ବଲାଙ୍ଗିର : ବଲାଙ୍ଗିର ଗସ୍ତରେ MCI ଟିମ୍। ଆଗରୁ ଏମ୍.ସି.ଆଇର ଏକ ଟିମ୍ ଆସି ମେଡିକାଲ କଲେଜ ଏବଂ ମେଡିକାଲ କଲେଜ ହସ୍ପିଟାଲର ଭିତ୍ତିଭୂମି ତଦାରଖ କରି ଯାଇଥିଲେ। ଆଜି ଆଉ ଏକ ତିନିଜଣିଆ ଏମ୍.ସି.ଆଇ ଟିମ୍ ବଲାଙ୍ଗିରକୁ ଆସି ଭିତ୍ତିଭୂମିର ତଦାରଖ କରୁଛନ୍ତି। ଦିଲ୍ଲୀରୁ ଆସିଥିବା ଏହି...
ଭୁବନେଶ୍ୱର : ଶାଢ଼ିର ଚାହିଦା ବୃଦ୍ଧି ଏବଂ ବୁଣାକାରଙ୍କୁ ପ୍ରୋତ୍ସାହନ ଦେବା ପାଇଁ ପ୍ରୟାସ। ସୋସିଆଲ ମିଡିଆ ଜରିଆରେ ଶାଢ଼ିର ପ୍ରଚାର କରିବା ଓ ମହିଳାମାନେ ଯେମିତି ଅଧିକରୁ ଅଧିକ ଶାଢ଼ୀ ପିନ୍ଧିବା ଲାଗି ପସନ୍ଦ କରିବେ, ସେଥିପାଇଁ ଆରମ୍ଭ ହୋଇଛି କ୍ୟାମ୍ପେନ୍। six yards and 365...
ପାଟଣାଗଡ଼ : କାହିଁକି ଭଇଁସା କଲେଜ କ୍ୟାମ୍ପସରେ ପଇଁତରା ମାରୁଛି ଡଗ୍ ସ୍କ୍ୱାର୍ଡ। ଏଇ କ୍ୟାମ୍ପସରେ ହୋଇଥିଲା କି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର କ୍ରାଇମ୍ ପ୍ଲଟ ? କାହିଁକି କ୍ରାଇମବ୍ରାଞ୍ଚ ସ୍କାନରରେ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ଓ କଲେଜର ଆଉ କିଛି କର୍ମଚାରୀ? ତଦନ୍ତର ଟାର୍ଗେଟ୍...
ଭଦ୍ରକ : ଭଦ୍ରକ ଚାନ୍ଦବାଲିରେ ବାଟବଣା ପ୍ରଧାନମନ୍ତ୍ରୀ ଆବାସ ଯୋଜନା। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ୱେବସାଇଟ୍ରୁ ମିଳିଥିବା ଏହି ତଥ୍ୟ ଅନୁସାରେ ଦୋସିଙ୍ଗାର ସପନ ଦାସ, କାଣ୍ଡଗରଡ଼ିର ନିରଞ୍ଜନ ଥାଟୋଇ, ଓରାସାହିର ରବୀନ୍ଦ୍ର ସେଠୀ, ମିନତୀ ରାଉତ ଓ ନୀଳମଣି ପରିଡ଼ା ଏମାନେ ସମସ୍ତେ ପ୍ରଧାନମନ୍ତ୍ରୀ ଆବାସ...
ବେଙ୍ଗାଲୁରୁ : ଯେଉଁ ବୟସରେ ପିଲାମାନେ ଲେଖାପଢା ଶିଖିବା ଆରମ୍ଭ କରିଥାନ୍ତି। ସେହି ବୟସରେ ରୁକୈୟା ଖାଣ୍ଡୱାଲ୍ ହାଫିଜ୍ ହେବାକୁ ଯାଉଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମାତ୍ର ୬ ବର୍ଷ ବୟସ ରୁକୈୟାଙ୍କର, ହେଲେ ଏଇ ଚପଳ ବୟସରେ ସେ କୋରାନ୍ର ଗୋଟେ ଗୋଟେ ଶବ୍ଦକୁ...
କେନ୍ଦୁଝର : କେନ୍ଦୁଝରରେ କାଶ୍ମୀରର ଭ୍ରମ। ପ୍ରବଳ କୁଆପଥର ମାଡ ହେବା ପରେ ଆଜି କେନ୍ଦୁଝର ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। କାଳବୈଶାଖୀ ପ୍ରଭାବରେ ଆଜି କେନ୍ଦୁଝର ସହରର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସହ କୁଆପଥର ବୃଷ୍ଟି ହୋଇଥିଲା। ବର୍ଷା ସାଙ୍ଗକୁ କୁଆପଥର...
ଅନୁଗୁଳ : ପାଣି ପାଇଁ ପୋଲିସ ସହ ଧସ୍ତାଧସ୍ତି। ଏପରିକି ପୋଲିସକୁ ଗାଳି ଗୁଳଜ କରିଛନ୍ତି ସ୍ଥାନୀୟଲୋକେ। ଆଜି ଏପରିକି କିଛି ପରିସ୍ଥିତି ସୃଷ୍ଟି ହୋଇଛି ଅନୁଗୁଳ ଗିରାଙ୍ଗ ପଞ୍ଚାୟତରେ। ସ୍ଥାନୀୟ ଲୋକେ ପାଇପ୍ ଯୋଗେ ପାଣି ପାଇଁ ରାସ୍ତାରୋକ କରିଥିଲେ। ତେବେ ଏହାକୁ ହଟାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା...
