• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

wedding gift blast
ରିମାଣ୍ଡରେ ଗଲେ ପୁଞ୍ଜିଲାଲ

ପାଟଣାଗଡ଼: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମବ୍ରାଞ୍ଚ ଆଜି  ୬ ଦିନିଆ ରିମାଣ୍ଡରେ ନେଇଛି। ୧୪ ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲେ ମଧ୍ୟ କୋର୍ଟ ୬ ଦିନର ଅନୁମତି ଦେଇଛନ୍ତି। ରିମାଣ୍ଡ ସମୟରେ ଷଡ଼ଯନ୍ତ୍ରକୁ ନେଇ ଅଧିକ ଖୋଳତାଡ଼ କରିବ କ୍ରାଇମ...

vlw
ସମିତିସଭ୍ୟାଙ୍କୁ ଅସଦାଚରଣ ଅଭିଯୋଗ, ଗିରଫ ହେଲେ ଭିଏଲ୍‌ଡ଼ବ୍ଲ୍ୟୁ

ତେଲକୋଇ: ତେଲକୋଇ ବ୍ଲକ ଜଗମୋହନପୁର ପଞ୍ଚାୟତର ସମିତିସଭ୍ୟାଙ୍କୁ ଅସଦାଚରଣ ଅଭିଯୋଗରେ ଭିଏଲଡବ୍ଲୁ (Village Level Worker) ଗିରଫ।  ଏହି ମାମଲାରେ ଜଗମୋହନପୁରର ଭିଏଲ୍ଡବ୍ଲୁ ତାରକାନ୍ତ ବେହେରାଙ୍କୁ ଗିରଫ କରିଛି ତେଲକୋଇ ପୋଲିସ। ଏହି ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ଯୋଗେଶ୍ୱର ପ୍ରଧାନ ଫେରାର ଥିବା ଜଣାପଡିଛି। ପଞ୍ଚାୟତରେ ଗ୍ରାମସଭା ଏବଂ...

monsoon
କାଳବୈଶାଖୀ ସମ୍ଭାବନା; ଘଡ଼ଘଡ଼ି ସହ ହୋଇପାରେ ବର୍ଷା

ଭୁବନେଶ୍ୱର: ତତଲା କଡ଼େଇରେ ସାରା ଓଡ଼ିଶା।  ଖରା, ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷାକୁ ନେଇ ଗୁରୁବାର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ପାଣିପାଗ ବିଭାଗ ୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। କେନ୍ଦୁଝର,...

money
କ୍ଷୁଦ୍ର ଜମାକାରୀଙ୍କୁ ମିଳିବ ଟଙ୍କା

ଭୁବନେଶ୍ୱର: ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସି ଖବର। ଜଷ୍ଟିସ୍ ଏମ୍.ଏମ୍ ଦାସ କମିଶନ ରାଜ୍ୟ ସରକାରଙ୍କୁ ଦେଇଥିବା ଅନ୍ତରୀଣ ରିପୋର୍ଟ ୧ ଓ ୨ ଅନୁସାରେ ଚିହ୍ନଟ ହୋଇଥିବା କ୍ଷୁଦ୍ର ଜମାକାରୀଙ୍କୁ ପ୍ରଥମେ ଟଙ୍କା ମିଳିବ, ଯେଉଁମାନେ ୧୦ ହଜାରରୁ କମ୍ ଟଙ୍କା ଜମା କରିଥିଲେ ...

school vehicle accident
ସ୍କୁଲ ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରେନ୍; ୧୩ ଛାତ୍ରଛାତ୍ରୀ ମୃତ

ଗୋରଖପୁର: ଉତ୍ତର ପ୍ରଦେଶ କୁଶି ନଗରରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଲ ଭ୍ୟାନ୍‌କୁ ଟ୍ରେନ୍ ଧକ୍କା ଦେବା ଫଳରେ  ୧୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୋରଖପୁର ଠାରୁ ୫୦ କି.ମି. ଦୂରରେ ଆଜି ସକାଳେ ଏହି ଘଟଣା ଘଟିଛି। ଜଗୁଆଳୀ ବିହୀନ ଲେବଲ୍‌ କ୍ରସିଂ ପାରି ହେଉଥିବା...

