• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

bbsr
ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ; ଭୁବନେଶ୍ୱରରେ କୋହଳ ହେବନି କଟକଣା

ଭୁବନେଶ୍ୱର: ଏପ୍ରିଲ ୧୪ ତାରିଖ ରାତିରେ ୨୧ ଦିନିଆ ଲକ୍‌ଡାଉନ ଅବଧି ଶେଷ ହେବା ପରେ ୧୫ରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଲାଗୁ କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ବେଳେ ପୂର୍ବଭଳି କଟକଣା ଜାରି ରହିଥିବା ବେଳେ କୃଷି ଓ କୃଷକମାନଙ୍କ ପାଇଁ କିଛି କୋହଳ...

relief
୧୫ରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ; ହଟିବ ଏସବୁ କଟକଣା

ଭୁବନେଶ୍ୱର: ଏପ୍ରିଲ ୧୪ ତାରିଖ ରାତିରେ ଶେଷ ହେବ ୨୧ ଦିନିଆ ଲକ୍‌ଡାଉନ ଅବଧି। ହେଲେ ତା’ ପୂର୍ବରୁ ରାଜ୍ୟ ସରକାର ଳକ୍‌ଡାଉନ୍‌ ଅବଧି ଏପ୍ରିଲ ୩୦ ଯାଏ ପୁଣି ବଢାଇ ଦେଇଛନ୍ତି। ତେଣୁ ଏପ୍ରିଲ ୧୫ରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଲାଗୁ କରାଯିବ । ତେବେ...

144
ମନ୍ଦିରରେ ଲାଗିଲା ୧୪୪, ଫିକା ପଡ଼ିଗଲା ମହା ବିଷୁବ ସଂକ୍ରାନ୍ତି

ଭୁବନେଶ୍ୱର:ଆଜି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ପ୍ରଭୁ ମହାବୀରଙ୍କ ଜୟନ୍ତୀ । ଏହି ଅବସରରେ ରାଜ୍ୟ ତଥା ଦେଶର କୋଣ ଅନୁକୋଣରେ ହନୁମାନଙ୍କ ଜୟନ୍ତୀ ପାଳିତ ହୋଇଥାଏ । ଶ୍ରୀମନ୍ଦିରରେ ମଧ୍ୟ ଏହି ଉପଲକ୍ଷେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ପରମ୍ପରା ଅନୁସାରେ ହେଉଛି । କିନ୍ତୁ...

america
ଭାରତରେ ୩ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର:  ଭାରତରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୩ଶହ ଟପିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରେ ୩୦୮ ଜଣଙ୍କ ମୃତ୍ୟୁ ଘଟିଲାଣି।  ଦେଶରେ ମୋଟ ୮ ହଜାର ୩୫୦ ଜଣ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଥିବା ବେଳେ ୭୧୬ ଜଣ ଆରୋଗ୍ୟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ...

truck
ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଥିବା ଟ୍ରକକୁ ରୋକନି-କେନ୍ଦ୍ର

ନୂଆଦିଲ୍ଲୀ: ଲକଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ନେଉଥିବା ଟ୍ରକକୁ ରୋକାଯାଇ ପାରିବନି। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ଟ୍ରକ,  ରାଜ୍ୟ ଭିତରେ ଚଳାଚଳ କରୁଥିବା ଟ୍ରକ୍ ଉପରେ କଟକଣା ରହିବନି। ଏନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରିଛି କେନ୍ଦ୍ର ଗୃହ ବିଭାଗ। ସେହିପରି...

corona-panic
ଆମେରିକାରେ ବଢୁଛି କରୋନା ମୃତ୍ୟୁ ; ୨୪ ଘଣ୍ଟାରେ ୧୫୦୦ରୁ ଅଧିକ

ନୂଆଦିଲ୍ଲୀ: ସାରା ବିଶ୍ୱରେ ସାଂଘାତିକ ସ୍ଥିତିରେ ପହଞ୍ଚିଛିି କରୋନା ସଂକ୍ରମଣ। ବିଶ୍ୱର ୨୧୦ ଦେଶରେ ବ୍ୟାପିଥିବା କରୋନା ଜନିତ ମୃତ୍ୟୁ ୧ ଲକ୍ଷ ୧୪ ହଜାର ଟପିଗଲାଣି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୧୮ ଲକ୍ଷକୁ ପାର କରିଛି।  ବିଶେଷ କରି ଆମେରିକା, ସ୍ପେନ, ଇଟାଲି ଏବଂ ଫ୍ରାନ୍ସରେ...