ନୂଆଦିଲ୍ଲୀ: ସ୍ୱାସ୍ଥ୍ୟସେବାରେ ଗୁରୁତର ଅବହେଳା। ମୁଣ୍ଡରେ କ୍ଷତ ହୋଇଥିଲେ ମଧ୍ୟ ଡାକ୍ତର ଗୋଡ଼ର ଅପରେସନ କରିଛନ୍ତି। ଦିଲ୍ଲୀର ଶୁଶ୍ରୁତ ଟ୍ରମା ସେଣ୍ଟରରେ ଏଭଳି ଗୁରୁତର ଅବହେଳା ହୋଇଥିବା ନଜରକୁ ଆସିଛି। ସୂଚନା ଅନୁଯାୟୀ, ବିଜେନ୍ଦ୍ର ତ୍ୟାଗୀ ନାମକ ଜଣେ ବ୍ୟକ୍ତି ଏକ ଦୁର୍ଘଟଣାର ଶିକାର ହୋଇ ଟ୍ରମା ସେଣ୍ଟରରେ...
ଭୁବନେଶ୍ୱର: ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ମାଡ଼ ମରାଯିବା ଘଟଣାର ଭିଡିଓ ପଦାକୁ ଆସିଛି। ଗଣ୍ଡଗୋଳ ବେଳେ କେହି ବ୍ୟକ୍ତି ଏହାକୁ ମୋବାଇଲ୍ ସୁଟିଂ କରି ମେସେଜ୍ ଆକାରରେ ବିଭିନ୍ନ ଗ୍ରୁପ୍କୁ ପଠାଇଥିବା ଜଣାପଡ଼ିଛି। ଗତ ରାତିରେ ଅନୁଗୋଳ ଜିଲା କଣିହାଁ ନିକଟ ଡେରଙ୍ଗରେ ଏକ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ...
ସମ୍ବଲପୁର: ସମ୍ବଲପୁର ଫ୍ୟାମିଲି କୋର୍ଟ ପରିସରରେ ଯୁବକର ଉନ୍ମତ୍ତ କାଣ୍ଡ। ଜଣେ ବ୍ୟକ୍ତି ନିଜ ପତ୍ନୀ, ଶିଶୁ ଓ ଶାଶୂଙ୍କୁ ଭୁଜାଲିରେ ହାଣି ଲହୁଲୁହାଣ କରି ପକାଇଛନ୍ତି। ଆଜି ସକାଳେ ସମ୍ବଲପୁର ଫ୍ୟାମିଲି କୋର୍ଟ ପରିସରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ଯୁବକ ଜଣକ ହେଲେ ସ୍ଥାନୀୟ ସିନ୍ଦୁରପଙ୍କ...
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଖାରଜ। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ୭ ବିରୋଧୀ ଦଳ ଆଣିଥିବା ଏହି ମହାଭିଯୋଗ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି। ମହାଭିଯୋଗ ପ୍ରସ୍ତାବରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଅଭିଯୋଗର ଠୋସ୍ ଆଧାର ନଥିବା ଦର୍ଶାଇ...
ପାଟଣାଗଡ଼: ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆଉ ୩ ଜଣଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ। ଗତକାଲି ରାତିରେ ମାମଲାରେ ଲିଙ୍କ ଥିବା ଆଉ ଦୁଇ ଜଣଙ୍କୁ ଉଠାଇଥିବା ବେଳେ ଆଜି ସକାଳେ ଆଉ ଜଣଙ୍କୁ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଏମାନେ ହେଲେ ପାଟଣାଗଡ଼...
ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବାକୁ ଆସନ୍ତା ସପ୍ତାହରେ ହେବ ମୋଦି – ଜିନ୍ ପିଙ୍ଗ୍ ଭେଟ। ଚୀନ ଗସ୍ତ କରି ରାଷ୍ଟ୍ରପତି ଜିନ୍ ପିଙ୍ଗ୍ଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୭ ଓ ୨୮ ତାରିଖରେ ଏହି ଦ୍ୱିପାକ୍ଷିକ ବୈଠକ ହେବ...
ଅନୁଗୁଳ: ଅନୁଗୁଳ ଠାକୁରଗଡ଼ ସାନହୁଲାରେ ଏକ ଦୋକାନ ଉପରେ ଟ୍ରକ୍ ମାଡିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ୨ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରେଲର ବଇଣ୍ଡାରୁ ଆଠମଲ୍ଲିକ ଅଭିମୁଖେ ଯାଉଥିଲା। ଟ୍ରେଲରଟି ଭାରସାମ୍ୟ ହରାଇ ସାନହୁଲା ନିକଟରେ ରାସ୍ତାପାର୍ଶ୍ୱରେ ଥିବା ଏକ ଦୋକାନ ଘର...
ଭୁବନେଶ୍ୱର: ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗ। ଅନୁଗୁଳ କଣିହାଁ ନିକଟ ଡେରଙ୍ଗ ନିକଟରେ ତାଙ୍କୁ ଅସଦାଚରଣ ହୋଇଥିବା ନେଇ କଣିହାଁ ଥାନାରେ ଅଭିଯୋଗ କରିଛନ୍ତି ଉଷସୀ। ଏନେଇ ସୋସିଆଲ ମିଡିଆରେ ମଧ୍ୟ ଅଭିଯୋଗ ରଖିଛନ୍ତି ଉଷସୀ। ଗତକାଲି ଉଷସୀ ଯାତ୍ରା କରିବାକୁ ଡେରଙ୍ଗ ଯାଇଥିଲେ। ସେଠାରେ ଡେରଙ୍ଗ...