crime
ରାଜ୍ୟରେ ବଢ଼ିଛି ଅପରାଧ

ଭୁବନେଶ୍ୱର: ୨୦୧୭ ମସିହା ପାଇଁ ପ୍ରକାଶିତ ହେଲା ଶ୍ୱେତପତ୍ର।  ଗୃହ ବିଭାଗ ପକ୍ଷରୁ ଏହି ଶ୍ୱେତପତ୍ର ପ୍ରକାଶ ପାଇଛି।  ୨୦୧୭ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଥିଲା ବୋଲି ଏଥିରେ ଦର୍ଶାଯାଇଛି। ଏହି ବର୍ଷ ରାଜ୍ୟରେ ୧ ଲକ୍ଷ ୩ ହଜାର ୮୬୬ଟି ଅପରାଧ...

Utkal-Divas
ବିଦେଶ ମାଟିରେ ପାଳନ ହେଲା ଉତ୍କଳ ଦିବସ

ନୂଆଦିଲ୍ଲୀ: ବିଦେଶ ମାଟିରେ ପାଳନ ହୋଇଛି ଉତ୍କଳ ଦିବସ। ଓଡ଼ିଶା ଆସୋସିଏସନ୍ ପକ୍ଷରୁ ଉଗାଣ୍ଡାର ରାଜଧାନୀ କାମ୍ପାଲାରେ ଉତ୍କଳ ଦିବସ ପାଳନ କରାଯାଇଛି। ଭାରତୀୟ ଦୂତାବାସ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଉଗାଣ୍ଡା ଉପରାଷ୍ଟ୍ରପତି ଏଡୱଡ୍ ସେଖଣ୍ଡୀ ଯୋଗ...

punjiulal
ପାର୍ସଲ ବୋମା ଘଟଣା: ପୁଞ୍ଜିଲାଲ୍‌ର ଅପରାଧ ପାଞ୍ଜି ଖୋଲିଲା କ୍ରାଇମ୍‌ବ୍ରାଞ୍ଚ

ବଲାଙ୍ଗିର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଯେତିକି ଭୟଙ୍କର, ସେତିକି ସାଙ୍ଘାତିକ। ଧୀରେ ଧୀରେ ଅଡ଼ୁଆ ସୁତା ପରି ଜଟିଳ ହୋଇ ପଡ଼ିଥିବା ଏହି ଘଟଣାର ବୁଧବାର ରଫାଦଫା କରିଛି କ୍ରାଇମ୍‌ବ୍ରାଞ୍ଚ। ଭଇଁଷା କଲେଜର ପ୍ରିନ୍‌ସିପାଲ୍ ପଦବୀ ବିବାଦକୁ ନେଇ ପୁଞ୍ଜିଲାଲ୍‌ଙ୍କ ପୁଞ୍ଜିଭୂତ ଅସନ୍ତୋଷ ହିଁ ଅପରାଧର...

election commission
ନିର୍ବାଚନ ଆୟୋଗଙ୍କ ସ୍ୱାଧୀନତାକୁ ନେଇ ଜବାବ୍ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ସ୍ୱାଧୀନତାକୁ ନେଇ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାରେ ବୁଧବାର ନିଜ ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର। ଆଜି ସୁପ୍ରିମକୋର୍ଟର ଜବାବ ରଖି ସରକାର କହିଛନ୍ତି ଯେ, ନିର୍ବାଚନ କମିଶନଙ୍କୁ ଆଇନ ପ୍ରଣୟନ କରିବା ପାଇଁ କ୍ଷମତା ପ୍ରଦାନ କରିହେବ ନାହିଁ। ନିର୍ବାଚନରେ ସଂସ୍କାର...

karnataka election
କିଏ ଜିତିବ କର୍ଣ୍ଣାଟକ ବାଜି, କ’ଣ କହୁଛି ଓପିନିୟନ ପୋଲ୍ ?

