• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope 25th Sep To 1st Oct 2023: ଜାଣନ୍ତୁ, କେମିତି କଟିବ ଆପଣଙ୍କ ଏହି ସପ୍ତାହ

ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ । ବହୁତ ଦିନରୁ ଚିନ୍ତା କରୁଥିବା କାମ ଟି ଆଜି ଅଳ୍ପ ପ୍ରୟାସରେ ହୋଇଯିବ ।

Leo

ସିଂହ

Monday 25 Sep 2023

ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେତୁ ମନ ଓ ଚିତ୍ତ  ପ୍ରସନ୍ନ ରହିବ । ଅଶୀଂଦାରୀ ବ୍ୟବସାୟରେ ମନୋମାଳିନ୍ୟ ଉପୁଜିବ । କର୍ମ କ୍ଷେତ୍ରରେ ଅଶାବଧାନତା କାରଣରୁ ଅପମାନିତ ହେବେ ।  କାରବାର ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । ଯାହା ଚିନ୍ତା କରିଛନ୍ତି ତାହା ଆଜି ପୂରଣ କରିବାକୁ ଚେଷ୍ଟା କରିବେ । ବିଦ୍ୟା ଅଧ୍ୟୟନ ସମ୍ବନ୍ଧୀୟ ଶୁଭ ସମାଚାର ପ୍ରାପ୍ତ ହେବ ।  ମହିଳା ମାନେ କର୍ମ ତତ୍ପର ହେବେ । 

ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧

ପ୍ରତିକାର-  କୈାଣସି ଧର୍ମ ସ୍ଥାନରେ କିଛି ଦାନ କରନ୍ତୁ