kp dhalsamanta
ପରଲୋକରେ ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତ

ଭୁବନେଶ୍ୱର: ଆରପାରିରେ ଅବସରପ୍ରାପ୍ତ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ କେପି ଧଳସାମନ୍ତ। ଆଜି  ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇ ଯାଇଛି । ୭୦ ବର୍ଷ  ବୟସ୍କ ଲେଫ୍ଟନାଣ୍ଟ ଧଳସାମନ୍ତ  କିଛି ଦିନ ଧରି ଅସୁସ୍ଥ ଥିଲେ। ଲେଫ୍ଟନାଣ୍ଟ ଜେନେରାଲ କେପି ଧଳସାମନ୍ତ ରାଷ୍ଟ୍ରୀୟ ରାଇଫଲର...

camel-1
ଟ୍ୱିଟ କରି ମହିଳାଙ୍କୁ ସାହାଯ୍ୟ କଲେ ଅରୁଣ ବୋଥ୍ରା, ରାଜସ୍ଥାନରୁ ମୁମ୍ବାଇରେ ପହଞ୍ଚିଲା ଓଟ କ୍ଷୀର

ଜୟପୁର: ରାଜସ୍ଥାନରୁ ମୁମ୍ବାଇ ଗଲା ୨୦ ଲିଟର୍ ଓଟ କ୍ଷୀର। ଲକ୍ ଡାଉନ୍ ବେଳେ ସ୍ୱତନ୍ତ୍ର ଭାବେ ରେଳ ବିଭାଗ ପକ୍ଷରୁ ଏହି କ୍ଷୀରକୁ ରାଜସ୍ଥାନରୁ ଆଣି ମୁମ୍ବାଇରେ ପହଞ୍ଚାଯାଇଛି । ଏଠି ସାଧାରଣ ଭାବେ ଏକ ପ୍ରଶ୍ନ ଉଠେ, ରେଳବାଇ ୨୦ ଲିଟର କ୍ଷୀରକୁ କାହିଁକି ଏତେ...

police
୮ ଘଣ୍ଟା ଅପରେସନ୍ ପରେ କଟା ହାତ ଲାଗିଲା, ସୁସ୍ଥ ହେଇଛନ୍ତି ପଟିଆଲାର ଏଇ ପୋଲିସ ଅଫିସର

ପଟିଆଲା: ୮ ଘଣ୍ଟାର ଅପରେସନ୍ ପରେ ଏବେ ସୁସ୍ଥ ହୋଇଛନ୍ତି ପଞ୍ଜାବ ପଟିଆଲାର ଏଏସ୍ଆଇ ହରଜିତ୍ ସିଂହ। ଚଣ୍ଡିଗଡ଼ PGI ହସ୍ପିଟାଲ୍‌ରେ ହୋଇଥିବା ଅପରେସନ୍‌ରେ ତାଙ୍କ କଟା ହାତକୁ ପୁଣି ଥରେ ଲଗାଯାଇଛି। ଯାହା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ୍ କର୍ତ୍ତୃପକ୍ଷ କହିଛନ୍ତି। ଗତକାଲି...

bisra
ବିଶ୍ରାର ଏସବୁ ଅଞ୍ଚଳ ହେଲା କଣ୍ଟେନମେଣ୍ଟ ଜୋନ

ସୁନ୍ଦରଗଡ଼; ସୁନ୍ଦରଗଡ଼ ବିଶ୍ରା ବ୍ଲକରେ ଦୁଇ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ବିଶ୍ରାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆସିଆନା କଲୋନୀ ଓ ଏହାର ଆଖପାଖ ଅଞ୍ଚଳକୁ ସିଲ କରାଯାଇଛି । ଏ ଅଞ୍ଚଳରେ କରୋନା...

ctc
କାହିଁକି ଏଠାରୁ ପ୍ରତ୍ୟାହାର କରାଗଲା କଣ୍ଟେନମେଣ୍ଟ କଟକଣା ?

କଟକ:ରାଜ୍ୟରେ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଅନେକ ଆକ୍ରାନ୍ତଙ୍କ  ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ପରିବର୍ତ୍ତନ ଘଟୁଛି। ସେମାନେ ମଧ୍ୟ ଖୁବ୍‌ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି...

Untitled-1 copy
ଏଠି କୋହଳ ହେଲା କଣ୍ଟେନ୍‌ମେଣ୍ଟ ନିୟମ; ଆଜିଠୁ ଖୋଲିବ ଅତ୍ୟାବଶ୍ୟକ ଦୋକାନ

ଯାଜପୁର; ଓଡ଼ିଶାରେ କରୋନାସ୍ଥିତିରେ ସୁଧାର ଆସି ନ ଥିଲେ ହେଁ ଧୀରେ ଧୀରେ ଆକ୍ରାନ୍ତମାନଙ୍କ ଅବସ୍ଥା ସୁଧୁରୁଛି। ପୂର୍ବରୁ ୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ପରେ ଗତକାଲି ରାତିରେ କଳାହାଣ୍ଡି ଜିଲ୍ଲାର ଆଉ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ରାଜ୍ୟରେ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।