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ସରଗରମ ହୋଇଛି। କିନ୍ତୁ ଚଳିତ ନିର୍ବାଚନରେ କାହାକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ ବୋଲି ଓପିନିୟନ ପୋଲରୁ ଜଣାପଡ଼ିଛି। ଯଦିଓ ଗତ ଥର ତୁଳନାରେ ଏଥିର ବିଜେପି ଅଧିକ ଆସନ ଅକ୍ତିଆର କରିବ। କିନ୍ତୁ ଦଳ ଏକାକୀ ଶାସନ କରିବାକୁ ଜନମତ...

Asaram Bapu-
ନିସ୍ତାର ନାହିଁ, ଜେଲ୍ ଚାରି କାନ୍ଥରେ ସଢ଼ିବେ ଗଡ୍‌ ମ୍ୟାନ୍‌

ନୂଆଦିଲ୍ଲୀ: ନିସ୍ତାର ମିଳିଲାନି ଆତ୍ମଘୋଷିତ ଗଡ୍‌ ମ୍ୟାନ୍ ଆଶାରାମ ବାପୁଙ୍କୁ। ସାଥ୍‌ ଦେଲାନି ଭାଗ୍ୟ। ନାବାଳିକା ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି ଯୋଧପୁର ସ୍ୱତନ୍ତ୍ର କୋର୍ଟ। ବିଳାସମୟ ଆଶ୍ରମରେ ଜୀବନ କାଟୁଥିବା ବାପୁ ଏବେ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍‌ର ଚାରି କାନ୍ଥରେ ବନ୍ଦୀ...

dgp
୯୨.୫ ପ୍ରତିଶତ ଦୁଷ୍କର୍ମ ଘଟଣାରେ ସମ୍ପର୍କୀୟ ଓ ପଡ଼ୋଶୀ ଦାୟୀ : ଡିଜି

ଭୁବନେଶ୍ୱର: ରାଜ୍ୟରେ ଘଟି ଚାଲିଥିବା ଦୁଷ୍କର୍ମ ଘଟଣାକୁ ନେଇ ପୋଲିସ ଡିଜି ଆର୍‌ ପି ଶର୍ମା ଉଦ୍‌ବେଗ ପ୍ରକାଶ କରିଛନ୍ତି। ବୁଧବାର କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଏକ ପ୍ରେସ୍ ମିଟ୍‌ କରି ଶର୍ମା କହିଛନ୍ତି ଯେ, ଗତ ଏପ୍ରିଲ୍‌ ମାସରେ ରାଜ୍ୟରେ ଅନେକ ଗୁଡ଼ିଏ ଦୁଷ୍କର୍ମ ଘଟଣା...

gambhir
ଅଧିନାୟକ ପଦ ଛାଡ଼ିଲେ ଗମ୍ଭୀର

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୧୮ରେ  ନିରାଶାଜନକ ପ୍ରଦର୍ଶନ ଯୋଗୁଁ ବୁଧବାର ଗୌତମ ଗମ୍ଭୀର ଦିଲ୍ଲୀ ଡେୟାର ଜେଭିଲ୍ସର ଅଧିନାୟକ ପଦ ଛାଡ଼ିଛନ୍ତି। ଚଳିତ ସଂସ୍କରଣରେ ଦଳ ବାରମ୍ବାର ପରାଜିତ ହେଉଥିବାରୁ ଗମ୍ଭୀର ଏପରି ନିଷ୍ପତ୍ତି ନେଇଛନ୍ତି। ଗମ୍ଭୀରଙ୍କ ସ୍ଥାନରେ ଶ୍ରେୟସ ଆୟର ଅଧିନାୟକ ପଦ ସମ୍ଭାଳିବେ। ଶ୍ରେୟସଙ୍କ ନେତୃତ୍ତ୍ୱରେ ଦଳ...

