• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

tracks
ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

ଭୁବନେଶ୍ଵର: ଟୁଇନସିଟିରେ ଜୋରଦାର ଚେକିଂ। ଭୁବନେଶ୍ୱର-କଟକରେ କୋଭିଡ ନିୟମ ପାଳନରେ ଢିଲାପଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ। ପରେ ଆକ୍ସନ ମୋଡ୍ରେ କମିଶନରେଟ୍ ପୋଲିସ ମାର୍କେଟ୍ କଂପ୍ଲେକ୍ସ, ସପିଂ ମଲର ପ୍ରତିଟି ଦୋକାନକୁ ଯାଇ ଯାଞ୍ଚ କରୁଛନ୍ତି ପୋଲିସ ଟିମ୍। ଡିସିପି ସିକ୍ୟୁରିଟି ନିର୍ମଳ ଶତପଥୀ ପୁରା ଟିମ୍ ସହ ଭୁବନେଶ୍ୱର...

ms
ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଆବୁଧାବି: କରୋନା କଟକଣା ଭିତରେ ଧମାକାଦାର ଆରମ୍ଭ ହୋଇଛି IPL ୧୩ ତମ ସଂସ୍କରଣ। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଧୁଳି ଚଟାଇଛି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍। ଅମ୍ବାତି ରାୟୁଡୁ ଓ ଫାପ ଡୁପ୍ଲେସିସଙ୍କ ଦମଦାର ବ୍ୟାଟିଂ ବଳରେ ସିଏସକେ...

murder
ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ନୂଆପୁର ଧଇଁଆ ସାହି ଶିଶୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ନୂଆଗାଁର ଲକ୍ଷ୍ମୀଧର ମଲ୍ଲିକକୁ ପୋଲିସ ଗିରଫ କରିଛି। ଗିରଫ ପରେ ସେ ଅନ୍ଧବିଶ୍ୱାସ ଯୋଗୁଁ ହତ୍ୟା କରିଥିବା ନେଇ ସ୍ୱୀକାର କରିଛି ବୋଲି ପୋଲିସ କହିଛି। ଧଇଁଆସାହିର ଟିକିଲି ମଲ୍ଲିକଙ୍କ ୭...

sri krushna
ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

ବାଲେଶ୍ୱର:  ବର୍ଷେ ତଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଭଲ ପାଇ ସୁଦୂର ରଷିଆରୁ ଓଡିଶା ଆସିଥିଲେ ଋଷିଆନ୍ ଦଂପତି। ବାଲେଶ୍ୱରକୁ ଆସିବା ପରେ ଏଠାରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ମଜ୍ଜିଗଲେ। ରେମୁଣାରେ ପ୍ରଭୁ କ୍ଷୀରଚୋରାଙ୍କ ମନ୍ଦିରରେ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରେମରେ ବ୍ରତୀ ହେବାପରେ ଏବେ ଆଉ ନିଜ...

bhubaneswar
Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ଏହିକ୍ରମରେ ଆଜି ଭୁବନେଶ୍ୱର ମହାନଗରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୧୦୭ ଜଣ କ୍ୱାରେଣ୍ଟିନ୍‌ରୁ ଓ ୨୧୮ ଲୋକାଲ କେସ୍‌ ରହିଛି। ଏହାଛଡ଼ା ୩୮୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର...

barsa namita
କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

କଟକ: ପୂରଣ ହେଲା ସୁଦୁର କୋରାପୁଟିଆ ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ। ନିଜ ସୁମଧୁର କଣ୍ଠ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚିତ କୋରାପୁଟ ବନ୍ଧୁଗାଁର ନମିତା ମେଲକା ଆଜି କଟକର ଏକ ଷ୍ଟୁଡିଓରେ ଗୀତ ଗାଇଛନ୍ତି।  ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ନିର୍ଦ୍ଦେଶନାରେ ତାଙ୍କ କଣ୍ଠରେ ଗୀତ ରେକର୍ଡିଂ...

syrup
ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

ଭୁବନେଶ୍ଵର: ରାଜ୍ୟରେ ବଢ଼ି ଚାଲିଛି ବେଆଇନ କଫ୍ ସିରପ୍ କାରବାର। ବଲାଙ୍ଗିର ସହର ମାଲପଡ଼ାରୁ ୧୮ ଶହ ବୋତଲ କଫ୍ ସିରପ୍ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ। ଏହି ଘଟଣାରେ ଜଣକୁ ଗିରଫ କରିଛି ପୋଲିସ। ଏହା ଆଗରୁ ମଧ୍ୟ ରାଜ୍ୟର...

