ମରିନାହିଁ ବରଂ ବଞ୍ଚି ରହି ଏବେ ବି ଆତଙ୍କ ଖେଳାଉଛି ଇସଲାମିକ ଷ୍ଟେଟ ଆତଙ୍କବାଦୀ ଗ୍ରୁପର ମୁଖ୍ୟ ବାଗଦାଦି। ଆମେରିକାର ଏକ ଗୁଇନ୍ଦା ସଂସ୍ଥା ଏହି ଦାବି କରିଛି। ଏହା ସହ ଆଇଏସ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓର ପ୍ରମାଣ ଆଧାରରେ ବାଗଦାଦି ବଞ୍ଚିଥିବା ସପୃକ୍ତ ଗୁଇନ୍ଦା...
ନବରଙ୍ଗପୁର: ଭାଲୁ ଆକ୍ରମଣରେ ଜଣେ ଗୁରୁତରା ନବରଙ୍ଗପୁର ଜିଲ୍ଲା ଶାସନ ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତିା ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁପତ୍ର ବିଭାଗର କର୍ମଚାରୀ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତିା ଗୁରୁତର ବ୍ୟକ୍ତି ହେଲେ ଶାସନ ଗାଁର ଦୟାନିଧି ହରିଜନା...
ଭୁବନେଶ୍ୱର: ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଆଜି ଅପରାହ୍ନରେ ନବୀନ ପଟ୍ଟନାୟକ ନିର୍ବାଚନ କମିଶନଙ୍କୁ ଭେଟିବାକୁ ଯିବେ। ଯଦି ବାତ୍ୟା ହିଟ୍ କରେ, ତା ହେଲେ ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ନିର୍ବାଚନ କମିଶନଙ୍କୁ ସେ ଅନୁରୋଧ କରିବେ ବୋଲି କହିଛନ୍ତି। ଆସନ୍ତା ୧୯ ତାରିଖରେ ପାଟକୁରା ନିର୍ବାଚନ ହେବାର ଅଛି।...