୟାନ୍-ୱାନ୍ ପୋଷ୍ଟ ଅର୍ଥ ଏକ ସମୟରେ ଜଣେ ଉଭୟ ଦଳୀୟ ପଦବୀ ଓ...

ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ
ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ

ଭୁବନେଶ୍ୱର: ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା। ଲୋକସଭା ବାଚସ୍ପତିଙ୍କ ନିକଟକୁ ବୈଜୟନ୍ତ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ବୈଜୟନ୍ତ ଜଣାଇଛନ୍ତି ଯେ, ଦଳ ଛାଡ଼ିବା ବେଳେ ନବୀନଙ୍କୁ ଚିଠିରେ ମୁଁ ଏକଥା ଜଣାଇଥିଲି। ପିତାଙ୍କ ଶୁଦ୍ଧିକ୍ରିୟା ପରେ ସାଂସଦ ପଦରୁ ଇସ୍ତଫା...

10am-duplicate-bisleri
ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

ରାଜଧାନୀରେ ବ୍ରାଣ୍ଡ ବଦଳରେ ମିଳୁଛି ନକଲି ପାଣି,ପଢ଼ନ୍ତୁ କେଉଁଠି ଠାବ ହେଲା

ଓଟିଭିରେ ଖବର ପ୍ରସାରଣ ପରେ ମୃତଦେହ ସତ୍କାର କଲା ସ୍ୱେଚ୍ଛାସେବୀ ସଂସ୍ଥା
ଓଟିଭିରେ ଖବର ପ୍ରସାରଣ ପରେ ମୃତଦେହ ସତ୍କାର କଲା ସ୍ୱେଚ୍ଛାସେବୀ ସଂସ୍ଥା

ବଲାଙ୍ଗିର  : ବଲାଙ୍ଗିର ଖୁଜେନପାଲି ରାସ୍ତା କଡ଼ରେ ମୃତଦେହ ଡମ୍ପିଂ ସମ୍ପର୍କରେ ଓଟିଭିର ଖବର ପ୍ରସାରଣ ପରେ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମୃତଦେହ ଗୁଡ଼ିକୁ ସତ୍କାର କରାଯାଇଛି। ସ୍ୱେଚ୍ଛାସେବୀ ସଂଗଠନ ‘ବିଙ୍ଗ୍ ହ୍ୟୁମାନ’ ସଂଗଠନ ପକ୍ଷରୁ ଗତରାତିରେ ମୃତଦେହ ଓ ଦେହାବଶେଷ ଗୁଡ଼ିକୁ ଗାତ ଖୋଳି ପୋତା...

ଏସିଡ୍ ଆକ୍ରମଣ ନୁହେଁ, ନିଆଁରେ ପୋଡ଼ି ଆହତ
ଏସିଡ୍ ଆକ୍ରମଣ ନୁହେଁ, ନିଆଁରେ ପୋଡ଼ି ଆହତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଶୋଭାରାମପୁରରେ ଯୁବତୀଙ୍କୁ ଏସିଡ୍ ମାଡ଼ ଘଟଣାରେ ଟୁଇଷ୍ଟ। ଏସିଡ୍ ଆକ୍ରମଣ ନୁହେଁ ବରଂ ସଂପୃକ୍ତ ଯୁବତୀ ଜଣକ ନିଆଁରେ ପୋଡ଼ି ହୋଇଛନ୍ତି। ଘଟଣାର ତଦନ୍ତ କରୁଥିବା ସହଦେବଖୁଣ୍ଟା ପୋଲିସ ଏହି ତଥ୍ୟ ଦେଇଛି। ବିଭିନ୍ନ ତଥ୍ୟ ପ୍ରମାଣ ଏବଂ ଡାକ୍ତରଙ୍କ ବୟାନକୁ ଭିତ୍ତିକରି...

ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗରେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ବର୍ଷିଲା ବିଜେପି
ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗରେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ବର୍ଷିଲା ବିଜେପି

କଟକ/ଭୁବନେଶ୍ୱର : ରତ୍ନ ଭଣ୍ଡାର ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲା ବିଜେପି। ଦଳୀୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପ୍ରେସମିଟରେ ସମାଲୋଚନା କରିଛନ୍ତି ଯେ, ଶ୍ରୀମନ୍ଦିର ନିୟମାନୁସାରେ ଅଳଙ୍କାର ରତ୍ନ ଭଣ୍ଡାରରେ ରହିବା କଥା , କିନ୍ତୁ ଦୁଇ ଦିନ ତଳେ ଦାନ ଅଳଙ୍କାରକୁ ପ୍ରଶାସନ ଷ୍ଟେଟ୍ ବ୍ୟାଙ୍କ...

ସରକାରଙ୍କ ଅଣଓଡ଼ିଆ ଠିକାଦାର ପ୍ରୀତି ଅଭିଯୋଗ
ସରକାରଙ୍କ ଅଣଓଡ଼ିଆ ଠିକାଦାର ପ୍ରୀତି ଅଭିଯୋଗ

ଭୁବନେଶ୍ୱର : ଅଣଓଡ଼ିଆ ଠିକାଦାରଙ୍କୁ ଅନୁକମ୍ପା ଦେଖାଉଛନ୍ତି ରାଜ୍ୟ ସରକାର। ଏଭଳି ସଙ୍ଗୀନ ଅଭିଯୋଗ ସହ ୨୭ ଦଫା ଦାବି ନେଇ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବାସଭବନ ଘେରାଉ କରିଛି ଅଲ ଓଡ଼ିଶା କଣ୍ଟ୍ରାକ୍ଟର ଆସୋସିଏସନ୍। ସରକାରୀ ନିୟମ ଅନୁସାରେ ଇଞ୍ଜିନିୟରଙ୍କୁ ବଦଳି ସମେତ ମୋଟ ୨୭ ଦଫା...