akhil
ଯବାନଙ୍କ ପାଇଲଟ୍‌ ପ୍ରୋଜେକ୍ଟ: ତିଆରି କଲେ ସୋଲାର ଫ୍ରିଜ୍‌

କାନପୁର: ଆଇଆଇଟି କାନପୁରରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ରେଫ୍ରିଜିରେଟର ବା ଫ୍ରିଜ୍‌ ତିଆରି କରାଯାଇଛି, ଯାହାକି ବିଦ୍ୟୁତ୍‌ ଶକ୍ତିରେ ନୁହେଁ ସୌର ସେଲ୍‌ରେ ଚାଲିବ। ଏହାକୁ ଯେକୌଣସି ସ୍ଥାନରେ ରଖାଯାଇପାରିବ। ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଇ-କାର୍ଟ ଔଷଧ ଓ ପନିପରିବାକୁ ଫ୍ରେସ୍ ରଖିବାରେ ଏହାକୁ ବ୍ୟବହାର କରାଯାଇ...

asaram bapu
ଆଶାରାମଙ୍କୁ ଆଜୀବନ ଜେଲ୍‌

ଯୋଧପୁର: ନାବାଳିକା ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି ଯୋଧପୁର ସ୍ୱତନ୍ତ୍ର କୋର୍ଟ। ମୃତ୍ୟୁ ପର୍ଯ୍ୟନ୍ତ ସେ ଜେଲ୍‌ରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ତାଙ୍କ ୨ ଜଣ ସହଯୋଗୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇଛି। ଏହି ମାମଲାରେ...

naba kishre
ମହାନଦୀ ବଞ୍ଚାଅ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ। ଏ ନେଇ ଦଳ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଆରମ୍ଭ ହେବ। ରାଜ୍ୟ କଂଗ୍ରେସର ନବନିଯୁକ୍ତ କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ ବୁଧବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଛତିଶଗଡ଼ର ମନମୁଖୀ ପାଇଁ...

usashi1
ଘଟଣାକୁ ୩ ଦିନ ବିତିଲାଣି, କାହିଁକି କେହି ଗିରଫ ହୋଇନାହାନ୍ତି : ଉଷସୀ

ଭୁବନେଶ୍ୱର : ଅନୁଗୁଳ କଣିହାଁରେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଦୁର୍ବବ୍ୟହାର ଘଟଣାରେ ଏଯାଏ ଗିରଫ ହୋଇନାହାନ୍ତି ଅଭିଯୁକ୍ତ। ଏନେଇ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ପ୍ରେସ୍‌ମିଟରେ ଉଷସୀ ପ୍ରଶ୍ନ ଉଠାଇବା ସହ ଘଟଣା ନେଇ ବିସ୍ତୃତ ବିବରଣୀ ରଖିଛନ୍ତି। ଘଟଣା ପ୍ରକାଶ କରିବା ବେଳେ ଉଷସୀ କୋହ ସମ୍ବରଣ...

elephent-3
ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ମୟୂରଭଞ୍ଜ : ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧିନ ପିଠାବଟା ରେଞ୍ଜ୍ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ମୃତକ ହେଲେ ଆହାରି ଗାଁର ବୃଦ୍ଧା ନିର୍ମଳା ମହାନ୍ତ। ସୂଚନା ଅନୁଯାୟୀ, ନିର୍ମଳା କାଠ ଆଣିବା ପାଇଁ ଗତକାଲି ଜଙ୍ଗଲକୁ ଯାଇଥିଲେ,...

missbeaving girl
ବସ୍‌ରେ ଯୁବତୀଙ୍କୁ ଅସଦାଚରଣ

ଭୁବନେଶ୍ୱର : ରାଜଧାନୀରେ ଚଳନ୍ତା ବସ୍‌ରେ ଜଣେ ଯୁବତୀଙ୍କୁ ଅସଦାଚରଣ ଭିଡିଓ ଭାଇରାଲ। ଖଣ୍ଡଗିରି ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ବସ୍‌ରେ ଯାଉଥିବା ବେଳେ ଅସଦାଚରଣ ଶିକାର ହୋଇଛନ୍ତି ଯୁବତୀ। ପାଖ ସିଟ୍‌ରେ ବସିଥିବା ବ୍ୟକ୍ତି ଜଣକ ଅସଦାଚରଣ କରିବାରୁ ଜୋତାରେ ପିଟିଥିଲେ ଯୁବତୀ। ଯୁବତୀଙ୍କ...