bonda
'କରୋନା କଣ ଆମେ ଜାଣିନୁ'

ମାଲକାନଗିରି :  କରୋନା କଟକଣା ପ୍ରଭାବ ଶୂନ୍ୟ। ଆଦିମ ଜନଜାତି ବଣ୍ଡା ଏହି ମହାମାରି ବିଷୟରେ ନା କଣ ଜାଣିଛନ୍ତି ନା ସଚେତନତା ଅବଲମ୍ବନ କରିଛନ୍ତି। ବଣ୍ଡାଘାଟିରେ ରହିଥିବା ଦୁଇଟି ପଞ୍ଚାୟତ ଅଣ୍ଡ୍ରାହାଲ ଏବଂ ମୁଦୁଲିପଡାରେ ବାସ କରୁଥିବା ୩୨ଟି ଗାଁର ୭ ହଜାର ଲୋକଙ୍କୁ ଆଜି ପଯର୍ୟନ୍ତ...

suresh
'ଓଡ଼ିଶାର ସ୍ଵାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ିି ଯାଇଛି'

ଭୁବନେଶ୍ଵର:  ଓଡ଼ିଶାରେ କରୋନା  ନେଇ ଲୋକସଭାରେ ସମାଲୋଚନା କଲେ ସାଂସଦ ସୁରେଶ ପୂଜାରୀ। ରବିବାର ଲୋକସଭା ଆଲୋଚନାରେ ଭାଗ ନେଇ ଓଡ଼ିଶାରେ ସ୍ଵାସ୍ଥ୍ୟବସ୍ଥା ନେଇ ଟାର୍ଗେଟ୍ କରିଛନ୍ତି। ଓଡ଼ିଶାର ସ୍ଵାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ିି ଯାଇଛି ବୋଲି କହିଥିଲେ ସୁରେଶ ପୂଜାରୀ। ଓ୍ବାଶିଂଟନ ୟୁନିଭର୍ସିଟିର ତଥ୍ୟ ଅନୁସାରେ ଜାନୁଆରୀ...

rare
ବିଦ୍ୟୁତ କାଟକୁ କେନ୍ଦ୍ର କରି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ଵର:  ବିଦ୍ୟୁତ କାଟକୁ କେନ୍ଦ୍ର କରି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ଫୁଲା଼ଡ଼ି ଷ୍ଟ୍ରକଚରରେ କାମ କରୁଥିବା ୬ ବିଦ୍ୟୁତ କର୍ମଚାରୀ ଆହତ।  ଗତ ସପ୍ତାହରେ କିଛି ସମୟ ଲାଇନ୍ କଟିବା ପରେ ବିଦ୍ୟୁତ କର୍ମଚାରୀମାନେ ବିଜୁଳି କାଟ କରି ଅଫିସ ନିକଟ ଟ୍ରାନ୍ସଫର ମରାମତି...

deepika
ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: 'ମାଲ୍ ହେ କ୍ୟା'

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁ ଡ୍ରଗସ ଲିଙ୍କରେ ଆସିବା ପରେ ଏନେଇ ଟ୍ଵିଟ୍ କରି କଡ଼ା ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ବିଶାଦରେ ଥିବା ବ୍ୟକ୍ତି କଣ ଡ୍ରଗ୍ସ ନିଏ? ତଥାକଥିତ ଆଭିଜାତ୍ୟ ସମ୍ପନ୍ନଙ୍କ ଘରର ପିଲା ନିଜକୁ ଉଚ୍ଚକୋଟୀର ଦର୍ଶାଇବା ସହ ମ୍ୟାନେଜରଙ୍କୁ ଡ୍ରଗ୍ସ...

assembly
ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

ଭୁବନେଶ୍ଵର: ସମ୍ପୂର୍ଣ୍ଣ ସଂସଦ ଢାଞ୍ଚାରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ। କେବଳ ପ୍ରଶ୍ନ କାଳକୁ ଛାଡିଲେ ନିୟମ ଅନୁଯାୟୀ ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ମୋସନ, କଲିଂ ଆଟେନସନ ଆଦି ସବୁ ରହିବ।  ବସିବା ପାଇଁ ବିଧାୟକମାନେ ୪ ଫୁଟ ଦୂରତା ବଜାୟ ରଖିବେ। ଦର୍ଶକ ଗ୍ୟାଲେରିରେ ମଧ୍ୟ ବସିବେ...