3
ନଷ୍ଟ ହେଲେ ବା ହଜିଗଲେ ପୁଣି ମିଳିବ ଏସଏଲସି

ଭୁବନେଶ୍ୱର: ବିଦ୍ୟାଳୟ ଛାଡ଼ିବା ପରେ ସ୍କୁଲ ଲିଭିଂ ସାର୍ଟିଫିକେଟ୍ ନକଲ ପାଇବା ପ୍ରସ୍ତାବକୁ ସରକାର ଅନୁମୋଦନ ଦେଇଛନ୍ତି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖାଯାଇଥିବା ସୂଚନା ମିଳିଛି। ଫଳରେ ଏଣିକି କୌଣସି ପରିସ୍ଥିତିରେ ସ୍କୁଲ ଲିଭିଂ ସାର୍ଟିଫିକେଟ୍...

‘ଓ୍ୱାନ୍ ମ୍ୟାନ୍ ଓ୍ୱାନ୍ ପୋଷ୍ଟ’କୁ ସୁରଙ୍କ ଖୋଲା ଚ୍ୟାଲେଞ୍ଜ
‘ଓ୍ୱାନ୍ ମ୍ୟାନ୍ ଓ୍ୱାନ୍ ପୋଷ୍ଟ’କୁ ସୁରଙ୍କ ଖୋଲା ଚ୍ୟାଲେଞ୍ଜ

ଭୁବନେଶ୍ୱର : ଘରେ ନ ପଶୁଣୁ ଚାଳ ବାଜିଲା। ରାଜ୍ୟ କଂଗ୍ରେସରେ ପୁର୍ନଗଠନ ହେଉ ହେଉ ସୃଷ୍ଟି ହୋଇଛି କେଁ। ଦଳର ‘ଓ୍ୱାନ୍ ମ୍ୟାନ୍ ଓ୍ୱାନ୍ ପୋଷ୍ଟ’ଫର୍ମୁଲାକୁ ମାନିବେ ନାହିଁ ବୋଲି ଖୋଲାଖୋଲି କହିଛନ୍ତି ନବ ନିର୍ବାଚିତ ଖୋର୍ଦ୍ଧା ଜିଲ୍ଲା ସଭାପତି ସୁର ରାଉତରାୟ। କେବଳ ସୁର ନୁହଁନ୍ତି,...

୧୧ ଦିନ ପରେ ଜଣଙ୍କର ମୃତଦେହ ଠାବ
୧୧ ଦିନ ପରେ ଜଣଙ୍କର ମୃତଦେହ ଠାବ

ଜୟପୁର : ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ଘଟିଲା। କୋରାପୁଟ ଜିଲ୍ଲା ବୋରିପୁଟ ପଥର ତଳୁ ଶେଷରେ ମିଳିଲା ଜେସିବି ଅପରେଟରଙ୍କ ମୃତଦେହ। ପଥର ଧସିବାର ୧୧ ଦିନ ପରେ ମୃତଦେହକୁ ଠାବ କରାଯାଇଛି। ଅଗ୍ନିଶମ, ଓଡ଼୍ରାଫ୍, ଏନ୍‌ଡିଆରଏଫ୍ ଏବଂ ଭାରତୀୟ ସେନାର ମିଳିତ ଅପରେସନ ପରେ...

ଗାଁକୁ ଫେରିଲେ ଏଭେରେଷ୍ଟ ବିଜୟିନୀ ସ୍ୱର୍ଣ୍ଣଲତା ଦଳେଇ 
ଗାଁକୁ ଫେରିଲେ ଏଭେରେଷ୍ଟ ବିଜୟିନୀ ସ୍ୱର୍ଣ୍ଣଲତା ଦଳେଇ 

ଯାଜପୁର : ଦୃଢ ମନୋବଳ ଥିଲେ ସବୁକିଛି ସମ୍ଭବ। ଏହାକୁ ସତ କରି ଦେଖାଇଛନ୍ତି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଜଗାଡ଼ିହି ଗ୍ରାମର ସ୍ୱର୍ଣ୍ଣଲତା ଦଳେଇ। ଗରିବ ପରିବାରର ସଦସ୍ୟ ହୋଇଥିଲେ ସୁଦ୍ଧା ନିଷ୍ଠାର ସହ ଜଣେ ସଫଳ ପର୍ବୋତାରୋହୀ ଭାବେ ନିଜକୁ ପ୍ରମାଣ କରି ଦେଖାଇଛନ୍ତି। ନିକଟରେ...

ମିନାକ୍ଷୀଙ୍କୁ ଟାର୍ଗେଟ କଲେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ
ମିନାକ୍ଷୀଙ୍କୁ ଟାର୍ଗେଟ କଲେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ

କୋରାପୁଟ : ତାରାଙ୍କ ପରେ ଏବେ ମିନାକ୍ଷୀଙ୍କୁ ଟାର୍ଗେଟ କଲେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ମିନାକ୍ଷୀ ବାହିନୀପତିଙ୍କୁ ପୁଣି ଥରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି କରାଯିବାକୁ ସେ ନାପସନ୍ଦ କରିଛନ୍ତି। କୃଷ୍ଣଚନ୍ଦ୍ର କହିଛନ୍ତି, ମିନାକ୍ଷୀଙ୍କୁ ସଭାପତି କରାଯିବା ବୃଥା। ସେ ନିର୍ବାଚନ ବେଳେ ଦଳକୁ ସହଯୋଗ...