mahila commission
ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣବଳାତ୍କାର ଅଭିଯୋଗ ମାମଲାରେ ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ। ଆସନ୍ତା ଅକ୍ଟୋବର ୧ ତାରିଖ, ଦିନ ୧୧ଟାରେ ଶୁଣାଣି ପାଇଁ ହାଜର ହେବାକୁ ସାନି ସମନ କରାଯାଇଥିବା ମହିଳା କମିଶନ୍ ଅଧ୍ୟକ୍ଷା ମୀନତି ବେହେରା ସୂଚନା...

rape
ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣବଳାତ୍କାର ଅଭିଯୋଗ ମାମଲାରେ ଅଭିଯୁକ୍ତ ପୋଲିସ କର୍ମଚାରୀ ଏଯାଏ ଚିହ୍ନଟ ହୋଇପାରି ନାହାନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ ଓ ଜେରା ହେଲାଣି କି ବୋଲି ପ୍ରଶ୍ନର ଉତ୍ତରରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ତଦନ୍ତ ଚାଲୁ ରହିଛି। ଏହାର ଅର୍ଥ ନିଜ ବିଭାଗର କର୍ମଚାରୀଙ୍କୁ...

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ...

ନୂଆଦିଲ୍ଲୀ: ନଭେମ୍ବର ପହିଲାରୁ ହେବ ୟୁଜି ଓ ପିଜି କ୍ଲାସ। ଉଭୟ ଷ୍ଟ୍ରିମର ପ୍ରଥମ ବର୍ଷ କ୍ଲାସ ନଭେମ୍ବରରୁ ଆରମ୍ଭ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ। In view of the COVID-19 pandemic, the Commission has accepted the Report...

pregnant lady
କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କରୋନା । କରୋନାରେ ଅନେକ ଗର୍ଭବତୀ ଆକ୍ରାନ୍ତ ହେଉଥିବା ନଜରକୁ ଆସୁଛିା ତେବେ କରୋନାରେ ଆକ୍ରାନ୍ତ ହୋଇଥିବା ଗର୍ଭବତୀ କିଭଳି ଯତ୍ନ ନେବେ, ଏନେଇ ବିଭିନ୍ନ ପରାମର୍ଶ ଦେଇଛନ୍ତି ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଲୁସି ଦାସ। ଡାକ୍ତର...

cure
ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ଆଉ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ।  ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୫୩୨୧୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍‌ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୨୫ ଜଣ ସୁସ୍ଥ ହୋଇଛନ୍ତି।...

hospital
ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର: କରୋନା ରୋଗୀଙ୍କ ସହିତ କଥା ହେବେ ପରିବାର ଲୋକ। ରାଜ୍ୟର ସବୁ ସରକାରୀ ଓ ବେସରକାରୀ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ରଖିବା ବାଧ୍ୟତାମୂଳକ କରାଯାଇଛି। ଏନେଇ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର। ଗାଇଡ୍‌ ଲାଇନ୍‌ ଅନୁସାରେ ସବୁ ହସ୍ପିଟାଲରେ ୨୪ ଘଣ୍ଟିଆ ହେଲ୍‌ପ...

otv check
ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ମାମଲାରେ ଆସନ୍ତା ଅକ୍ଟୋବର ୧ ତାରିଖରେ ପୁଣି ମହିଳା କମିଶନରେ ହାଜର ପାଇଁ ଓଟିଭି ଏମ୍‌ଡିଙ୍କୁ ସମନ୍ ହୋଇଛି । ହେଲେ ଅଭିଯୁକ୍ତ ପୁଲିସକୁ ଜେରାର ଆବଶ୍ୟକତାକୁ ନେଇ ଉଠିଥିବା ପ୍ରଶ୍ନକୁ କିନ୍ତୁ କମିଶନ୍ ଅଧ୍ୟକ୍ଷା ଏଡ଼ାଇଯାଇଛନ୍ତି। ଏପଟେ କିନ୍ତୁ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।